Home Left

ନ୍ୟାୟ ଦାବିରେ ମହିଳାଙ୍କ ଧାରଣା

ଆନନ୍ଦପୁର,୮।୨(ସ୍ବ.ପ୍ର.): ନ୍ୟାୟ ପାଇଁ ଜଣେ ମହିଳା ମଙ୍ଗଳବାର ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ପ୍ରଶାନ୍ତି ନାୟକ ନାମ୍ନୀ ଉକ୍ତ ମହିଳା ଜଣକ ଉପଜିଲାପାଳଙ୍କ ପେସକାରଙ୍କ ସ୍ତ୍ରୀ ବୋଲି ଜଣାପଡ଼ିଛି। ବିବାହ ପରେ ସ୍ବାମୀଙ୍କଠାରୁ ନିର୍ଯାତନାର ଶିକାର ହେଉଥିବା ନେଇ…

ବସ୍‌-କାର୍‌ ମୁହାଁମୁହିଁ ଧକ୍କା: ୩୦ ମୃତ,୧୫ ଆହତ

ପେଶାଓ୍ବାର,୮।୨: ପାକିସ୍ତାନର ଖାଇବର ପାଖ୍ଟନଖୱାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମଙ୍ଗଳବାର ଏକ ଯାତ୍ରୀବାହୀ ବସ୍‌-କାର୍‌ ମୁହାଁମୁହିଁ ଧକ୍କା ହେବା ଯୋଗୁ ଗଭୀର ଉପତ୍ୟକାକୁ ଖସିପଡିଛି। ଫଳରେ ୩୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଥିବା…

ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଲା ପରେ ଜରୁରୀ ଅବତରଣ କଲା ଇଣ୍ଡିଗୋ

ନୂଆଦିଲ୍ଲୀ,୮।୨: ଇଣ୍ଡିଗୋର ଜେଡ୍ଡା-ଦିଲ୍ଲୀ ବିମାନ ମଙ୍ଗଳବାର ଯୋଧପୁରରେ ଜରୁରୀକାଳୀନ ଅବତରଣ କରିଛି। ଜଣେ ଯାତ୍ରୀଙ୍କ ଅସୁସ୍ଥତା ହେତୁ ଜରୁରୀକାଳୀନ ଅବତରଣ କରିଥିଲା। ଏହାପରେ ଯୋଧପୁରର ଗୋୟଲ ହସ୍ପିଟାଲ ଏବଂ ଅନୁସନ୍ଧାନ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ…

ପାଲେଷ୍ଟାଇନରେ ଭୂକମ୍ପ ଝଟକା

ଜେରୁଜେଲମ,୮।୨: ତୁର୍କୀ ଏବଂ ସିରିଆରେ ଭୟଙ୍କର ଭୂକମ୍ପ ପରେ ପାଲେଷ୍ଟାଇନରେ ଭୁକମ୍ପ ଅନୁଭୂତ ହୋଇଛି। ରିଚ୍ଟର ସ୍କେଲରେ ଏହାର ତିବ୍ରତା ୪.୮ ରେକର୍ଡ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ପାଲେଷ୍ଟାଇନରେ ହୋଇଥିବା ଏହି ଭୂକମ୍ପର କେନ୍ଦ୍ରସ୍ଥଳ ନାବଲୁସ ସହରଠାରୁ ୧୩ କିଲୋମିଟର…

କଶ୍ମୀରରେ ଉଚ୍ଛେଦ ଅଭିଯାନକୁ ବିରୋଧ

ଶ୍ରୀନଗର,୮।୨: ଜମ୍ମୁ-କଶ୍ମୀରରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଥିବାବେଳେ ଏହାକୁ ନେଇ ବିବାଦ ଦେଖାଦେଇଛି। ରାଜନୈତିକ ବିରୋଧୀ ଏବଂ ଗରିବଙ୍କୁ ପ୍ରଶାସନ ଟାର୍ଗେଟ କରୁଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି। ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ବିରୋଧରେ ବିଭିନ୍ନ ଅଞ୍ଚଳରେ ଆନ୍ଦୋଳନ ମୁଣ୍ଡ…

ବିଦେଶୀ ସଂଖ୍ୟାଲଘୁଙ୍କୁ ନାଗରିକତ୍ୱ ପ୍ରଦାନ ଲାଗି ୩୧ ଜିଲାପାଳଙ୍କୁ କ୍ଷମତା

ନୂଆଦିଲ୍ଲୀ,୮।୨(ପି.ଟି.): ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ସଂଖ୍ୟାଲଘୁ (ହିନ୍ଦୁ, ଶିଖ୍‌, ଜୈନ, ବୌଦ୍ଧ, ପାର୍ସି ଏବଂ ଖ୍ରୀଷ୍ଟିଆନ) ସମ୍ପ୍ରଦାୟର ଲୋକଙ୍କୁ ନାଗରିକତ୍ୱ ଆଇନ ଅନୁଯାୟୀ ଭାରତର ନାଗରିକତ୍ୱ ପ୍ରଦାନ ଲାଗି କେନ୍ଦ୍ର ସରକାର ୯ ରାଜ୍ୟର ୩୧ ଜିଲା ମାଜିଷ୍ଟ୍ରେଟ୍‌ଙ୍କୁ କ୍ଷମତା…

୩ ହୁଣ୍ଡିରୁ ବାହାରିଲା ୧୩ ଲକ୍ଷ ଟଙ୍କା

ଜଗତ୍‌ସିଂହପୁର ଅଫିସ, ୮ା୨: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କ ମନ୍ଦିର ପରିସର ହୁଣ୍ଡି ଖୋଲିବା କାର୍ଯ୍ୟ ୬ ମାସ ପରେ ଆରମ୍ଭ ହୋଇଛି। ପ୍ରଥମ ଦିନ ଅର୍ଥାତ୍‌ ମଙ୍ଗଳବାର ମୋଟ ୮ଟି ୩ଟି ଖୋଲାଯାଇ ୧୨,୬୪,୨୪୫ ଟଙ୍କା ସଂଗ୍ରହ କରାଯାଇଛି…

ଶୁଆକଣରେ ଜଳ ଜୀବନ ମିଶନ ଦିଗହରା

ନାଉଗଁା, ୮ା୨(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗଁା ବ୍ଲକ ଅନ୍ତର୍ଗତ କୋରୁଅ ପଞ୍ଚାୟତ ଶୁଆକଣ ଗଁାର ଚତୁଃପାର୍ଶ୍ୱକୁ ଦେବୀ ନଦୀ ଘେରି ରହିଛି। ଏହି ଗଁାଟି ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ ହୋଇଥିବା ବେଳେ ପାନୀୟ ଜଳର ସମସ୍ୟା ଲାଗି ରହିଛି। ସମୁଦ୍ର ତଟବର୍ତ୍ତୀ…

ଶ୍ରଦ୍ଧାଙ୍କ ଅସ୍ଥିକୁ ମେଶିନରେ ଗୁଣ୍ଡ କରିଥିଲେ ଆଫ୍‌ତାବ

ନୂଆଦିଲ୍ଲୀ,୮।୨: ଲିଭ୍‌-ଇନ୍‌ ପାର୍ଟନର ଶ୍ରଦ୍ଧା ଓ୍ବାଲ୍‌କରଙ୍କୁ ହତ୍ୟାକରି ଶରୀରକୁ ଖଣ୍ଡ ଖଣ୍ଡ କରିବା ପରେ ଅଭିଯୁକ୍ତ ଆଫତାବ ପୁନାଓ୍ବାଲା ସେଗୁଡ଼ିକୁ ଫିଙ୍ଗିବା ପୂର୍ବରୁ ଅସ୍ଥିଗୁଡ଼ିକୁ ଗୁଣ୍ଡ କରିଦେଇଥିଲେ। ଏଥିପାଇଁ ସେ ମାର୍ବଲ କଟିଂ ଓ ଗ୍ରାଇଣ୍ଡିଂ ମେଶିନ୍‌ ବ୍ୟବହାର କରିଥିଲେ ବୋଲି…

ହିତାଧିକାରୀଙ୍କୁ ୮ ମାସର ରାଶନ ମିଳିନାହିଁ

ରାଜନଗର, ୮ା୨(ଡି.ଏନ୍‌.ଏ.): ମାସେ କି ଦୁଇମାସ ନୁହେଁ, ୮ମାସ ହେଲା ହିତାଧିକାରୀ ରାଶନ ସାମଗ୍ରୀ ପାଉନାହାନ୍ତି। ରାଶନ ସାମଗ୍ରୀ ପାଉ ନ ଥିବା ସମ୍ପର୍କରେ ହିତାଧିକାରୀମାନେ ରାଜନଗର ଯୋଗାଣ ଅଧିକାରୀ, ଜିଲା ଯୋଗାଣ ଅଧିକାରୀ ଓ ଉପଜିଲାପାଳଙ୍କ ନିକଟରେ ଗୁହାରି କରିଥିଲେ…

ମୋହନ ଭାଗବତଙ୍କ ନାଁରେ ମାମଲା

ପାଟନା,୮।୨: ପଣ୍ଡିତମାନଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କ ବିରୋଧରେ ବିହାର ମୁଜାଫରପୁର ଜିଲାର ଏକ ଅଦାଲତରେ ମାମଲା ରୁଜୁ ହୋଇଛି। ପଣ୍ଡିତମାନେ ନିଜର ଫାଇଦା ପାଇଁ ସମାଜକୁ ଭାଗ ଭାଗ କରିଛନ୍ତି…

ବେଆଇନ ଭାବେ ଇଟା ପୋଡ଼ା ଚାଲିଛି

ପଟ୍ଟାମୁଣ୍ଡାଇ,୮।୨(ସ୍ବ.ପ୍ର.): ବେଆଇନ ଇଟାଭାଟି ନିର୍ମାଣ କରିବା ସହ ଚୋରା ବାଲି ଚାଲାଣ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବଢି ଚାଲିଛି। ଇଟାଭାଟି ମାଲିକ ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ ଏହା ଚାଲିଥିବା ଲୋକେ ଅଭିଯୋଗ କରିଛନ୍ତି। ଫଳରେ ସାଧାରଣ ଲୋକଙ୍କ ପ୍ରତିବାଦର ସ୍ବର ଜିଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri