ନାଂଦେଡରେ ବିଆରଏସର ମେଗା ରାଲି, କେସିଆର କହିଲେ ଦେଶରେ କେବଳ ଭାଷଣ ଦିଆଯାଉଛି
ନାଂଦେଡ,୫ ।୨: ଭାରତୀୟ ରାଷ୍ଟ୍ର ସମିତି(ବିଆରଏସ) ରବିବାର ମହାରାଷ୍ଟ୍ରର ନାଂଦେଡରେ ଏକ ବଡ ରାଲି କରିଛି । ଦଳର ମୁଖ୍ୟ ତଥା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)ଜନସଭାକୁ ସମ୍ବୋଧିତ କରିବା ସମୟରେ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି ।…
ହିନ୍ଦୁ-ମୁସଲମାନ ବନ୍ଧୁତାର ଉଦାହରଣ: ବନ୍ଧୁଙ୍କ ପାଇଁ ଛାଡ଼ିଲେ ପଦବୀ…
ଗୟା,୫।୨ : ବନ୍ଧୁତାର କୌଣସି ଧର୍ମ ନାହିଁ। କିନ୍ତୁ ବନ୍ଧୁତାର କିଛି କାହାଣୀ ଉଦାହରଣ ପାଲଟିଯାଏ । ଯେତେବେଳେ ଧର୍ମ ନାମରେ ଘୃଣା ବିସ୍ତାର କରିବାର ପ୍ରୟାସ ଦେଖାଯାଇଥାଏ ସେତେବେଳେ ଏଭଳି ଉଦାହରଣଗୁଡ଼ିକ ସମାଜର ଠିକାଦାରଙ୍କୁ ଉପଯୁକ୍ତ ଉତ୍ତର ଦେବାକୁ ସକ୍ଷମ…
ପଶ୍ଚିମବଙ୍ଗରେ ପୁଣି ହିଂସା, ବୋମା ବିସ୍ଫୋରଣରେ ଟିଏମ୍ସି କର୍ମୀଙ୍କ ମୃତ୍ୟୁ
କୋଲକାତା,୫।୨: ପଶ୍ଚିମବଙ୍ଗର ବୀରଭୂମ ଜିଲାର ମାରଗ୍ରାମରେ ଏକ ବୋମା ବିସ୍ଫୋରଣରେ ରବିବାର ଜଣେ ତୃଣମୂଳ କଂଗ୍ରେସ କର୍ମୀ ପ୍ରାଣ ହରାଇଛନ୍ତି। ଏହି ବିସ୍ଫୋରଣରେ ଶାସକ ଦଳର ପଞ୍ଚାୟତ ମୁଖିଆଙ୍କ ଭାଇ ଆହତ ହୋଇଥିଲେ। ମୃତ ନ୍ୟୁଟନ ଶେଖଙ୍କ ପରିବାର ସଦସ୍ୟ ଏହି…
‘ଗରିବ ଲୋକଙ୍କ ସେବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଥିଲେ’
ଗଞ୍ଜାମ,୫।୨(ଡି.ଏନ୍.ଏ.)- ୧୯୮୫ ଲବଣ ଶ୍ରମିକ ଆନ୍ଦୋଳନର କର୍ଣ୍ଣଧାର ତଥା ଗରିବ ଜନସାଧାରଣଙ୍କ ନିଃସର୍ତ୍ତ ସେବା କରି ଆସିଥିବା କମ୍ୟୁନିଷ୍ଟ ପାର୍ଟିର ସାଥୀ କାମରାଜୁ ପ୍ରଧାନଙ୍କ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିଲା। ରବିବାର ସ୍ବର୍ଗତ କାମରାଜୁଙ୍କ ଦ୍ୱାଦଶ ତିଥି ଅବସରରେ ଏକ…
ତୂଳୀରେ ପ୍ରତିଭା ଦେଖାଇଲେ ଛାତ୍ରୀଛାତ୍ର
ବଲାଙ୍ଗୀର ଅଫିସ,୫।୨: ଅଗ୍ରଣୀ ସାମାଜିକ ସାଂସ୍କୃତିକ ସଙ୍ଗଠନ ଭୂମିକା ପକ୍ଷରୁ ସ୍ଥାନୀୟ ବଲାଙ୍ଗୀର ପବ୍ଲିକ ସ୍କୁଲରେ ରବିବାର ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଲାଙ୍ଗୀର ସହରର ବିଭିନ୍ନ ସ୍କୁଲର ୨୦୦ରୁ ଊଦ୍ଧର୍ବ ଛାତ୍ରୀଛାତ୍ର ଯୋଗଦେଇ ଚିତ୍ର ଆଙ୍କି ନିଜ ପ୍ରତିଭା…
ଉମରାନ ମଲିକ ତିଳକ ନ ଲଗାଇବା ବିବାଦ ପରେ ଭାଇରାଲ୍ ହେଉଛି ଏହି ଫଟୋ
ନୂଆଦିଲ୍ଲୀ,୫।୨:ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ଟେଷ୍ଟ ସିରିଜ ଫେବୃଆରୀ ୯ରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ସିରିଜ ଆରମ୍ଭ ହେବାର ଠିକ ପୂର୍ବରୁ ଭାରତର ଦୁଇ ତାରକା ଖେଳାଳି ମହମ୍ମଦ ସିରାଜ ଏବଂ ଉମ୍ରାନ ମଲିକଙ୍କ ନାମ ବିବାଦ ଭିତରକୁ…
ଇସ୍ରାଏଲ ସରକାରଙ୍କ ବିରୋଧରେ ଜାରି ରହିଛି ପ୍ରଦର୍ଶନ, ତେଲ ଆଭିବ ସଡକ ଉପରେ ଜନତା
ତେଳ ଆଭିବ,୫ ।୨: ଇସ୍ରାଏଲର ସୁପ୍ରିମକୋର୍ଟରେ ଅଧିକାରୀଙ୍କୁ ନିୟନ୍ତ୍ରିତ କରିବା ଆଇନ ବିରୋଧରେ ଜନତାଙ୍କ କ୍ରୋଧ ବଢିବାରେ ଲାଗିଛି । ଏଠାରେ ଗତ ୫ ସପ୍ତାହ ହେବ ଏହି ଆଇନ ବିରୋଧରେ ପ୍ରଦର୍ଶନ ଜାରି ରହିଛି । ଶନିବାର ବି ଇସ୍ରାଏଲର…
ଡକାୟତ ଗ୍ୟାଙ୍ଗର ୫ ଗିରଫ, ୨ ବନ୍ଧୁକ, ଗୁଳି ଜବତ
ଛତିଆ,୫।୨(ଡି.ଏନ୍.ଏ.): ଯାଜପୁର ଜିଲା ବଡଚଣା ବ୍ଲକ ବୈରୀ ଥାନା ପୋଲିସ ୫ ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କ ଘର କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା ବୋଲି ସୂଚନା ମିଳିଛି। ପୋଲିସ ତାଙ୍କଠାରୁ ୨ଟି ବନ୍ଧୁକ ୨ଟି ଗୁଳି ସହ ମାରଣାସ୍ତ୍ର ଏବଂ…
ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟ୍କା
ନୂଆଦିଲ୍ଲୀ, ୫।୨: ଭାରତ ବିପକ୍ଷ ଚାରି ଟେଷ୍ଟ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଏକ ବଡ଼ ଝଟ୍କା ଲାଗିଛି। ଭେଟେରାନ ଫାଷ୍ଟ ବୋଲର ଜୋଶ ହେଜଲଉଡ ଫେବୃଆରୀ ୯ରୁ ପ୍ରଥମ ଟେଷ୍ଟରୁ ବାଦ ଦିଆଯାଇଛି। ଆହତ କାରଣରୁ ସେ ନାଗପୁରରେ ଖେଳିବେ ନାହିଁ।…
ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା, ଜଣେ ମୃତ, ଅନେକ ଆହତ
ସୋହେଲା,୫।୨ (ଡିଏନଏ): ବରଗଡ଼ ଜିଲା ସୋହେଲା କଲେଜ ଛକରେ ଶନିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଜିଯେ ୦୫ ବିଏକ୍ସକ୍ ୩୪୨୩ ନମ୍ବର ବିଶିଷ୍ଚ ଏକ ତୀର୍ଥଯାତ୍ରୀ ବସ୍ ସୋହେଲା କଲେଜ ସମ୍ମୁଖ ରାସ୍ତାକଡରେ ଛିଡ଼ା…
ଉତ୍ତମ ସହକର୍ମୀ
କର୍ମକ୍ଷେତ୍ରରେ ସମସ୍ତଙ୍କ ପ୍ରିୟଭାଜନ ହେବାକୁ କିଏ ବା ନ ଚାହେଁ। ଏଥିପାଇଁ ଜଣେ ଦକ୍ଷ ତଥା ସମୟାନୁବର୍ତ୍ତୀ କର୍ମଚାରୀ ହେବା ସହ ସଭିଙ୍କ ସହ ଭଲ ବ୍ୟବହାର, ବିଶ୍ୱସ୍ତ ଆଚରଣ ରହିବା ହିଁ ଜଣେ ଉତ୍ତମ ସହକର୍ମୀର ପରିଚୟଦିଏ… କଥା ହୁଅନ୍ତୁ:…
ଅବହେଳିତଙ୍କ ମୁହଁରେ ଫୁଟାଉଛି ହସ
କେନ୍ଦୁଝର ଖଣିଖାଦାନ ଅଞ୍ଚଳରେ ରହୁଥିବା ଅନେକ ଅବହେଳିତ ଶିଶୁଙ୍କ ମୁହଁରେ ହସ ଫୁଟାଇବାକୁ ଅଣ୍ଟା ଭିଡ଼ିଛନ୍ତି ସେମାନେ। କେବେ କୋଭିଡ୍ ମୁକାବିଲା କରିବା ତ ଆଉ କେବେ ପ୍ରଦୂଷଣମୁକ୍ତ କେନ୍ଦୁଝର ଗଢ଼ିବା ଲକ୍ଷ୍ୟରେ ବୃକ୍ଷରୋପଣ କରିବା ଆଉ ପୁଣି କେବେ ଅସହାୟଙ୍କ…
Archives


