ମଙ୍ଗଳ ମିଶନରେ ପଠାଯାଇଥିବା ହେଲିକପ୍ଟର ସହିତ ୬୩ ପରେ ଯୋଗାଯୋଗ କଲା ନାସା

ଓ୍ବାଶିଂଟନ୍‌,୧।୭: ଆମେରିକାର ସ୍ପେସ ଏଜେନ୍ସି ନାସା ଦୁଇ ମାସ ପରେ ଏହାର ଇନଜେନ୍ୟୁଟି ମାର୍ସ ହେଲିକପ୍ଟର ସହିତ ପୁନର୍ବାର ଯୋଗାଯୋଗ କରିଛି। ନାସା ଶୁକ୍ରବାର ଏହି ସୂଚନା ଦେଇଛି। ନାସା ଫେବୃୟାରୀ ୨୦୨୧ରେ ମଙ୍ଗଳ ଗ୍ରହକୁ ଏକ ମିଶନ ପଠାଇଥିଲା। ଏହି ମିଶନ ଅଧୀନରେ ଏକ ମିନି ହେଲିକପ୍ଟର ଇନଜେନ୍ୟୁଟି ଏବଂ ସରଭାଇଭାଲ ରୋଭର ମଙ୍ଗଳ ଗ୍ରହକୁ ପଠାଯାଇଥିଲା।

ଏପ୍ରିଲ ୨୬ ରେ ଏହି ମିଶନର କଣ୍ଟ୍ରୋଲର କାଲିଫର୍ନିଆ ସ୍ଥିତ ନାସାର ଜେଟ ପ୍ରପଲଶନ ଲାବୋରେଟୋରୀ(ଜେପିଏଲ) ପ୍ରାୟ ୧.୮ କିଲୋଗ୍ରାମର ଇଞ୍ଜେନ୍ୟୁଟି ହେଲିକପ୍ଟର ସହିତ ସମ୍ପର୍କ ହରାଇଲା। ଏହି ମିଶନ ପଠାଇଥିବା ଦଳର ମୁଖ୍ୟ ଜୋଶ ଏଣ୍ଡରଶନ କହିଛନ୍ତି ଯେ, ଏହି ମିଶନ ମଙ୍ଗଳ ଗ୍ରହର ଜେଜେରୋ କ୍ରେଟର ଅଞ୍ଚଳକୁ ପଠାଯାଇଛି। ମଙ୍ଗଳ ଗ୍ରହର ଏହି କ୍ଷେତ୍ର ଅତ୍ୟନ୍ତ ପଥର, ଯେଉଁ କାରଣରୁ ଏଠାରେ କୌଣସି ମିଶନ କରିବା ଅତ୍ୟନ୍ତ କଷ୍ଟକର । ଏଠାରେ ଯୋଗାଯୋଗ ବିଚ୍ଛିନ୍ନ ହେବାର ବିପଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ସହ ସେଲ୍‌ଫି ନେଲେ ଫ୍ରାନ୍ସ ରାଷ୍ଟ୍ରପତି: ଫଟୋ ଶେୟାର କରି ଲେଖିଲେ…

ନାଇସ୍‌,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଇସ୍‌ ଗସ୍ତ ସମୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରଁଙ୍କୁ ଭେଟି ଆନନ୍ଦ ପ୍ରକାଶ କରିଥିଲେ। ଦୁଇ ନେତା ‘ଇଣ୍ଡିଆ ଇନୋଭେଟ୍ସ ୨୦୨୬’…

ଘରକୁ ଧକ୍କାଦେଲା ସ୍କର୍ପିଓ, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ

ପାଟଣା,୧୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ୨୨୦ ନମ୍ବର ଜାତୀୟ ରାଜପଥର ବଡ଼ବିଲ ନିକଟର ସୋମବାର ଭୋର୍‌ରୁ ଏକ ସ୍କର୍ପିଓ ଭାରସାମ୍ୟ ହରାଇ ଏକ ଘରକୁ…

ମଣ୍ଡିରୁ ଉଠୁନି ଧାନ, ରାସ୍ତା ଅବରୋଧ କଲେ ଚାଷୀ

ଭବାନୀପାଟଣା,୧୫ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ରବି ଧାନକିଣା ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଜିଲାର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଜୁନାଗଡ଼…

ଥାନା ଭିତରେ ଝିଅଙ୍କୁ ଛୁରିଭୁସି ହତ୍ୟାକଲେ ବାପା: କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଲକ୍ଷ୍ନୌ,୧୫ା୬:ଉତ୍ତରପ୍ରଦେଶର ବାନ୍ଦା ଜିଲା ଅନ୍ତର୍ଗତ ବଦୌସା ଥାନା ଭିତରେ ଶୁକ୍ରବାର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ତାଙ୍କ ବାପା ଛୁରିଭୁସି ହତ୍ୟା କରିଛନ୍ତି। ବାନ୍ଦା ଏସ୍‌ପି ପଳାଶ…

ଏଇ ଭାରତରେ

ସବୁଜ ଶକ୍ତି ଜୀବନର ଆଧାର ବୋଲି ଉପଲବ୍ଧି କରିଛନ୍ତି ବ୍ୟାଙ୍କର ରାଜଶ୍ରୀ ନାମ୍ବିୟାର। ସେ ଇକୋଫାଇ ଷ୍ଟାର୍ଟଅପ୍‌ର ସହପ୍ରତିଷ୍ଠାତା ଭାବେ ଦୁଇ କିମ୍ବା ତିନି ଚକିଆ ବିଦ୍ୟୁତ୍‌ଚାଳିତ…

ତଥ୍ୟର କୋଳାହଳରେ କାହାଣୀ

ଜିର ସମୟକୁ ଯଦି ‘ଡାଟା’ ବା ‘ତଥ୍ୟ’ର ଯୁଗ ବୋଲି କୁହାଯାଏ, ତାହା ଭୁଲ ହେବ ନାହିଁ। ପ୍ରତି ମୁହୂର୍ତ୍ତରେ ଯେତେ ତଥ୍ୟ ସୃଷ୍ଟି ହେଉଛି, ସବୁକୁ…

ଉତ୍ତରଦାୟିତ୍ୱକୁ ଉପେକ୍ଷା

ସବୁଠି ଆଲୋଚନା ହେଉଛି ମଣିଷ ନିକଟରେ ନୈତିକ ମୂଲ୍ୟବୋଧ ଆଉ ଦେଖିବାକୁ ମିଳୁନାହିଁ। କିନ୍ତୁ ବିଚିତ୍ର କଥା ହେଉଛି ନୈତିକତା ସପକ୍ଷରେ ସଭିଏଁ କହୁଛନ୍ତିି, କେହି ଜଣେ…

ଶାନ୍ତି ଚୁକ୍ତିରେ ଏହି ୧୪ ସର୍ତ୍ତ ରଖିଛି ଇରାନ

ତେହରାନ,୧୫ା୬: ଆମେରିକା ସହ ପ୍ରସ୍ତାବିତ ୧୪ ସୂତ୍ରୀ ସର୍ତ୍ତ ଜାରି କରିଛି ଇରାନ। ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ, ଏହି ଦାବିଗୁଡ଼ିକ ହେଲା ୩୦ ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri