୫ ଦିନିଆ ରିମାଣ୍ଡରେ ଯିବେ ସିସୋଡିଆ
ନୂଆଦିଲ୍ଲୀ,୨୭।୨: ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ରୋଜ ଏଭିନ୍ୟୁ କୋର୍ଟ ଅନୁମତି ଦେଇଛନ୍ତି। ସିବିଆଇ କୋର୍ଟରେ ସିସୋଡିଆଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ଦିଲ୍ଲୀ ମଦ ନୀତି ମାମଲାରେ ସିବିଆଇ ସିସୋଡିଆଙ୍କୁ ଗିରଫ କରି…
ଅଭିନେତ୍ରୀ ଖୁସ୍ବୁ ସୁନ୍ଦର ହେଲେ ଜାତୀୟ ମହିଳା ଆୟୋଗ ସଦସ୍ୟ
ନୂଆଦିଲ୍ଲୀ,୨୭।୨: ଭାଜପା ନେତା ତଥା ଅଭିନେତ୍ରୀ ଖୁସ୍ବୁ ସୁନ୍ଦରଙ୍କୁ ଜାତୀୟ ମହିଳା ଆୟୋଗ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ଭାଜପାର ଜାତୀୟ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଖୁସ୍ବୁ ନିଯୁକ୍ତିର ବିଜ୍ଞପ୍ତିକୁ ଟୁଇଟରରେ ପୋଷ୍ଟ କରି ଖୁସି ବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ…
ପାଟନାରେ ଏଏପି କର୍ମକର୍ତ୍ତାଙ୍କ ବିରୋଧ ପ୍ରଦର୍ଶନ
ପାଟନା,୨୭।୨: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗିରଫ କରାଯିବାକୁ ନେଇ ଆମ ଆଦମୀ ପାର୍ଟି (ଏଏପି) ପକ୍ଷରୁ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଇତିମଧ୍ୟରେ ପାଟନାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସୋମବାର…
ଇରାନରେ ଶହ ଶହ ମହିଳାଙ୍କୁ ଦିଆଗଲା ଜହର!
ତେହେରାନ,୨୭ ।୨: ଇରାନରେ ଚମକାଇବା ଭଳି ଏକ ମାମଲା ସାମ୍ନାକୁ ଆସିଛି । ଏଠାରେ ଏକ ସହରରେ ଝିଅମାନଙ୍କୁ ସ୍କୁଲ ଯିବାରୁ ରୋକିବାକୁ ସେମାନଙ୍କୁ ଜହର ବା ବିଷ ଦିଆଯାଇଥିବା ଜଣାପଡିଛି । ଇରାନର ଜଣେ ମନ୍ତ୍ରୀ ଏହି ତଥ୍ୟ ସମ୍ପର୍କରେ…
ଏଏପି କାର୍ଯ୍ୟାଳୟରେ ପହଞ୍ଚିଲା ଦିଲ୍ଲୀ ପୋଲିସ
ନୂଆଦିଲ୍ଲୀ,୨୭।୨: ଦିଲ୍ଲୀ ପୋଲିସ ସୋମବାର ଆମ ଆଦମୀ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଛି। ଏହାକୁ ନେଇ କର୍ମକର୍ତ୍ତାମାନେ କାର୍ଯ୍ୟାଳୟ ବାହାରେ ହଙ୍ଗାମା କରିଛନ୍ତି। ଏହି ସମୟରେ ଏଏପିର କର୍ମକର୍ତ୍ତା ଆଦିଲ ଖାନ୍ ଦିଲ୍ଲୀ ପୋଲିସକୁ ବିରୋଧ କରି ପ୍ରଶ୍ନ କରିଥିଲେ। ସେ କହିଛନ୍ତି,…
ସିସୋଡିଆଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କଲା ସିବିଆଇ
ନୂଆଦିଲ୍ଲୀ,୨୭।୨: ଦିଲ୍ଲୀ ମଦ ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ସୋମବାର ରୋଜ ଏଭିନ୍ୟୁ କୋର୍ଟରେ ହାଜର ହୋଇଛନ୍ତି। ତେବେ ଏହି ମାମଲାରେ ଗିରଫ କରିଥିବା ସିବିଆଇ କୋର୍ଟରେ ସିସୋଡିଆଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ସୂଚନା ମିଳିଛି।…
ବଲିଉଡ୍ ଗୀତରେ ଡ୍ୟାନ୍ସ କଲେ ପାକିସ୍ତାନୀ ଅଭିନେତ୍ରୀ
ମୁମ୍ବାଇ: ଆର୍ଆର୍ଆର୍ ଗୀତ ‘ନାଟୁ ନାଟୁ’ରେ ଦମ୍ଦାର ଡ୍ୟାନ୍ସ କରି ଚର୍ଚ୍ଚାକୁ ଆସିଥିବା ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିର ପୁଣି ଥରେ ତାଙ୍କ ବନ୍ଧୁଙ୍କ ବିବାହର ଆଉ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ବଲିଉଡ୍ ଗୀତରେ ନାଚୁଥିବାର ନଜର…
ଉମେଶ ପାଲଙ୍କ ହତ୍ୟାକାଣ୍ଡର କାର୍ଯ୍ୟାନୁଷ୍ଠାନ ନେଲା ୟୁପି ପୋଲିସ: ଅତିକଙ୍କ ସହଯୋଗୀଙ୍କୁ ଏନ୍କାଉଣ୍ଟର
ପ୍ରୟାଗରାଜ,୨୭।୨: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଉମେଶ ପାଲ ଓ ତାଙ୍କ ଗନ୍ ମ୍ୟାନଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା କରିବା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉକ୍ତ ହତ୍ୟା ମାମଲାରେ ଜଣେ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର କରିଛି ୟୁପି ପୋଲିସ। ସୂଚନା ମୁତାବକ,…
ଦୁଇ ଇସ୍ରାଏଲ ନାଗରିକଙ୍କୁ ହତ୍ୟା ପରେ ୱେଷ୍ଟ ବ୍ୟାଙ୍କରେ ବଢିଲା ହିଂସା
ଜେରୁଜେଲମ,୨୭ ।୨: ପାଲେଷ୍ଟାଇନ ବନ୍ଧୁକଧାରୀଙ୍କ ଦ୍ୱାରା ୨ ଇସ୍ରାଏଲ ନାଗରିକଙ୍କୁ ହତ୍ୟା କରାଯିବା ପରେ ଉତ୍ତର ୱେଷ୍ଟ ବ୍ୟାଙ୍କରେ ରବିବାର ହିଂସା ଉପୁଜିଛି । ଶହ ଶହ ଇସ୍ରାଏଲ ନାଗରିକ ସଡ଼କ ଉପରକୁ ଚାଲି ଆସିଛନ୍ତି ଓ ଡଜନେରୁ ଅଧିକ କାର…
ଦ୍ୱାଦଶ ପରୀକ୍ଷା ଦେଲେ ୫୧ବର୍ଷୀୟ ଭାଜପା ନେତା
ବରେଲି,୨୭।୨: ଚଳିତ ବର୍ଷର ଉତ୍ତରପ୍ରଦେଶ ବୋର୍ଡ ଦ୍ୱାଦଶ ପରୀକ୍ଷା ଫେବୃଆରୀ ୧୬ତାରିଖରୁ ଆରମ୍ଭ ହୋଇଛି। ଏଭଳିସ୍ଥିତିରେ ବରେଲିର ଏକ ପରୀକ୍ଷା କେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଭିନ୍ନ ଦୃଶ୍ୟ। ୫୧ବର୍ଷୀୟ ବିଥ୍ରି-ଚେନପୁର ବିଧାନସଭାର ପୂର୍ବତନ ବିଧାୟକ ରାଜେଶ ମିଶ୍ରା ଏକ ପ୍ୟାଡ,…
ପୱନ ଖେରାଙ୍କ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି
ନୂଆଦିଲ୍ଲୀ,୨୭।୨: ସୁପ୍ରିମକୋର୍ଟ ସୋମବାର ଶୁଣାଣି କରି କଂଗ୍ରେସ ନେତା ପୱନ ଖେରାଙ୍କ ଅନ୍ତରୀଣ ଜାମିନ ଅବଧିକୁ ଶୁକ୍ରବାର ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ଫେବୃଆରୀ ୨୩ରେ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଆସାମ ପୋଲିସ ଗିରଫ କରିଥିଲା। ହେଲେ ଗିରଫର କିଛି ସମୟ ପରେ…
‘କ୍ରୀଡ଼ା କ୍ଷେତ୍ରରେ ରାଜ୍ୟର ଦକ୍ଷତା ବିକାଶ ହୋଇପାରିବ’
ଭୁବନେଶ୍ୱର,୨୭ା୨(ବ୍ୟୁରୋ): ସୋମବାର କଳିଙ୍ଗ ଷ୍ଟାଡିୟମ୍ଠାରେ ଆୟୋଜିତ ତୃତୀୟ ରାଜ୍ୟସ୍ତରୀୟ ସରକାରୀ ପଲିଫେଷ୍ଟ ଓ ଆଇଟିଆଇ ଫେଷ୍ଟକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଉଦ୍ଘାଟନ କରିଛନ୍ତି। ପ୍ରତିଯୋଗୀ ଛାତ୍ରୀଛାତ୍ରଙ୍କୁ ଉଦ୍ବୋଧନ ଦେଇ ମନ୍ତ୍ରୀ କହିଛନ୍ତି, ସ୍ବାସ୍ଥ୍ୟ ହିଁ ସମ୍ପଦ।…
Archives


