Home Left

ନୋଭା କାଖୋଭ୍‌କା ଡ୍ୟାମ୍‌ ଭୁଶୁଡ଼ିଲା

ମସ୍କୋ/କିଭ୍‌,୭ା୬: ଦକ୍ଷିଣ ୟୁକ୍ରେନ୍‌ ଓ ରୁଷିଆ ମଝିରେ ଥିବା ଏକ ବୃହତ୍‌ ଡ୍ୟାମ୍‌କୁ ମଙ୍ଗଳବାର ଟାର୍ଗେଟ କରାଯାଇଛି। ଫଳରେ ଏହାର ଏକ ବଡ଼ ଅଂଶ ଭୁଶୁଡ଼ିପଡ଼ିଛି। ଏଥିଯୋଗୁ ଦୁଇଦେଶର ସୀମାରେ ବନ୍ୟା ସ୍ଥିତି ଉପୁଜିବାରୁ ଖେରସନ ଅଞ୍ଚଳ ଅଧୀନ ୧୪ ଗ୍ରାମର…

ମାମଲା ରୁଜୁ କଲା ସିବିଆଇ

ବାଲେଶ୍ୱର ଅଫିସ/ବାହାନଗା(ଡି.ଏନ.ଏ.)/ ଭୁବନେଶ୍ୱର,୭ା୬ (ବ୍ୟୁରୋ): କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମାମଲା ରୁଜୁ କରିବା ସହ ୧୦ ଜଣିଆ ଟିମ୍‌ ତଦନ୍ତ କରିଛି। ୨୮୮ ଲୋକଙ୍କ ଜୀବନ ନେଇଥିବା ଏହି ଭୟାବହ ଦୁର୍ଘଟଣା…

ମନରେଗା କାମ କରି ଚର୍ଚ୍ଚାରେ ସରପଞ୍ଚ

କେନ୍ଦୁଝର,୬।୬(ସ୍ବ.ପ୍ର): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବରଦାପାଳ ପଞ୍ଚାୟତ ସମାଜସେବୀ ତଥା ଯୁବ ସରପଞ୍ଚ ଶ୍ରମିକଙ୍କ ସାଧିରେ ମନରେଗା କାମ କରି କେନ୍ଦୁଝର ଜିଲାରେ ଚର୍ଚ୍ଚାକୁ ଆସିଥିଲେ। ଏବେ ହାଣ୍ତିଭଙ୍ଗା ପଞ୍ଚାୟତର ସରପଞ୍ଚ ପୂର୍ଣ୍ଣମୀ ସର୍ଦ୍ଧାର ଶ୍ରମିକଙ୍କ ସାଥିରେ ମନରେଗା କାମ…

ଘରେ କେହି ନଥିବା ବେଳେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଗିରଫ

ବାଲିଗୁଡା, ୬।୬:(ଡି.ଏନ.ଏ.):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର କୋଟଗଡ଼ ଥାନା ଅନ୍ତର୍ଗତ ପକାରୀ ଗ୍ରାମରେ ନାବାଳିକାର ବାପା ମେଡ଼ିକାଲରେ ଚିକିତ୍ସା ହେଉଥିବାର ସୁଯୋଗ ଦେଖି ସେହି ଗ୍ରାମର ଜୈନକ ଯୁବକ ଘରେ ପଶି ନାବାଳିକାଙ୍କୁ ଦୁର୍ଷ୍କମ ଉଦ୍ୟମ କରିଥିଲେ। ମଙ୍ଗଳବାର ମଧ୍ୟାହ୍ନରେ ସେ…

ପ୍ରତି ରବିବାର ଖାଲି ପାଦରେ ଫ୍ୟାନ୍ସଙ୍କୁ ଭେଟନ୍ତି ବିଗ୍‌ ବି, ଫଟୋ ସେୟାର କରି କହିଲେ କାରଣ…

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ଫ୍ୟାନ୍ସ ଭଗବାନଙ୍କ ପରି ପୂଜା କରନ୍ତି। ସେଥିପାଇଁ ତ ପ୍ରତି ରବିବାରକୁ ତାଙ୍କୁ ଦେଖା କରିବା ପାଇଁ ତାଙ୍କ ଫ୍ୟାନ୍ସ ବହୁ ଦୂରରୁ ତାଙ୍କ ଘରକୁ ଆସିଥା’ନ୍ତି। ତେବେ ଏହା ଦୀର୍ଘ ଦିନ ଧରି…

ସମୁହ ଛୁଟିରେ ଥିବା ଅମଲାଙ୍କ ଧାରଣା ଜାରି

ଆର.ଉଦୟଗିରି,୬ା୬(ଡି.ଏନ.ଏ.): ଜିଲାସ୍ତରୀୟ ମିଳିତ ଅମଲା ମଞ୍ଚର ଆର.ଉଦୟଗିରି ଶାଖା କର୍ମଚାରୀମାନେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଜାରି ରଖିଛନ୍ତି। ଆର.ଉଦୟଗିରି ଶାଖାର ବିଭିନ୍ନ ବିଭାଗ ଯଥା, ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ସମନ୍ବିତ ଶିଶୁ ବିକାଶ ବିଭାଗ, ବ୍ଲକ ଏବଂ ତହସିଲ କାର୍ଯ୍ୟାଳୟର…

ହାଇପରସୋନିକ ମିଶାଇଲ ‘ଫତହ’କୁ ନିଜେ ନିର୍ମାଣ କରିଛି ବୋଲି ଦାବି କଲା ଇରାନ

ତେହେରାନ,୬।୬:ହାଇପରସୋନିକ ମିଶାଇଲ ‘ଫତହ’କୁ ଇରାନ ନିଜେ ପ୍ରସ୍ତୁତ କରିଛି ବୋଲି ଦାବି କରିଛି। ଏହି କ୍ଷେପଣାସ୍ତ୍ରର ବେଗ ଶବ୍ଦର ବେଗ ଠାରୁ ୧୫ଗୁଣ ଅଧିକ ବୋଲି ଇରାନ କହିଛି। ତେବେ ଇରାନ ଏହି ଘୋଷଣା ଏପରି ସମୟରେ କରିଛି, ଯେତେବେଳେ ପରମାଣୁ…

ଟ୍ରେନ୍‌ ଦୁର୍ଘଟଣା: ମାମଲା ରୁଜୁ କଲା ସିବିଆଇ 

ବାଲେଶ୍ୱର ଅଫିସ,୬।୬: ବାଲେଶ୍ୱର ଜିଲା ବାହାନଗାଠାରେ ଘଟିଥିବା ଦୁର୍ଘଟଣାରେ ରେଳ ମନ୍ତ୍ରାଳୟର ଆବେଦନ ଆଧାରରେ କଲା ସିବିଆଇ ମାମଲା ରୁଜୁ କରିଛି। ପୂର୍ବରୁ ମାମଲା ରୁଜୁ କରିଥିବା ଜିଆରପିଠାରୁ ତଦନ୍ତ ଭାର ନେଇଛି ସିବିଆଇ । ଘଟଣାକୁ ନେଇ ପୂର୍ବରୁ ବାଲେଶ୍ବର…

ଆଜି ବି ଏହିସବୁ ଦେଶରେ ରହିଛି ଦାସତ୍ୱର ପ୍ରଥା; ଜନତାକୁ ଉଠ କହିଲେ ଉଠନ୍ତି…

ଆଜିର ଆଧୁନିକ ଯୁଗରେ ଆମେ ସ୍ବାଧୀନତାରେ ବଞ୍ଚୁଛେ। ଯଦି କେହି ଆମକୁ ଦାସତ୍ୱ ବିଷୟରେ କୁହେ ତେବେ ଏହା ଆମକୁ ଅଜବ ଲାଗିପାରେ। ଗ୍ଲୋବାଲ ସ୍ଲାଭେରି ଇଣ୍ଡେକ୍ସ ୨୦୨୩ରୁ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସିଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ଦୁନିଆରେ ଏବେ ଏପରି…

ବୋରୱେଲରେ ଖସିପଡିଲା ଅଢେଇ ବର୍ଷର ଶିଶୁ

ଭୋପାଳ,୬।୬: ମଧ୍ୟପ୍ରଦେଶର ସିହୋର ଜିଲାର ବାଡି ମୁଙ୍ଗାଓ୍ବଲି ଗ୍ରାମରେ ଜଣେ ଅଢେଇ ବର୍ଷର ବାଳିକା ଏକ ବୋରୱେଲରେ ଖସିପଡିଥିବା ଖବର ସାମ୍ନାକୁ ଆସିଛି। ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସିହୋର କଲେକ୍ଟର ପ୍ରବୀଣ ସିଂ, ଏସପି ମୟଙ୍କ ଆୱସ୍ତି ଏବଂ ଜିଲା…

ବାହାନଗା ଦୁର୍ଘଟଣା: ଓଡିଶାର ୩୯ଜଣ ମୃତକଙ୍କ ପାଇଁ ୧.୯୫ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର,୬।୬: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାନଗା ଟ୍ରେନ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓଡିଶାର ୩୯ଜଣ ମୃତକଙ୍କ ପାଇଁ ୧.୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଉଛି। ମୃତକଙ୍କ ମଧ୍ୟରେ ଭଦ୍ରକର…

‘ଆଦିପୁରୁଷ’ର ପ୍ରି-ରିଲିଜ ଇଭେଣ୍ଟ ପୂର୍ବରୁ ତିରୁପତି ବାଲାଜୀ ମନ୍ଦିରରେ ପହଞ୍ଚିଲେ ପ୍ରଭାସ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ ପ୍ରି-ରିଲିଜ ହେବା ପାଇଁ ଆଉ ଅଳ୍ପ ସମୟ ବାକି ଅଛି। ଏଭଳି ପରିସ୍ଥିତିରେ ଏହି ଚଳଚ୍ଚିତ୍ରର ଷ୍ଟାର କାଷ୍ଟ ରିଲିଜ ହେବା ପୂର୍ବରୁ ଏହାକୁ ହିଟ୍‌ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?