ଜଳିଗଲା ଆଇରନ ବୋଝଇ ଟ୍ରକ
ଗଞ୍ଜାମ,୨୭।୨(ଡି.ଏନ.ଏ): ୧୬ ନମ୍ବର ଜାତୀୟ ରାଜପଥ ଶନିମନ୍ଦିର ଛକ ଠାରେ ସୋମବାର ପାହାନ୍ତିଆ ଭୋରୁ ଏକ ଆଇରନ ବୋଝଇ ଟ୍ରକରେ ନିଆଁ ଲାଗିଯାଇଥିଲା l ଖବର ପାଇ ପେଟ୍ରୋଲିଙ୍ଗ ଦାୟିତ୍ୱରେ ଥିବା ରୋଡ ସେଫଟି ଅଫିସର ପିଏସରେ ଏବଂ ଗଞ୍ଜାମ ଥାନା…
ପରିବାର-କର୍ମକ୍ଷେତ୍ର ମଧ୍ୟରେ ସମତୁଲ ଆବଶ୍ୟକ
ଭୁବନେଶ୍ୱର,୨୭।୨: ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧିକାରୀ ସଂଘ ଓଡ଼ିଶା ସର୍କଲର ବାର୍ଷିକ ସାଧାରଣ ସଭା ରବିବାର ସ୍ଥାନୀୟ କିଟ୍ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଓଡ଼ିଶାର କୋଣ ଅନୁକୋଣରୁ ପ୍ରାୟ ୨୦୦୦ରୁ ଅଧିକ ଷ୍ଟେଟ ବ୍ୟାଙ୍କ ଅଧିକାରୀ…
ଟିପିସିଓଡିଏଲ୍ର ସ୍ବତନ୍ତ୍ର ସ୍କିମ୍
ଭୁବନେଶ୍ୱର,୨୭।୨: ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍ ଲିମିଟେଡ୍ (ଟିପିସିଓଡିଏଲ) ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ସ୍କିମ୍ର ଶୁଭାରମ୍ଭ କରାଯାଇଛି। ବିଶେଷ କରି ବିଦ୍ୟୁତ୍ ଚୋରି ଅଭିଯୋଗରେ ଯେଉଁମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି, ସେମାନଙ୍କ ପାଇଁ ଚୋରି ମୂଲ୍ୟାଙ୍କନ ଦେୟର ଫଇସଲା…
୨୦୨୫ ସୁଦ୍ଧା ଜାହାଜରେ ହେବ ବାଲିଯାତ୍ରା
ଭୁବନେଶ୍ୱର,୨୭।୨(ବ୍ୟୁରୋ):କଳିଙ୍ଗ ସାହିତ୍ୟ ମହୋତ୍ସବ ରବିବରେ ଶେଷ ହୋଇଛି। ସ୍ଥାନୀୟ ଏକ ହୋଟେଲରେ ୩ଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ ପ୍ରାୟ ୭୦ରୁ ଅଧିକ ଅଧିବେଶନ ଓ ବିଭିନ୍ନ ବିଭାଗରେ ପ୍ରାୟ ୨୦ଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। ଉଦ୍ଯାପନୀ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ…
ଫ୍ରିଜ୍ରୁ ମିଳିଲା ମଡେଲଙ୍କ ଗୋଡ଼
ହଂକଂ, ୨୭।୨: ନିଖୋଜ ଥିବା ହଂକଂ ମଡେଲ ତଥା ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଆବୀ ଚୋଇଙ୍କ କଟା ଗୋଡ଼ ରୁରାଲ ଟାଇ ପୋ’ରେ ଥିବା ଘର ଫ୍ରିଜ୍ରୁ ରବିବାର ପୋଲିସ ଜବତ କରିଛି। ମଡେଲଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ପୋଲିସ ୪…
ଚାଇନାକୁ ଚେତାବନୀ ଦେଲା ଆମେରିକା, ଯୁଦ୍ଧରେ ରୁଷିଆକୁ ସେନା ସହାୟତା ଦେଲେ ଦେବାକୁ ପଡିବ ବହୁମୂଲ୍ୟ
ୱାଶିଂଟନ,୨୭ ।୨: ଆରେିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଜେକ ସୁଲିବନ ରବିବାର କହିଛନ୍ତି ଯଦି ଚାଇନା ୟୁକ୍ରେନ ବିରୋଧରେ ରୁଷିଆକୁ ସେନା ସହାୟତା ଦେଲା ତେବେ ତାକୁ ଏହାର ବହୁମୂଲ୍ୟ ଦେବାକୁ ପଡିବ । ସୁଲିବାନ ମିଡିଆ ସହ କଥା…
ସ୍ବାମୀଙ୍କ ଏସିଡ୍ ମାଡ଼ରେ ଗୁରୁତର ସ୍ତ୍ରୀଙ୍କ ମୃତ୍ୟୁ
ବାଲେଶ୍ୱର ଅଫିସ, ୨୭ା୨:ସ୍ବାମୀଙ୍କ ଏସିଡ୍ ମାଡ଼ରେ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ସ୍ତ୍ରୀଙ୍କ ରବିବାର ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ ବନିତା ସିଂ। ଗତ ୨୦ ତାରିଖରେ ବନିତାଙ୍କୁ ତାଙ୍କ ସ୍ବାମୀ ଚନ୍ଦନ ରଣା ଏସିଡ୍…
ପାଇପ୍ଲାଇନ କାଟି ତେଲ ଚୋରି ଘଟଣାର ପର୍ଦ୍ଦାଫାଶ
ସମ୍ବଲପୁର,୨୭ା୨(ବ୍ୟୁରୋ):ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ହାତିବାରୀଠାରେ ପାରାଦୀପ-ରାୟପୁର ପାଇପ୍ଲାଇନ କାଟି ତେଲ ଚୋରି ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଘଟଣାରେ ସମ୍ପୃକ୍ତ କଳାହାଣ୍ଡି ଜିଲା ଏମ୍ ରାମପୁରସ୍ଥିତ ପେଟ୍ରୋଲପମ୍ପ୍ ମାଲିକ ଅଟଳ ବିହାରୀ ସାହୁଙ୍କୁ ଚୋରି ତେଲ କିଣିବା ଅଭିଯୋଗରେ…
ପୁଅ ହେବା ପାଇଁ ମଣିଷ ଖପୁରି ସଂଗ୍ରହ
ବାହାନଗା,୨୭ା୨(ଡି.ଏନ.ଏ.):ଦୁଇ ଝିଅ ପରେ ପୁଅଟିଏ ଆଶା କରି ଜଣେ ଯୁବକ ଗୁଣିଆ କଥାରେ ପଡ଼ି ଜଣେ ସହଯୋଗୀଙ୍କ ସହ ସମୂଦ୍ର କୂଳରେ ପୋତା ହୋଇଥିବା ମୃତଦେହରୁ ଖପୁରି କାଟି ନେବାକୁ ଉଦ୍ୟମ କରି ଧରାପଡ଼ିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ବାଲେଶ୍ୱର…
ଆର୍ଥତ୍କ କାରବାର, ଗୁପ୍ତ ତଥ୍ୟ ନେଇ ଖୋଳତାଡ଼
ବାଲେଶ୍ୱର ଅଫିସ,୨୭ା୨:ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆର୍ଡିଓ)ରୁ ପ୍ରତିରକ୍ଷା ତଥ୍ୟ ଲିକ୍ ଘଟଣାରେ ଗିରଫ ହୋଇଥିବା ଆଇଟିଆର୍ର ବରିଷ୍ଠ ବୈଷୟିକ ଅଧିକାରୀ ବାବୁରାମ ଦେଙ୍କୁ ପୋଲିସ ଶନିବାର ୪ ଦିନିଆ ରିମାଣ୍ଡରେ ନେଇଛି। ରବିବାର ପ୍ରଥମ ଦିନରେ…
୫ଦିନ ପରେ ତାପମାତ୍ରା ଆହୁରି ବଢ଼ିବ
ଭୁବନେଶ୍ୱର, ୨୭ା୨(ବ୍ୟୁରୋ):ରାଜ୍ୟରେ ବଢୁଛି ତାତି। କିଛି ସ୍ଥାନରେ ପାରଦ ୩୮ ଡିଗ୍ରୀ ପାର୍ କଲାଣି। ଆଗାମୀ ୪ରୁ ୫ଦିନ ଯାଏ ଏଭଳି ସ୍ଥିତି ଲାଗି ରହିବ। ତେବେ ୫ ଦିନ ପରେ ରାଜ୍ୟରେ ତାପମାତ୍ରା ଆହୁରି ବଢ଼ିବା ନେଇ ଭୁବନେଶ୍ୱର ଆଞ୍ଚଳିକ…
ନୂଆ ବର୍ଷରେ ସମ୍ପର୍କିୟଙ୍କ ସହ ଯୋଗାଯୋଗ କରୁଥିବା ତିବ୍ୱତୀୟମାନଙ୍କୁ ଚାଇନା ଦେଉଛି ଦଣ୍ଡ
ବେଜିଂ,୨୭ ।୨: ବିବ୍ୱତରୁ ବୌଦ୍ଧ ସଂସ୍କୃତିକୁ ହଟାଇବାକୁ ଚାଇନା କ୍ରମାଗତ ଭାବେ ଦମନ ଓ ନିର୍ଯ୍ୟାତନା ଜାରି ରଖିଛି । ଗତ ସପ୍ତାହରେ ଫେବୃୟାରୀ ୨୧-୨୩ ପର୍ଯ୍ୟନ୍ତ ତିବ୍ୱତୀୟ ନୂଆ ବର୍ଷ ଲୋସର ସମୟରେ ଚାଇନା ତିବ୍ୱତୀୟମାନଙ୍କୁ ସେମାନଙ୍କ ନିର୍ବାସିତ ସମ୍ପର୍କୀୟଙ୍କ…
Archives


