ବାଇକ ରାଲିରେ ଗୁଳିକାଣ୍ଡ: ୩ ମୃତ, ୫ ଆହତ…

ମେକ୍ସିକୋ ସିଟି,୨୮।୫ : ଆମେରିକାରେ ଗୁଳିକାଣ୍ଡ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି। ନ୍ୟୁ ମେକ୍ସିକୋର ରେଡ ନଦୀ ଅଞ୍ଚଳରେ ଏକ ମୋଟରସାଇକେଲ ରାଲିରେ ଗୁଳକାଣ୍ଡ ଘଟିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଆହତ ହୋଇଛନ୍ତି। ପୋଲିସ ଗୁଳି ଚଳାଇଥିବା ଲୋକଙ୍କୁ ଗିରଫ କରିଛି।

ମେୟର ଲିଣ୍ଡା କଲହୋନ କହିଛନ୍ତି ଗୁଳକାଣ୍ଡରେ ୫ ଜଣ ଆହତ ହୋଇଛନ୍ତି। ନ୍ୟୁ ମେକ୍ସିକୋ ଷ୍ଟେଟ ପୋଲିସ (ଏନଏମଏସପି) ଅନୁଯାୟୀ ଆହତମାନଙ୍କ ମଧ୍ୟରୁ ଜଣକୁ ଡେନଭରର ଏକ ଡାକ୍ତରଖାନାକୁ ନିଆଯାଇଥିଲା।

ଏହାପୂର୍ବରୁ ନ୍ୟୁ ମେକ୍ସିକୋ ଷ୍ଟେଟ ପୋଲିସ ଏକ ଟୁଇଟରେ କହିଛି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ମେୟର କହିଛନ୍ତି ଗୁଳିକାଣ୍ଡ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତ ପୋଲିସ ହେପାଜତରେ ଅଛନ୍ତି।

ମେୟର ଲିଣ୍ଡା କାଲହୋନ କହିଛନ୍ତି ଏଥିରେ ସମ୍ପୃକ୍ତ ଥିବା ସମସ୍ତେ ବାଇକର୍‌ ଗ୍ୟାଙ୍ଗର ସଦସ୍ୟ। ନ୍ୟୁ ମେକ୍ସିକୋ ଷ୍ଟେଟ ପୋଲିସ କହିଛି ଏହି ଅଞ୍ଚଳ ବର୍ତ୍ତମାନ ସୁରକ୍ଷିତ ଅଛି ଏବଂ ସହରର ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ। ନ୍ୟୁ ମେକ୍ସିକୋ ଷ୍ଟେଟ ପୋଲିସର ସୂଚନାନୁସାରେ, ରେଡ ନଦୀ ମେମୋରିଆଲ ଡେ ମୋଟରସାଇକେଲ ରାଲିରେ ଏହି ଘଟଣା ଘଟିଥିଲା। ଏହି ବାର୍ଷିକ ରାଲିରେ ମେମୋରିଆଲ ଡେ ୱିକେଣ୍ଡ ପାଇଁ ସହରର ମୁଖ୍ୟ ରାସ୍ତାରେ ହଜାର ହଜାର ଲୋକଙ୍କ ଅଂଶଗ୍ରହଣ କରିଥିଲେ।

ରାଜ୍ୟ ପୋଲିସ କହିଛି ଅନ୍ୟ ଆହତ ଲୋକଙ୍କୁ ତାଓସର ହୋଲି କ୍ରସ ହସ୍ପିଟାଲ ଏବଂ ଆଲବୁକେର୍କୁ ନ୍ୟୁ ମେକ୍ସିକୋ ହେଲ୍ଥ ୟୁନିଭରସିଟିରେ ଚିକିତ୍ସା ପାଇଁ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୃଷ୍ଣସାଗରରେ ଡଲ୍‌ଫିନ୍‌ ଦଳ

ମସ୍କୋ, ୨୯ା୪: ସବୁଠୁ ବୁଦ୍ଧିମାନ ମତ୍ସ୍ୟ ଡଲଫିନ୍‌କୁ ରୁଷିଆ କୃଷ୍ଣସାଗର ନୌସେନା ଘାଟିର ସୁରକ୍ଷା ପାଇଁ ମୁତୟନ କରିଛି। ୟୁଏସ୍‌ ନାଭାଲ ଇନଷ୍ଟିଚ୍ୟୁଟ୍‌ (ୟୁଏସ୍‌ଏନ୍‌ଆଇ) ଉପଗ୍ରହ...

ପାକିସ୍ତାନର ପଞ୍ଜାବ ବିଶ୍ୱବିଦ୍ୟାଳୟରେ ହୋଲି ପାଳନ କରୁଥିବା ଛାତ୍ରଙ୍କ ଉପରେ ଆକ୍ରମଣ, ୧୫ ଆହତ

ଲାହୋର,୭ ।୩: ପାକିସ୍ତାନର ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ୧୫ ଛାତ୍ରଙ୍କ ଉପରେ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ସୋମବାର କଟ୍ଟରପନ୍ଥୀ ଇସଲାମିକ ଛାତ୍ର ସଂଗଠନର ସଦସ୍ୟ ଆକ୍ରମଣ କରିଛନ୍ତି...

ଚାଇନାରେ ଶେଷ ହୋଇନାହିଁ କରୋନା, ସତର୍କ ରହିବାକୁ ସ୍ବାସ୍ଥ୍ୟବିଭାଗର ନିର୍ଦ୍ଦେଶ

ବେଜିଂ,୨୩।୨: ଚାଇନାରେ କୋଭିଡ ମହାମାରୀ ଅଳ୍ପ ମାତ୍ରାରେ ନିୟନ୍ତ୍ରଣ ହୋଇଛି, ହେଲେ ଏହା ସମ୍ପୂର୍ଣ୍ଣ ରୂପେ ଶେଷ ହୋଇନାହିଁ। ଜାନୁୟାରୀ ୮ ତାରିଖରୁ କୋଭିଡର ଏକ...

ସର୍ବ ସମ୍ମୁଖରେ ଫାଶୀକୁ ନିନ୍ଦା କଲା ଆମେରିକା…

କାବୁଲ/ଓ୍ବାଶିଂଟନ,୮।୧୨ : ଆମେରିକା ଆଫଗାନିସ୍ତାନର ତାଲିବାନ ସରକାରଙ୍କୁ ସମାଲୋଚନା କରିଛି। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ନେଡ ପ୍ରାଇସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ...

ମଙ୍ଗଳରୁ ପୃଥିବୀକୁ ଆସିଲା ଏଲିଅନଙ୍କ ସିଗନାଲ, ବୈଜ୍ଞାନିକ କଲେ ଡିକୋଡ…

ପ୍ୟାରିସ,୨୮।୫ : ୨୬ ମେରେ ଅନ୍ତର୍ଜାତୀୟ ସ୍ପେସ ଏଜେନ୍ସି(ଇଏସଏ) ନିଶ୍ଚିତ କରିଥିଲା ପ୍ରଥମ ଥର ପାଇଁ ମଙ୍ଗଳ ଗ୍ରହରୁ ପୃଥିବୀକୁ ଏକ ଏଲିଅନ ସିଗନାଲ ଆସିଥିଲା।...

ବିମାନରେ ମାଆ,ଝିଅଙ୍କୁ ମଦ୍ୟପ ଯାତ୍ରୀଙ୍କ ଯୌନ ନିର୍ଯାତନା

ନ୍ୟୁୟର୍କ,୩୧ା୭: ଡେଲ୍ଟା ଏୟାରଲାଇନ୍ସର ଏକ ବିମାନରେ ଜଣେ ମଦ୍ୟପ ଯାତ୍ରୀ ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।...

ମାଲେସିଆରେ ଗିରଫ ହୋଇପାରନ୍ତି ଜାକିର

କୁଆଲାଲାମପୁର,୧୬।୮: ଧର୍ମକୁ ନେଇ ବିବାଦୀୟ ବୟାନ ଦେଇଥିବା ଜାକିର ନାଇକଙ୍କର ଚିନ୍ତା ବଢି ଯାଇଛି। କାରଣ ମାଲେସିଆ ସରକାର ତାଙ୍କୁ ପଚରା ଉଚରା ପାଇଁ ଗିରଫ...

ୟୁକ୍ରେନକୁ କ୍ଲଷ୍ଟର ବୋମା ଦେବ ଆମେରିକା

ଓ୍ବାଶିଂଟନ,୭ା୭: ରୁଷିଆ ସହିତ ୟୁକ୍ରେନ୍‌ର ଯୁଦ୍ଧ ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ତେବେ ଆମେରିକା ୟୁକ୍ରେନକୁ କ୍ଲଷ୍ଟର ବୋମା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି। ଏକ...

Advertisement
Archives

Model This Week