Home Left

ରିମାଣ୍ଡରେ ସତ ମାନିଲେ ଶୁଚିସ୍ମିତା

ଭବାନୀପାଟଣା,୨୫।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ବିଇଓ ଅଫିସ୍‌ର ପୂର୍ବତନ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆରଙ୍କୁ ଟାଉନ ଥାନା ପୋଲିସ ଗୋଟିଏ ଦିନ ପାଇଁ ରିମାଣ୍ଡରେ ଆଣିଥିଲା। ଭବାନୀପାଟଣା ଟାଉନ ଥାନା ଇନ୍ସପେକ୍ଟର ରନିତାରାଣୀ ପ୍ରଧାନ ଶୁଚିସ୍ମିତାଙ୍କୁ ଗୋଟିଏ ଦିନ ପାଇଁ ରିମାଣ୍ଡରେ ଆଣିଥିଲେ।…

ଆନନ୍ଦ-ସୌରଭ ଯୋଡ଼ି ଚାମ୍ପିୟନ

ରେଢାଖୋଲ ୨୫ା୨ (ଡି.ଏନ.ଏ): ରେଢାଖୋଲର ପଞ୍ଚଖଣ୍ଡା ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଆନୁକୂଲ୍ୟରେ ରାଜ୍ୟ ବ୍ୟାଡ୍‌ମିଣ୍ଟନ ସଂଘର ଅନୁମୋଦନ କ୍ରମେ ସ୍ଥାନୀୟ ଇନ୍‌ଡୋର ଷ୍ଟାଡିୟମରେ ଗୁରୁବାର ସପ୍ତମ ରାଜ୍ୟସ୍ତରୀୟ ପୁରୁଷ ଡବଲ୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ବଲପୁରର ଆନନ୍ଦ ଓ ସୌରଭ…

ପ୍ରଧାନୀ ଜଙ୍ଗଲରୁ ମୃତ ବାର୍‌ହା ଜବତ

ସିନାପାଲି,୨୫।୨(ଡି.ଏନ.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ବନଖଣ୍ଡ ଅଧୀନସ୍ଥ ସିନାପାଲି ରେଞ୍ଜ ପ୍ରଧାନୀ ଜଙ୍ଗଲରୁ ଶୁକ୍ରବାର ଏକ ମୃତ ବାର୍‌ହା ଉଦ୍ଧାର କରାଯାଇଛି। ସ୍ଥାନୀୟ ଘଣ୍ଟିଗୁଡା ସରପଞ୍ଚ ଖୁଟୁରାମ ସୁନାନୀ ଓ ସିନାପାଲି ରେଞ୍ଜ ଫରେଷ୍ଟର ଖଗେଶ୍ୱର ମାଝିଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀଙ୍କ…

ୟୁନେସ୍କୋ, କିସ୍‌, ଓଡ଼ିଶା ସରକାର ତ୍ରିପାକ୍ଷିକ ବୁଝାମଣା

ଭୁବନେଶ୍ୱର, ୨୫ା୨(କ୍ରୀଡ଼ା ପ୍ରତିନିଧି): ୟୁନେସ୍କୋର ‘ଫିଟ୍‌ ଫର୍‌ ଲାଇଫ୍‌’ କାର୍ଯ୍ୟକ୍ରମ ନିମନ୍ତେ ୟୁନେସ୍କୋ, କିସ୍‌ ଓ ରାଜ୍ୟ କ୍ରୀଡ଼ା ବିଭାଗ ମଧ୍ୟରେ ତ୍ରିପାକ୍ଷିକ ବୁଝାମଣାପତ୍ର ଗୁରୁବାର ସ୍ବାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ରରେ ଓଡ଼ିଶା ସରକାରଙ୍କ ପକ୍ଷରୁ କ୍ରୀଡ଼ା ଓ ଯୁବସେବା ବିଭାଗ…

ଉପଖଣ୍ଡ ଚିକିତ୍ସାଳୟରେ ନାହିଁ ମୃତଦେହ ବ୍ୟବଚ୍ଛେଦ ଗୃହ

ମାଥିଲି,୨୫ା୨ (ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ସଦର ମହକୁମାସ୍ଥିତ ସରକାରୀ ଚିକିତ୍ସାଳୟକୁ ସରକାର ଉପଖଣ୍ଡ ଚିକିତ୍ସାଳୟ ମାନ୍ୟତା ଦେଇଥିଲେ। ୨୦୨୧ରୁ ଏହି ମାନ୍ୟତା ମିଳିଥିଲେ ମଧ୍ୟ ଏଯାଏ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ଲାଗି ଗୃହଟିଏନାହିଁ। ବ୍ଲକର ୨୦ ପଞ୍ଚାୟତର ୧ଲକ୍ଷ…

ଶ୍ରୀଲଙ୍କା କ୍ରିକେଟର ରେକର୍ଡ ଆୟ

କଲମ୍ବୋ, ୨୫ା୨ (ପି.ଟି.): ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି) ୨୦୨୨ରେ ରେକର୍ଡ ୬.୩ ବିଲିୟନ ଟଙ୍କା ଉପାର୍ଜନ କରିଛି। ଅନ୍ତର୍ଜାତୀୟ କ୍ରିକେଟ, ଘରୋଇ କ୍ରିକେଟ, ପ୍ରାୟୋଜକ ଚୁକ୍ତି ଏବଂ ଆଇସିସିର ବାର୍ଷିକ ସଦସ୍ୟ ବଣ୍ଟନ ଆଦି ୪ଟି ମାଧ୍ୟମରୁ ଆୟ ହୋଇଛି। କ୍ରୀଡ଼ାମନ୍ତ୍ରୀ…

ଝରିଗାଁରେ ପାରମ୍ପରିକ ବିହନ ମେଳା

ଝରିଗାଁ,୨୫ା୨(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଭା ଗୃହଠାରେ ଏକ ଦିବସୀୟ ପାରମ୍ପରିକ ବିହନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ ଆସିଥିବା ଆରସିଡିସି କର୍ମୀ ରାମକୃଷ୍ଣ ମହାରଣାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି…

କୋଚ୍‌ ପାର୍କଙ୍କଠାରୁ ଦୂରେଇଲେ ସିନ୍ଧୁ

ନୂଆଦିଲ୍ଲୀ, ୨୫ା୨ (ପି.ଟି.): ଡବଲ୍‌ ଅଲିମ୍ପିକ ପଦକ ବିଜୟିନୀ ପି.ଭି ସିନ୍ଧୁ ଓ ତାଙ୍କ କୋଚ୍‌ ଦକ୍ଷିଣ କୋରିଆର ପାର୍କ ତାଏ ସାଙ୍ଗ୍‌ଙ୍କ ମଧ୍ୟରେ ବିଚ୍ଛେଦ ଘଟିଛି। ସିଜନ ଆରମ୍ଭରେ ସିନ୍ଧୁଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ନିଜକୁ ଦାୟୀ କରିଛନ୍ତି ଏହି…

ନଳକୂପ ଦୂର କରିପାରୁନି ଜଡ଼ାପୁଟ ଜଳସଙ୍କଟ

ଦଶମନ୍ତପୁର,୨୫ା୨ (ଡି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡାପଦର ପଞ୍ଚାୟତ ଜଡ଼ାପୁଟ ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖିବାକୁ ମିଳିଛି। ଗ୍ରାମବାସୀ ବର୍ଷ ବର୍ଷ ଧରି ଝରଣା ପାଣିରେ ଚଳୁଥିବା ଜଣାପଡିଛି। ଏହି ଗ୍ରାମରେ ୪୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର…

ଗୋରୁ ମାଫିଅଙ୍କ ମାଡ଼ରେ ଆଇଆଇସି,ଏସ୍‌ଆଇ ଗୁରୁତର

ଭୁବନେଶ୍ୱର,୨୫।୨(ବ୍ୟୁରୋ): ଗୋରୁ ମାଫିଆଙ୍କ ମାଡ଼ରେ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି କଟକଜିଲା ତିଗିରିଆ ଥାନା ଅନ୍ତର୍ଗତ ଗୋପୀନାଥପୁର ଶାସନ ଛକରେ । ଶୁକ୍ରବାର ବିଳମ୍ବିତ ରାତିରେ ତିଗିରିଆ ପୋଲିସ ପୋଟ୍ରୋଲିଂ କରୁଥିବା ବେଳେ ଏକ ଗୋରୁ ବୋଝେଇ…

ହାର୍ଡକୋର ମାଓବାଦୀ ସକାଲୁଙ୍କ ଆତ୍ମସମର୍ପଣ

ମାଲକାନଗିରି, ୨୫ା୨(ଡି.ଏନ.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ଜିଲାରେ ମାଓବାଦୀ ଦମନ ଅଭିଯାନ ଚାଲିଛି। ତେବେ ଛତିଶଗଡ ସରକାରଙ୍କ ଆତ୍ମସମର୍ପଣ ନୀତିରେ ଆକୃଷ୍ଟ ହୋଇ ଶୁକ୍ରବାର ଜଣେ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେ ହେଲେ ମାଓବାଦୀ ସଙ୍ଗଠନର ମିଲିସିଆ କମ୍ପାନୀ…

ପ୍ରମୋଦ ସେମିଫାଇନାଲରେ

ଭୁବନେଶ୍ୱର, ୨୫ା୨ (କ୍ରୀଡ଼ା ପ୍ରତିନିଧି): ସ୍ପେନ୍‌ର ଭିକ୍ଟୋରିଆଠାରେ ଚାଲିଥିବା ସ୍ପାନିଶ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ଶୁକ୍ରବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ କ୍ୱାର୍ଟର ଫାଇନାଲରେ ସେ ଥାଇଲାଣ୍ଡର ମୋଙ୍ଗଖୋନ ବୁନସୁନଙ୍କୁ ୧୬-୨୧, ୨୧-୧୨, ୨୧-୧୮ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri