ଓଡ଼ିଶୀ ନୃତ୍ୟ ଦେଇଛି ପରିଚୟ
ସେ ପିଲାଟିଦିନୁ କଳାପ୍ରେମୀ। କେଉଁଠି ବାଦ୍ୟ ବାଜିଲେ ଆପେ ଆପେ ନାଚି ଉଠେ ତାଙ୍କ କୁନି କୁନି ପାଦ। ଆଉ ପିଲାଦିନର ସେହି ରୁଚି ଆଜି ତାଙ୍କୁ ଦେଇଛି ଜଣେ ସଫଳ ଓଡ଼ିଶୀ ନୃତ୍ୟାଙ୍ଗନାର ପରିଚୟ। ସେ ହେଉଛନ୍ତି ଭୁବନେଶ୍ୱର ନାଲ୍କୋ…
ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ: ପର୍ଯ୍ୟଟକଙ୍କ ଭିଡ଼
କେନ୍ଦ୍ରାପଡ଼ା ଅଫିସ,୧୫।୮: ଭିତରକନିକା ଜାତୀୟ ଉଦ୍ୟାନ ରବିବାର ଖୋଲିଛି। କୁମ୍ଭୀର ଗଣନା ଲାଗି ୧୧ ଦିନ ଧରି ଏହା ବନ୍ଦ ଥିଲା। ଗତ ୪ରୁ ୧୪ ତାରିଖ ଯାଏ କୁମ୍ଭୀର ଗଣନା ଚାଲିଥିଲା। ଆଜି ଉଦ୍ୟାନ ଖୋଲିବାରୁ ସକାଳୁ ପର୍ଯ୍ୟଟକଙ୍କ ଭିଡ଼…
ବୁର୍ଜ ଖଲିଫାରେ ଦେଖାଗଲା ‘ପଠାନ୍’ ଟ୍ରେଲର୍
ବମ୍ବେ: ଦୀର୍ଘଦିନର ବ୍ୟବଧାନ ପରେ ରିଲିଜ ହେବାକୁ ଯାଉଛି କିଙ୍ଗ ଖାଁ ଶାହାରୁଖଙ୍କ ଫିଲ୍ମ ‘ପଠାନ୍’। ଆରମ୍ଭରୁ ବିବାଦର ସାମ୍ନା କରିଆସୁଥିଲେ ହେଁ ପ୍ରଶଂସକଙ୍କୁ କିଛି ଫରକ ପଡ଼ୁନାହିଁ। ଏହି କ୍ରମରେ ଶନିବାର ରାତିରେ ଦୁବାଇର ବୁର୍ଜ ଖଲିଫାରେ ପଠାନ୍ର ଟ୍ରେଲର…
ଅନ୍ତିମ ଦିନିକିଆରେ ପ୍ରଥମେ ବ୍ୟାଟିଂ: ପାଣ୍ଡ୍ୟାଙ୍କୁ ବିଶ୍ରାମ; ସୂର୍ଯ୍ୟକୁମାରଙ୍କୁ ମିଳିଲା ସୁଯୋଗ
ଥିରୁବନନ୍ତପୁରମ୍,୧୫।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ରବିବାର ଏଠାରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ତେବେ ସିରିଜରେ…
ଦୁଲ୍ଦୁଲିର ରହିଛି ମହନୀୟତା
ଝାରସୁଗୁଡ଼ା ଅଫିସ,୧୫।୧: ଜିଲା ପ୍ରଶାସନ ଓ ଜିଲା ସଂସ୍କୃତି ପରିଷଦ ତରଫରୁ ସରହବାହାଲ ହାଇସ୍କୁଲ୍ ପଡିଆରେ ୨୧ତମ ଜିଲା ମହୋତ୍ସବ ଦୁଲ୍ଦୁଲି ଶନିବାର ଆରମ୍ଭ ହୋଇଛି। ଏହା ବୁଧବାର ପର୍ଯ୍ୟନ୍ତ ଚାଲିବ। ମହୋତ୍ସବ କମିଟି କର୍ମକର୍ତ୍ତା ଝାଡେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରି…
ସ୍ବତନ୍ତ୍ର କ୍ୟାବିନ୍ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ
ଛତ୍ରପୁର,୧୫।୧(ଡି.ଏନ୍.ଏ.): ଛତ୍ରପୁର ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ବୈଠକ ସ୍ଥାନୀୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ। ଦୀର୍ଘବର୍ଷ ଧରି ଛତ୍ରପୁର ହସ୍ପିଟାଲ ପରିସରରେ ଥିବା ସ୍ବତନ୍ତ୍ର କ୍ୟାବିନ ଜରାଜୀର୍ଣ୍ଣ…
ହାଡ଼ଭଙ୍ଗା ଶୀତରେ ଏଠାରେ ଲୋକେ କରନ୍ତି ବରଫ ସ୍ନାନ, କାରଣ ଜାଣିଲେ…
ଏ ହାଡ଼ଭଙ୍ଗା ଶୀତରେ, ଯଦି ଆପଣଙ୍କୁ କେହି ବରଫରେ ସ୍ନାନ କରିବାକୁ କୁହେ, ତେବେ ନିଶ୍ଚିତ ପଛଘୁଞ୍ଚା ଦେବେ। ମାତ୍ର ଜାପାନର ଲୋକମାନେ ବର୍ଷ ଆରମ୍ଭରେ ବରଫ ପାଣିରେ ସ୍ନାନ କରନ୍ତି। ଏହି କାର୍ଯ୍ୟକ୍ରମରେ ୨୫ରୁ ୭୫ ବର୍ଷ ପର୍ଯ୍ୟନ୍ତ ଲୋକ…
ଗ୍ୟାଷ୍ଟ୍ରିକ୍ ସମସ୍ୟା
ବର୍ତ୍ତମାନ ପରିବର୍ତ୍ତିତ ଜୀବନଶୈଳୀ ସାଙ୍ଗକୁ ଫାଷ୍ଟଫୁଡ୍, ଜଙ୍କଫୁଡ୍ ଜାତୀୟ ଅସନ୍ତୁଳିତ ଖାଦ୍ୟାଭ୍ୟାସ ଅଧିକାଂଶଙ୍କଠାରେ ଗ୍ୟାଷ୍ଟ୍ରିକ୍ ସମସ୍ୟା ସୃଷ୍ଟି କରୁଛି। ଏହାକୁ ଏକ ସାଧାରଣ ସମସ୍ୟା ଭାବି ଅଣଦେଖା କରିବା ଦ୍ୱାରା ତାହା ପରବର୍ତ୍ତୀ ସମୟରେଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ… ଦୈନନ୍ଦିନ…
ଅଶ୍ଳୀଳତାର ସୀମା ଟପିଲେ ଉର୍ଫି
ମୁମ୍ବାଇ: ଉର୍ଫି ଜାଭେଦଙ୍କ ଉପରେ ଅଶ୍ଳୀଳତା ସମ୍ବନ୍ଧୀୟ ଆଇନର କଡ଼ାକଡ଼ି କରାଯାଇଛି। ଏହା ସତ୍ତ୍ୱେ ସେ ଏହାକୁ ଚିନ୍ତା ନ କରି ଗୋଟିଏ ପରେ ଗୋଟିଏ ବୋଲ୍ଡ ଫଟୋରେ ନଜର ଆସୁଛନ୍ତି। ସେ ସମାଜରେ ଭୁଲ୍ ତଥ୍ୟ ଉପସ୍ଥାପନ କରି ଅଭିଯୋଗ…
ହଳଦୀ ଏକ, ଉପକାର ଅନେକ
ଖାଦ୍ୟର ରଙ୍ଗ ଓ ସ୍ବାଦ ବଢାଇବାରେ ହଳଦୀର ଭୂମିକା ଯଥେଷ୍ଟ ରହିଥାଏ। ଏପରିକି ତ୍ୱଚା ଜନିତ ଅନେକ ସମସ୍ୟାରୁ ବି ହଳଦୀ ଆମକୁ ମୁକ୍ତି ଦେଇଥାଏ। ଏହାଛଡ଼ା ହଳଦୀର ଆହୁରି ମଧ୍ୟ ଅନେକ ଉପକାର ରହିଛି। ଯେମିତିକି: * କୁହାଯାଏ, ଘରର…
ଷ୍ଟକ୍ୟାର୍ଡକୁ ନେଇ ଚିନ୍ତା ଘାରିଛି
ଯାଜପୁର ଅଫିସ,୧୫।୧: ଯାଜପୁର ଜିଲା କଳିଙ୍ଗନଗର ମାନପୁର ରେଲୱେ ସାଇଡିଂରୁ ନିର୍ଗତ ଧୂଳିଧୂଅଁା ଦାନଗଦି ବ୍ଲକ ଧୂଳିଗଡ ଗ୍ରାମ ପଞ୍ଚାୟତବାସୀଙ୍କୁ ଅତିଷ୍ଠ କରିଛି। ଉକ୍ତ ସାଇଡିଂ ପ୍ରଦୂଷଣ ପ୍ରଭାବରେ ୧୦୦ରୁ ଊର୍ଦ୍ଧ୍ୱ ଲୋକ କିଡ୍ନୀ, ଯକ୍ଷ୍ମା, ଲିଭର ଆଦି ରୋଗରେ ପ୍ରାଣ ହରେଇଲେଣି।…
ଭାରତୀ ପାହାଡ଼ ଚଢ଼ିଲେ ମାନସିକଧାରୀ
ଭୁବନ, ୧୫।୧(ଡି.ଏନ୍.ଏ.): ପ୍ରସିଦ୍ଧ ମକର ମେଳା ପାଇଁ ଉତ୍ସବମୁଖର ହୋଇଉଠିଛି ଭୁବନର ସିଦ୍ଧ ରାମଚଣ୍ଡୀ ପୀଠ। ୧୦ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମରେ ପୀଠ ଲୋକାରଣ୍ୟ ହୋଇପଡ଼ିଥିବାବେଳେ ମାନସିକଧାରୀ ଭାରତୀ ପାହାଡ଼ ଚଢ଼ିଥିଲେ। ମକର ସଂକ୍ରାନ୍ତି ଉପଲକ୍ଷେ ମା’ଙ୍କ ପୀଠରେ ସ୍ବତନ୍ତ୍ର ନୀତିକାନ୍ତି…
Archives


