ରାସ୍ତା ନେଇ ୩ ଗ୍ରାମର ବାସିନ୍ଦା ସମସ୍ୟାରେ
ପଟ୍ଟାଙ୍ଗି,୮ା୨(ଡି.ଏନ୍.ଏ.): ରାଜ୍ୟ ସରକାର ଗ୍ରାମାଞ୍ଚଳର ରାସ୍ତାଘାଟଠାରୁ ଆରମ୍ଭ କରି ପାନୀୟଜଳ ଯୋଗାଣ ପର୍ଯ୍ୟନ୍ତ ଅନେକ ସୁବିଧା ଯୋଗାଇଦେବାକୁ ଜିଲା ଏବଂ ବ୍ଲକ ପ୍ରଶାସନକୁ ଯୋଜନା ପ୍ରସ୍ତୁତକରି ଦେବା ପାଇଁ ଅବଗତ କରୁଛନ୍ତି। ଗ୍ରାମବାସୀଙ୍କ ଲାଗି ଆବଶ୍ୟକ ପଡୁଥିବା ଯୋଜନା ପ୍ରସ୍ତୁତ ନ…
ଧାନ କ୍ରୟ ସହ ଏମ୍ଏସ୍ପିକୁ ନିଶ୍ଚିତ କରୁ କେନ୍ଦ୍ର: ବିଜେଡି
ଭୁବନେଶ୍ୱର, ୮।୨(ବ୍ୟୁରୋ): କେନ୍ଦ୍ର ସରକାର ଚଳିତ ବର୍ଷ ବଜେଟରେ ଧାନ କ୍ରୟ କ୍ଷେତ୍ରରେ ୨୦,୦୦୦ କୋଟି ଟଙ୍କାର ବୃହତ୍ ରାଶି ହ୍ରାସ କରିଛନ୍ତି। ସ୍ବାମୀନାଥନ କମିଶନ ରିପୋର୍ଟ ସୁପାରିସ କାର୍ଯ୍ୟକାରିତା ବିଷୟ ବି ଭୁଲିଯାଇଛନ୍ତି। ତେବେ ୨୦,୦୦୦ କୋଟି ଟଙ୍କା ହ୍ରାସ…
ବାଟ ହୁଡୁଛି ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟ
ବୈପାରିଗୁଡ଼ା,୮ା୨(ଡି.ଏନ୍.ଏ.): ଶିକ୍ଷାରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରି ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର ବାସ୍ତବ କ୍ଷେତ୍ରରେ ଲକ୍ଷ୍ୟ…
ନବ ଦାସଙ୍କ ହତ୍ୟାର ତଦନ୍ତ ‘କୋର୍ଟ ମନିଟର୍ଡ’ ନୁହେଁ: ଭାଜପା
ଭୁବନେଶ୍ବର, ୮।୨(ବ୍ୟୁରୋ): ନବ ଦାସଙ୍କ ହତ୍ୟା ଘଟିବା କ୍ଷଣି ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ। ଏହା ପର ମୁହୂର୍ତ୍ତରେ ହାଇକୋର୍ଟ ରେଜିଷ୍ଟ୍ରାରକୁ ଚିଠି ଲେଖି ତଦନ୍ତକୁ ତଦାରଖ କରିବା ପାଇଁ କହି କ୍ରାଇମବ୍ରାଞ୍ଚ ଉପରେ ତାଙ୍କ ନିଜର…
ପୁରୁଣା କାମକୁ ଦେଖାଇ ଅନୁଦାନ ଆତ୍ମସାତ୍
ନୂଆଗାଁ,୮।୨(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍ଜିଏନ୍ଆରଇଜିଏସ୍)ରେ ସୁଧାର ଆସୁନାହିଁ । ଫଳରେ ଏହି ଯୋଜନାର ସବୁ ଆଇନକାନୁନକୁ ଉଲ୍ଲଂଘନ କରି ବିଭିନ୍ନ ଉପାୟରେ ଠିକାଦାରଙ୍କଠାରୁ ଆରମ୍ଭ କରି ବିଭାଗୀୟ…
ମାର୍ଚ୍ଚ ସୁଦ୍ଧା ଦଶପଲ୍ଲାକୁ ଗଡ଼ି ନ ପାରେ ଟ୍ରେନ୍
ନୟାଗଡ଼ ଅଫିସ,୮ା୨: ପୂର୍ବତଟ ରେଳପଥ ଅଧୀନରେ ଥିବା ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ରେଳପଥ ନିର୍ମାଣର କଚ୍ଛପ ଗତି ଯୋଗୁ କାମ ତ୍ୱରାନ୍ବିତ ହୋଇ ପାରୁନି ବୋଲି ଅଭିଯୋଗ ହୋଇ ଆସୁଛି। ଏଣୁ ମାର୍ଚ୍ଚ ଶେଷ ସୁଦ୍ଧା ଦଶପଲ୍ଲାକୁ ରେଳ…
ଡବଲ ଇଞ୍ଜିନ୍ ସରକାରକୁ ହଟାଇପାରିବ ଟିଏମ୍ସି: ମମତା
ଅଗରତାଲା,୮।୨(ପି.ଟି.): ତୃଣମୂଳ କଂଗ୍ରେସ (ଟିଏମ୍ସି) ଏକମାତ୍ର ଦଳ ଯିଏ ଭାଜପାର ଡବଲ ଇଞ୍ଜିନ୍ ସରକାରକୁ ହଟାଇପାରିବ ଏବଂ ଦେଶବାସୀଙ୍କୁ ଭାଜପାର ବିକଳ୍ପ ଦେବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି। ଅଗରତାଲାରେ ଏକ ଜନସଭାକୁ ସମ୍ବୋଧିତ…
ଶିକ୍ଷାରୁ ବଞ୍ଚିତ କଲେ ସରକାର
ଅନୁଗୋଳ ଅଫିସ, ୮ା୨: ଘଞ୍ଚ ଜଙ୍ଗଲ ଭିତରେ ଥିବା ଆଦିବାସୀ ବହୁଳ ସିଟିକୋଇଲି ଗଁାର ପ୍ରାଥମିକ ବିଦ୍ୟାଳୟକୁ ସରକାର ବନ୍ଦ କରିଦେଲେ। ୩ କିଲୋମିଟର ଦୂରରେ ଥିବା କନ୍ଧକୋଇଲି ସ୍କୁଲ ସହିତ ଏହାକୁ ମିଶାଇଦେଲେ। ହେଲେ ସିଟିକୋଇଲିର ୨୦ ପ୍ରାଥମିକ ଛାତ୍ରୀଛାତ୍ର…
ଗର୍ଭଗୃହରୁ ପାଣି ଗଳୁଛି
ଢେଙ୍କାନାଳ ଅଫିସ, ୮।୨: ନିଜ ଆସ୍ଥାନରେ ଅସୁରକ୍ଷିତ କପିଳାସ କ୍ଷେତ୍ରାଧିପତି ଶ୍ରୀଚନ୍ଦ୍ରଶେଖର ଜୀଉ। ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଏହି ଶୈବପୀଠର ମୁଖ୍ୟ ମନ୍ଦିର ଗର୍ଭଗୃହରୁ ପାଣି ଗଳୁଛି। ସମସ୍ୟା ସମ୍ପର୍କରେ ଢେଙ୍କାନାଳ ଜିଲା ଦେବୋତ୍ତର ବିଭାଗ ଚିଠି ମାଧ୍ୟମରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ…
ବ୍ରହ୍ମପୁର ବଜାରରେ ବେଙ୍ଗାଲୁରୁ ଗୋଲାପର ଚାହିଦା
ବ୍ରହ୍ମପୁର ଅଫିସ,୮।୨: ଆରମ୍ଭ ହୋଇଛି ପ୍ରେମ ସପ୍ତାହ। ପଶ୍ଚାତ୍ୟ ସଂସ୍କୃତି ହୋଇଥିଲେ ସୁଦ୍ଧା ବର୍ତ୍ତମାନ ସାରା ପୃଥିବୀରେ ଏହା ପ୍ରେମୀ ଯୁଗଳଙ୍କ ମଧ୍ୟରେ ବେଶ ଆଦୃତ ହେଉଛି। ଏହି ସପ୍ତାହ ସାରା ବିଶ୍ୱରେ ଫେବୃୟାରୀ ୭ ରୁ ୧୪ ପର୍ଯ୍ୟନ୍ତ ପାଳିତ…
ଛାତ୍ରଙ୍କୁ ମାନସିକ ନିର୍ଯାତନା ଅଭିଯୋଗ
ବ୍ରହ୍ମପୁର ଅଫିସ,୮ା୨: ବ୍ରହ୍ମପୁର ସରକାରୀ ପଲିଟେକନିକରେ ପଢୁଥିବା ଜଣେ ଛାତ୍ରଙ୍କୁ ଅନୁଷ୍ଠାନର ଶିକ୍ଷକମାନେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଉଥିବା ନେଇ ଛାତ୍ରଙ୍କ ପରିବାର ଲୋକେ ବୈଦ୍ୟନାଥପୁର ଥାନାରେ ମଙ୍ଗଳବାର…
ଗଞ୍ଜାମରେ ୮୬,୧୧୮ ଚାଷୀଙ୍କଠାରୁ କିଣାଯାଇଛି ଧାନ
ଛତ୍ରପୁର,୮ା୨(ଡି.ଏନ୍.ଏ.): ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ବୀରବିକ୍ରମ ଯାଦବ ମଙ୍ଗଳବାର ଭିସି ମାଧ୍ୟମରେ ବିଭାଗୀୟ ସମୀକ୍ଷା ବୈଠକ କରିଥିଲେ ା ଗଞ୍ଜାମ ଜିଲାରେ ଚାଲିଥିବା ଧାନକିଣା ପ୍ରକ୍ରିୟାର ସ୍ଥିତି, ରାଶନ କାର୍ଡରେ ଦିଆଯାଉଥିବା ଚାଉଳ…
Archives


