Home Left

କମ୍ପ୍ୟୁଟର ତ୍ରୁଟି ଯୋଗୁ ଆମେରିକାରେ ବିମାନ ସେବା ଅଚଳ

ଓ୍ବାଶିଂଟନ,୧୧।୧: କମ୍ପ୍ୟୁଟର ତ୍ରୁଟି ଯୋଗୁ ଆମେରିକାରେ ଏୟାର ଟ୍ରାଫିକ କଣ୍ଟ୍ରୋଲରେ ବ୍ୟାଘାତ ସୃଷ୍ଟି ହୋଇଛି। ଫଳରେ ବିମାନ ସେବା ସାମୟିକ ପ୍ରଭାବିତ ହୋଇଛି। ପ୍ରାୟ ୧୨୦୦ରୁ ଅଧିକ ବିମାନ ଉଡାଣରେ ବିଳମ୍ବ ହୋଇଛି। ଫଳରେ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି। ଏହା ଏକ…

ଟମ୍‌ କ୍ରୁଜ-ଜ୍ୟାକି ଚ୍ୟାନଙ୍କଠାରୁ ବି ଅଧିକ ସମ୍ପତ୍ତିର ମାଲିକ ଶାହାରୁଖ; କେବଳ ଭାରତ ନୁହେଁ…

ବମ୍ବେ:ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖଙ୍କ କ୍ରେଜ ଆଜିବି କାହିଁରେ କେତେ। ଦେଶବିଦେଶରେ ଥିବା ତାଙ୍କ ପ୍ରଶଂସକ ହେଉଛନ୍ତି ଏହାର ଉଦାହରଣ। ଲୋକପ୍ରିୟତା ଯେତିକି ଶାହାରୁଖଙ୍କ ରୋଜଗାର ମଧ୍ୟ ସେତିକି। ପରିଣାମସ୍ବରୂପ ସେ ଭାରତର ସବୁଠାରୁ ଧନୀ ଅଭିନେତା ଭାବେ ପରିଗଣିତ ହୁଅନ୍ତି।…

ଅପରାଧିକ ସମୀକ୍ଷା କଲେ ଗଞ୍ଜାମ ଏସ୍‌ପି

ପୁରୁଷୋତ୍ତମପୁର,୧୧ା୧(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ଜିଲାରେ ନୂତନ ଏସ୍‌ପି ଭାବେ ଯୋଗଦେଇ ଥିବା ଜଗମୋହନ ମୀନା ବୁଧବାର ଜିଲାରେ ପ୍ରଥମଥର ଲାଗି ପୁରୁଷୋତ୍ତମପୁର ଏସ୍‌ଡିପିଓଙ୍କ କାର୍ଯ୍ୟାଳୟକୁ ଆସି ଉପଖଣ୍ଡସ୍ତରୀୟ ଅପରାଧିକ ସମୀକ୍ଷା କରିଛନ୍ତି। ଏଥିରେ ପୁରୁଷୋତ୍ତମପୁର ଏସ୍‌ଡିପିଓ ରଜନୀକାନ୍ତ ସାମଲଙ୍କ ସମେତ ପୁରୁଷୋତ୍ତମପୁର…

ପରଦାକୁ ଆସିବ ‘ଆରଆରଆର’ର ସ୍ବିକେଲ୍‌

ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଏସ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆରଆରଆର’ ଏକ ନୂଆ ସଫଳତାର କାହାଣୀ ଲେଖିଛି। ଫିଲ୍ମର ‘ନାଟୁ ନାଟୁ’ ଗୀତକୁ ଗୋଲଡେନ ଗ୍ଲୋବ ପୁରସ୍କାର ୨୦୨୩ରେ ଶ୍ରେଷ୍ଠ ଅରିଜନାଲ ଗୀତର ଆୱାର୍ଡ ପ୍ରଦାନ କରାଯାଇଛି। ଏହା ସହିତ ପ୍ରଶଂସକଙ୍କ…

ଇଏ ହେଉଛନ୍ତି ଅସଲି ‘ବାହୁବଳୀ’

ଇଣ୍ଟରନେଟ ଦୁନିଆ ଅତ୍ୟନ୍ତ ଅଜବ। ଏଠାରେ ବେଳେବେଳେ ଏମିତି ଭିଡିଓ ଭାଇରାଲ ହୁଏ, ଯାହା ଦେଖିବାକୁ ଆଶ୍ଚର୍ଯ୍ୟଜନକ ହୋଇଥାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କ ବୀରତ୍ୱ ସାଧାରଣରେ ପ୍ରଶଂସା କରାଯାଉଛି। ଏହି ଆଶ୍ଚର୍ଯ୍ୟଜନକ ଭିଡିଓରେ…

ଦୁଇ ବର୍ଷର ହେଲେ ଭାମିକା: ମା’ ଅନୁଷ୍କା ଶେୟାର କଲେ ସ୍ପେଶାଲ ଫଟୋ

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଗେହ୍ଲି ଝିଅ ଭାମିକା ଦୁଇ ବର୍ଷର ହୋଇଛନ୍ତି। ଏହି ଖାସ୍‌ ଦିନରେ ଅଭିନେତ୍ରୀ ନିଜର ଇନଷ୍ଟାଗ୍ରାମରେ ଝିଅଙ୍କ ବହୁତ ସୁନ୍ଦର ଫଟୋ ଶେୟାର କରିଛନ୍ତି। ଫଟୋରେ ତାଙ୍କ ମୁହଁ ଦେଖାଯାଉନାହିଁ। ହେଲେ ସେ ମା’ଙ୍କୁ…

ଦୁର୍ଘଟଣାର ଶିକାର ହେଲେ ଅଭିନେତ୍ରୀ

ବମ୍ବେ: ଶୁଟିଂ ବେଳେ ଆହତ ହୋଇଛନ୍ତି ଅଭିନେତ୍ରୀ ନୁସରତ ଭରୁଚା। ଆଗାମୀ ଫିଲ୍ମ ‘ଛୋରି ୨’ର ଶୁଟିଂ ସେଟ୍‌ରେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଡାକ୍ତରଖାନା ନିଆଯିବା ପରେ ତାଙ୍କର ସିଲେଇ କରାଯାଇଛି। ଏହାର ଏକ…

ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେଲେ ସୋନିଆ

ନୂଆଦିଲ୍ଲୀ,୧୧।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଛନ୍ତି। ବୁଧବାର ସାର୍‌ ଗଙ୍ଗା ରାମ ହସ୍ପିଟାଲର ପରିଚାଳନା ବୋର୍ଡର ଚେୟାରମ୍ୟାନ ଡା. ଅଜୟ ସ୍ବରୂପ ଏହି ସୂଚନା ଦେଇଛନ୍ତି। ଶ୍ୱାସକ୍ରିୟା ସଂକ୍ରମଣ ହେତୁ ସୋନିଆଙ୍କୁ ଜାନୁଆରୀ ୪ରେ ଦିଲ୍ଲୀର…

ମୋଦି କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୧।୧: ମୋଦି କ୍ୟାବିନେଟ ଅଳ୍ପ ପରିମାଣର ଡିଜିଟାଲ କାରବାର ପାଇଁ ୨୬୦୦ କୋଟି ଟଙ୍କା ପ୍ରୋତ୍ସାହନ ରାଶି ଅନୁମୋଦନ କରିଛି। ଭିମ୍‌ ୟୁପିଆଇରୁ କାରବାର ଉପରେ ପ୍ରୋତ୍ସାହନ ଉପଲବ୍ଧ ହେବ। ଏହା ସହିତ ତିନୋଟି ମଲ୍ଟି ଲେବଲ କୋଅପରେଟିଭ୍‌ ସୋସାଇଟି କରିବାକୁ…

ଦିଗପହଣ୍ଡିରୁ ଅପହୃତା ନାବାଳିକା ଢେଙ୍କାନାଳରୁ ଉଦ୍ଧାର

ଦିଗପହଣ୍ଡି,୧୧ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ଏକ ଗ୍ରାମରୁ ଅପହରଣ କରାଯାଇଥିବା ଜଣେ ନାବାଳିକାଙ୍କୁ ପୋଲିସ ଢେଙ୍କାନାଳରୁ ଉଦ୍ଧାର କରିଥିବା ଜଣାପଡ଼ିଛି। ନାବାଳିକାଙ୍କୁ ଅପହରଣ କରିଥିବା ନୟାଗଡ଼ ଜିଲା ନୂଆଗାଁ ଥାନା ବରଗଡ଼ ଗ୍ରାମର ନବାନ ଖାନ୍‌ଙ୍କୁ ପୋଲିସ ଗିରଫ କରି…

ପ୍ୟାରିସରେ ରେଳ ଷ୍ଟେଶନରେ ଛୁରୀଧାରୀଙ୍କ ଆତଙ୍କ: ୬ ଆହତ…

ପ୍ୟାରିସ,୧୧।୧ :  ଫ୍ରାନ୍ସର ରାଜଧାନୀ ପ୍ୟାରିସର ଏକ ବ୍ୟସ୍ତବହୁଳ ରେଳ ଷ୍ଟେଶନରେ ବୁଧବାର ଛୁରୀ ଧରିଥିବା ଜଣେ ବ୍ୟକ୍ତି ୬ଜଣଙ୍କୁ ଆହତ କରିଛନ୍ତି। ଏଥିରେ ଜଣେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ପୋଲିସ କହିଛି ଯେ ପ୍ୟାରିସ ନର୍ଡରେ ସକାଳ…

ଛେଳିକୁ ଦେଖି ଡରିଗଲା ହାତୀ: ଭିଡିଓ କରିବ ଆଶ୍ଚର୍ଯ୍ୟ

ହାତୀକୁ ପୃଥିବୀର ସବୁଠାରୁ ବଡ ପଶୁ ବୋଲି କୁହାଯାଏ। ଏପରିକି ଜଙ୍ଗଲର ରାଜା ମଧ୍ୟ ତାକୁ ଦେଖି ଥରି ଉଠନ୍ତି। ହାତୀ ଚାହିଁଲେ କିଛି ମିନିଟ ମଧ୍ୟରେ ଶକ୍ତିଶାଳୀ ଗଛକୁ ମଧ୍ୟ ଉପାଡି ଫୋପାଡି ଦେଇପାରେ। କିନ୍ତୁ ସେଇ ହାତୀ ଯେ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri