Home Left

କୋଇଲା ଉତ୍ପାଦନରେ ଏମ୍‌ସିଏଲ୍‌ର ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର,୩।୪: ମହାନଦୀ କୋଲଫିଲ୍ଡ ଲିମିଟେଡ (ଏମ୍‌ସିଏଲ୍‌) ପକ୍ଷରୁ ନିକଟରେ ଆୟୋଜିତ ବାର୍ଷିକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏମ୍‌ସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଓମ୍‌ ପ୍ରକାଶ ସିଂ କମ୍ପାନୀର ବାର୍ଷିକ କାର୍ଯ୍ୟକଳାପ ବିଷୟରେ ବିସ୍ତୃତ ଭାବେ ଆଲୋକପାତ…

ପୂର୍ବତଟ ରେଳପଥରେ ୨୪୧.୫୧ ଏମ୍‌ଟି ପଣ୍ୟ କାରବାର

ଭୁବନେଶ୍ୱର,୩।୪: ଭାରତୀୟ ରେଲଓ୍ବେର ପ୍ରମୁଖ ଜୋନ୍‌ ପୂର୍ବତଟ ରେଳପଥ ୨୦୨୨-୨୩ ଆର୍ଥିକବର୍ଷର ପଣ୍ୟ ପରିବହନରେ ଏକ ନୂତନ ରେକର୍ଡ ସ୍ଥାପନ କରିଛି। ଏପରିକି ରେଳପଥ ଲକ୍ଷ୍ୟଧାର୍ଯ୍ୟଠାରୁ ଅଧିକ ୨୪୧.୫୧ ମିଲିଅନ ଟନ୍‌ ପଣ୍ୟ ପରିବହନ କରିଛି। ସେହିଭଳି ପୂର୍ବତଟ ରେଳପଥ ୨୦୨୧-୨୨…

ଶାସନନୀତିରେ ସଚିବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୩।୪: ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କମ୍ପାନୀ ସେକ୍ରେଟାରି ଅଫ୍‌ ଇଣ୍ଡିଆ (ଆଇସିଏସ୍‌ଆଇ)ର ଭୁବନେଶ୍ୱର ଅଧ୍ୟାୟ ପକ୍ଷରୁ ‘ଶକ୍ତିର ସଶକ୍ତୀକରଣ’ ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଦିନିକିଆ କର୍ମଶାଳାର ଆୟୋଜନ କରାଯାଇଥିଲା। ଏହି ଅବସରରେ ନାଲକୋର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର…

ଟାଟା ଏଆଇଏ ଏନ୍‌ଏଫ୍‌ଓ ଶୁଭାରମ୍ଭ

ନୂଆଦିଲ୍ଲୀ,୩।୪: ଟାଟା ଏଆଇଏ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଟାଟା ଏଆଇଏ ସଷ୍ଟେନେବିଲିଟି ଇକ୍ୱିଟି ଫଣ୍ଡ୍‌ ଓ ଟାଟା ଏଆଇଏ ଡାଇନାମିକ୍‌ ଆଡଭାଣ୍ଟେଜ୍‌ ଫଣ୍ଡ୍‌ର ଏନ୍‌ଏଫ୍‌ଓ ଶୁଭାରମ୍ଭ କରାଯାଇଛି। ଟାଟା ଏଆଇଏ ସଷ୍ଟେନେବିଲିଟି ଇକ୍ୱିଟି ଫଣ୍ଡ୍‌ର ପାଣ୍ଠିକୁ ନିରନ୍ତରତାକୁ କିମ୍ବା ପରିବେଶ, ସାମାଜିକ…

ଅଭିବୃଦ୍ଧି ପଥରେ ପାରାଦୀପ ପୋର୍ଟ

ଭୁବନେଶ୍ୱର,୩।୪: ପାରାଦୀପ ପୋର୍ଟ ଅଥରିଟି (ପିପିଏ) ପକ୍ଷରୁ ରବିବାର ବାର୍ଷିକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ଅବସରରେ ପାରାଦୀପ ପୋର୍ଟର ଚେୟାରମ୍ୟାନ ପି.ଏଲ. ହାରାନନ୍ଦା ସମ୍ମିଳନୀକୁ ସମ୍ବୋଧିତ କରି କହିଥିଲେ ଯେ କ୍ରମାଗତ ଭାବେ ପାରାଦୀପ ପୋର୍ଟ ଖାଲି ରାଜ୍ୟରେ…

ମଜୁରି ମାଗିବାରୁ ମାଡ଼, ବେଙ୍ଗାଲୁରୁରୁ ଚାଲିଚାଲି ଫେରିଲେ ୩ ଶ୍ରମିକ

ପଟ୍ଟାଙ୍ଗି,୩ା୪(ଡି.ଏନ.ଏ.): ନିଜ ଅଞ୍ଚଳରେ କାମ କଲେ ଟଙ୍କା ଠିକ ସମୟରେ ମଜୁରି ମିଳୁନାହିଁ। ବାହାର ରାଜ୍ୟରେ କାମ କଲେ ପରିଶ୍ରମର ଉଚିତ୍‌ ମଜୁରି ମିଳିବ ଏହି ଉଦ୍ଦେଶ୍ୟ ନେଇ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ଦାଦନ ଶ୍ରମିକମାନେ ନିର୍ଯାତନାର ଶିକାର…

ରାମକୃଷ୍ଣ ମିଶନ୍‌ ଉପାଧ୍ୟକ୍ଷ ସ୍ବାମୀ ପ୍ରଭାନନ୍ଦଙ୍କ ଦେହାନ୍ତ

କୋଲକାତା,୩।୪: କୋଲକାତାସ୍ଥିତ ସେବା ପ୍ରତିଷ୍ଠାନରେ ଶନିବାର ରାମକୃଷ୍ଣ ମଠ ଏବଂ ମିଶନ୍‌ର ଉପାଧ୍ୟକ୍ଷ ସ୍ବାମୀ ପ୍ରଭାନନ୍ଦଙ୍କ ପରଲୋକ ଘଟିଛି। ତାଙ୍କୁ ୯୧ ବର୍ଷ ହୋଇଥିଲା। ଗତ ୬ ମାସ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ସ୍ବାମୀ ପ୍ରଭାନନ୍ଦଙ୍କ ଶେଷ ଦର୍ଶନ…

ପ୍ରମାଣ ଅଭାବରୁ ଖସି ଯାଉଛନ୍ତି ଅଭିଯୁକ୍ତ

ନୟାଗଡ଼ ଅଫିସ,୩।୪: କୋର୍ଟରେ ପ୍ରମାଣ ଅଭାବରୁ ଖସି ଯାଉଛନ୍ତି ମାଓବାଦୀ। ବିଭିନ୍ନ ସମୟରେ ଗିରଫ ହୋଇଥିବା ୧୯ ଅଭିଯୁକ୍ତ ମାଓବାଦୀରୁ ୧୬ ଜଣ ନିର୍ଦ୍ଦୋଷରେ ଖଲାସ ହୋଇ ସାରିଲେଣି। ଅନ୍ୟପକ୍ଷେ ଜେଲରେ ଥିବାବେଳେ ୨୦୦୯ରେ ଶୁଭଙ୍କର ଓ ୨୦୨୧ରେ ରବି ଦୁଲାରୀଙ୍କ…

୨୦୨୩ରେ ଜିଏସ୍‌ଟି ସଂଗ୍ରହ ୧୫.୧୪% ବଢ଼ିଛି

ଭୁବନେଶ୍ୱର, ୩ା୪(ବ୍ୟୁରୋ): ୨୦୨୩ ମାର୍ଚ୍ଚରେ ଓଡ଼ିଶା ମୋଟ ଜିଏସ୍‌ଟି ବାବଦକୁ ୪୭୪୯.୦୨ କୋଟି ଟଙ୍କା ସଂଗ୍ରହ କରିଛି। ୨୦୨୨ ମାର୍ଚ୍ଚରେ ଏହି ସଂଗ୍ରହ ପରିମାଣ ୪୧୨୪.୬୬ କୋଟି ଟଙ୍କା ଥିଲା। ଏ କ୍ଷେତ୍ରରେ ଗତ ବର୍ଷର ମାର୍ଚ୍ଚ ତୁଳନାରେ ୧୫.୧୪% ଅଭିବୃଦ୍ଧି…

୩ ମହଲାରୁ ପଡ଼ି ବିଟେକ୍‌ ଛାତ୍ର ଗୁରୁତର

ପରଜଙ୍ଗ, ୩।୪(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲେଜି (ଆଇଜିଆଇଟି)ରେ ଶନିବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଶିକ୍ଷାନୁଷ୍ଠାନର ଛାତ୍ରାବାସ ‘ସୂର୍ଯ୍ୟଭବନ’ର ୩ ମହଲାରୁ ଖସିପଡ଼ି ଜଣେ ବି-ଟେକ୍‌ ଶେଷବର୍ଷ ଛାତ୍ର ଗୁରୁତର ହୋଇଛନ୍ତି।…

‘ଜାତୀୟ ସମ୍ମିଳନୀରେ ଓଡ଼ିଶାର ଏସ୍‌ସି,ଏସ୍‌ଟିଙ୍କ ଅଧିକାର ନେଇ ଆଲୋଚନା ହେଉ’

ଭୁବନେଶ୍ୱର,୩।୪(ବ୍ୟୁରୋ): ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ ସୋମବାର ନୂଆଦିଲ୍ଲୀରେ ଦେଶର ସାମାଜିକ ନ୍ୟାୟ ସମ୍ପର୍କିତ ସମ୍ମିଳନୀ ଆୟୋଜନ କରୁଛନ୍ତି। ଏହି ସମ୍ମିଳନୀରେ ବିରୋଧୀ ଦଳଗୁଡ଼ିକର ନେତାମାନେ ଯୋଗଦେବେ। ସାମାଜିକ ଅଧିକାରରୁ ବଞ୍ଚତ୍ତ ହେଉଥିବା ବର୍ଗଙ୍କ ଅଧିକାର ସମ୍ପର୍କରେ ସେଠାରେ ଆଲୋଚନା…

ଆଜି ହିନ୍ଦୋଳ ଏନ୍‌ଏସି ନିର୍ବାଚନ

ଢେଙ୍କାନାଳ ଅଫିସ, ୩।୪: ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ନିର୍ବାଚନ ପାଇଁ ସୋମବାର ଭୋଟ ଗ୍ରହଣ ହେବ। ଏହା ପୂର୍ବାହ୍ନ ୮ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ଯାଏ ଚାଲିବ। ମତଦାନ ଶୃଙ୍ଖଳିତ କରିବା ଲାଗି ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇଥିବାବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri