Home Left

କ୍ୟାବିନେଟ ମନ୍ତ୍ରୀ ସ୍ବତନ୍ତ୍ର ଦେବଙ୍କ ମା’ଙ୍କ ନିଧନ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୮।୩: ଯୋଗୀ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ସ୍ବତନ୍ତ୍ର ଦେବ ସିଂହଙ୍କ ମା’ଙ୍କ ପରଲୋକ ଘଟିଛି। ୯୯ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ହୋଇପଡିଥିଲେ। ମା’ଙ୍କ ମୃତ୍ୟୁ ଖବର ଶୁଣିବା ମାତ୍ରେ…

ସର୍ଜରୀ ପରେ ଡରି ଯାଇଥିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ର କିଛି ଅଭିନେତ୍ରୀ ନିଜ ଚେହେରାକୁ ନେଇ ଖୁବ୍‌ ସଚେତନ। ଅନେକ ଅଭିନେତ୍ରୀ ଆହୁରି ସୁନ୍ଦରୀ ଦେଖାଯିବା ପାଇଁ ସେମାନଙ୍କ ଚେହେରାର ଅସ୍ତ୍ରୋପଚାର କରାଇଛନ୍ତି। ଏମାନଙ୍କ ମଧ୍ୟରୁ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଜଣେଜଣେ ପ୍ରଶଂସକମାନେ ତାଙ୍କ ଶୈଳୀ ଏବଂ…

ଏଥର ହୋଲିରେ ରଙ୍ଗ ଖେଳିପାରିଲେ ନାହିଁ ଅମିତାଭ

ବଲିଉଡ ବାଦ୍‌ଶାହା ଅମିତାଭ ବଚ୍ଚନ ଏଥର ହୋଲିରେ ରଙ୍ଗ ଖେଳିପାରିନାହାନ୍ତି। କିଛି ଦିନ ପୂର୍ବରୁ ଫିଲ୍ମ ‘ପ୍ରୋଜେକ୍ଟ କେ’ର ଶୁଟିଂ ସମୟରେ ବିଗ ବି ଆହତ ହୋଇଥିଲେ। ଏବେ ସେ ବିଶ୍ରାମ ନେଉଛନ୍ତି। ହୋଲି ଅବସରରେ ସେ ଏକ ବ୍ଲଗ ଲେଖି…

ବିପୁଳ ପରିମାଣରେ ଚୋରା ମଦ ଜବତ: ୬ଗିରଫ

ନିରାକାରପୁର,୮।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ପୋଲିସ ବୁଧବାର ଗୋଡିପଡା, ଛଣାଗିରି ଓ ବଳପୁର ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣରେ ମଦ ଜବତ କରିଛି। ଏଥିସହ ଏହି ଘଟଣାରେ ପୋଲିସ ୬ଜଣଙ୍କୁ ଗିରଫ କରିଛି। ତେବେ ହୋଲି ପାଇଁ ପ୍ରଶାସନ…

ହୋଲିରେ ବଡ଼ ଦୁର୍ଘଟଣା: ଭୁଶୁଡ଼ି ପଡ଼ିଲା ୫ମହଲା କୋଠା

ନୂଆଦିଲ୍ଲୀ,୮।୩: ଦେଶର ରାଜଧାନୀ ଦିଲ୍ଲୀରେ ହୋଲି ପର୍ବରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ପାଞ୍ଚ ମହଲା କୋଠା ରାସ୍ତା ଆଡକୁ ଭୁଶୁଡ଼ିପଡ଼ିଛି। ସବୁଠାରୁ ବଡ଼ କଥା ହେଉଛି ଏହି ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇନାହିଁ। ଖବରପାଇ ପୋଲିସ…

ସିସୋଡିଆଙ୍କୁ ଭଲ ଆଚରଣ ଦେଖାଉଥିବା କଏଦୀଙ୍କ ସହ ରଖାଯାଇଛି

ନୂଆଦିଲ୍ଳୀ,୮।୩: ଦିଲ୍ଲୀ ଅବକାରୀ ଦୁର୍ନୀତି ଅଭିଯୋଗରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ତିହାର ଜେଲରେ ଅଲଗା ୱାର୍ଡରେ ରଖାଯାଇଛି। ମନୀଷ ସିସୋଡିଆଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜେଲ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଜେଲ ଅଧିକାରୀମାନେ କହିଛନ୍ତି, ସିସୋଡିଆଙ୍କୁ ରଖାଯାଇଥିବା ୱାର୍ଡରେ…

ଏଠାରେ ତେଲ ଭରୁଛି ରୋବଟ୍‌

ହଲିଉଡ୍‌ ଫିଲ୍ମ ଦେଖିଥିବେ ନିଶ୍ଚିତ। ତେବେ ଅନେକ ସିନ୍‌ରେ ଡ୍ରାଇଭର କାର୍‌ରେ ନିଜେ ତେଲ ଭରୁଥିବାର ଦେଖିଥିବେ। କିନ୍ତୁ ମଣିଷ ବଦଳରେ ପେଟ୍ରୋଲ ପମ୍ପ୍‌ରେ ରୋବଟ୍‌ ତେଲ ଭରୁଥିବାର କେବେ ଦେଖିଛନ୍ତି। ଡେନିଶ ଷ୍ଟାର୍ଟ ଅପ୍‌ ଅଟୋ ଫୁଏଲ ଏକ ରୋବଟ…

ଦୁନିଆର ସବୁଠୁ ଦୀର୍ଘାୟୁ ମହିଳାଙ୍କ ପରଲୋକ

ଦୁନିଆର ଦୀର୍ଘାୟୁ ମହିଳାଙ୍କ ଦେହାନ୍ତ ହୋଇଛି। ଦକ୍ଷିଣ ଆଫ୍ରିକାର ବାସିନ୍ଦା ଜୋହାନା ମାଜିବୁକୋଙ୍କୁ ୧୨୮ ବର୍ଷ ବୟସ ହୋଇଥିଲା। ସେ ୧୮୯୪ରେ ଜନ୍ମଗ୍ରହଣ କରିଥିଲେ। ସେ ମେ ୨୦୨୩ରେ ୧୨୯ ବର୍ଷରେ ପଦାର୍ପଣ କରିଥାନ୍ତେ। ଡେଲି ମେଲ ରିପୋର୍ଟ ଅନୁଯାୟୀ, ଜୋହାନା…

ସନ୍ଦିଗ୍ଧ ପାରା ଉଦ୍ଧାର, ଗୋଡ଼ରେ ବନ୍ଧା ହୋଇଛି ସିସିଟିଭି, ମେମୋରି ଚିପ୍ସ

ପାରାଦୀପ,୮ା୩(ସ୍ବ.ପ୍ର.): ପାରାଦୀପ ମାଛଧରାବନ୍ଦର ପରିସରରୁ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବୋଟରୁ ବୁଧବାର ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ପାରାଦୀପ ମେରାଇନ ପୋଲିସକୁ ହସ୍ତାନ୍ତର କରିବା ପରେ ପୋଲିସ ତାକୁ ନେଇ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି।…

ଦ୍ୱିତୀୟଥର ପିତା ହେଲେ ଏହି କ୍ରିକେଟର୍‌

ଅହମ୍ମଦାବାଦ,୮।୩: କିଛି ଦିନ ପୂର୍ବରୁ ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବଙ୍କ ଘରେ ଦୁଃଖର ଛାୟା ଖେଳିଯାଇଥିଲା। ସେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ ଖେଳୁଥିବାବେଳେ ଫେବୃଆରୀ ୨୨ରେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା। କିନ୍ତୁ ବର୍ତ୍ତମାନ ତାଙ୍କୁ ଏକ ଖୁସି…

ହୋଲିରେ ରଙ୍ଗେଇ ହେଲେ ଭାରତୀୟ ଖେଳାଳି

ଅହମ୍ମଦାବାଦ,୮।୩: ଭାରତୀୟ ଦଳ ହୋଲି ଅବସରରେ ଅହମ୍ମଦାବାଦ ଟେଷ୍ଟ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଇନ୍ଦୋରରେ ପରାଜୟ ପରେ ଟିମ ଇଣ୍ଡିଆର ଖେଳାଳିମାନେ ଅହମ୍ମଦାବାଦ ଟେଷ୍ଟ ଜିତି ସିରିଜ ଜିତିବାକୁ ଚାହୁଁଛନ୍ତି। ଏହି କାରଣରୁ ସମଗ୍ର ଦଳ ପରବର୍ତ୍ତୀ ମ୍ୟାଚ ପାଇଁ…

କୁକୁରମାନଙ୍କ ପାଇଁ ବନ୍ଦ ରହିଲା ଟ୍ରାଫିକ୍‌, ଭିଡିଓ ଦେଖିଲେ…

ପ୍ରକୃତି ଏହି ପୃଥିବୀର ପ୍ରତ୍ୟେକ ଜୀବକୁ ସମାନ କରି ଗଢ଼ିତୋଳିଛି। କିନ୍ତୁ ମଣିଷ ଯେପରି ବିକଶିତ ହେଲା, ସେ ପ୍ରକୃତିର ପ୍ରତ୍ୟେକ ଉତ୍ସ ଉପରେ ନିଜର ଅଧିକାର ଜାହିର କଲା। ମଣିଷ ଅନ୍ୟ ଜୀବଜନ୍ତୁଙ୍କ ସ୍ବାଧୀନତାକୁ ଉଲ୍ଲଘଂନ କରୁଥିବାର ଦେଖିବାକୁ ମିଳେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri