ସ୍ବାମୀ, ଝିଅଙ୍କ ସହ ସମୁଦ୍ରକୂଳରେ ବୁଲୁଛନ୍ତି ଦେଶୀଗର୍ଲ
ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁ ଆକ୍ଟିଭ୍। ସେ ଅଧିକାଂଶ ସମୟରେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ସୋସିଆଲ ମିଡିଆରେ ତାଙ୍କର ଫଟୋଗୁଡ଼ିକ ଶେୟାର କରିଥାନ୍ତି। ପ୍ରଶଂସକମାନେ ମଧ୍ୟ ପ୍ରିୟଙ୍କାଙ୍କ ଫଟୋ ଦେଖିବା ପାଇଁ…
ରିଲିଜ୍ ପୂର୍ବରୁ ରେକର୍ଡ କଲା ‘ପଠାନ’
ଚାରି ବର୍ଷ ପରେ ବଡ ପରଦାରେ ପ୍ରତ୍ୟାବର୍ତ୍ତନ କରୁଥିବା ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ଅଗ୍ରୀମ ବୁକିଂରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଦେଶରେ ଏପର୍ଯ୍ୟନ୍ତ ମୁକ୍ତିଲାଭ କରିଥିବା ଫିଲ୍ମ ମଧ୍ୟରେ ‘ପଠାନ’ ଅଗ୍ରୀମ ବୁକିଂରେ ‘ବାହୁବଳୀ ୨’ର…
ସିରିଜ ଦୁର୍ଘଟଣା: ୪ ଆହତ
ଖୋର୍ଦ୍ଧା ଅଫିସ,୨୩ା୧: ଖୋର୍ଦ୍ଧା-ନୟାଗଡ଼ ୫୭ ନମ୍ବର ଜାତୀୟ ରାଜପଥ ବାଘମାରୀ ସାରୁଅ ରାସ୍ତା ମଝିରେ ସୋମବାର ସିରିଜ ଦୁର୍ଘଟଣା ହୋଇଛି। ଦୁଇ ଯାତ୍ରୀବାହୀ ଅଟୋ ସହ ପିକ୍ଅପ୍ ଓ ଟାଟାଏସି ଏବଂ ବାଇକ୍ ମଧ୍ୟରେ ଧକ୍କା ହୋଇଛି। ଦୁଇ ଅଟୋ, ବାଇକ…
ସ୍ବାଧୀନ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହେଉ ବୋଲି ଚାହୁଁଥିଲେ ନେତାଜୀ: ଝିଅ ଅନୀତା
ନୂଆଦିଲ୍ଲୀ,୨୩।୧: ଦେଶର ସ୍ବାଧୀନତା ସଂଗ୍ରାମକୁ ନୂତନ ଶକ୍ତି ପ୍ରଦାନ କରିଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ ଆଜି ପାଳନ କରାଯାଉଛି। ଏହି ଅବସରରେ ତାଙ୍କ ଝିଅ ଅନୀତା ବୋଷ ଫାଫ ମଧ୍ୟ ପିତାଙ୍କୁ ମନେ ପକାଇ କହିଛନ୍ତି, ଯେଉଁମାନେ…
୭୫ ବର୍ଷ ତଳେ ରାଓ୍ବଲପିଣ୍ଡିରୁ ଅମୃତସର ଟ୍ରେନ ଭଡ଼ା ମାତ୍ର ୪ ଟଙ୍କା…
ନୂଆଦିଲ୍ଲୀ/ଇସଲାମାବାଦ,୨୩।୧ : ଭାରତ ଏବଂ ପାକିସ୍ତାନର ସ୍ବାଧୀନତା ସମୟ ଏକ ରେଳ ଟିକଟ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଟିକଟ ପାକିସ୍ତାନର ରାୱଲପିଣ୍ଡି ଏବଂ ଅମୃତସର ମଧ୍ୟରେ ଟ୍ରେନ ଯାତ୍ରା ପାଇଁ ଉଦ୍ଦିଷ୍ଟ। ରାୱଲପିଣ୍ଡି ଠାରୁ ଅମୃତସର…
ନବଜାତକର ମୃତ୍ୟୁ: ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା
ପାଟଣା,୨୩ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାରେ ଜଣେ ପ୍ରସୂତିଙ୍କୁ ଡାକ୍ତରଙ୍କ ଅବହେଳା ଯୋଗୁ ନବଜାତ ଶିଶୁପୁତ୍ରର ମୃତ୍ୟୁର ହୋଇଥିବା ଅଭିଯୋଗ ହୋଇଛି। ସୂଚନାନୁଯାୟୀ ମୋଉଦୀପା ଗ୍ରାମର ପଙ୍କଜ ନାଏକଙ୍କ ସ୍ତ୍ରୀ ଅନୀତାଙ୍କର ରବିବାର ସନ୍ଧ୍ୟାରେ ପ୍ରସବ…
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟରେ ବହୁତ ପ୍ରଭାବିତ କହି ଭାଜପାରେ ଯୋଗ ଦେଲେ କଂଗ୍ରେସ ନେତା
ରାଞ୍ଚି,୨୩।୧: ଝାଡ଼ଖଣ୍ଡର କଂଗ୍ରେସ ନେତା ସନ୍ନି ଟପ୍ପୋ ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗ ଦେଇଛନ୍ତି। ୨୦୧୯ରେ ମନ୍ଦାର ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଟପ୍ପୋ ଭାଜପାର ରାଜ୍ୟ ସଭାପତି ତଥା ରାଜ୍ୟ ସଭା ସଦସ୍ୟ ଦୀପକ ପ୍ରକାଶ…
ମନ୍ଦିର ମହୋତ୍ସବବେଳେ ଖସିପଡିଲା କ୍ରେନ୍: ୪ ମୃତ, ୧୦ ଆହତ
ଚେନ୍ନାଇ,୨୩।୧: ତାମିଲନାଡୁର ଆରାକୋନାମରେ ମନ୍ଦିର ମହୋତ୍ସବରେ ଏକ କ୍ରେନ ଖସିପଡ଼ିବାରୁ ଅତି କମରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି। ରାଣୀପେଟ ଜିଲାର ନେମିଲି ପାଖରେ ଥିବା କିଲିଭେଡି ଅଞ୍ଚଳରେ ମାଣ୍ଡିଆାମ୍ମନ୍ ମନ୍ଦିର ଦ୍ରୌପଥିଆମ୍ମନ…
ବାବା ମହାକାଳେଶ୍ୱରଙ୍କୁ ଦର୍ଶନ କଲେ ଭାରତୀୟ ଖେଳାଳି: ରିଷଭ ପାଇଁ ପ୍ରାର୍ଥନା
ଉଜୈନ,୨୩।୧: ଭାରତୀୟ ଦଳର ଖେଳାଳି ସୂର୍ଯ୍ୟକୁମାର ଯାଦବ, କୁଲଦୀପ ଯାଦବ ଏବଂ ୱାଶିଂଟନ ସୁନ୍ଦର ଏବଂ ଦଳର କର୍ମକର୍ତ୍ତାମାନେ ବିଶ୍ୱ ପ୍ରସିଦ୍ଧ ବାବା ମହାକଳେଶ୍ୱର ମନ୍ଦିର ପରିଦର୍ଶନରେ ଯାଇଛନ୍ତି। ଖେଳାଳିମାନେ ବାବା ମହାକଳେଶ୍ୱରଙ୍କୁ ପୂଜା କରି ଆଶୀର୍ବାଦ ନେବା ସହ ଓମ…
ବଡ଼ ସଡ଼କ ଦୁର୍ଘଟଣା: ଆଖିବୁଜିଲେ ୫ ଯୁବକ
ଥିରୁଭାନନ୍ତପୁରମ,୨୩।୧: କେରଳର ଅମ୍ବାଲାପୁଜା ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଅମ୍ବାଲାପୁଜା ନିକଟ ଥିରୁଭାନନ୍ତପୁରମ ଆଡକୁ ଯାଉଥିବା ଏକ ଟ୍ରକ ସହିତ କାର ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ଅମ୍ବାଲାପୁଜା ପୋଲିସ କହିଛି,…
ବଲିଉଡ୍ର ଏହି ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ନେପାଳୀ ଯୁବତୀ,ଭିଡିଓ ଦେଖିଲେ…
ପ୍ରତିଦିନ ଆପଣ ବିଭିନ୍ନ ପ୍ରକାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିଥାନ୍ତି। ଏହି ଭିଡିଓଗୁଡ଼ିକ ମଧ୍ୟରୁ ଅନେକ ପ୍ରତିଭାଙ୍କୁ ଦେଖିବାକୁ ଦେଖିବାକୁ ମିଳିଥାଏ।ଆଉ କିଛି ଭିଡିଓ ଲୋକମାନଙ୍କ ମନୋରଞ୍ଜନ କରିଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ…
ପୁଣି ରାଜସ୍ଥାନରୁ ବୋହୂ ଆଣିବେ ନଡ୍ଡା
ଜୟପୁର,୨୩।୧: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ପୁଣି ରାଜସ୍ଥାନରୁ ବୋହୂ ଆଣିବାକୁ ଯାଉଛନ୍ତି। ବଡ଼ ପୁଅ ପରେ ଏବେ ରାଜସ୍ଥାନ ଝିଅ ରିଦ୍ଧି ସହ ସାନପୁଅ ହରିଶଙ୍କ ବିବାହ କରାଇବାକୁ ଯାଉଛନ୍ତି ନଡ୍ଡା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।…
Archives


