Home Left

ବିପଜ୍ଜନକ ଅବସ୍ଥାରେ ଶଙ୍ଖଚିଲା ଏଟିଏମ୍‌

ଯାଜପୁର ରୋଡ,୩ା୪(ଡି.ଏନ.ଏ.): ଯାଜପୁର ରୋଡ୍‌ ଷ୍ଟେଟ ବ୍ୟାଙ୍କ ଅଧୀନରେ ଥିବା ଏଟିଏମ୍‌ଗୁଡିକରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। କେଉଁଠି ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା କାମ କରୁନି ଆଉ କେଉଁଠି ଗ୍ରାହକ ଯିବା ପାଇଁ ଡ୍ରେନ୍‌ ଉପରେ ସ୍ଲାବ ନାହିଁ। ଏଟିଏମ୍‌ ଥିବା ଘରେ…

ଫକୀର ମାଝି ଚାମ୍ପିୟନ୍‌

ଭୁବନେଶ୍ୱର,୩ା୪(ସ୍ପୋଟର୍‌ସ ବ୍ୟୁରୋ): ତ୍ୱମଶ୍ରିତା ଫାଉଣ୍ଡେସନ୍‌ ଓ ଏସ୍‌ଡିଏମ୍‌ ସଫ୍ଟଓ୍ବେୟାର ପକ୍ଷରୁ ମିଳିତ ଭାବରେ ଆୟୋଜିତ ଅଲ ଓଡ଼ିଶା ଓପନ ଚେସରେ ଫକୀର ମାଝୀ ଚାମ୍ପିୟନ ଆଖ୍ୟା କରିଛନ୍ତି। ସିମ୍ଫୋନୀ ମଲ୍‌ରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା। ଓଡ଼ିଶା ଚେସ୍‌ ଆସୋସିଏଶନ ସମ୍ପାଦକ…

ସିନ୍ଧୁ ରନରଅପ୍‌

ମାଡ୍ରିଡ୍‌, ୩ା୪(ପି.ଟି.): ଭାରତର ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ମାଡ୍ରିଡ୍‌ ସ୍ପେନ୍‌ ମାଷ୍ଟର୍ସ ସୁପର ୩୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ରନରଅପ୍‌ ହୋଇ ତାଙ୍କ ଅଭିଯାନ ଶେଷ କରିଛନ୍ତି। ରବିବାର ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ବିଶ୍ୱର ୧୨ନମ୍ବର ଖେଳାଳି ଇଣ୍ଡୋନେସିଆର ଗ୍ରେଗୋରିଆ…

ବର୍ଷା, କୁଆପଥର ମାଡ଼ରେ ବ୍ୟାପକ ଫସଲ କ୍ଷତି

ସିଂହପୁର,୩ା୪(ଡି.ଏନ.ଏ.): ଅଦିନିଆ ବର୍ଷା ଓ କୁଆପଥର ମାଡ଼ ଯୋଗୁ ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ବ୍ୟାପକ ଚିନାବାଦାମ, ମୁଗ ଓ ଅନ୍ୟାନ୍ୟ ଫସଲ କ୍ଷୟକ୍ଷତି ହୋଇଛି। ଅମଳ ସମୟରେ ଫସଲ କ୍ଷତି ଚାଷୀଙ୍କ ଆର୍ଥତ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ହଜାରହଜାର…

ଭୁବନେଶ୍ୱର ଭେଟେରାନ ଫୁଟ୍‌ବଲ ପ୍ଲେୟର ଆସୋସିଏଶନ

ଭୁବନେଶ୍ୱର, ୩ା୪(ସ୍ପୋଟର୍‌ସ ବ୍ୟୁରୋ): ପୁରାତନ ଫୁଟ୍‌ବଲ ଖେଳାଳି ତଥା କ୍ରୀଡ଼ା ସଂଗଠକ ନବରଞ୍ଜନ ପଟ୍ଟନାୟକଙ୍କ ଉଦ୍ୟମରେ ଭୁବନେଶ୍ୱରର ବିଭିନ୍ନ ଫୁଟ୍‌ବଲ କ୍ଲବର ଭେଟେରାନ୍‌ ଖେଳାଳିମାନେ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ମଦର ପବ୍ଲିକ ସ୍କୁଲ୍‌ଠାରେ ଏକତ୍ରିତ ହୋଇଥିଲେ। ତୃଣମୂଳସ୍ତରରେ ଫୁଟ୍‌ବଲ ଖେଳର କିପରି ବିକାଶ…

ପ୍ରଗତି ସ୍ପୋର୍ଟିଂ-ରାମେଶ୍ୱର ଯୁଗ୍ମ ବିଜେତା

ଭୁବନେଶ୍ୱର,୩ା୪(ସ୍ପୋଟର୍‌ସ ବ୍ୟୁରୋ) : ରାମେଶ୍ୱର ସ୍ପୋର୍ଟିଂ ଆନୁକୂଲ୍ୟରେ ଅନୁଷ୍ଠିତ ପଞ୍ଚମ ରାମେଶ୍ୱର କପ୍‌ ତଥା କମଳା ପରିଡ଼ା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଛି। ପ୍ରବଳ ବର୍ଷା କାରଣରୁ ରାମେଶ୍ୱର ସ୍ପୋର୍ଟିଂ ଓ ପ୍ରଗତି ସ୍ପୋର୍ଟିଂକୁ ଯୁଗ୍ମ ବିଜେତା ଘୋଷଣା…

ଅନ୍ତର୍ଜାତୀୟସ୍ତରରେ ଆଇଶା ପ୍ରଥମ

ଝୁମ୍ପୁରୀ,୩ା୪(ଡି.ଏନ୍‌.ଏ.): ଯାଜପୁର ଜିଲା ଦଶରଥପୁର ବ୍ଲକ୍‌ ଚମ୍ପେଇପାଳ ପଞ୍ଚାୟତ ଓଡ଼େଇ(ନୂଆଗାଁ) ଗ୍ରାମର ପାର୍ଥସାରଥୀ ମଲ୍ଲିକ ଓ ବାଣୀଶ୍ରୀ ମଲ୍ଲିକଙ୍କ ଝିଅ ଆଇଶା ୨୦୨୨-୨୩ ଇଂଲିଶ ଅଲିମ୍ପିଆଡ୍‌ ପରୀକ୍ଷାରେ ଅନ୍ତର୍ଜାତୀୟସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସିଲଭରଜୋନ ଅନ୍ତର୍ଜାତୀୟ ଇଂଲିଶ ସେକେଣ୍ଡ ପରୀକ୍ଷାରେ…

ପ୍ରତ୍ୟୁଷ ନାୟକ ଚାମ୍ପିୟନ

ଭୁବନେଶ୍ୱର,୩ା୪ (ସ୍ପୋଟର୍‌ସ ବ୍ୟୁରୋ): ସାଇ ବୀଣାପାଣି ଜ୍ଞାନ ମନ୍ଦିରରେ ଓଡ଼ିଶା ଚେସ୍‌ ଆସୋସିଏଶନ୍‌ ପକ୍ଷରୁ ଆୟୋଜିତ ରାଜ୍ୟ ସ୍କୁଲ ଚେସ୍‌ ଚାମ୍ପିୟନଶିପରେ ଓଲ୍ଡ ଷ୍ଟିଓ୍ବାର୍ଟ ସ୍କୁଲର ପ୍ରତ୍ୟୁଷ ନାୟକ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ପ୍ରତ୍ୟୁଷ ୫ ପଏଣ୍ଟ ଅର୍ଜନ କରିଥିବା…

କିଡ୍‌ନୀ ରୋଗରେ ଆକ୍ରାନ୍ତ ସଦାନନ୍ଦ

ପ୍ରୀତିପୁର/ବିଞ୍ଝାରପୁର,୩ା୪ (ଡି.ଏନ.ଏ.): ଦିନେ ରାଜ୍ୟ ବାହାରେ ଦାଦନ ଖଟି ପରିବାର ମୁହଁରେ ଦେଉଥିଲେ ଦାନା। ଆଜି ସେ ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଚନ୍ଦ୍ରମୁଁ ପଞ୍ଚାୟତ ବଡ଼ମଲ୍ଲିପୁର ଗ୍ରାମର…

ବିଧବା ମା’ଙ୍କୁ ଘରୁ ତଡ଼ିଦେଲେ ୩ ପୁଅ

ବରୀ,୩ା୪(ଡି.ଏନ.ଏ.): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧୀନ ଭଅଁରା ପଞ୍ଚାୟତର ଜଣେ ବିଧବା ସଜନୀ କରଙ୍କୁ ତାଙ୍କ ୩ ପୁଅ ଘରୁ ତଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏବେ ସଜନୀଙ୍କୁ ଯାଜପୁର ଜିଲା ମହିଳା ସହାୟତା କେନ୍ଦ୍ରରେ ରଖାଯାଇଛି। ପୁଅମାନେ…

ବଢୁଛି ତାତି: ପକ୍ଷୀ ରାହା ଖୋଜୁଛନ୍ତି

ମହାକାଳପଡ଼ା, ୩ା୪ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ତଟ ସଂଲଗ୍ନ ସବୁଜିମା ଭରା ହେନ୍ତାଳ ଜଙ୍ଗଲରେ ବସା ବାନ୍ଧି ବସବାସ କରୁଥିବା ବିଭିନ୍ନ ପ୍ରଜାତିର ପକ୍ଷୀମାନଙ୍କ ପାଇଁ ଏବେ ଜଳକଷ୍ଟ ପ୍ରମୁଖ କାରଣ ପାଲଟିଛି। କାରଣ ଗହୀରମଥା…

ଶ୍ରେଷ୍ଠ ୧୦ ଚକ୍ଷୁ ଗବେଷଣା ଅନୁଷ୍ଠାନ ମଧ୍ୟରେ ଏଲ୍‌ଭିପିଇଆଇ

ନୂଆଦିଲ୍ଲୀ,୩।୪: ଏଲ ଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ୍‌ (ଏଲଭିପିଇଆଇ)କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟସ୍ତରର ସ୍ବୀକୃତି ଓ ସମ୍ମାନ ପ୍ରଦାନ କରାଯାଇଛି। ଏପରିକି ଏସସିଆଇଏମଏଜିଓ ର଼୍ୟାଙ୍କିଙ୍ଗ୍‌ ଏଜେନ୍ସି ପକ୍ଷରୁ ବିଶ୍ୱର ଶ୍ରେଷ୍ଠ ୧୦ଟି ଚକ୍ଷୁ ସ୍ବାସ୍ଥ୍ୟ ଗବେଷଣା ଅନୁଷ୍ଠାନର ଫଳାଫଳ ପ୍ରକାଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri