Home Left

କୁମ୍ଭୀରକୁ ଶିକାର କଲା ଆଉ ଏକ କୁମ୍ଭୀର

କୁମ୍ଭୀର ଯେ, କେତେ ନିଷ୍ଠୁର ତାହା ସାଧାରଣ ଲୋକମାନେ ଭାବି ପାରିବେ ନାହିଁ। ଭାଇରାଲ ଭିଡିଓରେ ଅନେକ କୁମ୍ଭୀର ଦେଖିଥିବେ। ଅନେକ ଭିଡିଓରେ, କୁମ୍ଭୀର ଅନ୍ୟ କିଛି ପ୍ରାଣୀଙ୍କୁ ଶିକାର କରୁଥିବା ବି ଦେଖିଥିବେ, କିନ୍ତୁ କେବେ ଏକ କୁମ୍ଭୀର ନିଜ…

ଗିନିଜ ଓ୍ବାଲର୍‌ଡ ରେକର୍ଡରେ ସାମିଲ ହେଲେ ଅକ୍ଷୟ କୁମାର

ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କ ଫିଲ୍ମ ‘ସେଲଫି’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ବଲିଉଡକୁ ଅନେକ ସୁପରହିଟ ଫିଲ୍ମ ଦେଇଥିବା ଅକ୍ଷୟ ନିକଟରେ ଗିନିଜ ୱାଲର୍‌ଡ ରେକର୍ଡ ଭାଙ୍ଗିଛନ୍ତି। ସେ ତାଙ୍କ ଫିଲ୍ମ ‘ସେଲଫି’ର ପ୍ରମୋଶନ ପାଇଁ ନିକଟରେ ମୁମ୍ବାଇରେ…

ଓଟିଟିରେ ଡେବ୍ୟୁ କରିବେ ସୁମ୍ବୁଲ

ବମ୍ବେ: ବିଗ୍‌ବସ୍‌ରୁ ଲୋକପ୍ରିୟତା ସାଉଁଟିବା ପରେ ହାତକୁ ଆସିଲା ବଡ଼ ପ୍ରୋଜେକ୍ଟ। ଖୁବ୍‌ଶୀଘ୍ର ଓଟିଟିରେ ଡେବ୍ୟୁ କରିବେ ବିଗ୍‌ବସ୍‌-୧୬ ପ୍ରତିଯୋଗୀ ତଥା ଅଭିନେତ୍ରୀ ସୁମ୍ବୁଲ ତୌକିର ଖାଁ। ସେ ଓ୍ବେବ୍‌ ସିରିଜ ‘ଡିଅର ଇସ୍କ’ ଲାଗି ଚୁକ୍ତି କରି ସାରିଛନ୍ତି। ଏଥିରେ…

ଗର୍ଭବତୀ ମହିଳା, ଶିଶୁଙ୍କୁ ମିଳୁଛି ପୋକରା ଛତୁଆ

ବେଗୁନିଆପଡ଼ା,୨୨ା୨(ଡି.ଏନ୍‌.ଏ.): ସରକାରଙ୍କ ପକ୍ଷରୁ ଛୋଟ ଶିଶୁ ତଥା ଗର୍ଭବତୀଙ୍କୁ ପୋଷଣ ଯୋଗାଇବାକୁ ମାଗଣାରେ ଛତୁଆ, ବାଦାମ ଲଡୁ ବଣ୍ଟା ହେଉଛି। ହେଲେ ସେହି ପୁଷ୍ଟିକର ଖାଦ୍ୟ ସରକାରୀ ଅଧିକାରୀ ଖାଇବାକୁ ମୁହଁ ଫେରାଇ ଦେବେ। କାରଣ ଛତୁଆରେ ଫିମ୍ପି ଲାଗି ଯାଇଥିବା…

ବୁଦାମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଛତ୍ରପୁର,୨୨ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହେଡ୍‌କ୍ୱାର୍ଟର ଛତ୍ରପୁର ପିଲିବନ୍ଧ ନିକଟ ଖେଳପଡ଼ିଆ ପାର୍ଶ୍ୱ ବୁଦାମୂଳରୁ ବୁଧବାର ଜଣେ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଶିଶୁର କାନ୍ଦ ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଥିଲେ। ପରେ ତାକୁ ଉଦ୍ଧାର କରି ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି…

ପାର୍ଟନର ମା’ ହେବା ଖବର ଦେଇ ଚର୍ଚ୍ଚାରେ ସାରା

ଲଣ୍ଡନ,୨୨।୨: ଇଂଲଣ୍ଡର ପୂର୍ବତନ ମହିଳା କ୍ରିକେଟର ସାରା ଟେଲର ଏକ ଖୁସି ଖବର ନିଜ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ସୋସିଆଲ ମିଡିଆରେ ସେ ତାଙ୍କ ସାଥୀ ଡାଏନାଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ଡାଏନାଙ୍କ ଗର୍ଭଧାରଣ…

୮୭ ବର୍ଷର ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୨।୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟେଷ୍ଟ ଫର୍ମାଟରେ ଖେଳାଳିଙ୍କ ସର୍ବଶେଷ ର଼୍ୟାଙ୍କିଙ୍ଗ ପ୍ରକାଶ କରିଛି। ଟେଷ୍ଟ ବୋଲିଂରେ ୪୦ ବର୍ଷିୟ ଜେମ୍ସ ଆଣ୍ଡରସନଙ୍କ ଏକ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହା ସହିତ ଜେମ୍ସ ଆଣ୍ଡରସନ ମଧ୍ୟ ୮୭ ବର୍ଷର…

ଦିଲ୍ଲୀ ଏନସିଆରରେ ଭୂକମ୍ପ, ଥରିଲା ୟୁପି-ହରିୟାଣା

ନୂଆଦିଲ୍ଲୀ,୨୨ ।୨: ଦିଲ୍ଲୀ ଏନସିଆରରେ ବୁଧବାର ଭୂକମ୍ପର ହାଲକା ଝଟକା ଅନୁଭୁତ ହୋଇଛି । ଫଳରେ ଲୋକେ ଭୟଭୀତ ହୋଇଯାଇଛନ୍ତି । ଦିନ ପ୍ରାୟ ୧ଟା ୪୫ରେ ଭୂକମ୍ପ ଅନୁଭୁତ ହୋଇଥିବାରୁ ଲୋକେ ଯିଏ ଯେଉଁଠି ଥିଲେ ସମସ୍ତେ ବାହାରକୁ ଚାଲି…

‘ପଠାନ’ର ୧୦୦୦ କୋଟି ଆୟ ପରେ ବୟକଟ ଗ୍ୟାଙ୍ଗକୁ ଟାର୍ଗେଟ କଲେ ସ୍ୱରା

ମୁମ୍ବାଇ: ବଲିଉଡ କିଙ୍ଗ ଖାଁ ଶାହାରୁଖଙ୍କ ଅଭିନୀତ ମୁଭି ‘ପଠାନ’ ପ୍ରତିଦିନ ଇତିହାସ ରଚୁଛି । ଶାହାରୁଖଙ୍କ ଏହି ମୁଭି ନିକଟରେ ୱାର୍ଲଡ ୱାଇଡ ୧୦୦୦ କୋଟିରୁ ଅଧିକ ଆୟ କରି ସାରିଛି, ଯାହା ଏକ ନୂଆ ରେକର୍ଡ । ଏହା…

ଶ୍ରାଦ୍ଧ ବାର୍ଷିକୀ ପୂର୍ବରୁ ମାଆଙ୍କୁ ମନେପକାଇ ଭାବୁକ ହେଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶ୍ରୀଦେବୀ ୫ ବର୍ଷ ହେବ ଦୁନିଆରୁ ବିଦାୟ ନେଲେଣି । ହେଲେ ଏବେବି ତାଙ୍କ ଅଭିନୟ ଜୀବନ୍ତ ହୋଇ ରହିଛି ଦର୍ଶକଙ୍କ ହୃଦୟରେ । ଠିକ୍ ତାଙ୍କର ଶ୍ରାଦ୍ଧ ବାର୍ଷିକୀ ପୂର୍ବରୁ ଝିଅ ଜାହ୍ନବୀ କପୁର ମାଆଙ୍କୁ…

୪ ମାସ ପରେ ଥାନାରେ ଆତ୍ମସମର୍ପଣ କଲେ ଶୁଚିସ୍ମିତା

ଭବାନୀପାଟଣା,୨୨।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ବିଇଓ ଅଫିସର ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ଲକ୍ଷାଧିକ ଟଙ୍କା ହଡ଼ପ କରି ଦୀର୍ଘ ୪ ମାସରୁ ଊର୍ଦ୍ଧ୍ୱ ହେବ ଫେରାର ଥିଲେ। ମଙ୍ଗଳବାର ମଧ୍ୟାହ୍ନରେ ଭବାନୀପାଟଣା ଟାଉନ ଥାନାକୁ ହଠାତ ଆସି ସେ ଆତ୍ମସମର୍ପଣ କରିଥିବା…

କନଷ୍ଟେବଲଙ୍କୁ ସୁରକ୍ଷା ଦେଉଛି ପୋଲିସ ବିଭାଗ

ସମ୍ବଲପୁର,୨୨।୨(ବ୍ୟୁରୋ): ପୁଣି ବିବାଦ ଘେରକୁ ଆସିଛି ଝାରସୁଗୁଡା ଜିଲା ପୋଲିସ। ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡି ଏଏସ୍‌ଆଇ ଗୋପାଳ ଦାସ ହତ୍ୟା କରିବା ଘଟଣାରେ ପୋଲିସର ଅବହେଳା ଏବଂ ଗୋଇନ୍ଦା ବିଭାଗର ବିଫଳତା ପଦାରେ ପଡ଼ିଥିଲା। ଉକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri