ପୁଆଣିଆଁ କ୍ରଶର ପାଇଁ ନାହିଁ ଆଇନ୍
ନୟାଗଡ଼ ଅଫିସ,୩।୪: ନୟାଗଡ଼ ଜିଲା ଓଡ଼ଗାଁ ତହସିଲ ଗୋତିସାହି ଆରଆଇ ଅଫିସର ପୁଆଣିଆଁ ଅଞ୍ଚଳରେ କ୍ରଶର ଜଙ୍ଗଲକୁ ନଷ୍ଟ କରି ଚାଲିଛି ବୋଲିି ଅଭିଯୋଗ ହେଉଛି । ଏଠାରେ ବର୍ଷକର ଟାର୍ଗେଟକୁ ମାସକରେ ଶେଷ କରି ସରକାରଙ୍କ ରାଜସ୍ବ ହରିଲୁଟ୍ ଚାଲିଛି।…
ସେଣ୍ଟ ପିଟର୍ସବର୍ଗରେ ବୋମା ବିସ୍ଫୋରଣ ସେନା ବ୍ଲଗରଙ୍କ ମୃତ୍ୟୁ, ୧୯ ଆହତ
ମସ୍କୋ,୩।୪: ରୁଷିଆର ସେଣ୍ଟ ପିଟର୍ସବର୍ଗରେ ଥିବା ଏକ କାଫେରେ ବିସ୍ଫୋରଣ ହେବା ଫଳରେ ରୁଷିଆ ସେନା ବ୍ଲଗର ଓ୍ବାଲାଡଲେନ ଟାଟାର୍ସକିଙ୍କ ମୃତ୍ୟୁ ହୋଇଯାଇଛି। ଏହାସହ ଏହି ବୋମା ବିସ୍ଫୋରଣରେ ଅତିକମରେ ୧୯ ଜଣ ଆହତ ହୋଇଛନ୍ତି। ଏହି ସୂଚନା ରୁଷିଆ ସରକାର…
ଅସରାଏ ବର୍ଷାରେ ମଧୁବନ ମିନିଷ୍ଟାଡିୟମ ଜଳାର୍ଣ୍ଣବ
ଖଣ୍ଡପଡ଼ା,୩ା୪(ସ୍ବ.ପ୍ର.): ଅଦିନିଆ ବର୍ଷାରେ ଖଣ୍ଡପଡ଼ା ମଧୁବନ ମିନିଷ୍ଟାଡିୟମ ପରିସରରେ ବର୍ଷା ପାଣି ଜମି ରହି ସମସ୍ୟା ସୃଷ୍ଟି କରୁଛି। ଅଦିନିଆ ଲଗାଣ ବର୍ଷା ପ୍ରଭାବରେ ଖେଳପଡ଼ିଆ ପରିସର ଜଳାର୍ଣ୍ଣବ ହୋଇ ଉଠୁଥିବାରୁ ଏ ନେଇ କ୍ରୀଡାବିତ୍ ଓ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ…
କୋଟିଏ ଟଙ୍କା ବ୍ୟୟ ପରେ ବି ପାନୀୟ ଜଳ ଯୋଗାଣ ସ୍ବପ୍ନ
ନୂଆଗାଁ,୩।୪(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିଙ୍ଗାରପଲି ପଞ୍ଚାୟତରେ ପାନୀୟ ଜଳ ଯୋଗାଣକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରତି ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀ,…
ତ୍ୱରାନ୍ବିତ ହେଉନି ସହରର ବିକାଶ
ଖୋର୍ଦ୍ଧା ଅଫିସ,୩ା୪: ଖୋର୍ଦ୍ଧା ଜିଲାକୁ ଇତିମଧ୍ୟରେ ୩୦ ବର୍ଷ ପୂରିଛି। ୧୯୯୩ ମସିହାରେ ଏହି ଜିଲା ଗଠନ ହୋଇଥିବାବେଳେ ୧୯୯୫ରେ ଖୋର୍ଦ୍ଧା ସ୩ରେ ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ କରାଯାଇଥିଲା। ପାଇକ ବୀରଙ୍କ ମାଟି ଭାବେ ଖୋର୍ଦ୍ଧା ପରିଚିତ। ଭାରତୀୟ ସ୍ବାଧିନତା ସଂଗ୍ରାମରେ…
ଭଉଣୀ ପ୍ରିୟଙ୍କା, ତିନି ମୁଖ୍ୟମନ୍ତ୍ରୀଙ୍କ ସହ ସୁରଟ କୋର୍ଟ ପହଞ୍ଚିବେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୩।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅପରାଧିକ ମାନହାନି ମାମଲାରେ ୨ ବର୍ଷର ସଜାକୁ ନେଇ ଏହାର ଚ୍ୟାଲେଞ୍ଜ କରିବାକୁ ଯାଉଛନ୍ତି। ତଳ କୋର୍ଟଙ୍କ ରାୟ ବିରୋଧରେ ସୋମବାର ରାହୁଲ ଗାନ୍ଧୀ ଅପିଲ କରିବାକୁ ଯାଉଛନ୍ତି। ସଜା ଉପରେ ରୋକ ଲାଗାଇବାକୁ…
ଅଜଣା ରୋଗରେ ଗୋରୁ ଆକ୍ରାନ୍ତ, ଚିନ୍ତାରେ ଗୋପାଳକ
ନିଶ୍ଚିନ୍ତକୋଇଲି,୩।୪(ସ୍ବ.ପ୍ର.): ନିଶ୍ଚିନ୍ତକୋଇଲି ବ୍ଲକରେ ଗୋରୁଙ୍କୁ ଅଜଣା ରୋଗ ପିଛା ଛାଡ଼ୁନାହିଁ। କେତେବେଳେ ଚର୍ମରୋଗ ତ କେତେବେଳେ ଫାଟୁଆ ବ୍ୟାପିବାରେ ଲାଗିଛି। ଏବେ ଋତୁ ପରିବର୍ତ୍ତନ ହୋଇଥିତ୍ବାବେଳେ ହଠାତ ଗୋରୁ ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି। ସେମାନଙ୍କୁ ଦୁର୍ଗନ୍ଧଯୁକ୍ତ ଝାଡ଼ା ହେଉଛି। ଏଥିଯୋଗୁ…
ପଶ୍ଚିମା ଝଡ଼ ବର୍ଷାରେ ରାସ୍ତା ଅବସ୍ଥା ଶୋଚନୀୟ
ତିଗିରିଆ,୩।୪(ଡି.ଏନ.ଏ.): ତିଗିରିଆ ବ୍ଲକ ପାଇକିଆଁରାଠାରୁ ଚଷାଆଁରାକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇଯାଇଛି। ପଶ୍ଚିମା ଝଡ଼ ପ୍ରଭାବରେ କିଛି ଦିନ ହେବ ବର୍ଷା ଲାଗି ରହିବାରୁ ଏହି ରାସ୍ତାରେ ଯାତାୟାତ ଏକରକମ ଠପ୍ ହୋଇଯାଇଛି। ପ୍ରତିବର୍ଷ ବନ୍ୟା ଆସିଲେ ଚଷାଆଁରା…
ରାତାରାତି ମରାମତି କରି ରଙ୍ଗ ବୋଳିଦେଲେ
ବାଙ୍କୀ,୩ା୪(ସ୍ବ.ପ୍ର.): ଉଦ୍ଘାଟନର ୧୦ଦିନ ମଧ୍ୟରେ ବାଙ୍କୀ କଲେଜ ମିନି ଷ୍ଟାଡିୟମ ଗ୍ୟାଲେରି ଶନିବାର ଭୁଶୁଡ଼ିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଅତି ନିମ୍ନମାନର କାର୍ଯ୍ୟ ଯୋଗୁ ସାମାନ୍ୟ ବର୍ଷାରେ ଗ୍ୟାଲେରି ଭୁଶୁଡ଼ିବା ଘଟଣା ଲୋକଙ୍କ ମଧ୍ୟରେ ଯେତିକି ଅସନ୍ତୋଷ ସୃଷ୍ଟି…
ସୁବ୍ୟବସ୍ଥିତ ହେବ ଶ୍ରୀମନ୍ଦିର ଆନନ୍ଦ ବଜାର
ପୁରୀ ଅଫିସ,୩ା୪: ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୃଙ୍ଖଳିତ ବ୍ୟବସ୍ଥା ପାଇଁ ଏବେ ତତ୍ପରତା ପ୍ରକାଶ ପାଇଛି। ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ନବନିର୍ବାଚିତ କର୍ମକର୍ତ୍ତାମାନେ ଦାୟିତ୍ୱ ଗ୍ରହଣ କରିବା ପରେ ଆନନ୍ଦ ବଜାରରେ କିଭଳି ଶୃଙ୍ଖଳା ଆସିପାରିବ ସେନେଇ ପୁରୀ ଜିଲାପାଳ…
କୋଟିଆ: ଭାଜପା-ବିଜେଡି ମୁହାଁମୁହିଁ
ଭୁବନେଶ୍ୱର,୩ା୪(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତକରି ସେଠାରେ ଜଣେ ଆନ୍ଧ୍ର ଅଧିକାରୀଙ୍କୁ ଉକ୍ତ ସ୍ଥାନରୁ ଘଉଡ଼ାଇବା ସହିତ ଏହା ଓଡ଼ିଶାର ବୋଲି କହିଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତି ଭିନ୍ନ ସରଗରମ ହୋଇଛି। ଅନ୍ୟପକ୍ଷରେ କୋଟିଆକୁ ନେଇ ଉଭୟ ବିଜେଡି…
ହାତୀ ଆକ୍ରମଣରେ ଦିବ୍ୟାଙ୍ଗ ଗୁରୁତର
ବାଉଁଶୁଣୀ,୩ା୪(ଡି.ଏନ୍.ଏ.): ଏବେ ଗାଁ ମୁହାଁ ହୋଇଛନ୍ତି ହାତୀ। ସୋମବାର ସକାଳେ ବୌଦ୍ଧ ଜିଲା ତାଲସରଡ଼ା ପଞ୍ଚାୟତ ଗୋବିନ୍ଦପୁର (ବସ୍ତମପୁର)ରେ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସକାଳୁ ଗ୍ରାମର ୨/୩ ଜଣ ବ୍ୟକ୍ତି ଗୋଠସାହି ପାଖରେ ଥିବା…
Archives


