Home Left

ନିର୍ମାଣ ହୋଇପାରୁନି ମଡେଲ ଭେଣ୍ଡିଂ ଜୋନ୍‌

କଟକ ଅଫିସ,୨୭ା୩: ସହରରେ ବିସ୍ଥାପିତ ୧୨୦୦ ଉଠାଦୋକାନୀଙ୍କୁ ଥଇଥାନ କରିବା ପାଇଁ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ଯୋଜନାରେ ମଡେଲ୍‌ ଭେଣ୍ଡିଂଜୋନ୍‌ ନିର୍ମାଣ କରିବାକୁ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ନିଷ୍ପତ୍ତି ନିଆଯାଯାଇଥିଲା। ସହରରେ ରାସ୍ତା ପାର୍ଶ୍ୱରେ ବସି ବିକ୍ରି କରୁଥିବା ସମସ୍ତ…

ପାଣିକୁ ଆୟୁଧ କରି ଆନ୍ଧ୍ରର ଅନୁପ୍ରବେଶ ଉଦ୍ୟମ

ନନ୍ଦପୁର,୨୭ା୩ (ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତ ପରେ ନନ୍ଦପୁର ବ୍ଲକ ଉପରେ ଏବେ ଆନ୍ଧ୍ରପ୍ରଦେଶ ନଜର ପକାଇଛି। ଏଠାରେ ପାଣିକୁ ଆୟୁଧ କରି ଆନ୍ଧ୍ର ଉକ୍ତ ବ୍ଲକରେ ଅନୁପ୍ରବେଶ ଉଦ୍ୟମ ଚଳାଇଛି। କିଛିଦିନ ତଳେ ବ୍ଲକର ସୀମାନ୍ତ…

ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶତାଧିକ ମଞ୍ଜୁରୀପ୍ରାପ୍ତ ପଦବୀ ଖାଲି

ଭୁବନେଶ୍ବର,୨୭ା୩(ବ୍ୟୁରୋ): ରେଭେନ୍‌ଶା ବିଶ୍ବବିଦ୍ୟାଳୟରେ ମୋଟ୍‌ ୨୬୭ ମଞ୍ଜୁରୀପ୍ରାପ୍ତ ପଦବୀରୁ ୧୫୩ଟି ପଦବୀ ଖାଲିପଡ଼ିଛି। ସେହିପରି ଉତ୍କଳ ବିଶ୍ବବିଦ୍ୟାଳୟରେ ସହକାରୀ ପ୍ରଫେସର, ସହଯୋଗୀ ପ୍ରଫେସର ଏବଂ ପ୍ରଫେସରଙ୍କୁ ମିଶାଇ ମୋଟ୍‌ ୨୫୭ ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି। ସେଥିରୁ ୧୨୯ ପଦବୀ ବର୍ତ୍ତମାନ ମଧ୍ୟ…

ବାଲେଶ୍ୱରରେ ଅଜଣା ପୋକ ଆତଙ୍କ

ବାଲେଶ୍ୱର ଅଫିସ,୨୭।୩: ବାଲେଶ୍ୱର ଜିଲା ସଦର ବ୍ଲକ ଗେଙ୍ଗୁଟି ପଞ୍ଚାୟତ ଅଧୀନ ଜମ୍ବେଶ୍ୱରପୁର ବଡ଼ଖୁଆଆଡ଼ି ହରିଜନ ସାହିରେ ହଜାର ହଜାର ଅଜଣା (କଳା ଓ ନାଲି ରଙ୍ଗର) ପୋକ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ପୋକଗୁଡ଼ିକ ଘର ଭିତରେ ପଶି ବାସନକୁସନଠାରୁ…

ଗାଡି ପଛରେ କାହିଁକି ଦୌଡନ୍ତି କୁକୁର

ବାଇକ ଅବା କାର୍‌ ଯାଉଥିବା ସମୟରେ ଦେଖିଥିବେ ଗଳିର କିଛି କୁକୁର ସେଇ ଗାଡି ପଛେ ପଛେ ଭୁକି ଭୁକି ଗୋଡାଇଥାନ୍ତି। ଫଳରେ କୁକୁରଙ୍କ ଭୟରେ ଅନେକ ସମୟରେ ଗାଡି ଚାଳକ ସନ୍ତୁଳନ ହରାଇ ବସନ୍ତି ଓ ଦୁର୍ଘଟଣା ଘଟିଯାଏ। ତେବେ…

ଝାରସୁଗୁଡ଼ା ସହରରେ ହାତୀପଲ

ବ୍ରଜରାଜନଗର,୨୭।୩ (ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲାର ବ୍ରଜରାଜନଗର ପରେ ଶନିବାର ରାତିରେ ଝାରସୁଗୁଡ଼ା ସହରରେ ପଶିଥିଲେ ହାତୀପଲ। ସହରରେ ହାତୀ ପ୍ରବେଶ କରିବା ଜାଣିବା ପରେ ଲୋକମାନେ ରାତ୍ରି ସାରା ଆତଙ୍କିତ ଅବସ୍ଥାରେ ଥିଲେ। ବନ କର୍ମଚାରୀ, ପୋଲିସ ପ୍ରଶାସନ ଓ ସ୍ବତନ୍ତ୍ର…

ତିନି ଦଶକ ପର୍ଯ୍ୟନ୍ତ ମାଫିଆ ଥିବା ଅତିକଙ୍କୁ ଗୋଟିଏ ଥର ବି ହୋଇନି ସଜ୍ଜା

ଲକ୍ଷ୍ନୌ,୨୭ ।୩: ଉତ୍ତର ପ୍ରଦେଶ ପୋଲିସ ମାଫିଆ ଅତିକ ଅହମ୍ମଦଙ୍କୁ ସାବରମତି ଜେଲରୁ ଉତ୍ତର ପ୍ରଦେଶ ନିଆ ଯାଉଛି । ସୋମବାର ସକାଳ ସୁଦ୍ଧା ଅତିକଙ୍କ କାଫିଲା ଏମପି-ୟୁପି ବର୍ଡରରେ ପହଞ୍ଚି ଯାଇଛି । ରାତି ସାଢେ ୩ଟାରେ କୋଟାର ପେଟ୍ରୋଲ…

ଜଳାଶୟ ଜମିରେ ଶପିଂ ମଲ୍‌ ନିର୍ମାଣ

ଯାଜପୁର ଅଫିସ,୨୭ା୩: ଯାଜପୁର ସହରର ୟୁନିଟ-୮ ଯଯାତିନଗରର ପ୍ଲଟ ନମ୍ବର ୬୬୭, ଖାତା ନମ୍ବର ୬୩୬/୫୦୩ରେ ଥିବା ଏକ ଜଳାଶୟ କିସମ ଜମିକୁ ପୋତି ଶପିଂ ମଲ୍‌ ନିର୍ମାଣ ହେଉଛି। ଏହିମର୍ମରେ ରାଜ୍ୟ ସରକାର ଏବଂ ଜବରଦଖଲକାରୀଙ୍କ ବିରୋଧରେ ସ୍ଥାନୀୟ ବାସିନ୍ଦା…

ପାନୀୟ ଜଳ ପାଇଁ ରାତିରୁ ଲମ୍ବାଧାଡ଼ି

ପଟ୍ଟାମୁଣ୍ଡାଇ,୨୭ା୩(ସ୍ବ.ପ୍ର.): ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଦୂର ଲାଗି ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଏଥିଲାଗି ସରକାରୀ ତହବିଲରୁ ଅର୍ଥ ଖର୍ଚ୍ଚ କରାଯାଉଛି। ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକର ସନଜରିଆ ପଞ୍ଚାୟତ ମଙ୍ଗରାଜପୁର ଗ୍ରାମରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।…

ଏକାସାଙ୍ଗରେ ଦୁଇଟି ସାଇକେଲ ଚଢୁଛନ୍ତି ଯୁବକ, ଭିଡିଓ ଦେଖିଲେ…

ସମଗ୍ର ବିଶ୍ୱରେ ପ୍ରତିଭାଶାଳୀ ଲୋକମାନଙ୍କର କୌଣସି ଅଭାବ ନାହିଁ।  ଷ୍ଟଣ୍ଟ୍‌ ସହିତ ଜଡ଼ିତ ଏକାଧିକ ଭିଡିଓ ସୋସିଆଲ ମିଡିଆରେ ପ୍ରାୟତଃ ଭାଇରାଲ ହୋଇଥାଏ। ଏହି ଷ୍ଟଣ୍ଟ୍‌ଗୁଡ଼ିକ ମଧ୍ୟରୁ କିଛି ଆଶ୍ଚର୍ଯ୍ୟଜନକ ହୋଇଥାଏ। ଏବେ ସେମିତି ଏକ ଚମତ୍କାର ଷ୍ଟଣ୍ଟ୍‌ ଭାଇରାଲ ହେଉଛି।…

ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ

ନୂଆଦିଲ୍ଲୀ,୨୬।୩: ପୂର୍ବତନ ଏମ୍‌ପି ତଥା ଭେଟେରାନ ମାଲାୟାଲମ ଅଭିନେତା ଇନୋସେଣ୍ଟ ଭାରିଡ ଥାକେଥାଲାଙ୍କ ଦେହାନ୍ତ ହୋଇଛି। କେରଳର କୋଚିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ,…

ଟ୍ୟୁନିସିଆ ଉପକୂଳରେ ଓଲଟିଲା ଡଙ୍ଗା, ୨୮ରୁ ଅଧିକ ପ୍ରବାସୀଙ୍କ ମୃତ୍ୟୁ, ୬୦ରୁ ଅଧିକ ଆହତ

ଟ୍ୟୁନିସିଆ,୨୭ ।୩: ଟ୍ୟୁନିସିଆ ଉପକୂଳରେ ରବିବାର ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଅତି ବିପଜ୍ଜନକ ଭାବେ ଇଟାଲୀ ଯାଉଥିବା ପ୍ରବାସୀଙ୍କର ଏକ ଡଙ୍ଗା ଭୂମଧ୍ୟ ସାଗରେରେ ଓଲଟି ଯାଇଛି । ଏହି ଦୁର୍ଘଟଣାରେ ୨୮ରୁ ଅଧିକ ଲୋକଙ୍କ ମୃତ୍ୟୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri