Home Left

ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ୫୦ ଏକର ଗଞ୍ଜେଇ ଚାଷ ନଷ୍ଟ

ବାଲିଗୁଡା,୨୦।୨(ଡି.ଏନ.ଏ.): କନ୍ଧମାଳ ଜିଲା ବାଲିଗୁଡା ଥାନା ପକ୍ଷରୁ ବାଲିଗୁଡା ବ୍ଲକ କୁଟିକିଆ ପଞ୍ଚାୟତର ସାଉଟିକିଆ ଅଞ୍ଚଳରୁ ଗଞ୍ଜେଇ ଚାଷ ନଷ୍ଟ କରିଥିବା ସୂଚନା ମିଳିଛି। ସୂଚନାନୁସାରେ, ବାଲିଗୁଡା ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ବେଆଇନ ଭାବରେ ଲାଗିଥିବା ଗଞ୍ଜେଇ…

ଜିଲା ଅଧ୍ୟକ୍ଷ ବୈଠକ ଡକାଇଲେ ଉଦ୍ଧବ: ବିଧାନସଭା କାର୍ଯ୍ୟାଳୟକୁ ଦଖଲ କଲେ ଶିନ୍ଦେ ଗୋଷ୍ଠୀ

ମୁମ୍ବାଇ,୨୦।୨: ମହାରାଷ୍ଟ୍ର ବର୍ତ୍ତମାନ ରାଜନୈତିକ ଅଶାନ୍ତି ଦେଖାଦେଇଛି। ଇତିମଧ୍ୟରେ ସୋମବାର ଉଦ୍ଧବ ଠାକରେ  ଜିଲା ଅଧ୍ୟକ୍ଷଙ୍କ ଏକ ବୈଠକ ଡକାଇଥିଲେ। ଏହି ବୈଠକରେ ଉଦ୍ଧବ  କହିଛନ୍ତି, ଏହା ସୁପାରୀ ଦେଇ ଶିବସେନାକୁ ହତ୍ୟା କରିବାର ଏକ ପ୍ରୟାସ। ଶିବସେନା ଭାଜପାର ହାତ…

ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା

ଇନ୍ଦୋର,୨୦ା୨: ବର୍ଡର-ଗାଭାସ୍କର ଟ୍ରଫିରେ ୦-୨ରେ ପଛୁଆ ରହିଥିବା ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା। ସୋମବାର ଦଳର ପ୍ରମୁଖ ଦ୍ରୁତ ବୋଲର ଜୋଶ ହାଜେଲଉଡ୍‌ ଆକିଲିଶ୍‌ଙ୍କ ଗୋଇଠିରେ ଇଞ୍ଜୁରୀ କାରଣରୁ ଇନ୍ଦୋର ଏବଂ ଅହମ୍ମଦାବାଦରେ ହେବାକୁ ଥିବା ଟେଷ୍ଟରୁ ବାଦ୍‌ ପଡିଛନ୍ତି । ପୂର୍ବରୁ…

ବିମାନରେ ବୋମା ଥିବା କହି ଫୋନ କରିବା ପଡିଲା ମହଙ୍ଗା, ବ୍ୟକ୍ତିଙ୍କୁ ଧରିଲା ପୋଲିସ

ନୂଆଦିଲ୍ଲୀ,୨୦।୨: ଚେନ୍ନାଇ-ହାଇଦ୍ରବାଦ ଯାଉଥିବା ଏକ ବିମାନରେ ବୋମା ଥିବା କହି ଫୋନ କରିବା ବ୍ୟକ୍ତିଙ୍କ ମହଙ୍ଗା ପଡିଛି। ଫ୍ଲାଇଟ୍‌ ମିସ୍‌ କରିବା ଭୟରେ ବ୍ୟକ୍ତି ଜଣଙ୍କ ଏଭଳି କାଣ୍ଡ କରିଥିବା ଜଣାପଡିଛି। ସୋମବାର ବୋମା ଧମକ ମିଳିବା ପରେ ହାଇଦ୍ରାବାଦ ବିମାନବନ୍ଦରରେ…

୧୩ରେ ରାଜଭବନ ଘେରିବ କଂଗ୍ରେସ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ମାର୍ଚ୍ଚ ୧୩ ତାରିଖରେ କଂଗ୍ରେସ ପକ୍ଷରୁ ରାଜଭବନ ଘେରାଉ କରାଯିବ। ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁର ତଦନ୍ତ ବାଟବଣା ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ରକରି ଏହି ଅନ୍ଦୋଳନ ହେବ ।…

ଦିଲ୍ଲୀ-ଦେଓଘରର ଇଣ୍ଡିଗୋ ବିମାନରେ ବୋମା ସୂଚନା

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀରୁ ଦେଓଘର ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ଏକ ସୂଚନା ମିଳିଥିଲା। ଯାହା ପରେ ସୁରକ୍ଷା ପ୍ରୋଟୋକଲକୁ ପାଳନ କରିବା ସହ ବିମାନକୁ ଡାଇଭର୍ଟ କରାଯାଇ ଲକ୍ଷ୍ନୌ ବିମାନବନ୍ଦରରେ ଅବତରଣ କରିବାକୁ ସଙ୍କେତ ଦିଆଯାଇଥିଲା। ଯେଉଁଠାରେ ବିମାନର…

ମୁକୁଳା ପଡ଼ିଛି ମାଳ ମାଳ ଟ୍ରାନ୍ସଫର୍ମର: କରେଣ୍ଟ ଲାଗି ମହିଳା ଗୁରୁତର

ଖଲ୍ଲିକୋଟ,୨୦।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ୍‌ ଅଞ୍ଚଳରେ ମୁକୁଳା ପଡ଼ିଛି ମାଳମାଳ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର। ଏନେଇ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଅକାଳରେ ଲୋକଙ୍କ ଜୀବନ ଯାଉଥିବା ବେଳେ କେତେକେ ଗୁରୁତର ଆହତ ହେଉଛନ୍ତି। ମୁକୁଳା ଟ୍ରାନ୍ସଫର୍ମରରେ ବ୍ୟାରିକେଡ୍‌ କରିବା ପାଇଁ ବାରମ୍ବାର…

୫୯୮ ମହିଳା ଗୋଷ୍ଠୀଙ୍କୁ ୨୮ କୋଟି ଋଣ

ସୋରଡ଼ା,୨୦।୨(ଡି.ଏନ୍‌.ଏ): ମହିଳା ସଶକ୍ତିକରଣ ଉଦ୍ଦେଶ୍ୟରେ ସୋମବାର ବ୍ଲକ ମିଶନ ଶକ୍ତି ପକ୍ଷରୁ ସାଗରବନ୍ଧ ନିକଟ ପଡ଼ିଆରେ ଋଣ ମେଳା ଆୟୋଜିତ କରାଯାଇଥିଲା। ଏଥିରେ ବ୍ଲକର ୫୯୮ ମହିଳା ଗୋଷ୍ଠୀଙ୍କୁ ୨୮କୋଟି ୫୬ ଲକ୍ଷ ୩୮ ହଜାର ଟଙ୍କାର ଋଣ ପ୍ରଦାନ କରାଯାଇଛି…

ଗୋପାଳଙ୍କୁ ସିସିଟିଭି ନଜରରେ ରଖିବା ପାଇଁ କୋର୍ଟରେ ଆବେଦନ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଗିରଫ ହୋଇଥିବା ଗୋପାଳ ଦାସ ଏବଂ ତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ଆଇନଜୀବୀ ସୁମନ୍ତ କୁମାର ସ୍ବାଇଁ କୋର୍ଟରେ ଆବେଦନ କରିଥିବା ଜଣାପଡିଛି। ଏଥିସହ ଗୋପାଳଙ୍କୁ ୨୪ ଘଣ୍ଟିଆ ସିସିଟିଭି ନଜରରେ ରଖିବା…

ସିଙ୍ଗାପୁର-ଭାରତ ମଧ୍ୟରେ ସହଜ ହେବ ଡିଜିଟାଲ ପେମେଣ୍ଟ

ନୂଆଦିଲ୍ଲୀ,୨୦।୨: ସିଙ୍ଗାପୁର-ଭାରତ ମଧ୍ୟରେ ସହଜ ହେବ ଡିଜିଟାଲ ପେମେଣ୍ଟ। ସିଙ୍ଗାପୁରରେ ରହୁଥିବା ଭାରତୀୟ ୟୁପିଆଇ ମାଧ୍ୟମରେ ସମ୍ପର୍କୀୟଙ୍କୁ ବିନା କୌଣସି ଅସୁବିଧାରେ ଟଙ୍କା ଟ୍ରାନ୍ସଫର କରିପାରିବେ। ମଙ୍ଗଳବାର ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ରିଅଲ ଟାଇମ ପେମେଣ୍ଟ ସିଷ୍ଟମ ଲିଙ୍କେଜ ବ୍ୟବସ୍ଥା…

ଶେଷ ହେଲା ସର୍ବଦଳୀୟ ବୈଠକ, ମଙ୍ଗଳବାର ବଜେଟ ଅଧିବେଶନ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ବଜେଟ ଅଧିବେଶନ ମଙ୍ଗଳବାର ଆରମ୍ଭ ହେଉଛି। ଏହାପୂର୍ବରୁ ସୋମବାର ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଛି। ତେବେ ବଜେଟ ଅଧିବେଶନ କିଭଳି ସୁରୁଖୁରୁରେ ଚାଲିବ ସେନେଇ ବୈଠକରେ ବିସ୍ତୁତ ଭାବରେ ଆଲୋଚନା ହୋଇଛି। ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ…

କଳାକାରଙ୍କ ପାଇଁ ସହଜ ନୁହେଁ ମୋ ସହ କାମ କରିବା: ଭଂସାଲି

ମୁମ୍ବାଇ: ନାମୀଦାମୀ ଫିଲ୍ମ ମେକର ସଞ୍ଜୟ ଲିଲା ଭଂସାଲିଙ୍କ ଭବ୍ୟ ସେଟ, ମହଙ୍ଗା ଏବଂ ସାନଦାର ଫିଲ୍ମ ନିର୍ମାଣ ପାଇଁ ସେ ବେଶ ପରିଚିତ । ବଡ ପରଦାରେ ସଫଳତାର ଧ୍ୱଜା ଉଡାଇବାରେ ଆଗରେ ଥିବା ଭଂସାଲି ‘ହିରାମଣ୍ଡି’ରୁ ଡିଜିଟାଲ ଡେବ୍ୟୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri