Home Left

ମମତା ବାନାର୍ଜୀଙ୍କୁ ୬୦୦ କିଲୋଗ୍ରାମ ଆମ୍ବ ଉପହାର ଦେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ

କୋଲକାତା/ଢାକା, ୧୩।୬: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଉପହାର ସ୍ବରୂପ ୬୦୦ କିଲୋଗ୍ରାମ ଆମ୍ବ ପଠାଇଛନ୍ତି। ଅଧିକାରୀମାନେ ସୋମବାର ଏହି ସୂଚନା ଦେଇଛନ୍ତି। କୂଟନୈତିକ ପ୍ରୟାସର ଅଧୀନରେ ମମତା ବାନାର୍ଜୀଙ୍କୁ ହିମସାଗର ଏବଂ ଲଙ୍ଗଡା କିସମର…

ଶେଷ ହେବାରେ ଲାଗିଛି ମଣିଷ ମନରୁ ଦୟା, ସଚ୍ଚୋଟ ପଣିଆ, ଅନ୍ୟପ୍ରତି ସମ୍ମାନ: ସର୍ଭେ ରିପୋର୍ଟ…

ଓ୍ବାଶିଂଟନ,୧୩।୬ : ସମ୍ପ୍ରତି ସମଗ୍ର ବିଶ୍ୱରେ ସାଧାରଣ ଲୋକଙ୍କ ମନରୁ ଦୟା, ଅନ୍ୟମାନଙ୍କ ପ୍ରତି ସମ୍ମାନର ଭାବନା, ସଚ୍ଚୋଟତା ଇତ୍ୟାଦି ଗୁଣ ଲୋପ ପାଇବାକୁ ଯାଉଛି। କିନ୍ତୁ ମନୋବିଜ୍ଞାନୀମାନେ ଯୁକ୍ତି କରନ୍ତି ଏଭଳି ମତ କେବଳ ଏକ ସ୍ବଭାବଗତ ତ୍ରୁଟି। ବିଶେଷଜ୍ଞମାନେ…

ଆମ୍ବ ପେଡ଼ା

ଆବଶ୍ୟକ ସାମଗ୍ରୀ- ଆମ୍ବରସ- ୩ ରୁ ୪ କପ, ମିଲ୍କ ପାଉଡର- ୩ରୁ ୪ କପ୍‌, କ୍ଷୀର – ୩ରୁ ୪ କପ୍‌, କାଜୁ ବାଦାମ- ୧୨ଟି, ଘିଅ- ୩ ଚାମଚ, ଚିନି- ଅଧା କପ୍‌ରୁ କମ୍‌, ଗୁଜୁରାତି ଗୁଣ୍ଡ- ଅଳ୍ପ,…

ଅରେଞ୍ଜ ଫେସ୍‌ ପ୍ୟାକ୍‌

ବେସନ ସହିତ କମଳା ମିଶାଇ ଫେସ୍‌ ପ୍ୟାକ୍‌ ତିଆରି କରି ମୁହଁରେ ଲଗାନ୍ତୁ। ଏହି ଫେସ୍‌ ପ୍ୟାକ୍‌ ତିଆରି କରିବା ନିମନ୍ତେ ୨ ଚାମଚ କମଳା ରସରେ ୧ ଚାମଚ ବେସନ ଓ ୧ ଚାମଚ ଗୋଲାପ ଜଳ ଭଲଭାବେ ମିଶାନ୍ତୁ।…

ପ୍ରେମ ବ୍ୟାପାରକୁ ନେଇ ସାଙ୍ଗକୁ ଗୁଳି ମାଡ

କେନ୍ଦୁଝର,୧୩।୬(ସ୍ବ.ପ୍ର): ପ୍ରେମ ବ୍ୟାପାରକୁ ନେଇ ସାଙ୍ଗ ସାଙ୍ଗକୁ ମାରିଲା ଗୁଳି। ଏପରି ଅଭାବନୀୟ ଘଟଣା ଘଟିଛି ହରିଚନ୍ଦନପୁର ଥାନା ସିଙ୍ଗିବିଲା ଗ୍ରାମରେ। ସୋମବାର ରାତିରେ ଗୁଳି ମାଡ଼ରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ତାଙ୍କ ନାମ ପୂର୍ଣ୍ଣଚନ୍ଦ୍ର ଦାସ ବୋଲି ଜଣାପଡିଛି।…

ଲେହେଙ୍ଗା କିଣିବା ଆଗରୁ…

ଲେହେଙ୍ଗା କିଣିବା ଆଗରୁ… ବିବାହ କିମ୍ବା ଅନ୍ୟ ପାର୍ଟିରେ ଆପଣ ଲେହେଙ୍ଗା ପିନ୍ଧିବାକୁ ଯାଉଛନ୍ତି କି! ଯଦି ନିଜ ପାଇଁ ଲେହେଙ୍ଗା କିଣିବାକୁ ଯାଉଥାନ୍ତି ତେବେ ଜାଣି ରଖନ୍ତୁ କିଛି ଟିପ୍ସ… ବିବାହ ଦିନ ପାର୍ଟିରେ ପିନ୍ଧିବାକୁ ଅଧିକ କାମଥିବା ଲେହେଙ୍ଗା…

ପାକିସ୍ତାନରେ ୫.୬ ତୀବ୍ରତାର ଭୂକମ୍ପ

ଇସଲାମାବାଦ,୧୩।୬: ପାକିସ୍ତାନର ଇସଲାମାବାଦ, ଲାହୋର, ପେଶୱାର ଏବଂ ଏହାର ଆଖପାଖ ଅଞ୍ଚଳରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୬ ବୋଲି କୁହାଯାଉଛି। ଏହି ଭୂକମ୍ପ ଶକ୍ତିଶାଳୀ ଥିଲା ଯେ ଭୟରେ ଲୋକେ ଘରୁ ବାହାରକୁ ଚାଲିଆସିଥିଲେ।…

ତିନିରଥର ବେଦି ନିର୍ମାଣ ଆରମ୍ଭ

ପୁରୀ ଅଫିସ, ୧୩ା୬: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ୭ଦିନ ଥିବାବେଳେ ଶ୍ରୀନଅରସ୍ଥିତ ଅସ୍ଥାୟୀ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ତିନିରଥର ‘ପ୍ରଭା’ ନିର୍ମାଣ ସରିବା ସହ ଆଗଆଣି ଏବଂ ପଛଆଣି ଦୁଇଟି ଲେଖାଏ…

୧୦୦ ଦିନ ସମୁଦ୍ରରେ ରହି ଓ୍ବାଲର୍‌ଡ ରେକର୍ଡ କଲେ ପ୍ରଫେସର…

ଫ୍ଲୋରିଡା,୧୩।୬ : ଆମେରିକାର ଫ୍ଲୋରିଡାର ଜଣେ ପ୍ରଫେସର ଏକ ଆଶ୍ଚର୍ଯ୍ୟଜନକ ରେକର୍ଡ କରିଛନ୍ତି। ପ୍ରଫେସର ୧୦୦ଦିନ ସମୁଦ୍ର ପାଣି ତଳେ ରହିବା ପାଇଁ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଆମେରିକାର ନୌସେନାର ପୂର୍ବତନ ଡାଇଭର ତଥା ବାୟୋମେଟିକାଲ ଇଞ୍ଜିନିୟରିଂର ବିଶେଷଜ୍ଞ…

ବର୍ଷା ପୂର୍ବରୁ ଡ୍ରେନ୍‌ କାମ ସାରିବାକୁ ତାଗିଦ

ଭୁବନେଶ୍ୱର,୧୩।୬(ବ୍ୟୁରୋ): ଚଳିତବର୍ଷ ପ୍ରଖର ରୌଦ୍ରତାପ ହେଉଥିବା ବେଳେ ମୌସୁମୀ ମଧ୍ୟ ବିଳମ୍ବରେ ଓଡ଼ିଶା ଛୁଇଁବାର ରହିଛି। ତେବେ ବର୍ଷା ଦିନେ ରାଜଧାନୀରେ ଡ୍ରେନ୍‌ ସମସ୍ୟା, ଜଳମଗ୍ନ ଅଞ୍ଚଳ ଆଦି ବିଭିନ୍ନ ସମସ୍ୟା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପାଇଁ ଚିନ୍ତାର କାରଣ…

୧୪ ସିସି କ୍ୟାମେରା ଅଚଳ, ୨୯ ଅଧା କାମ କରୁନି

ଭୁବନେଶ୍ୱର, ୧୩।୬(ବ୍ୟୁରୋ): ସହରର ସୁରକ୍ଷା ଓ ଟ୍ରାଫିକ ପରିଚାଳନା ପାଇଁ ଭୁବନେଶ୍ୱରର ବିଭିନ୍ନ ପଏଣ୍ଟରେ ସିସି କ୍ୟାମେରା ରହିଛି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ କେତେକ ସ୍ଥାନରେ ଏହା ମାସ ମାସ ଧରି ଅଚଳ ହୋଇପଡିଥିଲେ ମଧ୍ୟ ଆବଶ୍ୟକ ମରାମତି କରାଯାଉ ନାହିଁ…

ବଢ଼ାନ୍ତୁ ପିଲାଙ୍କ ଏକାଗ୍ରତା

  କିଛି ପିଲାଙ୍କର ଏକାଗ୍ରତା ଖୁବ୍‌ କମ୍‌ ଥାଏ। ତେଣୁ ସେମାନେ ବାରମ୍ବାର ପଢ଼ିଲେ ବି ଭୁଲିଯାନ୍ତି। ଏଭଳି ପିଲାଙ୍କର ପାଠ ପ୍ରତି ଆଗ୍ରହ ସୃଷ୍ଟିକରିବାକୁ ଜାଣିରଖନ୍ତୁ କିଛି ଟିପ୍ସ… ପାଠ ପଢ଼ିବା ସମୟରେ ଅନ୍ୟ କୌଣସି ଧ୍ୟାନ ଆକର୍ଷଣ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?