Home Left

ଅଦା ଦର ହୁ ହୁ ହୋଇ ବଢ଼ିଚାଲିଛି

କେନ୍ଦ୍ରାପଡ଼ା, ୪ା୭(ଜଗନ୍ନାଥ ଧଳ): ଖାଦ୍ୟ ପ୍ରସ୍ତୁତିରେ ପ୍ରମୁଖ ମସଲା ଭାବେ ବ୍ୟବହାର କରାଯାଉଥିବା ଅଦାର ବଜାର ଦର ହୁ ହୁ ହୋଇ ବଢ଼ିଚାଲିଛି। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଉଛି। ବର୍ତ୍ତମାନ ପଟ୍ଟାମୁଣ୍ଡାଇ ବଜାରରେ…

ବୁଣା ଧାନ ଗଜାମରୁଡ଼ି ଆଶଙ୍କାରେ ଚାଷୀ

କେନ୍ଦ୍ରାପଡ଼ା, ୪ା୭ (ଜଗନ୍ନାଥ ଧଳ): ଓଡ଼ିଶାକୁ ମୌସୁମୀ ବର୍ଷା ଆସିଥିବା ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି। ମାତ୍ର ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲାରେ ଏହାର ପ୍ରଭାବ ଆଦୌ ଜଣାପଡ଼ିନାହିଁ। ଗତ ମେ ଓ ଜୁନ୍‌ ମାସରେ ହୋଇଥିବା ସାମାନ୍ୟ ବର୍ଷାରେ ଚାଷୀ ଖରିଫ…

ଜାହ୍ନବୀଙ୍କ ମୁଭିକୁ ମିଳିଲା ରିଲିଜ ଡେଟ

ମୁମ୍ବାଇ: ବଲିଉଡ ଆକ୍ଟ୍ରେସ ଜାହ୍ନବୀ କପୁର ଓ ରାଜକୁମାର ରାଓ ଖୁବଶୀଘ୍ର ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି। ହରର କମେଡି ଥ୍ରିଲର ମୁଭି ରୁହି ପରେ ଏହା ଦ୍ୱିତୀୟ ମୁଭି ଯେଉଁଥିରେ ଜାହ୍ନବୀ-ରାଜକୁମାର ଏକାଠି ନଜର ଆସିବେ। ଏହାର ନିର୍ଦ୍ଦେଶନା ଦେଇଛନ୍ତି…

ମହିଳାଙ୍କ ବିଉଟି ସେଲୁନ ଉପରେ ପ୍ରତିବନ୍ଧକ ଲଗାଇଲା ତାଲିବାନ

କାବୁଲ,୪।୭: ତାଲିବାନ ଏକ ନୂତନ ଆଦେଶ ଜାରି କରି କରିଛି, ଯେଉଁଥିରେ କାବୁଲରେ ମହିଳାଙ୍କ ବିଉଟି ସେଲୁନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ତାଲିବାନର ଗୁଣବତ୍ତା ମନ୍ତ୍ରଣାଳୟର ମୁଖପାତ୍ର ମହମ୍ମଦ ଅକିଫ ମହାଜର ଟେଲୋ ନ୍ୟୁଜକୁ କହିଛନ୍ତି ଯେ, ଏକ ନୂତନ ଆଦେଶ…

ଓଟିଟି ରିଲିଜ ପୂର୍ବରୁ‘ଆଦିପୁରୁଷ’କୁ ଝଟକା: ଫିଲ୍ମର ଏଚ୍‌ଡି ଭର୍ସନ ଇଣ୍ଟରନେଟରେ ଲିକ୍‌

ମୁମ୍ବାଇ,୪।୭: ଫିଲ୍ମ ‘ଆଦିପୁରୁଷ’କୁ ବିବାଦ ଚାଲିଛି। ଫିଲ୍ମ ରିଲିଜ ହେବା ପୂର୍ବରୁ ମଧ୍ୟ ଅନେକ ଚର୍ଚ୍ଚାରେ ଥିଲା। ଯେତେବେଳେ ରିଲିଜ ହେଲା, ସମାଲୋଚକ ଏବଂ ଦର୍ଶକଙ୍କ ନକାରାତ୍ମକ ପ୍ରତିକ୍ରିୟା ଯୋଗୁଁ ଏହା ଲାଇମଲାଇଟରେ ରହିଥିଲା। ଦର୍ଶକ ପ୍ରଭାସ ଏବଂ କ୍ରିତି ସାନନ…

ରାସ୍ତା କାମ ନ ସରୁଣୁ ଉଠିଗଲା ପିଚୁ

କର୍ଲାମୁଣ୍ଡା:୪।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲମୁଣ୍ଡା ବ୍ଲକ ସ. ମାଲପଡ଼ା ପଞ୍ଚାୟତ ବାଗବୁରାଇ ତାରିଣୀ ଛକଠାରୁ ଭଟାପଲା କେନାଲ ଛକ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟରେ ଅନିୟମିତତା ତଥା ନିମ୍ନମାନର କାମ ହେଉଥିବା ସ୍ଥାନୀୟ ଲୋକେ…

ଚପଲ ପିନ୍ଧିବା ଛାଡିଦେଲେ ରାକ୍ଷି

ମୁମ୍ବାଇ: ଏଣ୍ଟରଟେନମେଣ୍ଟ କୁଇନ ରାକ୍ଷି ସାଓ୍ବନ୍ତ ତାଙ୍କର ବେକାବୁ ବୟାନ ଓ ସେନ୍ସ ଅଫ ହ୍ୟୁମରକୁ ନେଇ ଖୁବ ପରିଚିତ। ସେ ପ୍ରାୟ ସବୁବେଳେ ପାପାରାଜିଙ୍କ ସହ କଥା ହେଉଥିବା ଦେଖାଯାଏ। ନିଜର ହରକତକୁ ନେଇ ସେ ସମସ୍ତଙ୍କୁ ହସାଇ ଥାଆନ୍ତି।…

ପାକିସ୍ତାନୀ ଜେଲରେ କେତେଜଣ ଭାରତୀୟ କଏଦୀ ବନ୍ଦୀ ଅଛନ୍ତି, ସରକାରୀ ରେକର୍ଡ ଦେଖି ହୋଇଯିବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୪।୭: ପାକିସ୍ତାନୀ ଜେଲରେ ବର୍ତ୍ତମାନ ସମୁଦାୟ ୩୦୮ ଜଣ ଭାରତୀୟ କଏଦୀ ବନ୍ଦୀ ରହିଛନ୍ତି, ଯାହାର ସୂଚନା ପାକିସ୍ତାନ ନିଜେ ଭାରତକୁ ଦେଇଛି। ପ୍ରକୃତରେ, ଶନିବାର ସ୍ବାକ୍ଷରିତ ଦ୍ୱିପାକ୍ଷିକ ଚୁକ୍ତିନାମା ମଧ୍ୟରେ ପାକିସ୍ତାନ ଭାରତୀୟ ହାଇ କମିଶନଙ୍କୁ ଏକ ତାଲିକା ହସ୍ତାନ୍ତର…

କାବୁଲରେ ମହିଳାଙ୍କ ପାଇଁ ବିୟୁଟି ପାର୍ଲର ମନା, ଲାଇସେନ୍ସ ବି ରଦ୍ଦ

କାବୁଲ,୪।୭: ତାଲିବାନରେ ମହିଳାମାନଙ୍କ ପାଇଁ ଏକ ନୂଆ ଆଇନ ଲାଗୁ କରାଯାଇଛି। କାବୁଲ ସମେତ ସାରା ଦେଶର ମହିଳାମାନଙ୍କୁ ବିୟୁଟି ପାର୍ଲର ଯିବାରେ ପ୍ରତିବନ୍ଧକ ଲଗାଯାଇଛି। ତାଲିବାନର ଭାଇସ ଆଣ୍ଡ ସମାଚାର ମନ୍ତ୍ରଣାଳୟର ପ୍ରବକ୍ତା ମହମ୍ମଦ ଆକିଫ ମହାଜର ଟୋଲେ ନ୍ୟୁଜକୁ…

ଏସିଏଫ୍‌  ସୌମ୍ୟ ମୃତ୍ୟୁ ଘଟଣା : ବିଦ୍ୟାଭାରତୀଙ୍କୁ ପାଉନି ପୋଲିସ 

ଭୁବନେଶ୍ୱର,୪।୭: ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ପୋଲିସ ଖୋଜି ପାଉନି। କୋର୍ଟଙ୍କ ଜାମିନ ବିହୀନ ଗିରଫ ପରୱାନା ପରେ ପୋଲିସ ବିଦ୍ୟାଭାରତୀଙ୍କୁ ଖୋଜିବାକୁ କପ୍ତିପଦା ଗୌଡ଼ ଗାଁକୁ ୨ ଥର ଯାଇ ଖାଲି ହାତରେ…

ଖିଲାପି ଠିକାଦାରଙ୍କୁ ଘଣ୍ଟ ଘୋଡ଼ାଇବାକୁ ମସୁଧା

ଯାଜପୁର,୪ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ବଡଚଣା ବ୍ଲକ ବନ୍ଦାଲୋଠାରୁ ଏଣ୍ଡରପଦା ପୂର୍ତ୍ତ ବିଭାଗ ରାସ୍ତାର ଉନ୍ନତୀକରଣ ପ୍ରକଳ୍ପ ୫ ବର୍ଷ ହେଲା ଅଧାପନ୍ତରିଆ ହୋଇ ପଡ଼ିରହିଛି। ଏଥିଯୋଗୁ ସମ୍ପୃକ୍ତ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଚାରଭାଟିଆ ପୂର୍ତ୍ତ…

ମୋରମ ଲୁଟ୍‌ ମାମଲାରେ ୨୧ ଲକ୍ଷ ଟଙ୍କା ଜରିମାନା

କଳିଙ୍ଗନଗର,୪ା୭(ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମାଣତିରା ମୌଜାରେ ଟାଟା ରେଳପଥଠାରୁ ନ୍ୟୁ ଭିସ୍ତା ସିମେଣ୍ଟ କାରଖାନା ପର୍ଯ୍ୟନ୍ତ ନୂତନ ରେଳପଥ ସଂଯୋଗ କାର୍ଯ୍ୟ ଜାରି ରହିଛି । ଏହି ରେଳ ପଥରୁ ବାହାରୁଥିବା ମୋରମକୁ ଯୋଜନାବଦ୍ଧ ଭାବେ ଲୁଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?