Home Left

ରାତିପାହିଲେ ତାରାତାରିଣିଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା

ପୁରୁଷୋତ୍ତମପୁର,୧୩ା୩(ଡି.ଏନ.ଏ.): ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ମଙ୍ଗଳାରଠାରୁ ଆରମ୍ଭ ହେବ। ଚୈତ୍ର ମାସରେ ପଡ଼ୁଥିବା ୪ଟି ମଙ୍ଗଳବାରରେ ମା’ଙ୍କ ସ୍ବତନ୍ତ୍ର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବ। ଏହି ମଙ୍ଗଳବାର ମାନଙ୍କରେ ମା’ଙ୍କ ପୀଠରେ ମୁଣ୍ଡନ କରିବା…

ଶାରଦା ଚିଟ୍‌ଫଣ୍ଡ ଠକେଇ ମାମଲା: ନିର୍ଦ୍ଦେଶିକାଙ୍କ ଜାମିନ ଆବେଦନ ଖାରଜ

କଟକ ୧୩।୩: ଶାରଦା ଚିଟ୍‌ଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶିକା ଦେବଯାନୀ ମୁଖାର୍ଜୀଙ୍କ ଜାମିନ ଆବେଦନ ସୋମବାର ଖାରଜ ହୋଇଯାଇଛି। ଓଡ଼ିଶା ହାଇକୋର୍ଟ ଦେବଯାନୀଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । ଶାରଦା ଚିଟ୍‌ଫଣ୍ଡ ସଂସ୍ଥା ନାଁରେ କୋଟି କୋଟି ଟଙ୍କା ଠକେଇ…

ଦେଶ ପାଇଁ ଆସିଛୁ, କିଛି ଏଭଳି କହି ପ୍ରତିକ୍ରିୟା ରଖିଲେ ଅଭିନେତା

ମୁମ୍ବାଇ: ୯୫ ତମ ଓସ୍କାର ସମାରୋହରେ ଦକ୍ଷିଣ ସିନେମାର ବ୍ଲକବଷ୍ଟର ଫିଲ୍ମ ‘ଆର୍‌ଆର୍‌ଆର୍‌’ର ନାଟୁ ନାଟୁ ଗୀତ ବେଷ୍ଟ ଅରିଜିନାଲ ସଙ୍ଗ୍‌ରେ ଓସ୍କାର ପୁରସ୍କାର ଲାଭ କରିଛି। ଏହି ବିଜୟ ପାଇଁ ‘ଆର୍‌ଆର୍‌ଆର୍‌’ ଟିମ୍‌କୁ ସମସ୍ତେ ଅଭିନନ୍ଦନ ଜଣାଉଛନ୍ତି। ଏହି ସମୟରେ…

ବେକରେ ରଶି ଲଗାଇ ଝୁଲିପଡ଼ିଲେ କନ୍‌ଷ୍ଟେବଲ

ଫୁଲବାଣୀ ଅଫିସ, ୧୩।୩: ବେକରେ ରଶି ଲଗାଇ ଝୁଲିପଡ଼ିଲେ କନ୍‌ଷ୍ଟେବଲ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲା ଟିକାବାଲି ଥାନା ଅଞ୍ଚଳରେ। ମୃତ କନ୍‌ଷ୍ଟେବଲ ଶ୍ରୀନିବାସ ଘଟାଲା ଟିକାବାଲି ଥାନାର ଜଣେ କର୍ତ୍ତବ୍ୟରତ କର୍ମଚାରୀ ଥିଲେ। ସୋମବାର ସକାଳେ ସେ…

ଆଓ୍ବାର୍ଡ ସମାରୋହରେ ରାଗରୁଷା ଭୁଲି ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କଲେ ରାମଚରଣ-ଏନ୍‌ଟିଆର

ମୁମ୍ବାଇ: ୯୫ ତମ ଓସ୍କାର ଆଓ୍ବାର୍ଡରେ ଭାରତ ୨ଟି ପୁରସ୍କାର ହାତେଇଛି। ରାଜାମୌଲିଙ୍କ ସୁପରହିଟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ ନାଟୁ-ନାଟୁ ଗୀତ ବେଷ୍ଟ ଅରିଜିନାଲ ସଙ୍ଗ୍‌ରେ ଓସ୍କାର ପୁରସ୍କାର ଲାଭ କରିଛି। ନାଟୁ-ନାଟୁର ସଂଗୀତ ରଚନା ଏମ୍‌ଏମ୍‌ କିରାଭାନୀ ଏବଂ ଗୀତିକାର ଚନ୍ଦ୍ର…

ଭାରତକୁ କେବେ ମିଳିଥିଲା ପ୍ରଥମ ଓସ୍କାର ଆଓ୍ବାର୍ଡ ?

ମୁମ୍ବାଇ: ୯୫ ତମ ଓସ୍କାର ଆଓ୍ବାର୍ଡ ସୋମବାର ଘୋଷଣା କରାଯାଇଛି। ଯେଉଁଥିରେ ଭାରତକୁ ଦୁଇଟି ପୁରସ୍କାର ମିଳିଛି। ରାଜାମୌଲିଙ୍କ ସୁପରହିଟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ ନାଟୁ-ନାଟୁ ଗୀତ ବେଷ୍ଟ ଅରିଜିନାଲ ସଙ୍ଗ୍‌ରେ ଓସ୍କାର ପୁରସ୍କାର ଲାଭ କରିଛି। ସେହିପରି ‘ଦ ଏଲିଫ୍ୟାଣ୍ଟ ହ୍ବିସପର୍ସ’…

ଲୁଟେରାଙ୍କୁ ନିସ୍ତୁକ ମାଡ଼, ପୋଲିସ ଜିମା ଦେଲେ ଲୋକେ

ନିଶ୍ଚିନ୍ତକୋଇଲି,୧୩।୩(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳରେ ସୋମବାର ଜଣେ ଲୁଟେରାଙ୍କୁ ଲୋକମାନେ କାବୁ କରି ନିର୍ଦ୍ଧୁମ ଛେଚି ପୋଲିସ ଜିମା ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ୨ ଜଣ ଲୁଟେରା ସୁଚା ଚେନ ଛିଣ୍ଡାଇ ଫେରାର ହୋଇଯିବାକୁ ଉଦ୍ୟମ କରୁଥିଲେ।…

ସିଲ୍‌ ହେଲା ନ୍ୟାଶନାଲ ହାଇଓ୍ବେ ଟୋଲ ପ୍ଲାଜା

ରାୟପୁର,୧୩।୩: ଛତିଶଗଡ଼ର ବସ୍ତର ଜିଲାର ଜାତୀୟ ରାଜପଥ-୩୦ର ବଡଇଗୁଡା ସ୍ଥିତ ଟୋଲ ପ୍ଲାଜା ନିକଟରେ ସୋମବାର କେତେକ ସ୍ଥୀନୀୟ ଲୋକ ତୀବ୍ର ବିରୋଧ କରିଛନ୍ତି। ଗ୍ରାମବାସୀଙ୍କ ତୀବ୍ର ବିରୋଧ ମଧ୍ୟରେ ଏସ୍‌ଡିଏମ୍‌ ଏହି ଟୋଲ୍‌ ପ୍ଲାଜାକୁ ସିଲ୍‌ କରିଦେଇଥିବା ଜଣାପଡ଼ିଛି। ଫଳରେ…

୧୪ କି.ମି. ଖଟିଆରେ ବୁହାହେଲେ ଛାତ୍ରୀ

ଭବାନୀପାଟଣା,୧୩।୩(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ସୋମବାର ପୁଣି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗାଁକୁ ରାସ୍ତା ନ ଥିବାରୁ ଜ୍ୱରରେ ପୀଡିତା ଜଣେ ସ୍କୁଲ ଛାତ୍ରୀଙ୍କୁ ୧୪ କି.ମି. ଖଟିଆରେ ବୋହି ଡାକ୍ତରଖାନା ଅଣାଯାଇଛି। ଘଟଣାଟି ଘଟିଛି ଜିଲାର ଏମ୍‌.ରାମପୁର ବ୍ଲକର…

ରେଳ ପ୍ଲାଟଫର୍ମରେ ଭାରତର ପ୍ରଥମ ଟ୍ରାନ୍ସ ଚା’ ଷ୍ଟଲ, ଫଟୋ ଶେୟାର କଲେ ବିଭାଗୀୟ ମନ୍ତ୍ରୀ

ନୂଆଦିଲ୍ଲୀ,୧୩।୩: ଆସାମର ଗୁଆହାଟି ରେଳ ଷ୍ଟେଶନ ପ୍ଲାଟଫର୍ମରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ଏକ ଚା’ ଷ୍ଟଲ ଖୋଲିଛନ୍ତି। ତେବେ ପ୍ଲାଟଫର୍ମରେ ଏହା ଦେଶର ପ୍ରଥମ ଟ୍ରାନ୍ସ ଚା’ ଷ୍ଟଲ ବୋଲି କୁହାଯାଉଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଏକ ଟୁଇଟ କରି ଏ…

୧୫ରୁ ବର୍ଷିବ

ଭୁବନେଶ୍ବର,୧୩।୩(ବ୍ୟୁରୋ): ରାଜ୍ୟରେ ପୁଣି ପଶ୍ଚିମାଝଡ଼ ପ୍ରଭାବ ପଡ଼ିବ । ଏହାର ପ୍ରଭାବରେ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ୧୫ ତାରିଖରେ କିଛି ସ୍ଥାନରେ ବର୍ଷା ହେବା ସମ୍ଭାବନା…

ମୁମ୍ବାଇର ବସ୍ତି ଅଞ୍ଚଳରେ ବଡ଼ ଧରଣର ଅଗ୍ନିକାଣ୍ଡ

ମୁମ୍ବାଇ,୧୩।୩: ମୁମ୍ବାଇର ମଲାଡ ଅଞ୍ଚଳର ଅପା ପାଡା ବସ୍ତି ଅଞ୍ଚଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଖବରପାଇ ଅଗ୍ନିଶମବାହିନୀର ୬ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ଏହି ଘଟଣା ସା ପ୍ରାୟ ୫ ଟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri