Home Left

ସାମ୍ନାକୁ ଆସିଲା ‘ପଠାନ’ର ଓଟିଟି ରିଲିଜ୍‌ ତାରିଖ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଠାନ’ ସହିତ ଚାରି ବର୍ଷ ପରେ ବଡ ପରଦାକୁ ଫେରୁଛନ୍ତି। ଯାହାକୁ ଦେଖିବାକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କହିରଖୁଛୁ ଯେ ଶାହରୁଖଙ୍କ ଆକ୍ସନ ଫିଲ୍ମ ‘ପଠାନ’ ୨୫…

ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ଏଭଲିନ ଶର୍ମା ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି। ବିବାହ ପରେ ଇଣ୍ଡଷ୍ଟ୍ରିକୁ ବିଦାୟ ଦେଇଥିଲେ। ସୋସିଆଲ ମିଡିଆ ମାଧ୍ୟମରେ ସେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ଶେୟାର କରିଛନ୍ତି। ତାଙ୍କୁ ଶେଷ ଥର ପାଇଁ ‘ସାହୋ’ ଏବଂ…

ଶୁଟିଂ ସେଟ୍‌ରେ ‘ଦ କଶ୍ମୀର ଫାଇଲ୍ସ’ ଅଭିନେତ୍ରୀ ପଲ୍ଲବୀ ଯୋଶୀ ଆହତ

ମୁମ୍ବାଇ: ୧୭।୧: ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ଅଭିନେତ୍ରୀ ତଥା ନିର୍ଦ୍ଦେଶକ ବିବେକ ଅଗ୍ନିହ୍ରେୀଙ୍କ ସ୍ତ୍ରୀ ପଲ୍ଲବୀ ଯୋଶୀ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଶୁଟିଂ ସେଟ୍‌ରେ ଏକ କାର୍‌ ଭାରସାମ୍ୟ ହରାଇ ତାଙ୍କୁ ଧକ୍କା ଦେଇଛି। ଏଥିରେ ସେ ଆହତ…

ଭାଜପାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ: ଅପରାହ୍ନ ୩ଟାରେ ମୋଦି କରିବେ ସମ୍ବୋଧନ

ନୂଆଦିଲ୍ଲୀ,୧୭।୧: ଭାଜପାର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ମଙ୍ଗଳବାର ହେଉଛି ଶେଷ ଦିନ। ଏହି ବୈଠକରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚି ସାରିଛନ୍ତି। ଏହାପରେ ଉକ୍ତ ବୈଠକରେ ଆଲୋଚନା ଆରମ୍ଭ ହୋଇଛି। ଏହି ଅବସରରେ ଜେ.ପି…

ରେଞ୍ଜରଙ୍କ ମାଡ଼ରେ କର୍ମଚାରୀ ଆହତ: ଥାନାରେ ଏତଲା

ଖମାର,୧୭।୧(ଡି.ଏନ୍‌.ଏ.): ଦେବଗଡ଼ ବନଖଣ୍ଡ ଖମାର ବନାଞ୍ଚଳ ଅଧିକାରୀ ଚନ୍ଦ୍ରଶେଖର ଗଡ଼ନାୟକଙ୍କ ମାଡ଼ରେ ପାରା ଫରେଷ୍ଟ ଷ୍ଟାପ୍‌ ତଥା ରେଞ୍ଜରଙ୍କ ରୋଷେୟା ଭାବେ କାମ କରୁଥିବା ସୁଶାନ୍ତ କୁମାର ବେହେରା(୪୦) ଆହତ ହୋଇ ମେଡ଼ିକାଲ ଭର୍ତ୍ତି ହୋଇଛନ୍ତି। ସୋମବାର ସାରେ ବନାଞ୍ଚଳ ଅଧିକାରୀଙ୍କ…

ଐଶ୍ଚର୍ଯ୍ୟାଙ୍କୁ କୋର୍ଟ ନୋଟିସ୍‌

ମୁମ୍ବାଇ,୧୭।୧:ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବୋହୂ ତଥା ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କୁ କୋର୍ଟ ପକ୍ଷରୁ ନୋଟିସ ପଠାଇଯାଇଛି। ଜମି ଟିକସ ବକେୟା ମାମଲାରେ ଏହି ନୋଟିସ୍‌ ପଠାଇଯାଇଥିବା ଜଣାପଡିଛି। ନାଶିକର ସିନ୍ନରର ଆୱାଡି ଅଞ୍ଚଳରେ ଐଶ୍ଚର୍ଯ୍ୟାଙ୍କ ପ୍ରାୟ ୧ ହେକ୍ଟର ଜମି…

ଫସିଲେ ପାକିସ୍ତାନ ଅଧିନାୟକ: ଯୁବତୀଙ୍କ ସହ ବ୍ୟକ୍ତିଗତ ଫଟୋ, ଭିଡିଓ ଭାଇରାଲ

ଇସଲାମାବାଦ୍‌,୧୭।୧: ପାକିସ୍ତାନୀ ଅଧିନାୟକ ବାବର ଆଜମ ପୁଣି ଥରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଏବଂ କିଛି ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ସେ ଯୁବତୀଙ୍କ ସହିତ ଆପତ୍ତିଜନକ ଚାଟ ଏବଂ…

ସିଟି ହସ୍ପିଟାଲ ଦାବିରେ କେନ୍ଦ୍ରାପଡ଼ା ବନ୍ଦ

କେନ୍ଦ୍ରାପଡ଼ା ଅଫିସ,୧୭।୧: ସହରର ଖଡ଼ଇଙ୍ଗସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ସିଟି ହସ୍ପିଟାଲ ଦାବିରେ କେନ୍ଦ୍ରାପଡ଼ା ସହରକୁ ମଙ୍ଗଳବାର ବନ୍ଦ କରାଯାଇଛି। ମିଳିତ କ୍ରିୟାନୁଷ୍ଠାନ କମିଟି ଆହ୍ବାନ କ୍ରମେ ସହରର ସମସ୍ତ ବ୍ୟବସାୟୀ ଏଥିରେ ସାମିଲ ହୋଇଛନ୍ତି। ସହର…

ବଡ଼ଗାମରେ ଏନ୍‌କାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ୨ଆତଙ୍କବାଦୀ

ବଡ଼ଗାମ,୧୭।୧: ଜମ୍ମୁ-କଶ୍ମୀରର ବଡ଼ଗାମ ଜିଲାରେ ମଙ୍ଗଳବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଏନ୍‌କାଉଣ୍ଟର ବଡ଼ଗାମ ଏସ୍‌ଏସ୍‌ପି କାର୍ଯ୍ୟାଳୟରେ ନିକଟରେ ହୋଇଛି। ସୂଚନାଯୋଗ୍ୟ, ଉକ୍ତ ଅଞ୍ଚଳରେ ୨ଜଣ ଆତଙ୍କବାଦୀ ଲୁଚିରହିଥିବା ଖବର…

ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି

ଚଣ୍ଡିଗଡ,୧୭।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ପଞ୍ଜାବରେ ଜାରି ରହିଛି। ଏହି ସମୟରେ ମଙ୍ଗଳବାର ରାହୁଲ ଗାନ୍ଧୀଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ତ୍ରୁଟି ଦେଖିବାକୁ ମିଳିଛି। ହୋଶିଆରପୁରର ଦଶୁହାରେ ଜଣେ ବ୍ୟକ୍ତି ସୁରକ୍ଷା କର୍ଡନ ଭାଙ୍ଗି…

ଭିଜିଲାନ୍ସ ଜାଲରେ ବିଡିଓ: ୫ ସ୍ଥାନରେ ଏକକାଳୀନ ଚଢାଉ

ଖଡିଆଳ,୧୭।୧(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ ନୂଆପଡା ଜିଲା ଖଡିଆଳ ବିଡିଓ ନାରାୟଣ ସାହୁ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନାରାୟଣ ସାହୁଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ସମ୍ବଲପୁର ଏସ୍‌ପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ବିଡିଓଙ୍କ ବରଗଡସ୍ଥିତ ଭଡା…

୬୦ ବର୍ଷରେ ପ୍ରଥମଥର ଚାଇନାରେ କମିଲା ଜନସଂଖ୍ୟା

ବେଜିଂ,୧୭।୧:୧୯୬୧ ପରେ ଚାଇନାର ଜନସଂଖ୍ୟାରେ ସବୁଠାରୁ ବଡ ହ୍ରାସ ରେକର୍ଡ କରାଯାଇଛି। ବର୍ତ୍ତମାନ ଚାଇନାରେ ମୃତ୍ୟୁ ସଂଖ୍ୟା ଜନ୍ମ ହୋଇଥିବା ଶିଶୁଙ୍କ ସଂଖ୍ୟାଠାରୁ ଅଧିକ ଅଟେ। ଚାଇନାର ଜାତୀୟ ପରିସଂଖ୍ୟାନ ବ୍ୟୁରୋର ତଥ୍ୟ ଅନୁଯାୟୀ, ଦେଶର ଜନସଂଖ୍ୟା ୨୦୨୧ରେ ୧.୪୧୨୬୦ ବିଲିୟନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri