କଇଁଛକୁ ଆକ୍ରମଣ କରି ଯୁବକ ଜେଲ ଗଲେ
ଓ୍ବାଶିଂଟନ୍: ନିଶା ମଣିଷର ସବୁଠାରୁ ବଡ଼ ଶତ୍ରୁ। ଯେତେବେଳେ ସେ ନିଶାରେ ଥା’ନ୍ତି, ସେତେବେଳେ କିଛି ଅଜବ କାମ କରିଥା’ନ୍ତି। ତାହା ମଜାଳିଆ ଏବଂ ଆଶ୍ଚର୍ଯ୍ୟ ମଧ୍ୟ ହୋଇପାରେ। ଆମେରିକାର ଜଣେ ବ୍ୟକ୍ତି ନିଶାରେ ଏକ ଦୁର୍ଲଭ କଇଁଛକୁ ଆକ୍ରମଣ କରି…
ଜାତୀୟ ସବ୍ଜୁନିୟର ବ୍ୟାଡ୍ମିଣ୍ଟନ ଉଦ୍ଯାପିତ
ଭୁବନେଶ୍ୱର, ୩୧ା୧୨(ସ୍ପୋଟର୍ସ ବ୍ୟୁରୋ): ବ୍ୟାଡମିଣ୍ଟନ ଆସୋସିଏଶନ ଅଫ୍ ଇଣ୍ଡିଆ, ରାଜ୍ୟ କ୍ରୀଡ଼ା ଯୁବସେବା ବିଭାଗ ଓ କିଟ୍ ୟୁନିଭର୍ସିଟିର ସହଯୋଗରେ ଓଡ଼ିଶା ରାଜ୍ୟ ବ୍ୟାଡ୍ମିଣ୍ଟନ ଆସୋସିଏଶନ ଆନୁକୂଲ୍ୟରେ ୩୪ତମ ଜାତୀୟ ସବ୍ ଜୁନିୟର ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ୍ ଅନୁଷ୍ଠିତ ହୋଇଯାଇଛି। ଏହାର ୧୭…
ଦୁଇ ବର୍ଷ ଲେଖାଏ ବ୍ୟବଧାନରେ ହୋଇଥିଲା ପ୍ରଥମ ୩ ବିଶ୍ୱକପ୍
ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍ଆଇଏଚ୍) ଆନୁକୂଲ୍ୟରେ ପୁରୁଷ ହକି ବିଶ୍ୱକପ୍ ୧୯୭୧ରୁ ଆରମ୍ଭ ହୋଇଥିଲା। ଇତିହାସ ଅବଲୋକନ କଲେ ଜଣାଯାଏ ଯେ, ପ୍ରଥମ ୩ ବିଶ୍ୱକପ୍ ପ୍ରତି ୨ ବର୍ଷ ବ୍ୟବଧାନରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ବିଶ୍ୱକପ୍ର ଆୟୋଜନ ଭାର ପାଇଥିଲା…
ଓଡ଼ିଶା ବାଳିକା ଦଳକୁ ରୌପ୍ୟ
ଭୁବନେଶ୍ୱର, ୩୧ା୧୨(କ୍ରୀଡ଼ା ପ୍ରତିନିଧି): ପଶ୍ଚିମବଙ୍ଗରେ ଅନୁଷ୍ଠିତ ୪୧ତମ ଜାତୀୟ ଜୁନିୟର ଖୋ ଖୋ ପ୍ରତିଯୋଗିତାରେ ଓଡ଼ିଶା ବାଳିକା ଦଳ ରୌପ୍ୟ ପଦକ ହାସଲ କରିଛି। ଦୀର୍ଘବର୍ଷ ପରେ ବାଳିକା ଦଳକୁ ଏହି ସଫଳତା ମିଳିଛି। ସେମିଫାଇନାଲରେ କୋହ୍ଲାପୁରକୁ ହରାଇଥିବା ଓଡ଼ିଶା ଫାଇନାଲରେ…
ଶ୍ରୀକ୍ଷେତ୍ରରେ ନୂଆବର୍ଷ ଭିଡ଼, ଲାଗିଲା କଟକଣା
ପୁରୀ ଅଫିସ,୩୧।୧୨: ନୂଆ ଆଶା, ନୂଆ ଉଦ୍ଦୀପନା ନେଇ ଆସୁଛି ନୂଆବର୍ଷ। ୨୦୨୩କୁ ସ୍ବାଗତ କରିବାକୁ ଚାହିଁ ରହିଛନ୍ତି ବିଶ୍ୱବାସୀ। ପର୍ଯ୍ୟଟନ କ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଲାଗି ରହିଛି। ଶୁକ୍ରବାର ମଧ୍ୟ ଶ୍ରୀମନ୍ଦିର, ବଡଦାଣ୍ଡ ଓ ସମୁଦ୍ରକୂଳରେ…
ତ୍ରିଶୁର ଫୁଟ୍ବଲ କ୍ଲବ ପଣ୍ଡିଚେରୀ ଚାମ୍ପିୟନ
ଟାଙ୍ଗୀ (ଖୋର୍ଦ୍ଧା),୩୧ା୧୨ (ଡି.ଏନ୍.ଏ.): ମହାବୀର ଆଥଲେଟିକ୍ ଆସୋସିଏଶନ ଆନୁକୂଲ୍ୟରେ କୁହୁଡ଼ି ଜନତା ହାଇସ୍କୁଲ ଷ୍ଟାଡିୟମରେ ଚାଲିଥିବା ୬୩ତମ ସର୍ବଭାରତୀୟ ମହାବୀର କପ୍ ଫୁଟ୍ବଲ ଟୁର୍ନାମେଣ୍ଟରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ତ୍ରିଶୁର ଫୁଟ୍ବଲ କ୍ଲବ ପଣ୍ଡିଚେରୀ। ଶୁକ୍ରବାର ଖେଳାଯାଇଥିବା ଫାଇନାଲରେ ଏହି…
ରଶ୍ମିରଞ୍ଜନଙ୍କୁ ସ୍ବର୍ଣ୍ଣ ପଦକ
ଭୁବନେଶ୍ୱର, ୩୧ା୧୨(ସ୍ପୋଟର୍ସ ବ୍ୟୁରୋ): ପଞ୍ଜାବର ଲୁଧିଆନାଠାରେ ୧୪ତମ ଜାତୀୟ ସିନିୟର ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ସଂଘର ଏକ ୧୭ଜଣିଆ ଦଳ ଅଂଶଗ୍ରହଣ କରିଥିଲେ। ୯୦କେଜି ଓଜନ ବର୍ଗରେ ଓଡ଼ିଶାର ରଶ୍ମିରଞ୍ଜନ ସାହୁ ପ୍ରଥମ ସ୍ଥାନ…
ସିକ୍କିମକୁ ୩-୦ରେ ହରାଇଲା ଓଡ଼ିଶା
ଭୁବନେଶ୍ୱର, ୩୧ା୧୨ (କ୍ରୀଡ଼ା ପ୍ରତିନିଧି): ଏଠାରେ ଚାଲିଥିବା ଜାତୀୟ ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟରେ ଶୁକ୍ରବାର ୩ଟି ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି। ଏଥିରୁ ଗୋଟିଏ ମ୍ୟାଚରେ ଓଡ଼ିଶା ୩-୦ ଗୋଲରେ ସିକିମକୁ ପରାସ୍ତ କରିଛି। କ୍ୟାପିଟାଲ ଫୁଟବଲ ଆରୋନାରେ ଅନୁଷ୍ଠିତ…
ଗୁଜରାଟରେ ମର୍ମନ୍ତୁଦ ଦୁର୍ଘଟଣାରେ ୯ ମୃତ, ୨୮ ଆହତ: ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଅହମଦାବାଦ,୩୧।୧୨: ଗୁଜରାଟର ନାଭସାରି ଜିଲାରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଏବଂ ଏସ୍ୟୁଭି କାର ମଧ୍ୟରେ ଧକ୍କା ହୋଇ ୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮ଜଣ ଆହତ ହୋଇଛନ୍ତି। ଏସ୍ୟୁଭି କାର ଡ୍ରାଇଭରଙ୍କ ଅସାବଧାନତା…
ସୋନାଲିକାର ୱେବ୍ସାଇଟ୍ରେ ଟ୍ରାକ୍ଟର ମୂଲ୍ୟ ପ୍ରଦର୍ଶିତ
ନୂଆଦିଲ୍ଲୀ,୩୧ା୧୨: ଦେଶର ପ୍ରମୁଖ ଟ୍ରାକ୍ଟର ବ୍ରାଣ୍ଡ୍ ତଥା ୧ ନମ୍ବର ରପ୍ତାନିକାରୀ ଭାବେ ପରିଚିତ ସୋନାଲିକା ଟ୍ରାକ୍ଟର୍ସ ପକ୍ଷରୁ ଏକ ଆକର୍ଷଣୀୟ ସେବା ଓ ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷର କିଷାନ ଦିବସ ଅବସରରେ ଦେଶର କୃଷକଙ୍କ…
‘ବିକ୍ରି ପରବର୍ତ୍ତୀ ସେବା, ସୁବିଧାକୁ ଗୁରୁତ୍ୱାରୋପ’
ନୂଆଦିଲ୍ଲୀ,୩୧ା୧୨: ଦେଶର ପ୍ରମୁଖ ବାଣିଜି୍ୟକ ଯାନ ନିର୍ମାତା ଟାଟା ମୋର୍ଟସ ନିକଟରେ ତା’ର ସ୍ମଲ୍ କମର୍ସିଆଲ ଭେଇକିଲ୍ସ (ଏସ୍ସିଭି) ବର୍ଗର ନୂତନ ମଡେଲ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ କରିଥିଲା। ଏହି ପରିପ୍ରେକ୍ଷୀରେ ଟାଟା ମୋଟର୍ସର ଗ୍ଲୋବାଲ ହେଡ୍ (କଷ୍ଟମର କେୟାର,କମର୍ସିଆଲ ଭେଇକିଲ…
ଜାନୁୟାରୀ ୨ରୁ ନୂଆ ଧାରାବାହିକ ‘ତୁ ଖରା ମୁଁ ଛାଇ’
ଭୁବନେଶ୍ୱର,୩୧ା୧୨: ରାଜ୍ୟର ପ୍ରମୁଖ ଘରୋଇ ମନୋରଞ୍ଜନଭିତ୍ତିକ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକ ପକ୍ଷରୁ ନୂତନ ବର୍ଷର ପରିପ୍ରେକ୍ଷୀରେ ମେଗା ଓଡ଼ିଆ ନୂଆ ଧାରାବାହିକ ପ୍ରସାରଣ କରିବାକୁ ଯାଉଛି। ଏପରିକି ଆସନ୍ତା ଜାନୁୟାରୀ ୨ରୁ ଜୀ ସାର୍ଥକର ନୂଆ ଧାରାବାହିକ ‘ତୁ ଖରା ମୁଁ…
Archives


