Home Left

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଗି ୧୩୯ କୋଟି ଟଙ୍କା ବ୍ୟୟବରାଦ: ଅର୍ଥମନ୍ତ୍ରୀ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ଅପରାହ୍ନରେ ବଜେଟ ଉପସ୍ଥାପନ କରୁଛନ୍ତି। ବଜେଟରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନେଇ ବ୍ୟବସ୍ଥା କରାଯାଇଛି। ଏଥିନିମନ୍ତେ ୧୩୯ କୋଟି ବ୍ୟୟବରାଦ ହୋଇଛି। ୩୪,୫୦୦ ଛାତ୍ରୀଛାତ୍ରଙ୍କୁ ଏକାଡେମିକ ପୁରସ୍କାର ପ୍ରଦାନ…

ଭଗଓ୍ବନ୍ତ ମାନଙ୍କୁ ଝଟ୍‌କା: ବଜେଟ ଅଧିବେଶନ ପାଇଁ ମଞ୍ଜୁରୀ ଦେଲେନି ରାଜ୍ୟପାଳ

ଚଣ୍ଡିଗଡ଼,୨୪।୨: ପଞ୍ଜାବର ରାଜ୍ୟପାଳ ବନଓ୍ବାରୀ ଲାଲ ପୁରୋହିତ ଭଗଓ୍ବନ୍ତ ମାନ ସରକାରଙ୍କୁ ଏକ ବଡ଼ ଝଟ୍‌କା ଦେଇଛନ୍ତି। ଚଳିତ ଥର ବଜେଟ ଅଧିବେଶନକୁ ରାଜ୍ୟପାଳ ଅନୁମୋଦନ ଦେବାକୁ ମନା କରିଦେଇଛନ୍ତି। ଏ ସମ୍ପର୍କରେ ରାଜ୍ୟପାଳ ଭଗଓ୍ବନ୍ତ ମାନଙ୍କୁ ନିୟମିତ ଚିଠି ଲେଖିଛନ୍ତି।…

ରାଜ୍ୟ ବଜେଟ୍‌ : ଜାଣନ୍ତୁ କେଉଁ ବିଭାଗକୁ କେତେ

ଭୁବନେଶ୍ୱ,୨୪।୨(ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଶୁକ୍ରବାର ଅପରାହ୍ନ ୪ଟାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍‌ ଉପସ୍ଥାପନ କରିଛନ୍ତି। ତେବେ ଏଥିରେ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ରାଜ୍ୟ ବଜେଟ୍‌ ଉପସ୍ଥାପନ କରାଯାଇଛି। ସ୍ବାସ୍ଥ୍ୟ ପାଇଁ ୧୬,୦୪୮ କୋଟି…

୨୦୨୩-୨୪ ରାଜ୍ୟ ବଜେଟ: ସ୍ବାସ୍ଥ୍ୟ କ୍ଷେତ୍ରରେ ୧୬ ହଜାର କୋଟି

ଭୁବନେଶ୍ୱର,୨୪।୨(ବ୍ୟୁରୋ): ୨୦୨୩-୨୪ ରାଜ୍ୟ ବଜେଟରେ ସ୍ବାସ୍ଥ୍ୟ ପାଇଁ ୧୬ ହଜାର କୋଟି ବ୍ୟୟବରାଦ ହୋଇଛି। ଗତବର୍ଷ ତୁଲନାରେ ଏହା ୨୭ ପ୍ରତିଶତ ବୃଦ୍ଧି ପାଇଛି। ମୋଟ ରାଜ୍ୟ ବଜେଟର ୧୭ ପ୍ରତିଶତ ସ୍ବାସ୍ଥ୍ୟ କ୍ଷେତ୍ରରେ ବ୍ୟୟବରାଦ କରାଯାଇଛି। ସ୍ବାସ୍ଥ୍ୟ ଓ ପରିବାର…

ଜେଲ୍‌ରୁ ମୁକୁଳିଲେ ଅମୃତପାଲଙ୍କ ସହଯୋଗୀ ଲଭପ୍ରୀତ: ଶୁଭିଲା ‘ଜୋ ବୋଲେ ସୋ ନିହାଲ’ ସ୍ଲୋଗାନ୍‌

ଚଣ୍ଡିଗଡ଼,୨୪।୨: ଖଲିସ୍ତାନୀ ସମର୍ଥକ ତଥା ‘ଓ୍ବାରିଶ ପଞ୍ଜା ଦେ’ର ମୁଖ୍ୟ ଅମୃତପାଲ ସିଂହଙ୍କ ସହଯୋଗୀ ଲଭପ୍ରୀତ ତୁଫାନ ଶୁକ୍ରବାର ଅମୃତଶର ଜେଲ୍‌ରୁ ମୁକୁଳିଛନ୍ତି। ଜେଲ୍‌ରୁ ବାହାରିବା ପରେ ତୁଫାନ ଓ ସଂଗଠନର ଅନ୍ୟ ଲୋକମାନେ ‘ଜୋ ବୋଲେ ସୋ ନିହାଲ’ର ସ୍ଲୋଗାନ୍‌…

କାନାଡ଼ାର ନାଗରିକତ୍ୱ ଛାଡ଼ିବେ ଅକ୍ଷୟ, କହିଲେ ‘ଭାରତ ମୋ ପାଇଁ ସବୁକିଛି’

ବମ୍ବେ: ଭାରତରେ ଥାଇ ବି କାନାଡିୟ ନାଗରିକତ୍ୱ ଥିବାକୁ ନେଇ ଟ୍ରୋଲ ହୋଇ ଆସୁଛନ୍ତି ବଲିଉଡ୍‌ର ଖିଲାଡି କିଙ୍ଗ ଅକ୍ଷୟ କୁମାର। ଅନେକ ଥର ତାଙ୍କୁ ଏଥିଲାଗି କଟାକ୍ଷ କରାଯାଇଛି। ଲୋକଙ୍କ କଥା ତାଙ୍କୁ ଆଘାତ ଦେଉଥିବାରୁ ଏବେ ସେ ବଡ଼…

ହସ୍ପିଟାଲରେ ସାପ ଛାଡିଗଲେ ରୋଗୀ

ଢେଙ୍କାନାଳ ଅଫିସ,୨୪।୨: ହସ୍ପିଟାଲରେ ସାପ ଛାଡ଼ିଗଲେ ରୋଗୀ। ଏଭଳି ଘଟଣା ଝଟିଛି ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ଓପିଡି ଆଗରେ। ଡବାରେ ଭର୍ତ୍ତି ହୋଇଥିବା ସାପକୁ ସୁରକ୍ଷାକର୍ମୀ ଉଦ୍ଧାର କରିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟକୁ ଏକ ସାପ କାମୁଡ଼ା ରୋଗୀ ସାଥିରେ…

ରାଜ୍ୟ ବଜେଟ: ମିଲେଟ ମିଶନକୁ ଗୁରୁତ୍ୱ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି। ମୋଟ୍‌ ୨ ଲକ୍ଷ ୩୦ହଚାର କୋଟିର ବଜେଟ ଉପସ୍ଥାପନ କରାଯାଇଛି। ଯାହା ଚଳିତ ବର୍ଷଠାରୁ ଆସନ୍ତା ଆର୍ଥିକ ବର୍ଷର ବ୍ୟୟବରାଦ…

କେଜରିୱାଲଙ୍କ ନିର୍ଦ୍ଦେଶ, ସିଧା ଏଲଜିଙ୍କଠାରୁ ଆଦେଶ ନେବା ବନ୍ଦ କରନ୍ତୁ ଅଧିକାରୀ

ନୂଆଦିଲ୍ଲୀ,୨୪ ।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ମଧ୍ୟରେ ତୁତୁମେମେ ବଢିବାରେ ଲାଗିଛି । କେଜରିୱାଲ ସରକାରଙ୍କ ମନ୍ତ୍ରୀ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି କି ଏଲଜି ସାକ୍ସେନାଙ୍କଠାରୁ ଆଦେଶ ନେବା ବନ୍ଦ କରାଯାଉ । ସମସ୍ତ…

ଫେରୁଛନ୍ତି କରିସ୍ମା

ମୁମ୍ବାଇ: ବଲିଉଡରେ ୯୦ ଦଶକର ଜଣେ ଆଗଧାଡିର ନାୟିକା ଥିଲେ କରିସ୍ମା କପୁର । ପ୍ରାୟତଃ ବିବାହ ପରେ ସେ ବଲିଉଡରୁ ଏକ ପ୍ରକାର ଦୂରେଇ ଯାଇଥିଲେ । ଏବେ ପୁଣିଥରେ କରିସ୍ମାଙ୍କ କରିସ୍ମା ଦେଖିବାକୁ ମିଳିବ । ଖୁବଶୀଘ୍ର କରିସ୍ମା…

ଜିଲାପାଳଙ୍କ ବିରୋଧରେ ଅଭିଯୋଗ ଆଣିଲେ ସିଡିଏମ୍ଓ‌

ବରଗଡ଼ ଅଫିସ, ୨୪।୨: ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀଙ୍କ ବିରୋଧରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ) ଡା. ଚାରୁବାଳା ରଥ ଅଭିଯୋଗ ଆଣି ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କୁ ଫେରାଦ ହୋଇଛନ୍ତି। ତାଙ୍କୁ ଜିଲାପାଳ ବାନାର୍ଜୀ ବିନା କାରଣରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା…

ଉପସ୍ଥାପନ ହେଲା ୨୦୨୩- ୨୪ ବଜେଟ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷର ସାଧାରଣ ବଜେଟ ଶୁକ୍ରବାର ଆରମ୍ଭ ହୋଇଛି। ଅପରାହ୍ନ ୪ଟାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ବଜେଟ ଉପସ୍ଥାପନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରରେ ଏହା ହେଉଛି ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ।

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri