Home Left

ଝାଡ଼ଖଣ୍ଡରେ ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ

ରାଞ୍ଚି, ୧୮ା୭: ଝାଡ଼ଖଣ୍ଡର ବୋକାରୋରେ ଜଣେ ୧୪ ବର୍ଷୀୟ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୩ ନାବାଳକ ଜଣେ ୧୪ ବର୍ଷୀୟା ବାଳିକାଙ୍କ ଘରେ ପଶି ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ପଞ୍ଚମ, ସପ୍ତମ ଓ ଅଷ୍ଟମ ଶ୍ରେଣୀ…

ନିର୍ବାଚନ ପୂର୍ବରୁ ୪୦ କୋଟିର ବିମାନ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ ମନ୍ତ୍ରୀ

ଭୋପାଳ,୧୮।୭: ନିର୍ବାଚନକୁ ନେଇ ମଧ୍ୟପ୍ରଦେଶର ଶିବରାଜ ସିଂ ଚୈହାନ ସରକାର ପ୍ରସ୍ତୁତ ହେଉଛନ୍ତି। ରାଜ୍ୟର ପ୍ରତ୍ୟେକ ଛୋଟ ଏବଂ ବଡ ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଉଛି। ସରକାରଙ୍କ ଯୋଜନାକୁ ଜନସାଧାରଣଙ୍କ ନିକଟକୁ ନେବାରେ କୌଣସି ଅସୁବିଧା ନହେବାକୁ ସରକାର ୧୨ଟି ବେସରକାରୀ ବିମାନ…

ବିରୋଧୀ ଦଳର ଏକମାତ୍ର ଏଜେଣ୍ଡା, ‘ନିଜ ପରିବାରକୁ ବଞ୍ଚାଅ, ପରିବାର ପାଇଁ ଭ୍ରଷ୍ଟାଚାର ବଢାଅ’

ନୂଆଦିଲ୍ଲୀ,୧୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ପୋର୍ଟ ବ୍ଲେୟାରରେ ବୀର ସାବରକର ନୂତନ ଟର୍ମିନାଲ ଭବନକୁ ଉଦ୍‌ଘାଟନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଏକତାକୁ ଟାର୍ଗେଟ୍‌ କରି କହିଛନ୍ତି ଯେ ଲୋକମାନେ ଗୋଟିଏ ମୁହଁରେ…

ସରକାର ଗହମ ଦେଲେନି, ଛତୁଆ ବଣ୍ଟନ ବନ୍ଦ

ସୋନପୁର,୧୭।୭(ମୃତ୍ୟୁଞ୍ଜୟ ଶତପଥୀ): ଶିଶୁ, ଗର୍ଭବତୀ ମହିଳା ଓ ପ୍ରସୂତିଙ୍କ ଉତ୍ତମ ସ୍ବାସ୍ଥ୍ୟଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଗର୍ଭଧାରଣଠାରୁ ଶିଶୁ ଜନ୍ମ ପର୍ଯ୍ୟନ୍ତ ମା’ର ସ୍ବାସ୍ଥ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇ ପୁଷ୍ଟିକର…

ପାକିସ୍ତାନରେ ଆତଙ୍କବାଦୀ ଘଟଣା ପାଇଁ ଆଫଗାନିସ୍ତାନ ଶରଣାର୍ଥୀ ଦାୟୀ ବୋଲି କୌଣସି ସୂଚନା ନାହିଁ: ହ୍ବାଇଟ ହାଉସ

ଓ୍ବାଶିଂଟନ୍‌,୧୮।୭: ଇସଲାମାବାଦ ଦ୍ୱାରା ତାଙ୍କ ଉପରେ ଅସ୍ଥିରତା ସୃଷ୍ଟି କରିଥିବା ଅଭିଯୋଗ କରିବା ପରେ ହ୍ବାଇଟ ହାଉସ କହିଛି ଯେ, ପାକିସ୍ତାନରେ ଆଫଗାନିସ୍ତାନ ଶରଣାର୍ଥୀ କିମ୍ବା ଆଫଗାନିସ୍ତାନ ସୀମାରେ ରହୁଥିବା ଲୋକମାନେ ଆତଙ୍କବାଦୀ ଘଟଣାରେ ଜଡିତ ଅଛନ୍ତି। ହ୍ବାଇଟ ହାଉସ ହାଉସର…

କୋଚ୍‌ଙ୍କୁ ପ୍ରଭାବିତ କଲେ ରାହାନେ..ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ସ୍ଥାନ ପକ୍କା!

ଡୋମିନିକା,୧୮।୭: ଭାରତୀୟ ଟିମ୍‌ର ଷ୍ଟାର ପ୍ଲେୟାର ଅଜିଙ୍କ୍ୟ ରାହାନେ ନିଜର ବ୍ୟାଟିଂରେ କୋଚ୍‌ ବିକ୍ରମ ରାଠୋର(ବ୍ୟାଟିଂ)ଙ୍କୁ ପ୍ରଭାବିତ କରିଛନ୍ତି। ଏହି କାରଣରୁ ବିକ୍ରମ ତାଙ୍କୁ ଦକ୍ଷିଣ ଆଫ୍ରିକା ଗସ୍ତରେ ସାମିଲ କରିବାକୁ ପରାମର୍ଶ ଦେଇଛନ୍ତି। ନିଜ ପ୍ରତ୍ୟାବର୍ତ୍ତନରେ ବେଶ୍‌ ଆଶ୍ୱସ୍ତ ହୋଇ…

ଅଜଣା ଜନ୍ତୁ ଠାବ ପାଇଁ ଲାଗିଲା କ୍ୟାମେରା

ଢେଙ୍କାନାଳ,୧୮ା୭(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ସୋଗରପଶି ପଞ୍ଚାୟତ ଆରଦା ଗ୍ରାମରେ ଶନିବାର ଭୋର ସମୟରେ ଚାଷୀ ସାଧୁଚରଣ ରାଉତଙ୍କ ଗୁହାଳରେ ଥିବା ୪୨ ମେଣ୍ଢାଙ୍କ ମୃତ୍ୟୁ ହୋଇଥିଲା। କୌଣସି ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢାଗୁଡିକ ମୃତ୍ୟୁ ହୋଇଥିବା ସନ୍ଦେହ…

ପାଇକ ପୁରୁଣାକୋଟ ରାସ୍ତାରେ ୩୮ ହାତୀ

ଢେଙ୍କାନାଳ,୧୮ା୭(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ ପାଇକ ପୁରୁଣାକୋଟ ଗ୍ରାମ ରାସ୍ତାରେ ୨ଦିନ ହେବ ୩୮ ହାତୀ ଚଳପ୍ରଚଳ କରୁଥିବାରୁ ଅଞ୍ଚଳବାସୀ ଓ ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହି ହାତୀପଲ ଅନୁଗୋଳ ଜିଲା ବନ୍ତଳା ଅଞ୍ଚଳରୁ ହିନ୍ଦୋଳ ରେଞ୍ଜ…

ସ୍ନୋ ପାଉଡର

ପିଲାଦିନରୁ ସ୍ନୋ ପାଉଡର ବିଷୟରେ ସମସ୍ତେ ଶୁଣିଥାନ୍ତି। ଭାରତ କେବଳ ନୁହେଁ, ସମଗ୍ର ବିଶ୍ୱର ଗ୍ରାମାଞ୍ଚଳଠାରୁ ଆରମ୍ଭକରି ସହରାଞ୍ଚଳ ପର୍ଯ୍ୟନ୍ତ ସବୁଆଡ଼େ, ବିଶେଷକରି ମହିଳାମାନଙ୍କ ପାଇଁ, ବିଭିନ୍ନ ପ୍ରକାର କ୍ରିମ୍‌,ସ୍ନୋ, ପାଉଡର, ଅତର, ଲିପ୍‌ଷ୍ଟିକ, ନେଲ୍‌ପଲିସ ଭଳି ବିଭିନ୍ନ ସାମଗ୍ରୀ ପ୍ରବଳ…

କୋଇଲା ଖଣିରେ ଶ୍ରମିକ ମୃତ : ଚପା ଉତ୍ତେଜନା

ତାଳଚେର,୧୮।୭( ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଏକ କୋଇଲା ଖଣିର ଜଣେ ଡମ୍ଫର ଅପରେଟରଙ୍କ ମଙ୍ଗଳବାର ସାଇଲୋ ଅଫିସ ନିକଟରେ ମୃତ୍ୟୁ ଘଟିଛି। ସେ ହେଲେ ବଲଣ୍ଡାର ସୁଶାନ୍ତ କୁମାର ପ୍ରଧାନ । ସୁଶାନ୍ତ ନିଜେ ଚଳାଉଥିବା ଡମ୍ଫର ନିଜ…

ଦୁଇଗୁଣା ଟୋଲ୍‌ ଫି, ଶ୍ରଦ୍ଧାଳୁଙ୍କୁ ଶୋଷଣ

ଢେଙ୍କାନାଳ,୧୮ା୭(ରତନ ନାୟାର): ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସକୁ ଶ୍ରାବଣ ମାସରେ ଜଳଲାଗି ପାଇଁ ଆସୁଥିବା ଶ୍ରଦ୍ଧାଳୁମାନଙ୍କଠାରୁ ଦୁଇଗୁଣା ଟୋଲ୍‌ ଫି ଆଦାୟ କରାଯାଉଛି। ଏପରି କି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକରେ କରାଯାଇଥିବା ନିଷ୍ପତ୍ତିକୁ ଟୋଲଗେଟ୍‌ ନିଲାମଧାରୀ ସମ୍ପୂର୍ଣ୍ଣ ଭାବେ ବେଖାତିର…

ରୋହିତଙ୍କ ପରେ କିଏ ହେବ ଭାରତର ଅଧିନାୟକ? ଏହି ୩ ଖେଳାଳିଙ୍କୁ ପ୍ରସ୍ତୁତ କରୁଛି ବିସିସିଆଇ!

ନୂଆଦିଲ୍ଲୀ,୧୮।୭: ବର୍ତ୍ତମାନ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଅଛି ଭାରତୀୟ କ୍ରିକେଟ ଟିମ୍‌। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଦଳ ଦୁଇ ଟେଷ୍ଟ ବିଶିଷ୍ଟ ସିରିଜର ପ୍ରଥମ ମୁକାବିଲାକୁ ଜିତିନେଇଛି। ୩୬ ବର୍ଷୀୟ ରୋହିତଙ୍କ ନେତୃତ୍ୱରେ ଦଳ ଚଳିତ ବର୍ଷ ଦିନିକିଆ ବିଶ୍ୱକପ୍‌ ଖେଳିବ। ଏହାପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?