ବାଥ୍ରୁମ ସାଓ୍ବାର ଉପରେ ବସିଥିଲା ବିରାଟକାୟ ଅଜଗର, ଏହାକୁ ଦେଖିବା ପରେ…
ସାପ ଏମିତି ଏକ ପ୍ରାଣୀ, ଏହାକୁ ଯେଉଁଠି ବି ଦେଖିଲେ ଭୟ ଲାଗେ। ସେ ଟିଭି ସ୍କ୍ରିନ୍ ହେଉ କି ସାମ୍ନାରେ। ନିକଟରେ ଜଣେ ବ୍ୟକ୍ତି ତାଙ୍କ ବାଥ୍ରୁମରେ ଏକ ବିରାଟ ସାପ (ଅଜଗର) ଦେଖିବା ପରେ ଭୟରେ ଥରିଉଠିଲେ। ବୁଧବାର…
‘ଆଦିପୁରୁଷ’ ଫିଲ୍ମର ହନୁମାନଙ୍କ ଡାଇଲଗ୍କୁ ନେଇ ବିବାଦ, ଫିଲ୍ମର ସଂଳାପ ଲେଖକ ମନୋଜ ମୁନ୍ତାଶିର ଦେଲେ ଏଭଳିି ପ୍ରତିକ୍ରିୟା
ମୁମ୍ବାଇ: ପ୍ରଭାସ ଏବଂ କ୍ରିତି ସାନନଙ୍କ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହୋଇଛି। ରିଲିଜ୍ ହେଉଣୁ ଏହି ଫିଲ୍ମ ବିବାଦ ଘେରକୁ ଆସଛିି। ଫିଲ୍ମକୁ ଉଭୟ ଦର୍ଶକ ଏବଂ ସମାଲୋଚକଙ୍କ ଠାରୁ ଭଲ ସମୀକ୍ଷା ମିଳିିନାହିଁ। ତେବେ ଦେଖାଯାଇଛି କି, ଫିଲ୍ମର…
କେସିଙ୍ଗାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ
କେସିଙ୍ଗା,୧୭।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ଏବଂ ବ୍ଲକର ୨୬ଟି ପଞ୍ଚାୟତରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ମାର୍ଚ୍ଚ ୧ରୁ ୩୧ ତାରିଖଯାଏ ୩୮ରୁ ୩୯ ଡିଗ୍ରୀ ତାପମାତ୍ରା ରହିଥିଲା। ସେହିପରି ଏପ୍ରିଲରେ ୩୯ରୁ ୪୩ ଡିଗ୍ରୀ ତାପମାତ୍ରା ରହିଥିବା…
ବାଇକ୍କୁ ଧକ୍କା ଦେଇ ଜଳିଗଲା ଟ୍ୟାଙ୍କର
ରାୟଗଡ଼ା,୧୭।୬(ଆଶିଷ ରଞ୍ଜନ ପଣ୍ଡା): ବାଇକ୍କୁ ଧକ୍କାଦେଇ ଜଳିଗଲା ଟ୍ୟାଙ୍କର। ଏହିଭଳି ଘଟଣା ଘଟିଛି ରାୟଗଡ଼ା ଜିଲା କାଶୀପୁର ବ୍ଲକ ଶଙ୍କରଡା ଗ୍ରାମ ନିକଟରେ। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଟିକିରି…
ଯୌତୁକ ପାଇଁ ଗଛରେ ବନ୍ଧାହେଲେ ବର
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପ୍ରତାପଗଡ଼ରେ ବରକୁ ଯୌତୁକ ଦାବି କରିବାରୁ ଗ୍ରାମବାସୀ ତାଙ୍କୁ ଗଛରେ ବାନ୍ଧି ଦେବା ଖବର ସାମ୍ନାକୁ ଆସିଛି। ସ୍ଥାନୀୟ ଗ୍ରାମରେ ଗତ ମଙ୍ଗଳବାର ଏକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାଳା ପିନ୍ଧାଇବା ସମୟରେ ବର ଅମରଜିତ…
କର୍ଲାମୁଣ୍ଡା ବ୍ଲକର ଦୁଇ ଛାତ୍ରଙ୍କ ନିଟ୍ ପରୀକ୍ଷାରେ ସଫଳତା
କର୍ଲାମୁଣ୍ଡା:୧୭।୬ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଦୁଇଜଣ ଛାତ୍ର ସର୍ବଭାରତୀୟ ସ୍ତରୀୟ ନିଟ୍ ପରୀକ୍ଷାରେ ସଫଳତା ହାସଲ କରିଥିବା ଜଣାପଡ଼ିଛି। ଏହି ଖବର ପ୍ରଚାର ହେବା ମାତ୍ରେ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ଉକ୍ତ ବ୍ଲକର…
କରନଙ୍କ ସଙ୍ଗିତ ସେରିମନିରେ ଖୁବ ନାଚିଲେ ସନ୍ନି ଦେଓଲ
ମୁମ୍ବାଇ: ସନ୍ନି ଦେଓଲଙ୍କ ପୁଅ ତଥା ଅଭିନେତା କରଣ ଦେଓଲ ଜୁନ ୧୮ରେ ଦୃଶା ଆଚାର୍ଯ୍ୟଙ୍କ ସହ ବିବାହ ବନ୍ଧନରେ ବନ୍ଧା ହେବାକୁ ଯାଉଛନ୍ତି। ଏବେ ତାଙ୍କର ପ୍ରି ଓ୍ବେଡିଂ ଫଙ୍କସନ ଚାଲିଛି ଏବଂ ଏହି ସମୟ ମଧ୍ୟରେ ତାଙ୍କ ସଂଗୀତ…
ପଶ୍ଚିମବଙ୍ଗର ବୀରଭୁମରୁ ମିଳିଲା ବୋମା, ଶାନ୍ତିନିକେତନରୁ ୨୮ କ୍ରୁଡ ବୋମା ଜବତ
କୋଲକାତା,୧୭।୬: ପଶ୍ଚିମବଙ୍ଗରେ ପଞ୍ଚୟତ ନିର୍ବାଚନ ଚାଲିଛି। ଆଉ ପ୍ରତିଥର ଭଳି ଏଥର ମଧ୍ୟ ନିର୍ବାଚନ ସମୟରେ ସେଠାରେ ହିଂସା ଦେଖିବାକୁ ମିଳିଛି। ଇତିମଧ୍ୟରେ ପଶ୍ଚିମବଙ୍ଗର ବୀରଭୁମ ଜିଲାରେ ଲଗାତାର ଦ୍ୱିତୀୟ ଦିନରେ ବୋମା ମିଳିବାରୁ ଭୟର ବାତାବରଣ ସୃଷ୍ଟି ହୋଇଛି। ଶନିବାର…
ଶିମିଳିପାଳ ଅଭୟାରଣ୍ୟ: ଶିକାରୀ ଗୁଳିରେ ଆଉ ଜଣେ ବନ କର୍ମଚାରୀ ମୃତ
ଠାକୁରମୁଣ୍ଡା,୧୭।୬ (ତାରାକାନ୍ତ ପଟ୍ଟନାୟକ): ଶିକାରୀଙ୍କ ଗୁଳିରେ ରକ୍ତରଞ୍ଜିତ ହୋଇପଡିଛି ଶିମିଳିପାଳ ଅଭୟାରଣ୍ୟ। ଶୁକ୍ରବାର ଅପରାହ୍ନରେ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ଡିଭିଜନ ଅନ୍ତର୍ଗତ ଗାମଛାଚରଣ ବିଟ୍ ଅଞ୍ଚଳରେ ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟରଙ୍କ ମୃତ୍ୟୁ ଘଟିଛ। ମୃତ ଫରେଷ୍ଟର ଜଣକ ଉପର ବାରହାକାମୁଡା…
ଟିଏସ୍ଏମ୍ଏଲ୍ର ସ୍ବତନ୍ତ୍ର ସମ୍ମାନ ସମାରୋହ
ଭୁବନେଶ୍ୱର,୧୭।୬: ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍ଏମ୍ଏଲ୍) ପକ୍ଷରୁ ଗୁରୁବାର ‘ଖଣି କ୍ଷେତ୍ର ମହିଳାଙ୍କ ପାଇଁ ଆନ୍ତର୍ଜାତିକ ଦିବସ’ ପାଳିତ ହୋଇଯାଇଛି। ବିଶେଷକରି ଖଣି ଶିଳ୍ପରେ କାର୍ଯ୍ୟରତ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନକୁ ସମ୍ମାନ ଜଣାଇ କମ୍ପାନୀ ବିଶ୍ୱ ସମୁଦାୟ ସହ ୨୦୨୩…
ବିଓଆଇର ମିନି ଆର୍ବିସି ଉଦ୍ଘାଟିତ
ଭୁବନେଶ୍ୱର,୧୭।୬: ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ)ର ଏକ ମିନି-ଆର୍ବିସି ନିକଟରେ କଟକର କଲେଜ ସ୍କୋୟାର ଶାଖାଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଏନ୍ବିଜି ଓଡ଼ିଶାର ମହାପ୍ରବନ୍ଧକ ବିକ୍ରମ କେଶରୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍ଘାଟନ କରିଥିଲେ।…
ଜୁଲାଇ ୩ରେ ଜିଆଇଏଫ୍ଆଇ
ଭୁବନେଶ୍ୱର,୧୭।୬: ବଜାଜ୍ ଆଲିଆଞ୍ଜ ଜେନେରାଲ ଇନ୍ସ୍ୟୁରାନ୍ସ ପକ୍ଷରୁ ପ୍ରଥମ ଥର ପାଇଁ ଭାରତରେ ଜେନେରାଲ ଇନ୍ସ୍ୟୁରାନ୍ସ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ (ଜିଆଇଏଫ୍ଆଇ)ର ଆୟୋଜନ କରାଯାଉଛି। ୨୦୨୩ ଜୁଲାଇ ୩ରେ ଜିଆଇଏଫ୍ଆଇ ପୁଣେଠାରେ ଆୟୋଜନ ହେବ। ବଜାଜ୍ ଆଲିଆଞ୍ଜ ଜେନେରାଲ ଇନ୍ସ୍ୟୁରାନ୍ସର ଏମ୍ଡି…

