ଜେଲ୍ରେ ଅତିକଙ୍କ ଭାଇ ଅଶରଫଙ୍କୁ ସହାୟତା କରିଥିବା ପୋଲିସ ଗିରଫ
ପ୍ରୟାଗରାଜ,୧୩।୩: ଉମେଶ ପାଲଙ୍କ ହତ୍ୟାକାଣ୍ଡରେ ବରେଲି ଜେଲ୍ରେ ବନ୍ଦୀ ଥିବା ବାହୁବଲୀ ବିଧାୟକ ଅତିକ ଅହମଦଙ୍କ ଭାଇ ଅଶରଫଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ୟୁପି ପୋଲିସ ଜଣେ ପୋଲିସ କର୍ମଚାରୀଙ୍କୁ ଗିରଫ କରିଛି। ପଲିଭିତ ଜେଲ୍ରେ ମୁତୟନ ଥିବା ଜେଲ୍ ଗାର୍ଡ…
ଏକାଥରକେ ୭ଟି ଓସ୍କାର ଆୱାର୍ଡ ହାତେଇ ଇତିହାସ ରଚିଲା ଏହି ଫିଲ୍ମ
ମୁମ୍ବାଇ: ୯୫ ତମ ଓସ୍କାର ଆୱାର୍ଡ ସୋମବାର ଘୋଷଣା କରାଯାଇଛି। ଯେଉଁଥିରେ ଭାରତ ଦୁଇଟି ପୁରସ୍କାର ଜିତିଛି। ତେବେ ଏହି ଓସ୍କାର ଆୱାର୍ଡରେ ହଲିଉଡ ଫିଲ୍ମ ଏଭ୍ରିଥିଙ୍ଗ ଏଭ୍ରିହୋୟାର୍ ଅଲ ଆଟ ୱାନ୍ସ ଏକାଥରକେ ୭ଟି ଆୱାର୍ଡ ହାତେଇ ଇତିହାସ ରଚିଛି।…
ଓସ୍କାର ବିଜେତାଙ୍କୁ କିପରି ଚୟନ କରାଯାଏ, ଜାଣନ୍ତୁ…
ମୁମ୍ବାଇ: ଓସ୍କାର ଆଓ୍ବାର୍ଡ ମନୋରଞ୍ଜନ ଜଗତର ଅନ୍ୟତମ ସମ୍ମାନଜନକ ପୁରସ୍କାର ଭାବରେ ପରିଗଣିତ ହୁଏ। ତେବେ ସୋମବାର ଓସ୍କାର ପୁରସ୍କାର ଘୋଷଣା କରାଯାଇଛି। ଯେଉଁଥିରେ ଭାରତ ଦୁଇଟି ପୁରସ୍କାର ଜିତିଛି। ରାଜାମୌଲିଙ୍କ ସୁପରହିଟ ଚଳଚ୍ଚିତ୍ର ‘ଆର୍ଆର୍ଆର୍’ ନାଟୁ-ନାଟୁ ଗୀତ ବେଷ୍ଟ ଅରିଜିନାଲ…
ରାସ୍ତା ପ୍ରଶସ୍ତିକରଣ,ସୌନ୍ଦର୍ଯ୍ୟକରଣ ନିମନ୍ତେ ଜବରଦଖଲ ଉଚ୍ଛେଦ
କୋରୁକୋଣ୍ଡା ୧୩।୩(ଡି.ଏନ.ଏ.): ବାଲିମେଳା ନଗରରେ ଥିବା ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ରାସ୍ତା ପାର୍ଶ୍ୱରେ ଥିବା ସରକାରୀ ଜମିରେ ଦୋକାନ ଗୃହ ଗୁଡିକ ଉଚ୍ଛେଦ କରାଯାଇଛି। ସୂଚନାନୁସାରେ, ବାଲିମେଳା ନଗରରେ ଥିବା ମୁଖ୍ୟ ରାସ୍ତାକଡରେ କିଛି ବ୍ୟବସାୟୀ ଦୀର୍ଘ…
ମହିଳା ଜଜଙ୍କୁ ଧମକାଇବା ମାମଲାରେ ଯେ କୌଣସି ସମୟରେ ଗିରଫ ହୋଇପାରନ୍ତି ଇମ୍ରାନ ଖାଁ
ଇସଲାମାବାଦ,୧୩ ।୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇର ଅଧ୍ୟକ୍ଷ ଇମ୍ରାନ ଖାଁଙ୍କ ଅଡୁଆ ବଢିବାରେ ଲାଗିଛି । ତାଙ୍କ ବିରୋଧରେ ମହିଳା ଜଜଙ୍କୁ ଧମକାଇବା ମାମଲାରେ ଇସଲାମାବାଦର ଏକ କୋର୍ଟ ଜାମିନ ବିହିନ ଗିରଫ ୱାରେଣ୍ଟ ଜାରି କରିଛନ୍ତି ।…
‘ସିଙ୍ଘମ ଏଗେନ୍’ରେ ପୁଣି ଧମାଲ କରିବ ରୋହିତ ଶେଟ୍ଟୀ, ଅଜୟ ଦେବଗନଙ୍କ ଯୋଡି
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଜୟ ଦେବଗନ ବର୍ତ୍ତମାନ ତାଙ୍କ ଅପକମିଙ୍ଗ୍ ଫିଲ୍ମ ‘ଭୋଳା’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଯଦି ଆମେ ଅଜୟ ଦେବଗନଙ୍କ ସର୍ବୋତ୍ତମ ଚଳଚ୍ଚିତ୍ର ବିଷୟରେ କହିବା ତେବେ ଫିଲ୍ମ ‘ସିଙ୍ଘମ’ନାମ ନିଶ୍ଚିତ ଭାବରେ ଶୀର୍ଷ ତାଲିକାରେ ଅନ୍ତର୍ଭୂକ୍ତ ହେବ।…
ଜୟପୁର ପହଞ୍ଚି କଂଗ୍ରେସ-ଭାଜପାକୁ ଟାର୍ଗେଟ କଲେ କେଜରିୱାଲ, କହିଲେ କିଛି ସମୟ ଅପେକ୍ଷା କରନ୍ତୁ…
ଜୟପୁର,୧୩ ।୩: ରାଜସ୍ଥାନରେ ଚଳିତ ବର୍ଷ ଶେଷ ବେଳକୁ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏଥର ଭାଜପା ଓ କଂଗ୍ରେସକୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଛି ଆମ ଆଦମୀ ପାର୍ଟି(ଏଏପି) । ଏଏପିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ…
ପାଣି ପାଇଁ ଲୋକେ ହନ୍ତସନ୍ତ
କୋରୁକୋଣ୍ଡା ୧୩।୩(ଡି.ଏନ.ଏ): ପାଣି ପାଇଁ ଲୋକେ ହନ୍ତସନ୍ତ। ଏଭଳି ଘଟଣା ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦରରେ ଦେଖିବାକୁ ମିଳିଛି । ବ୍ଲକ ସଦର ଇରିକେଶନ କୋଲନିଠାରୁ ମାଝି ମୁଣ୍ଡା ପୋଖରୀ ପର୍ଯ୍ୟନ୍ତ ପ୍ରାୟ ୪୦ରୁ ୫୦ପରିବାର ରହୁଛନ୍ତି। ଏହି ଅଞ୍ଚଳ…
ୟୁକ୍ରେନ ରାଷ୍ଟ୍ରପତି ଭବନରେ ହୋଇଥିଲା ‘ନାଟୁ-ନାଟୁ’ର ଶୁଟିଂ
ମୁମ୍ବାଇ: ସାଉଥ ସିନେମାର ବ୍ଲକବୁଷ୍ଟର ମୁଭି ଆରଆରଆରର ସୁପରହିଟ ଗୀତ ନାଟୁ ନାଟୁ ଏବେ ଇତିହାସ ରଚିଛି । ଓସ୍କାର ଆୱାର୍ଡସ ୨୦୨୩ରେ ଆରଆରଆରର ନାଟୁ ନାଟୁ ଗୀତକୁ ବେଷ୍ଟ ଅରିଜିନାଲ ସଙ୍ଗ ଭାବେ ସମ୍ମାନୀତ କରାଯାଇଛି । ଏହାପରେ ଏବେ…
‘ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯାଉ’
ମାଲକାନଗିରି,୧୩।୩ (ଡି.ଏନ୍.ଏ.): ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବାକୁ ଦାବି କରାଯାଇଛି। ସୋମବାର ଏକ ଖବରଦାତା ସମ୍ମିଳନୀରେ ସଂଗଠନର ରାଜ୍ୟ ସଭାପତି ଅଭିଷେକ ଯୋଷୀ ଏହି ଦାବି କରିଛନ୍ତି। ସ୍ଥାନୀୟ ଏକ ହଟେଲରେ ଆୟୋଜିତ ଏକ…
ମନ କିଣୁଛି ଦୀପିକାଙ୍କ ଓସ୍କାର ଆପ୍ଟର ଲୁକ ଇମେଜ
ମୁମ୍ବାଇ: ବଲିଉଡ ଦିଭା ଦୀପିକା ପାଦୁକୋନଙ୍କ କିଛି ଲେଟେଷ୍ଟ ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଦୀପିକାଙ୍କ ଏହି ଫଟୋ ଓସ୍କାର ଆୱାର୍ଡ ୨୦୨୩ ପରର । ଓସ୍କାର ଆୱାର୍ଡ ୨୦୨୩ରେ ପ୍ରେଜେଣ୍ଟର ଭାବେ ଦୀପିକା ପାଦୁକୋନ ମେହଫିଲ ଲୁଟି…
ଗରମ ଡାଲି ପଡ଼ି ଗୁରୁତର ହୋଇଥିଲେ ଛାତ୍ର: ଚାଲିଗଲା ଜୀବନ
ଟେନ୍ସା,୧୩।୩(ଡି.ଏନ୍.ଏ.): ଗରମ ଡାଲି ପଡ଼ି ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଅକାଳରେ ଚାଲିଯାଇଛି ଜୀବନ। ଏପରିକି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ ଅଧୀନ ଡେଙ୍ଗୁଳା ସେବାଶ୍ରମରେ। ମୃତକ ହେଲେ ଅଷ୍ଟମ ଶ୍ରେଣୀର…
Archives


