ହାଇଏଷ୍ଟ ଟାକ୍ସପେୟର ହୋଇଥିବାରୁ ଗର୍ବ କରନ୍ତି ଅକ୍ଷୟ
ମୁମ୍ବାଇ: ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର ସବୁବେଳେ କିଛି ନା କିଛି କାରଣ ପାଇଁ ରହିଥାଆନ୍ତି ଚର୍ଚ୍ଚାରେ । ଏବେ ଆକ୍ଟର ତାଙ୍କ ଲାଟେଷ୍ଟ ରିଲିଜ୍ ମୁଭି ‘ସେଲଫି’କୁ ନେଇ ଅଛନ୍ତି ଲାଇମ ଲାଇଟରେ । ଏସବୁ ଭିତରେ ଅଭିନେତା…
ରେଳ କର୍ମଚାରୀଙ୍କୁ ବାନ୍ଧି ଲୁଟିନେଲେ ୭ ଲକ୍ଷ ଟଙ୍କାର ସାମଗ୍ରୀ
ଭଦ୍ରକ ଅଫିସ,୨୪।୨: ଭଦ୍ରକ ରେଳ ଷ୍ଟେଶନ ନିକଟ ୧୧୯ ନମ୍ବର ଗେଟ୍ ନିକଟ ବିଦ୍ୟୁତ ଅଫିସରୁ ଗୁରୁବାର ବିଳମ୍ବିତ ରାତିରେ ଲୁଟ୍ ହୋଇଛି। ରେଳ କର୍ମଚାରୀଙ୍କୁ ବାନ୍ଧି ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଦୁର୍ବୃତ୍ତ ଲୁଟି ନେଇଛନ୍ତି। ସୂଚନାମୁତାବକ, ଭଦ୍ରକ…
ଗୁଜରାଟ ବିଧାନସଭା ଇତିହାସରେ ପ୍ରଥମ: ରହିବେ ନାହିଁ ବିରୋଧୀ ଦଳ ନେତା
ଗାନ୍ଧୀନଗର,୨୪।୨: ଗଣତାନ୍ତ୍ରିକ ବ୍ୟବସ୍ଥାରେ ଉଭୟ ଶାସକ ଏବଂ ବିରୋଧୀ ଦଳର ଗୁରୁତ୍ୱ ସମାନ। ଯେଉଁଥିରେ କି ଶାସକ ଦଳ ନୀତି ଏବଂ ଯୋଜନା ମାଧ୍ୟମରେ ବିକାଶର ନୂତନ ଦିଗ ସୃଷ୍ଟି କରିବାକୁ ଆଲୋଚନା କରୁଥିବାବେଳେ ବିରୋଧୀ ତ୍ରୁଟି ଗଣନା କରି ସରକାରଙ୍କ…
ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସ୍ବାମୀ ଦେବୀସିଂହଙ୍କ ପରଲୋକ
ନୂଆଦିଲ୍ଲୀ,୨୪।୨: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସ୍ବାମୀ ଦେବୀସିଂହ ଶେଖାୱତଙ୍କ ହୃଦଘାତରେ ପରଲୋକ ଘଟିଛି। ଶୁକ୍ରବାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ୮୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ରାଷ୍ଟ୍ରପତିଙ୍କ ପରିବାର ନିକଟ ସୂତ୍ରରୁ…
ପାକିସ୍ତାନ ମହିଳାଙ୍କ ପ୍ରେମରେ ପଡ଼ି ଆଇଟିଆର୍ରୁ ଦେଉଥିଲେ ଗୁପ୍ତ ତଥ୍ୟ, ଅଫିସରଙ୍କ ସହ ଠିକାଦାରଙ୍କୁ ବାନ୍ଧିଲା ପୋଲିସ
ବାଲେଶ୍ୱର ଅଫିସ, ୨୪।୨: ବାଲେଶ୍ୱର ଜିଲା ଚାନ୍ଦିପୁର ଆଇଟିଆର୍ରୁ ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ପ୍ରତିରକ୍ଷା ବିଭାଗର ଜଣେ ସିନିୟର ଅଫିସର ଓ ଠିକାଦାରଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ଅଫିସର ଜଣଙ୍କ ହନିଟ୍ରାପର୍ ଶିକାର ହୋଇଛନ୍ତି। ସେ ପାକିସ୍ତାନ ରାୱଲପିଣ୍ଡିର…
ମୁଖ୍ୟଯନ୍ତ୍ରୀଙ୍କ ଘରୁ ମିଳିଲା କୋଟି କୋଟି ଟଙ୍କାର ସମ୍ପତ୍ତି: ରିମାଣ୍ଡରେ ନେଲା ଇଡି
ରାଞ୍ଚି,୨୪।୨: ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡ ରାଞ୍ଚିର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ ବୀରେନ୍ଦ୍ର କୁମାର ରାମଙ୍କୁ ଇଡି ଗିରଫ କରିଛି। ତାଙ୍କୁ ଅଧିକ ପଚରାଉଚରା ପାଇଁ ଇଡି ୧୦ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା। ହେଲେ ବୀରେନ୍ଦ୍ରଙ୍କୁ…
ଋତୁସ୍ରାବ ସମୟରେ ଛୁଟି ସମ୍ବନ୍ଧୀୟ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୪।୨: ମାସିକ ଋତୁସ୍ରାବ ସମୟରେ ସ୍କୁଲ ଏବଂ କାର୍ଯ୍ୟସ୍ଥଳରୁ ଛୁଟି ସମ୍ପର୍କରେ ଦାଖଲ ହୋଇଥିବା ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ୧୯୬୧ ମାତୃତ୍ୱ ସୁବିଧା ଆଇନକୁ ଦର୍ଶାଇ ଛାତ୍ରୀ ଏବଂ କାର୍ଯ୍ୟରତ ମହିଳାମାନଙ୍କୁ ନିଜ କର୍ମକ୍ଷେତ୍ରରେ ଛୁଟି ପ୍ରଦାନ…
ଦୀର୍ଘ ଦିନ ପରେ ଦଳକୁ ଫେରିଲେ ମାକ୍ସଓ୍ବେଲ, ମାର୍ଶ
ମେଲବୋର୍ନ,୨୪ା୨: ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରାଯାଇଛି। ୩ ଜଣ ଖେଳାଳି ପେସ୍ ବୋଲର ଝେ ରିଚାର୍ଡସନ, ଅଲ୍ରାଉଣ୍ଡର ଗ୍ଲେନ ମାକ୍ସଓ୍ବେଲ ଓ ମିଚେଲ ମାର୍ଶ…
ଥିରୁଭାନନ୍ତପୁରମ୍ରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ
ଥିରୁଭାନନ୍ତପୁରମ୍,୨୪।୨: କାଲିକଟରୁ ଡାମାମ ଯାଉଥିବା ଏକ ବିମାନ ଥିରୁଭାନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ଜରୁରୀ ଅବତରଣ କରିଥିବା ସୂଚନା ମିଳିଛି। ଏହାପରେ ଥିରୁଭାନନ୍ତପୁରମ୍ ବିମାନବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା।…
ରିଲିଜ ହେଲା ଅକ୍ଷୟଙ୍କ ‘ସେଲଫି’
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ପୁଣିଥରେ ତାଙ୍କ ନୂଆ ଚଳଚ୍ଚିତ୍ର ‘ସେଲଫି’ ସହିତ ସିନେମା ହଲରେ ପ୍ରବେଶ କରିଛନ୍ତି। ତାଙ୍କର ଏହି ଫିଲ୍ମଟି ଶୁକ୍ରବାର ରିଲିଜ ହୋଇଛି। ରାଜ ମେହେଟ୍ଟା ଫିଲ୍ମର ନିର୍ଦ୍ଦେଶକ ଭାର ସମ୍ଭାଳିଛନ୍ତି। ଚଳଚ୍ଚିତ୍ରଟି ମାଲାୟାଲମ ଚଳଚ୍ଚିତ୍ର…
ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା : ଘରୁ ଡାକିନେଇ କାଟିଲେ ଗଳା
ନବରଙ୍ଗପୁର,୨୪।୨(ଡି.ଏନ୍.ଏ.): କିଛିଦିନର ନୀରବତା ପରେ ପୁଣି ନବରଙ୍ଗପୁର ଜିଲାରେ ମାଓବାଦୀ ନିଜ ଉପସ୍ଥିତି ଜାହିର କରିଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ଜଣେ ଯୁବକଙ୍କ ଗଳାକାଟି ନିର୍ମମ ଭାବେ ହତ୍ୟା କରିଛନ୍ତି । ରାଇଘର ବ୍ଲକ ହାତୀଗାଁ ନିକଟସ୍ଥ କେରାଡ଼ିହିରେ…
‘କାନ୍ତାରା-୨’ରେ ନଜର ଆସିବେ କି ଉର୍ବଶୀ? ଜାଣନ୍ତୁ କ’ଣ କହିଲେ ରିଷଭ ଶେଟ୍ଟୀ
ମୁମ୍ବାଇ: ଅଭିନେତା-ନିର୍ଦ୍ଦେଶକ ରିଷଭ ଶେଟ୍ଟୀଙ୍କ ଚଳଚ୍ଚିତ୍ର ‘କାନ୍ତାରା’ ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା। ଏହି ଚଳଚ୍ଚିତ୍ରର ସଫଳତା ପରେ ରିଷବ ଶେଟ୍ଟୀ ପାନ ଇଣ୍ଡିଆ ମାନ୍ୟତା ହାସଲ କରିଥିଲେ। ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ଦାଦାସାହେବ ଫାଲକେ ଆଓ୍ବାର୍ଡରେ ମୋଷ୍ଟ…
Archives


