Home Left

ବଳାତ୍କାର ପୀଡ଼ିତାଙ୍କୁ ପୋଲିସ ଭ୍ୟାନ୍‌ରେ ଦୀର୍ଘ ଘଣ୍ଟା ଅପେକ୍ଷା କରିବା ଘଟଣା: ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ

କେନ୍ଦୁଝର,୨୫ା୧(ସ୍ବ.ପ୍ର.): ସୋସୋ ଥାନା ଅଞ୍ଚଳରେ ଘଟିଥିବା ଜଣେ ୩୭ ବର୍ଷୀୟା ମହିଳାଙ୍କୁ ଗଣବଳାତ୍କାର ଘଟଣାକୁ ନେଇ ଜାତୀୟ ମାନାବାଧିକାର କମିଶନ ନିକଟରେ ଅଭିଯୋଗ ହୋଇଛି। ଗତ ଜାନୁୟାରୀ ୧୮ତାରିଖରେ ଏହି ଘଟଣା ଘଟିଥିବାବେଳେ ୧୯ ତାରିଖରେ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ପାଇଁ…

ଭାଲୁ ଆକ୍ରମଣରେ ୧୦ ଆହତ

କେନ୍ଦୁଝର,୨୫ା୧(ସ୍ବ.ପ୍ର.): ଚମ୍ପୁଆ ରେଞ୍ଜ ବାଲବନ୍ଧ ସେକ୍ସନ ନହବେଡା, ତୁଳସୀପୁର ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ପଳାଶପଙ୍ଗା ସେକ୍ସନରୁ ବାଲିବନ୍ଧ ସେକ୍ସନକୁ ଯାଉଥିବାବେଳେ ଅତର୍କିତ ବାଟରେ ଯାହାକୁ ପାରିଲା ତାକୁ କାମୁଡ଼ିଛି ଭାଲୁ। ଭୟରେ ବହୁ ଲୋକେ ଧାଇଁ ପଳାଉଥିଲେ ମଧ୍ୟ ଭାଲୁ ହାବୁଡ଼ରେ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦାବି

କୋକସରା,୨୫ା୧(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲା କୋକସରା ମଣ୍ଡଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସଭାପତି ଦୁର୍ଗା ପ୍ରସାଦ ପ୍ରଧାନୀଙ୍କ ନେତୃତ୍ୱରେ କୋକସରା ଗୋଷ୍ଠୀ ଉନ୍ନୟନ…

ଚଳନ୍ତା ବସ୍‌ରେ ଯାତ୍ରୀଙ୍କ ମୃତଦେହ

ଆନନ୍ଦପୁର,୨୫ା୧(ସ୍ବ.ପ୍ର.): ଘଟଗାଁରେ ମା’ ତାରିଣୀଙ୍କ ଦର୍ଶନ ସାରି ଫେରିବା ସମୟରେ ଘଟିଛି ଅଘଟଣ। ଚଳନ୍ତା ବସ୍‌ରୁ ଜଣେ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ଭୁବନେଶ୍ୱର ଫୁଲନଖରା ଅଞ୍ଚଳର କିଛି ପର୍ଯ୍ୟଟକ ମା’ ତାରିଣୀଙ୍କ ଦର୍ଶନ ସାରି ଫେରୁଥିବାବେଳେ ୨୦ ନଂ…

ବାହାଘରରେ ନାଚୁଥିବା ବେଳେ ଟଳିପଡ଼ିଲେ ଯୁବକ

ଆନନ୍ଦପୁର,୨୫ା୧(ସ୍ବ.ପ୍ର.): ବାହାଘରରେ ନାଚୁ ଥିବାବେଳେ ହଠାତ୍‌ ଆସିଲା ମୃତ୍ୟୁ। ଗାଁରେ ସୃଷ୍ଟି ହେଲା ଶୋକାକୁଳ ପରିବେଶ। କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଟୋଲଙ୍କପଡ଼ା ଗ୍ରାମରେ ବୁଧବାର ଘଟିଛି ଏଭଳି ଅଭାବନୀୟ ଘଟଣା। ଗାଁରେ ଜନୈକ ବ୍ୟକ୍ତିଙ୍କ ଝିଅ ବାହାଘର ସମୟରେ ବରଯାତ୍ରୀ…

ଅଷ୍ଟ୍ରେଲିଆର ଓପନ ଫାଇନାଲ୍‌ରେ ସାନିଆ-ବୋପାନ୍ନା

ସିଡନୀ,୨୫।୧: ଅଷ୍ଟ୍ରେଲିଆର ଓପନର ମିକ୍ସ ଡବଲ୍ସ ଫାଇନାଲରେ ପହଞ୍ଚିଛନ୍ତି ଭାରତର ସାନିଆ ମିର୍ଜା ଏବଂ ରୋହନ ବୋପାନ୍ନା। ସେମିଫାଇନାଲରେ ଭାରତୀୟ ଯୋଡି ଗ୍ରେଟ ବ୍ରିଟେନର ନିଲ ସ୍କୁପ୍ସ୍କି ଏବଂ ଆମେରିକାର ଡେସେରିଆ କ୍ରାଉଜିକ ଯୋଡିଙ୍କୁ ୭-୬ (୫) ୬-୭ (୫) ୧୦-୬…

ପଠାନରେ ଦେଖିବାକୁ ମିଳିଲା ‘କିସି କା ଭାଇ କିସି କି ଜାନ୍‌’

ମୁମ୍ବାଇ: ସଲମାନଙ୍କ ପ୍ରଶଂସକଙ୍କ ପାଇଁ ଆଜି ଦିନଟି ସବୁଠୁ ଖୁସି ଆଉ ସ୍ବତନ୍ତ୍ର ଦିନ। ଶାହାରୁଖଙ୍କ ପରେ ଆକ୍ସନ ଅବତାର ପରେ ଭାଇଜାନ୍‌ଙ୍କୁ ଦେଖିବାକୁ ମିଳିଛି। ଭାଇଜାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ର ଟିଜର ରିଲିଜ ହୋଇଛି।…

ପ୍ରିପେଡ୍‌ ଗ୍ରାହକଙ୍କୁ ଏୟାରଟେଲ୍‌ର ଝଟ୍‌କା, ଦେଢ଼ ଗୁଣା ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୫।୧: ପ୍ରିପେଡ ଗ୍ରାହକଙ୍କୁ ଏୟାରଟେଲ୍‌ର ଝଟ୍‌କା। କମ୍ପାନୀ ପକ୍ଷରୁ ସବୁଠାରୁ ଶସ୍ତା ପ୍ଲାନ ୯୯ ଟଙ୍କାରେ ଉପଲବ୍ଧ ହେଉଥିଲା। ହେଲେ ଏବେ ଏହି ମାସିକ ପ୍ରିପେଡ ପ୍ଲାନ ଦେଢ଼ ଗୁଣା ବଢ଼ି ୧୫୫ ଟଙ୍କାର ହୋଇଛି। ୯୯ ଟଙ୍କିଆ ପ୍ଲାନରେ ୧…

କେ.ଏଲ୍‌.ଙ୍କୁ ଉପହାର: କୋହଲି ଦେଲେ ବିଏମ୍‌ଡବ୍ଲୁ, ଧୋନୀ ଦେଲେ ୮୦ ଲକ୍ଷର ବାଇକ୍‌ !

ନୂଆଦିଲ୍ଲୀ,୨୫।୧: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଭାରତୀୟ ଟିମ୍‌ର ଷ୍ଟାର ଓପନର୍‌ କେ.ଏଲ୍‌. ରାହୁଲ। ବଲିଉଡ୍‌ ଅଭିନେତ୍ରୀ ଆଥିଆ ସେଟ୍ଟୀଙ୍କ ହାତ ଧରିଛନ୍ତି ସେ। ଏହି ବିବାହ ବେଶ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଥିବା ବେଳେ କେ.ଏଲ୍‌.ଙ୍କୁ ଉପହାରରେ ବହୁତ ମହଙ୍ଗା ଉପହାର…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତ୍ରୁଟିପୂର୍ଣ୍ଣ ହିତାଧିକାରୀ ଚୟନ

ରାଇକିଆ,୨୫ା୧(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତ୍ରୁଟିପୂର୍ଣ୍ଣ ହିତାଧିକାରୀ ଚୟନ ଯୋଗୁ ଅନେକ ଯୋଗ୍ୟ ହିତାଧିକାରୀ ତାଲିକାଭୁକ୍ତ ହୋଇପାରିନାହାନ୍ତି। ଅନ୍ୟପକ୍ଷରେ ଅଯୋଗ୍ୟ ହିତାଧିକାରୀ ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ସ୍ବଚ୍ଛଳ ଅଛନ୍ତି ସେମାନେ ତାଲିକାରେ ସ୍ଥାନ ପାଇଛନ୍ତି। ରାଜ୍ୟ ସରକାର ତୁରନ୍ତ ଏହି ତ୍ରୁଟିପୂର୍ଣ୍ଣ…

ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ କ୍ଲିନ୍‌ଚିଟ୍‌

ନାଗପୁର,୨୫।୧: ଅନ୍ଧବିଶ୍ୱାସ ବିସ୍ତାର ପ୍ରସଙ୍ଗରେ ନାଗପୁର ପୋଲିସ ବାଗେଶ୍ୱର ଧାମର ପୀଠାଧୀଶ ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ କ୍ଲିନ୍‌ଚିଟ୍‌ ପ୍ରଦାନ କରିଛି। ନାଗପୁର ପୋଲିସ କହିଛି ଯେ, ମହାରାଷ୍ଟ୍ର ଅନ୍ଧଶ୍ରଦ୍ଧା ନିର୍ମୁଲନ ସମିତିର ଅଭିଯୋଗ ଯାଞ୍ଚ୍‌ କରିବା ପରେ ନାଗପୁର କାର୍ଯ୍ୟକ୍ରମରେ ଧୀରେନ୍ଦ୍ର…

ସରକାରଙ୍କ ସ୍ବାଧୀନତା ସଂଗ୍ରାମୀ ତାଲିକାରେ ମହେଶ୍ୱରଙ୍କ ନାଁ ନାହିଁ

ସିମୁଳିଆ,୨୫ା୧(ଡି.ଏନ୍‌.ଏ.): ସମଗ୍ର ଦେଶ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ। ସରକାରଙ୍କ ସ୍ବାଧୀନତା ସଂଗ୍ରାମୀ ତାଲିକାରେ ନାଁ ନ ଥାଇ ମଧ୍ୟ ୯୩ ବର୍ଷରେ ଚଳ ଚଞ୍ଚଳ ଅଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ କୁଟାରୀ ଅଞ୍ଚଳର ମହେଶ୍ୱର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri