Home Left

ରାସ୍ତା କାମ ଯୋଗୁ ଉଠିପାରୁନି ଧାନ

ବୌଦ୍ଧ,୭।୨(ସ୍ବ.ପ୍ର.): ରାସ୍ତା ନିର୍ମାଣ ଚାଲିଥିବାରୁ ମଣ୍ଡିରେ ତିନୋଟି ପଞ୍ଚାୟତର ଶହ ଶହ ଚାଷୀ ଧାନ ପଡ଼ିରହିଥିବା ସହ ଶୀତ କାକରରେ ଚାଷୀ ଧାନକୁ ଜଗି ରହିଛନ୍ତି। ରାସ୍ତା କାମ ଯୋଗଁୁ ମିଲର ଧାନ ଉଠାଇବାକୁ ଗାଡି ପଠାଇପାରୁନାହାନ୍ତି। ତେଣୁ ତୁରନ୍ତ ରାସ୍ତା…

ଆସିଷ୍ଟାଣ୍ଟ ମ୍ୟାନେଜର ଗିରଫ, ୫୨୩ ଗ୍ରାମ୍‌ ସୁନା ଜବତ

ବ୍ରହ୍ମପୁର ଅଫିସ,୭ା୨: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ସାନବଜାର ସ୍ଥିତ ଅରୁନ୍ଧତୀ ଜୁଏଲେରିରୁ ୩୩ ଲକ୍ଷ ୩୮ ହଜାର ଟଙ୍କାର ସୁନାଗହଣା ଚୋରି ଘଟଣାର ଆସିଷ୍ଟାଣ୍ଟ ମ୍ୟାନେଜର ସୀମାଞ୍ଚଳ ପାତ୍ର ଓରଫ ଲିପୁଙ୍କୁ ସୋମବାର ପୋଲିସ ଗିରଫ କରିଛି। ସୀମାଞ୍ଚଳ ଜୁଏଲେରିରୁ…

ପ୍ରଧାନମନ୍ତ୍ରୀଙ୍କୁ ମିଳିଲା ବିଶେଷ ଉପହାର

ବେଙ୍ଗାଲୁରୁ,୭।୨:କର୍ନାଟକର ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଭାରତ ଶକ୍ତି ସପ୍ତାହ ୨୦୨୩’ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ବିଶେଷ ଉପହାର ଗ୍ରହଣ କରିଛନ୍ତି। ଆର୍ଜେଣ୍ଟିନାର ଶକ୍ତି କମ୍ପାନୀ ଓ୍ବାଇପିଏଫ୍‌ର ସଭାପତି ପାବଲୋ ଗୋଞ୍ଜାଲେଜ ମୋଦିଙ୍କୁ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା…

ବ୍ୟବସାୟୀଙ୍କ ଘରୁ ବଡ଼ ଧରଣର ଲୁଟ୍‌: ନେଇଗଲେ ଅଳଙ୍କାର, ନଗଦ ଟଙ୍କା

ରାୟଗଡା,୭।୨(ସ୍ବ.ପ୍ର.): ରାୟଗଡା ଜିଲାରେ ଦିନକୁ ଦିନ ଚୋରି ବଢିବାରେ ଲାଗିଛି। ପୁଣି ସୋମବାର ଏହାର ପୁନରାବୃତ୍ତି ଘଟିଛି। ସହରର ଗାୟତ୍ରୀ ନଗର ଚତୁର୍ଥ ଲେନରେ ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ ଧରଣର ଚୋରି ହୋଇଛି। ସୋମବାର ରାତିରେ ଚୋରମାନେ ସଂଘବଦ୍ଧ ଭାବେ…

ରୋଗୀଙ୍କୁ ମିଳୁନି ଖାଦ୍ୟ, ସ୍ୱାସ୍ଥ୍ୟସେବାରେ ଅବ୍ୟବସ୍ଥା

ଦାରିଙ୍ଗବାଡ଼ି,୭ା୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନ୍ତଃ ବିଭାଗରେ ଚିକିତ୍ସାଧୀନ ରହିଥିବା ରୋଗୀଙ୍କୁ ରୋଷେଇ ଖାଦ୍ୟ ଠିକ୍‌ ସମୟରେ ମିଳୁନାହିଁ। ଗତ ୩ ଦିନ ହେଲା ଚିକିତ୍ସିତ ରୋଗୀଙ୍କୁ କେବଳ ରବିବାର ରାତିରେ ଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ଏହା…

ଗଞ୍ଜାମରେ ଦୁର୍ଘଟଣାଜନିତ ମୃତ୍ୟୁ ବଢୁଛି

ଛତ୍ରପୁର,୭ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ପ୍ରତିବର୍ଷ ସଡକ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କେଉଁଠି ଜାତୀୟ ରାଜପଥ ତ ଆଉ କେଉଁଠି ରାଜ୍ୟ ରାଜପଥରେ ରାସ୍ତା ଠିକ୍‌ ନ ଥିବା, ସାଇନ ବୋର୍ଡ ନ ଥିବା ଏବଂ ବ୍ଲାକ ସ୍ପଟ୍‌…

ଶାଳିଆପତନି ଉଦ୍ଧାର

ଭୁବନ,୭।୨(ଡି.ଏନ.ଏ.): ଭୁବନ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ନିକଟରୁ ସୋମବାର ଏକ ଶାଳିଆପତନି ଉଦ୍ଧାର କରାଯାଇଛି। ଶାଳିଆପତନିଟି ନୂଆଭୁବନ ଶିଶୁ ବିଦ୍ୟାମନ୍ଦିର ନିକଟସ୍ଥ ରାସ୍ତାପାର୍ଶ୍ୱରେ ବୁଲୁଥିବା ବେଳେ ଅଞ୍ଚଳବାସୀ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଥିଲେ। ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା ପରେ ରେଞ୍ଜର…

୫କୋଟି ଟଙ୍କାର ଗହଣା ଲୁଟିଛନ୍ତି ଡକାୟତ

ପରଜଙ୍ଗ,୭।୨(ଡି.ଏନ.ଏ): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ମହାବିରୋଡ ଥାନା ଅଞ୍ଚଳରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଗତ ଶୁକ୍ରବାର ସଶସ୍ତ୍ର ଡକାୟତି ହୋଇଥିଲା। ୫ ଜଣ ଦୁର୍ବୃତ୍ତ ୨ଟି ପଲସରରେ ଆସି ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ ୧…

ସମ୍ପ୍ରସାରଣ ପାଇଁ ହଟିବ ଜବରଦଖଲ

ଢେଙ୍କାନାଳ ଅଫିସ,୭ା୨: ଢେଙ୍କାନାଳ ସହର ମଧ୍ୟଦେଇ ଯାଇଥିବା ପୂର୍ତ୍ତ ବିଭାଗର ପ୍ରମୁଖ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି। ଢେଙ୍କାନାଳ କଲେଜ ବାଇପାସ ଠାରୁ ସହର ମଧ୍ୟଦେଇ ବସ୍‌ଷ୍ଟାଣ୍ଡ, ଜିଲା କାର୍ଯ୍ୟାଳୟ ଏବଂ କୈବଲ୍ୟ ବଜାର ରଥଗଡାଠାରୁ ସହର ମଧ୍ୟଦେଇ ବାଜିଚୌକ…

ରଙ୍ଗହୀନ ଢେଙ୍କାନାଳ ରେଳଷ୍ଟେଶନ

ଢେଙ୍କାନାଳ ଅଫିସ, ୭।୨(ରତନ ନାୟାର): ପ୍ରତିବର୍ଷ ଆସୁଛି ରେଳବଜେଟ। ଓଡ଼ିଶା ଭାଗରେ ଦାବିଠାରୁ ଅଧିକ ଟଙ୍କା ପଡ଼ିଥିବା କହି କେନ୍ଦ୍ର ଦେଖାଉଛି ଗୋଲାପୀ ଚିତ୍ର। ଏହାକୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ କାଦୁଅଫିଙ୍ଗା ରାଜନୀତି ମଧ୍ୟ ହେଉଛି। ହେଲେ ବାରମ୍ବାର ଦାବି, ଆନ୍ଦୋଳନ,…

ତୁର୍କୀ-ସିରିଆରେ ଭୂକମ୍ପ ମୃତ୍ୟୁସଂଖ୍ୟା ୮ ଗୁଣା ବଢିପାରେ: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୭।୨: ତୁର୍କୀ, ସିରିଆ, ଇସ୍ରାଏଲ ଏବଂ ଲେବାନନରେ ପ୍ରବଳ ଭୂକମ୍ପ ସୃଷ୍ଟି ହୋଇଛି। ତୁର୍କୀରେ ୧୦ ଘଣ୍ଟା ମଧ୍ୟରେ ତିନିଟି ଭୂକମ୍ପରେ ଧ୍ୱଂସ ଲୀଳା ଦେଖିବାକୁ ମିଳିଛି ସିରିଆରେ ମଧ୍ୟ ସମାନ ଅବସ୍ଥା। ଏପର୍ଯ୍ୟନ୍ତ ତୁର୍କୀ ଏବଂ ସିରିଆରେ ଚାରି ହଜାରରୁ…

ବସ୍ତି ବାସିନ୍ଦାଙ୍କ ରାସ୍ତା ଅବରୋଧ

ଯୋଡ଼ା,୭ା୨(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ସହର ଦେଇ ଯାଇଥିବା ମୁଖ୍ୟ ରାସ୍ତାର ଧରଣୀଧର ଛକରେ ଚାଲିଥିବା ଫ୍ଳାଏ ଓଭର କାର୍ଯ୍ୟ ଯୋଗୁ ଲୋକେ ଧୂଳି ଧୂଆଁରେ ଅତିଷ୍ଠ ହେଉଛନ୍ତି। ଏହାର ପ୍ରତିକାର ପାଇଁ ସ୍ଥାନୀୟ ଲୋକେ ପୂର୍ବରୁ ପ୍ରତିବାଦ କରିଥିବା ବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri