Home Left

‘ଟାଇଟାନିକ’ର ରେକର୍ଡ ଭାଙ୍ଗିଲା ‘ଅବତାର-୨’

ମୁମ୍ବାଇ: ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଜେମ୍ସ କ୍ୟାମେରନଙ୍କ ଚଳଚ୍ଚିତ୍ର ଅବତାର: ଦ ଓ୍ବେ ଅଫ ୱାଟର ଗତ ଡିସେମ୍ବର ୨୨ରେ ରିଲିଜ୍‌ ହୋଇଥିଲା। ଫିଲ୍ମଟି ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ବକ୍ସ ଅଫିସରେ ବିଶ୍ୱର ତୃତୀୟ ସର୍ବାଧିକ ଆୟ କରିଥିବା…

ପଦକ ବିଜେତାଙ୍କୁ ଆର୍ଥିକ ପୁରସ୍କାର

ଭୁବନେଶ୍ୱର, ୨୨।୨(କ୍ରୀଡ଼ା ପ୍ରତିନିଧି): ୨୦୨୨ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ଏବଂ ଗତବର୍ଷ ବିଭିନ୍ନ ପ୍ରତିଯୋଗିତାରେ ପଦକ ବିଜେତା ଓଡ଼ିଶା ଆଥଲେଟ୍‌ଙ୍କୁ ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି। କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ଭାରୋତ୍ତୋଳନ ହଲ୍‌ରେ…

ଶେଷ ୨ ଟେଷ୍ଟରୁ ଓ୍ବାର୍ନର ବାଦ୍‌

ନୂଆଦିଲ୍ଲୀ, ୨୨।୨: ଆହତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ଓପନର ଡେଭିଡ ଓ୍ବାର୍ନର ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ୨ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି। କହୁଣି ହାଡ଼ ଫାଟିଥିବାରୁ ସେ ସ୍ବଦେଶ ଯାଇ ସିଡ୍‌ନୀରେ ଚିକିତ୍ସିତ ହେବେ। ତେବେ ଟେଷ୍ଟ ସିରିଜ ପରେ…

ଆଇଆଇଟି ମାଡ୍ରାସରେ ପ୍ରସ୍ତୁତ ଉଡ଼ନ୍ତା ଟାକ୍ସି

ବେଙ୍ଗାଲୁରୁ: ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି (ଆଇଆଇଟି), ମାଡ୍ରାସ୍‌ର ଏକ ଷ୍ଟାର୍ଟ ଅପ୍‌ କମ୍ପାନୀ ବେଙ୍ଗାଲୁରୁର ଏରୋ ଇଣ୍ଡିଆରେ ଗୋଟିଏ ଇଲେକ୍‌ଟ୍ରିକ୍‌ ଉଡ଼ନ୍ତା ଟାକ୍ସିର ଏକ ପ୍ରୋଟୋଟାଇପ୍‌ର ପ୍ରଦର୍ଶନ କରିଛି। କୁହାଯାଉଛି କି, ରାସ୍ତାରେ ଚାଲୁଥିବା କାର୍‌ ଅପେକ୍ଷା ଏହା ୧୦…

୨ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ୧୧ ଗିରଫ

ସମ୍ବଲପୁର,୨୨।୨(ବ୍ୟୁରୋ): ସମ୍ବଲପୁରରୁ ବୁଧବାର ୨ କୁଇଣ୍ଟାଲ ୧୭ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ଏହି ରେଡ୍‌ରେ ଅବକାରୀ ବିଭାଗର ୩ଟି ଟିମ୍‌ ସାମିଲ ଥିଲେ। ତେବେ ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ୧୧ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା…

ବିପଦର ବନ୍ଧୁ ସ୍କାଉଟ

ବିପଦ ସମୟରେ ସ୍କାଉଟ୍ସମାନେ ସହାୟତାର ହାତ ବଢ଼ାଇଥାନ୍ତି। ତେଣୁ ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଫେବୃୟାରୀ ୨୨ରେ ବିଶ୍ୱ ସ୍କାଉଟ୍ସ ଦିବସ ପାଳନ କରାଯାଇଥାଏ। ଏହି ଦିନ ସ୍କାଉଟିଙ୍ଗର ପ୍ରତିଷ୍ଠାତା ରବର୍ଟ ବାଡେନ-ପାୱେଲଙ୍କ ଜନ୍ମ ବାର୍ଷିକୀ। ଏହା ମଧ୍ୟ ତାଙ୍କ…

ଶ୍ରେଷ୍ଠ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ବିବେକ୍‌ ଅଗ୍ନିହୋତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ଶ୍ରେଷ୍ଠ ଫିଲ୍ମ କାଟାଗୋରିରେ ଦାଦାସାହେବ ଫାଲ୍‌କେ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଆଓ୍ବାର୍ଡରେ ସମ୍ମାନିତ ହୋଇଛି। ସେହିପରି ଅନୁପମ ଖେରଙ୍କୁ ମୋଷ୍ଟ ଭର୍ସାଟାଇଲ୍‌ ଆକ୍ଟର ଆଓ୍ବାର୍ଡ ପ୍ରଦାନ କରାଯାଇଛି। ରବିବାର ମୁମ୍ବାଇ…

ବିଓଏମ୍‌ ପକ୍ଷରୁ ଋଣ ସଂଯୋଗୀକରଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୨।୨: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌) ପକ୍ଷରୁ ନିକଟରେ ଏକ ଋଣ ସଂଯୋଗୀକରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶିଷ ପାଣ୍ଡେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବ୍ୟାଙ୍କର ସକ୍ଷମତା ଓ ସାମାଜିକ ଦାୟିତ୍ୱବୋଧତା ସମ୍ପର୍କରେ…

ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ପ୍ରଥମ ଇନ୍‌-ହାଉସ୍‌ ଲାବରେଟୋରି

ଭୁବନେଶ୍ୱର,୨୨।୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ଓଡ଼ିଶା ୟୁନିଟ୍‌ ବେଦାନ୍ତ ଲାଞ୍ଜିଗଡ ପକ୍ଷରୁ ପ୍ରଥମ ଇନ୍‌-ହାଉସ୍‌ ଲାବରେଟୋରିର ଶୁଭାରମ୍ଭ କରାଯାଇଛି। ବିଶେଷକରି ଦେଶର ପ୍ରମୁଖ ମେଟାଲର୍ଜିକାଲ ଗ୍ରେଡ୍‌ ଆଲୁମିନା ଉତ୍ପାଦନକାରୀ ଭାବେ ବେଦାନ୍ତ ଲାଞ୍ଜିଗଡ଼ ଏକ ସ୍ବତନ୍ତ୍ର…

ବିଧାନସଭା ବଜେଟ ଅଧିବେଶନ: ୧୧.୩୦ ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନରେ ଆଜି ଦ୍ୱିତୀୟ ଦିନରେ ମଧ୍ୟ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିପାରିନାହିଁ। ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଫଳରେ ବାଚସ୍ପତି ପୂର୍ବାହ୍ନ ୧୧.୩୦ ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

ଭଦ୍ରକରେ ଭୋଲ୍‌ଟାସ୍‌ର ନୂଆ ଆଉଟ୍‌ଲେଟ୍‌

ଭଦ୍ରକ ଅଫିସ, ୨୨।୨: ଭଦ୍ରକ ସହର ନୂଆ ବଜାରସ୍ଥିତ ରାଜଘାଟ ପୋଲ ନିକଟରେ ପ୍ରଥମକରି ଭୋଲ୍‌ଟାସ୍‌ର ନୂଆ ଆଉଟ୍‌ଲେଟ୍‌ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ୪୫୦ ସ୍କୋୟାର ଫୁଟ୍‌ ବିଶିଷ୍ଟ ଏହି ଷ୍ଟୋର ରାଜ୍ୟରେ ୧୩ତମ। ଭୋଲ୍‌ଟାସ୍‌ର ଆଞ୍ଚଳିକ ମୁଖ୍ୟ ମାନସ ମଲ୍ଲିକ…

ଖସିଲା ଶେୟାର ବଜାର

ନୂଆଦିଲ୍ଲୀ,୨୨।୨: ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ସାଙ୍ଗକୁ ଦରବୃଦ୍ଧିର ପ୍ରଭାବ ଭାରତୀୟ ଶେୟାର ବଜାରର କାରବାରରେ ଦେଖାଦେଇଛି। ଏପରିକି କ୍ରମାଗତ ୨ୟ ଦିନ ଲାଗି ଦଲାଲ ଷ୍ଟ୍ରିଟ୍‌ରେ କାରବାର ହ୍ରାସ ଘଟିଛି। ବିଶେଷକରି ଚଳିତ ସପ୍ତାହର ୨ୟ କାର୍ଯ୍ୟଦିବସ (ଷ୍ଟକ୍‌ବଜାର)ର ଫଳାଫଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri