ନବଘନପୁର ସରପଞ୍ଚ ନିଲମ୍ବିତ ମାମଲା: ତଳ କୋର୍ଟଙ୍କ ରାୟ କାଏମ
ନୟାଗଡ଼ ଅଫିସ,୮।୩: ନୟାଗଡ଼ ଅତିରିକ୍ତ ଜିଲା ଜଜଙ୍କ କୋର୍ଟରେ ନବଘନପୁର ସରପଞ୍ଚ ନିଲମ୍ବିତ ମାମଲା ଶୁଣାଣି ହୋଇଛି। ଅତିରିକ୍ତ ଜିଲା ଜଜ୍ ଲିଲି ସେନାପତି ତଳ କୋର୍ଟଙ୍କ ରାୟକୁ କାଏମ ରଖିବା ସହ ଚିତ୍ତରଞ୍ଜନ ଭଞ୍ଜଙ୍କୁ ସରପଞ୍ଚ ପଦବୀରେ କାର୍ଯ୍ୟ କରିବା…
ଅସ୍ତ୍ରୋପଚାର ସଫଳ, ଟିମ୍କୁ ଖୁବ୍ଶୀଘ୍ର ଫେରିବେ ବୁମ୍ରା
ନୂଆଦିଲ୍ଲୀ,୮।୩: ଭାରତୀୟ ଟିମ୍କୁ ହୋଲି ଅବସରରେ ଏକ ବଡ଼ ଖୁସି ଖବର ମିଳିଛି। ଟମ୍ ଇଣ୍ଡିଆର ଦ୍ରୁତ ବୋଲର୍ ଜସପ୍ରୀତ୍ ବୁମ୍ରାଙ୍କ ପିଠିରେ ହୋଇଥିବା ସର୍ଜରୀ ସଫଳ ହୋଇଛି। ତାଙ୍କର ନ୍ୟୁଜିଲ୍ୟାଣ୍ଡରେ ଅସ୍ତ୍ରୋପଚାର କରାଯାଇଛି। ଏହି ଅସ୍ତ୍ରୋପଚାର ପରେ ବୁମ୍ରାଙ୍କୁ ମୈଦାନକୁ…
ଆଫଗାନିସ୍ତାନକୁ ୨୦,୦୦୦ ମେଟ୍ରିକ ଟନ୍ ଗହମ ପଠାଇବ ଭାରତ
ନୂଆଦିଲ୍ଲୀ,୮।୩: ଭାରତ ସହାୟତା ଭାବେ ଇରାନର ଚାବହାର ବନ୍ଦର ଦେଇ ଆଫଗାନିସ୍ତାନକୁ ୨୦,୦୦୦ ମେଟ୍ରିକ ଟନ୍ ଗହମ ପଠାଇବ। ମଙ୍ଗଳବାର ଇଣ୍ଡିଆ ସେଣ୍ଟ୍ରାଲ ଏସିଆନ କଣ୍ଟ୍ରିର ପ୍ରଥମ ବୈଠକରେ ଭାରତ ଏହି ଘୋଷଣା କରିଛି। ଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ଭାରତ…
ପିଲାଦିନର ନିମୋନିଆ ଯୋଗୁ ବୟସ୍କ ଅବସ୍ଥାରେ ମୃତ୍ୟୁ ହେବାର ଆଶଙ୍କା ଅଧିକ: ଲାନସେଟ ରିପୋର୍ଟ…
ଓ୍ବାଶିଂଟନ,୮।୩ : ଦ ଲାନସେଟ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଯଦି କୌଣସି ବ୍ୟକ୍ତିଙ୍କର ପିଲାଦିନରେ ଦୁଇ ବର୍ଷ ବୟସ ପର୍ଯ୍ୟନ୍ତ ବ୍ରୋଙ୍କାଇଟିସ କିମ୍ବା ନିମୋନିଆ ଭଳି ସମସ୍ୟା ଥାଏ, ତେବେ ସେ ବଡ ହେବା ପରେ ଶ୍ୱାସ…
୨୫ ବର୍ଷ ଧରି ଗୃହ କାର୍ଯ୍ୟ କରିଥିବା ମହିଳାଙ୍କୁ ପୂର୍ବତନ ସ୍ବାମୀ ଦେବେ ୧.୭୯ କୋଟି: କୋର୍ଟଙ୍କ ନିର୍ଦ୍ଦେଶ…
ମାଦ୍ରିଦ,୮।୩ : ସ୍ପେନର ଏକ କୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି ଯାହାକୁ ଲୋକେ ପ୍ରଶଂସା କରୁଛନ୍ତି। ବାସ୍ତବରେ, ସ୍ପେନ କୋର୍ଟ ମହିଳାଙ୍କ ଦ୍ୱାରା କରାଯାଇଥିବା ଗୃହ କାର୍ଯ୍ୟକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରିଛନ୍ତି। ଏହି କାରଣରୁ ଜଣେ ସ୍ବାମୀଙ୍କୁ ତାଙ୍କ ସ୍ତ୍ରୀଙ୍କୁ ୨୫…
ଦ୍ୱିତୀୟଥର ପାଇଁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ହେଲେ ମାଣିକ ଶାହା
ଅଗରତାଲା,୮।୩: ଭାଜପା ନେତା ମାଣିକ ଶାହା ବୁଧବାର ଦ୍ୱିତୀୟଥର ପାଇଁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ଆଉ ୮ ଜଣ ମନ୍ତ୍ରୀ ଭାବେ ମଧ୍ୟ…
ରିଲିଜ ହେବାର କିଛି ଘଣ୍ଟା ପରେ ନିର୍ମାତାଙ୍କୁ ଝଟକା: ଅନ୍ଲାଇନରେ ଲିକ୍ ହେଲା ଫିଲ୍ମ
ମୁମ୍ବାଇ: ଅଭିନେତା ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ତୁ ଝୁଠି ମୈ ମକ୍କର’ ବୁଧବାର ପରଦାରେ ମୁକ୍ତିଲାଭ କରିଛି। ଗୀତ ଏବଂ ଟ୍ରେଲର ଦେଖି ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଥିଲା। ରିଲିଜ୍…
ମେଳଣରେ ସାମିଲ ହେଲା ୬୦ରୁ ଊର୍ଦ୍ଧ୍ୱ ଦୋଳ ବିମାନ
ଭଦ୍ରକ ଅଫିସ,୮।୩: ଭଦ୍ରକ ଜିଲା ଅଗରପଡ଼ା ରାମଗଡ଼ ମେଳଣରେ ୬୦ରୁ ଊର୍ଦ୍ଧ୍ୱ ଦୋଳ ବିମାନ ସାମିଲ ହୋଇଛନ୍ତି। ବୁଧବାର ଭୋରରୁ ରାଜାଗଡ଼, ପୁରୁଷଣ୍ଢ, କାଣ୍ଡବା, ମହାନ୍ତିପଡ଼ା, ନୂଆପୋଖରୀ ଆଦି ବିଭିନ୍ନ ଗ୍ରାମରୁ ସୁସଜ୍ଜିତ ରାଧାକୃଷ୍ଣଙ୍କ ବିମାନ ରାଜାଗଡ଼ଠାରେ ଏକତ୍ରିତ ହୋଇଥିଲେ ।…
ବିବାହ ବନ୍ଧନରେ ବାନ୍ଧିହେଲେ ଓଓ୍ବାଇଓ ମାଲିକ ରିତେଶ…
ନୂଆଦିଲ୍ଲୀ,୮।୩ : ଓଓ୍ବାଇଓ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦିଲ୍ଲୀରେ ରିତେଶଙ୍କ ବିବାହ ଭୋଜିରେ ଯୋଗ ଦେଇଥିବା କର୍ପୋରେଟ ନେତାଙ୍କ ମଧ୍ୟରେ ସଫ୍ଟବ୍ୟାଙ୍କ ସିଇଓ ମାସାୟୋଶୀ ସୋନ ଉପସ୍ଥିତ ଥିଲେ। ରିତେଶ ଏବଂ ତାଙ୍କ ସ୍ତ୍ରୀ ଗୀତାଂଶା…
ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ମାଣିକ ଶାହା
ଅଗରତାଲା,୮।୩: ଭାଜପା ନେତା ମାଣିକ ଶାହା ବୁଧବାର ଦ୍ୱିତୀୟଥର ପାଇଁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ…
ଦେଶବାସୀଙ୍କୁ ହୋଲି ପର୍ବର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୮।୩: ଆଜି ହୋଲି। ରଙ୍ଗରେ ରଙ୍ଗେଇ ହୋଇଛି ସାରା ଦେଶ। ରଙ୍ଗର ଏହି ପର୍ବକୁ ସମସ୍ତେ ଖୁବ ଧୁମଧାମରେ ପାଳନ କରୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ହୋଲି ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍ କରି ଲେଖିଛନ୍ତି, ସମସ୍ତଙ୍କୁ ହୋଲିର…
ସରପଞ୍ଚଙ୍କୁ ଗୁଳି କରି ହତ୍ୟା
ମାଲକାନଗିରି,୮।୩(ଡି.ଏନ୍.ଏ): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲା କେରଳପାଲ ଥାନା ଅଧୀନ ପୋଗାବେଜୀ ସରପଞ୍ଚ ପୁଣେ ସନ୍ନାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମାଓବାଦୀମାନେ ଏଭଳି ବର୍ବରକାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ମିଳିଥିବା ସୂଚନା ମୁତାବକ, ସରପଞ୍ଚ ପୁଣେ ମଙ୍ଗଳବାର…
Archives


