ସର୍ବାଧିକ ସଂଖ୍ୟକ ଶିଶୁ ଜନ୍ମ ଦେଇ ରେକର୍ଡ କରିଥିଲେ ମହିଳା
ସର୍ବାଧିକ ସଂଖ୍ୟକ ଶିଶୁ ଜନ୍ମ ଦେବାରେ ରୁଷିଆର ଜଣେ ମହିଳାଙ୍କ ନାଁରେ ରେକର୍ଡ ରହିଛି। ରୁଷିଆର ଜଣେ କୃଷକ ଫିଡୋର ଭାସିଲିଭଙ୍କ ପ୍ରଥମ ସ୍ତ୍ରୀ ରେକର୍ଡ ସଂଖ୍ୟକ ୬୯ ସନ୍ତାନ ଜନ୍ମ ଦେଇଥିଲେ। ସେ ୧୬ ଯମଜ ସନ୍ତାନ, ୭ଥର ଏକସଙ୍ଗେ…
ଶିୱାନରେ ୪ ଜଣଙ୍କ ମୃତ୍ୟୁକୁ ନେଇ ଲୋକେ ଭୟଭୀତ, ବିଷାକ୍ତ ମଦ୍ୟପାନକୁ ନେଇ ଚର୍ଚ୍ଚା, ୬ ଗୁରୁତର
ପାଟନା,୨୩ ।୧: ବିହାରର ଶିୱାନ ଜିଲାରେ ନବିଗଞ୍ଜ ଥାନା ଅଞ୍ଚଳର ଭୋପତପୁର ପଞ୍ଚାୟତରେ ରବିବାର ସନ୍ଧ୍ୟାରେ ସନ୍ଦିଗ୍ଧ ଅବସ୍ଥାରେ ୪ ଜଣଙ୍କ ମୃତ୍ୟୁ ଏବେ ଅନେକ ପ୍ରଶ୍ନ ଉଠାଇଛି । ଏହାସହ ୬ ଜଣ ଗୁରୁତର ଥିବା ଜଣାପଡିଛି । ଏମାନଙ୍କର…
ପ୍ରତି ମିନିଟ୍ରେ ଗୋଟିଏ ଶାଢ଼ି ବିକ୍ରି
ନୂଆଦିଲ୍ଲୀ,୨୩।୧: ଦେଶର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପ୍କାର୍ଟରେ ପ୍ରତି ମିନିଟ୍ରେ ଗୋଟିଏ ଶାଢ଼ି ବିକ୍ରି ହେଉଥିବା ଫ୍ଲିପ୍କାର୍ଟ ପକ୍ଷରୁ କୁହାଯାଇଛି। କାରଣ ଭାରତୀୟ ଶାଢ଼ିକୁ ବିଶ୍ୱରେ ଅନ୍ୟତମ ପୁରାତନ ପୋଷାକ ଭାବେ ପରିଗଣିତ କରାଯାଇଥାଏ। ଏପରିକି ଜେନ୍ ଜେଡ୍ଠାରୁ ଆରମ୍ଭକରି ମିଲେନିଆଲ…
ଦିଲ୍ଲୀରେ ଲାଲ୍ଚାନ୍ଦର ଏକ୍ସକ୍ଲୁସିଭ ଷ୍ଟୋର ‘ଆରୋହୀ’
ନୂଆଦିଲ୍ଲୀ,୨୩।୧: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଲାଲ୍ଚାନ୍ଦ ଜୁଏଲର୍ସର ଆଉ ଏକ ବ୍ରାଣ୍ଡ୍ ଆଉଟ୍ଲେଟ୍ ସୁଦୂର ଦିଲ୍ଲୀରେ ଶୁଭାରମ୍ଭ କରାଯାଇଛି। ଏପରିକି ଶନିବାର ଦିଲ୍ଲୀର ଲାଜପତନଗର ମାକେର୍ଟଠାରେ ଲାଲ୍ଚାନ୍ଦ ବ୍ରାଣ୍ଡ୍ର ପ୍ରଥମ ଏକ୍ସକ୍ଲୁସିଭ ଷ୍ଟୋର ‘ଆରୋହୀ’ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ…
ମାରୁତି ସୁଜୁକିର ଗ୍ରାଣ୍ଡ ଓ୍ବିକେଣ୍ଡ ଗେଟ୍ ୱେ
ବ୍ରହ୍ମପୁର ଅଫିସ,୨୩ା୧: ଦେଶର ପ୍ରମୁ୍ଖ ଅଟୋମୋବାଇଲ୍ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ (ଏମ୍ଏସ୍ଆଇଏଲ୍) ପକ୍ଷରୁ ଏକ ୩ ଦିନିଆ ଗ୍ରାଣ୍ଡ ୱିକେଣ୍ଡ ଗେଟ୍ ୱେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବିଶେଷ କରି ଓଡ଼ିଶା ବଜାରରେ ନେକ୍ସା ଗ୍ରାଣ୍ଡ ଭିଟାରା ଏସ୍ୟୁଭି…
‘ଡିଜିଟାଇଜେଶନ କାରବାରକୁ ଗୁରୁତ୍ୱାରୋପ’
ନୂଆଦିଲ୍ଲୀ,୨୩ା୧: ଦେଶର ପ୍ରମୁଖ ଫିନ୍ଟେକ ପ୍ଲାଟଫର୍ମ ଫୋନ୍ ପେ’ ଡିଜିଟାଇଜେଶନ କ୍ଷେତ୍ରର ସମ୍ପ୍ରସାରଣ ଓ ଗୁରୁତ୍ୱାରୋପକୁ ଦୃଷ୍ଟିରେ ରଖି ପାଣ୍ଠି ସଂଗ୍ରହ ସମ୍ପର୍କରେ ଘୋଷଣା କରିଥିଲା। ଫଳରେ କମ୍ପାନୀ ୧୨ ବିଲିୟନ ଡଲାରର ପ୍ରି-ମନି ଭାଲ୍ୟୁଏଶନରେ ଜେନେରାଲ ଆଟଲାଣ୍ଟିକଠାରୁ ଫଣ୍ଡିଂରେ ୩୫୦ମିଲିୟନ…
କଲିଫର୍ନିଆରେ ୧୦ ଜଣଙ୍କୁ ଗୁଳିକରି ହତ୍ୟା କରିବା ପରେ ନିଜକୁ ଗୁଳିକଲେ ଶୁଟର
କାଲିଫର୍ନିଆ,୨୩ ।୧: ଆମେରିକାର କାଲିଫର୍ନିଆରେ ମୋଂଟେର ପାର୍କରେ ଚାଇନା ନୂଆବର୍ଷ ପାଳନ କରାଯାଉଥିବା ସମୟରେ ହୋଇଥିବା ଗୁଳିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଯାଇଛି । କାଲିଫର୍ନିଆ ପୋଲିସ ତୁରନ୍ତ ଘଟଣାକୁ ନିଜ ଆୟତ୍ତକୁ ନେଇ ଯାଇଥିଲେ । ଆକ୍ରମଣକାରୀ ଓ ପୋଲିସ…
ମାଲାବାରରେ ୧୦ ଦିନିଆ ‘ଅନ୍କଟ ଜୁଏଲେରି ଶୋ’
ଭୁବନେଶ୍ୱର,୨୩ା୧: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍ସର ଏକ୍ସକ୍ଲୁସିଭ ଷ୍ଟୋର ଶହୀଦ ନଗର ପକ୍ଷରୁ ଏକ ୧୦ ଦିନିଆ ‘ଅନ୍କଟ ଜୁଏଲେରି ଶୋ’ର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ବ୍ରାଣ୍ଡ୍ର ପ୍ରମୁଖ ଗ୍ରାହକ, ଷ୍ଟୋର ଅଧିକାରୀ ଓ…
ରିଲାଏନ୍ସ ଡିଜିଟାଲରେ ‘ଡିଜିଟାଲ ଇଣ୍ଡିଆ ସେଲ୍’
ନୂଆଦିଲ୍ଲୀ,୨୩।୧: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପ ସହଯୋଗୀ କମ୍ପାନୀ ରିଲାଏନ୍ସ ଡିଜିଟାଲ୍ ପକ୍ଷରୁ ଚଳିତ ନବ ବର୍ଷ ଓ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଭାରତର ସର୍ବବୃହତ୍ ଇଲେକ୍ଟ୍ରୋନିକ ସେଲ୍ ‘ଡିଜିଟାଲ୍ ଇଣ୍ଡିଆ ସେଲ୍’ ସମ୍ପର୍କରେ ଘୋଷଣା କରାଯାଇଛି।…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୨ ଜୀବନ, ଅନେକ ଆହତ
ଢେଙ୍କାନାଳ ଅଫିସ୍,୨୩।୧: ଢେଙ୍କାନାଳ ଜିଲା ସଦର ଥାନା ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚବଟିଠାରେ ଏକ ଦୁର୍ଘଟଣା ଘଟିଛି। ସୋମବାର ଭୋର ସମୟରେ ଏକ ପିକନିକ ବସ ବ୍ରିଜ ତଳକୁ ଖସି ପଡିବାରୁ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ବହୁ…
ଓଡ଼ିଶା ବିପକ୍ଷରେ ବରୋଦା ୨୯୦/୪
ଭୁବନେଶ୍ୱର, ୨୩ା୧(ସ୍ପୋଟର୍ସ ବ୍ୟୁରୋ): କଟକସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା ବିପକ୍ଷ କୁଚ ବିହାର ଟ୍ରଫି କ୍ରିକେଟ ମ୍ୟାଚର ପ୍ରଥମ ଦିବସରେ ବରୋଦା ୪ ଉଇକେଟ ହରାଇ ୨୯୦ ରନ କରିଛି। ଦଳ ପକ୍ଷରୁ ଅଭୁମନ୍ୟୁ ସିଂ ୧୨୮ (୨୧୩ ବଲ୍,…
ଉଦ୍ଘାଟନୀ ମ୍ୟାଚ୍ରେ ନାଗପୁର ବିଜୟୀ
ବନ୍ତ, ୨୩।୧ (ଡି.ଏନ୍.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋସ୍ଥିତ ହନୁମାନଜୀଉ ମିନିଷ୍ଟାଡିୟମରେ ଟିଲୋ ଆଥ୍ଲେଟିକ ଆସୋସିଏଶନ ପକ୍ଷରୁ ୨୮ତମ ଅନ୍ତର୍ଜାତୀୟ ପ୍ରଦୀପ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଟିଲୋ କପ୍ ରବିବାର ଉଦ୍ଘାଟିତ ହୋଇଛି। ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା…
Archives


