Home Left

ସେନ୍‌ସେକ୍ସ ୬୬ ହଜାର ଅଙ୍କ ନିକଟବର୍ତ୍ତୀ

ଭୁବନେଶ୍ୱର,୧୨।୭(ଅଭୟ ଦାଶ): ଗତ କିଛିଦିନ ହେବ ଭାରତୀୟ ଶେୟାର ବଜାରରେ ଉତ୍ସାହ ପରିଲକ୍ଷିତ ସହ ନିବେଶକଙ୍କ ନିବେଶ ମଧ୍ୟ ବୃଦ୍ଧି ହୋଇଛି। ଏପରିକି କ୍ରମାଗତ ୩ୟ ଦିନ ଲାଗି ଭାରତୀୟ ପୁଞ୍ଜିବଜାରରେ ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ମଙ୍ଗଳବାର…

କେଏନ୍‌ପିରେ ଆଖି ବୁଜିଲା ତେଜସ୍‌

ଭୋପାଳ,୧୨।୭: ଦକ୍ଷିଣ ଆଫ୍ରିକାରୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ (କେଏନ୍‌ପି)କୁ ଅଣାଯାଇଥିବା ଚିତାଙ୍କ ମଧ୍ୟରୁ ମଙ୍ଗଳବାରା ତେଜସର ମୃତ୍ୟୁ ଘଟିଛି। ସକାଳ ୧୧ଟାବେଳେ ମନିଟରିଂ ଟିମ୍‌ ତେଜସର ଗଳାରେ କ୍ଷତ ଚିହ୍ନ ଦେଖିବାକୁ ପାଇଥିଲେ। ଏହାପରେ ପାଲପୁର ହେଡ୍‌କ୍ୱାର୍ଟର୍ସରେ ଥିବା ଭେଟେରିନାରି…

ନେପାଳରେ ହେଲିକପ୍ଟର ଦୁର୍ଘଟଣା: ୬ ମୃତ

କାଠମାଣ୍ଡୁ, ୧୨ା୭(ପି.ଟି.): ପୂର୍ବ ନେପାଳର ଏଭେରେଷ୍ଟ ଶୃଙ୍ଗ ନିକଟରେ ମଙ୍ଗଳବାର ସକାଳେ ଏକ ଘରୋଇ ବ୍ୟବସାୟିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ପାଇଲଟଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ମେକ୍ସିକୋର ଏକ ପରିବାରର ୫ ସଦସ୍ୟ ଅଛନ୍ତି। ଖବର…

ଟ୍ରାନ୍ସଜେଣ୍ଡର ମଡେଲ ରିକି ଜିତିଲେ ‘ମିସ୍‌ ନେଦରଲାଣ୍ଡ୍‌ସ’ମୁକୁଟ

ଆମଷ୍ଟରଡାମ୍‌,୧୨।୭: ଚଳିତବର୍ଷର ଟ୍ରାନ୍ସଜେଣ୍ଡର ମଡେଲ ରିକି ଭାଲେରି କୋଲେ ମିସ୍‌ ନେଦରଲାଣ୍ଡ୍‌ସ ମୁକୁଟ ଜିତିଛନ୍ତି। ୨୨ ବର୍ଷୀୟା ରିକିଙ୍କ ଘର ବ୍ରେଡା ସହରରେ। ମଡେଲ ସାଙ୍ଗକୁ ରିକି ଜଣେ ଅଭିନେତ୍ରୀ ମଧ୍ୟ। ମିସ୍‌ ନେଦରଲାଣ୍ଡସ ମୁକୁଟ ଜିତିବା ନେଇ ଏକ ଭିଡିଓ…

ଆଇସ୍‌ଲାଣ୍ଡର ରେକ୍‌ଜାଭିକ୍‌ରେ ଲାଭା ଉଦ୍‌ଗିରଣ

ରେକ୍‌ଜାଭିକ, ୧୨।୭: ସାଧାରଣ ଭାବେ ଆଗ୍ନେୟଗିରି ଉଦ୍‌ଗିରଣ ବେଳେ ସୁରକ୍ଷା ଦୃଷ୍ଟିରୁ ଆଖପାଖ ଅଞ୍ଚଳକୁ ଖାଲି କରାଯାଏ। କିନ୍ତୁ ଆଇସ୍‌ଲାଣ୍ଡସର ରେକ୍‌ଜାଭିକ୍‌ର ଲିଟ୍‌ଲି ହୃଟୁରରେ ଲାଭା ଉଦ୍‌ଗିରଣ ଦେଖିବା ଲାଗି ଲୋକଙ୍କ ଭିଡ଼ ଲାଗିଛି। ଅନ୍ୟ ଉଦ୍‌ଗିରଣ ତୁଳନାରେ ଏହା ଭିନ୍ନ…

୧୫ ବର୍ଷରେ ଦାରିଦ୍ର୍ୟରୁ ମୁକ୍ତ ହେଲେଣି ୪୧.୫ କୋଟି ଭାରତୀୟ

ଜାତିସଂଘ,୧୨ା୭: ବିଶ୍ୱର ଜନବହୁଳ ଦେଶ ଭାରତରେ ଦାରିଦ୍ର୍ୟ ଧୀରେ ଧୀରେ କମିବାରେ ଲାଗୁଥିବା ମଙ୍ଗଳବାର ଜାତିସଂଘ ପକ୍ଷରୁ ପ୍ରକାଶ ପାଇଥିବା ଗ୍ଲୋବାଲ ମଲ୍ଟିଡାଇମେନ୍‌ଶନାଲ ପଭର୍ଟି ଇନ୍‌ଡେକ୍ସ (ଏମ୍‌ପିଆଇ) ରିପୋର୍ଟରୁ ଜଣାପଡ଼ିଛି। ଗତ ୧୫ ବର୍ଷ ମଧ୍ୟରେ ଦେଶର ୪୧.୫ କୋଟି ଲୋକ…

ଅନ୍‌ଲାଇନ୍‌ ଗେମିଂରେ ଲାଗିବ ୨୮% ଜିଏସ୍‌ଟି

ନୂଆଦିଲ୍ଲୀ, ୧୨ା୭: ଅନ୍‌ଲାଇନ ଗେମିଂ, କାସିନୋ ଏବଂ ହର୍ସ ରେସିଂରେ ୨୮ ପ୍ରତିଶତ ଜିଏସ୍‌ଟି ଲାଗୁ କରିବା ପାଇଁ ମଙ୍ଗଳବାର ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) କାଉନ୍‌ସିଲ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ସିନେପ୍ଲେକ୍ସ ଭିତରେ ଥିବା ରେଷ୍ଟୁରାଣ୍ଟରେ ଜିଏସ୍‌ଟି…

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ଟିଏମ୍‌ସିର ବାଜିମାତ୍‌

କୋଲକାତା, ୧୨ା୭(ପି.ଟି.): ପଶ୍ଚିମବଙ୍ଗର ହିଂସା ପ୍ରଭାବିତ ପଞ୍ଚାୟତ ନିର୍ବାଚନରେ ଶାସକ ଟିଏମ୍‌ସି ବଡ଼ ବିଜୟ ହାସଲ କରିବାକୁ ଯାଉଛି। ମଙ୍ଗଳବାର ସନ୍ଧ୍ୟା ୫ଟା ୩୦ ସୁଦ୍ଧା ୨୩,୩୪୪ ଗ୍ରାମ ପଞ୍ଚାୟତ ଆସନର ଫଳାଫଳ ଘୋଷଣା କରାଯାଇଥିବାବେଳେ ସେଥିରୁ ଟିଏମ୍‌ସି ୧୬,୩୩୦ ଆସନରେ…

ଡିଗ୍ରୀ ପାଠ୍ୟକ୍ରମ ପାଇଁ ଏସ୍‌ସି/ଏସ୍‌ଟି ଛାତ୍ରଙ୍କୁ ମିଳିବ ୫୦ ହଜାର

ଭୁବନେଶ୍ୱର,୧୨ା୭(ଅନିଲ ଦାସ): ଚଳିତ ବର୍ଷରୁ କୌଣସି ସରକାରୀ କଲେଜରେ ଡିଗ୍ରୀ ପାଠ୍ୟକ୍ରମ ପାଇଁ ଅସହାୟ ତଥା ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଥିବା ଅନୁସୂଚିତ ଜାତି ଓ ଜନଜାତି ବିର୍ଗର ଛାତ୍ରୀଛାତ୍ରଙ୍କୁ ରାଜ୍ୟ ସରକାର ଏକକାଳୀନ ୫୦ ହଜାର ଟଙ୍କା ଆଥିର୍କ ସହାୟତା…

ନଗ୍ନତାକୁ ପସନ୍ଦ କରନ୍ତିନି ନରଗିସ୍‌

ମୁମ୍ବାଇ: ନରଗିସ୍‌ ଫକରୀ ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା ଅଭିନେତ୍ରୀ। ନିକଟରେ ସେ ଓଟିଟି ଡେବ୍ୟୁ କରିବାକୁ ଯାଉଛନ୍ତି। ଆଗାମୀ ପ୍ରୋଜେକ୍ଟ ‘ତତ୍‌ଲୁବାଜ୍‌’ରେ ତାଙ୍କୁ ଦେଖିବାକୁ ମିଳିବେ। ଆଗାମୀ ଶୋ’କୁ ପ୍ରମୋଶନ କରିବାକୁ ଆସି ନରଗିସ୍‌ ନିକଟରେ ଏକ ସାକ୍ଷାତ୍‌କାରରେ ନଗ୍ନତାକୁ ନେଇ…

ଓଲଟି ପଡିଲା ଜିପ୍‌

ପାରଳାଖେମୁଣ୍ଡି, ୧୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ସାରିଆପଲ୍ଲୀ ଗ୍ରାମ ନିକଟରେ ମଙ୍ଗଳବାର ଭୋର ସମୟରେ ଦୁର୍ଘଟଣା ଘଟି ଗାଡି ଚାଳକଙ୍କ ମୃତ୍ୟୁ ଘଟିଛି। ଆନ୍ଧ୍ରର ମଞ୍ଜୁଷା ଗ୍ରାମରୁ ପାରଳାଖେମୁଣ୍ଡି ସହରକୁ ଆସୁଥିବା ଏକ ଜିପ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।…

ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି ନ କରିବାକୁ ଚେତାବନୀ 

କେସିଙ୍ଗା,୧୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବୋରିଙ୍ଗପଦରସ୍ଥିତ କସ୍ତୁରୀବାଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି ନ କରିବାକୁ ମଙ୍ଗଳବାର ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ଏ ନେଇ ଜିଲା ପ୍ରକଳ୍ପ ସଂଯୋଜକ କଳାହାଣ୍ଡିଙ୍କ ଉଦ୍ଦେଶ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?