Home Left

ଶାର୍ଦ୍ଦୂଳ,ଗୁରବାଜଙ୍କ ଅର୍ଦ୍ଧଶତକ

କୋଲକାତା,୭ା୪: କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଅନୁଷ୍ଠିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ନବମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ବିପକ୍ଷରେ ଚମତ୍କାର ଅର୍ଦ୍ଧଶତକ ହାସଲ କରିଛନ୍ତି ଶାର୍ଦ୍ଦୂଳ ଠାକୁର ଓ ରହମାନଉଲ୍ଲା ଗୁରବାଜ। ଉଭୟ ଖେଳାଳିଙ୍କ ଅର୍ଦ୍ଧଶତକ ବଳରେ କୋଲକାତା ନାଇଟ…

ବେବି ରେସର

ଅଙ୍କାରା: ଜଣେ ଗାଡ଼ି ଚଲାଇବାକୁ ହେଲେ ସେ ସାବାଳିକା/ସାବାଳକ ହୋଇଥିବ ଏବଂ ତାଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ରହିବା ନିହାତି ଆବଶ୍ୟକ। କିନ୍ତୁ ବର୍ତ୍ତମାନ ସମୟରେ ଅନେକେ ଏହି ନିୟମକୁ ମାନୁନାହାନ୍ତି। ଛୋଟ ପିଲାମାନେ ମଧ୍ୟ ଗାଡ଼ି ଚଲାଉଥିବା ଦେଖିବାକୁ ମିଳୁଛି।…

ବର୍ଷାରେ ରାସ୍ତା-ଡ୍ରେନ୍‌ ଏକାକାର

କଟକ ଅଫିସ,୭ା୪: କାଳବୈଶାଖୀ ପ୍ରଭାବରେ ଗୁରୁବାର ଅପରାହ୍ନରେ କଟକ ସହରର ବିଭିନ୍ନ ସ୍ଥାନରେ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ହୋଇଛି। କେତେକ ସ୍ଥାନରେ ଗଛ ଉପୁଡି ପଡିଥିବା ଦେଖିବାକୁ ମିଳିଛି। ପବନରେ ବାଲିଯାତ୍ରା ଉପର ପଡିଆରେ ପଡିଥିବା ଅନ୍ତର୍ଜାତୀୟ…

କର୍ମଚାରୀଙ୍କୁ ୮ ଲକ୍ଷ ଟଙ୍କାର ଥ୍ୟାଙ୍କ୍‌ ୟୁ ବୋନସ୍‌

ୱାଶିଂଟନ: ଅନେକ ଅନୁଷ୍ଠାନର ଲାଭ ହେଲେ ଅନୁଷ୍ଠାନ ପ୍ରତିଷ୍ଠାତା ଖୁସି ହୋଇ ତାଙ୍କ କର୍ମଚାରୀଙ୍କୁ ବୋନସ୍‌ ଦେଇଥାନ୍ତି। ହେଲେ ନିକଟରେ ଆମେରିକାର ଏକ କମ୍ପାନୀ ତାଙ୍କ କର୍ମଚାରୀଙ୍କ ଥ୍ୟାଙ୍କ୍‌ ୟୁ ବୋନସ୍‌ ଦେଇଛନ୍ତି। ଯେଉଁଥିପାଇଁ କର୍ମଚାରୀମାନେ ତାଙ୍କ ବସ୍‌ଙ୍କୁ ବିଶ୍ୱର ସବୁଠୁ…

ମୂଲ୍ୟବାନ୍‌ ଗଛ କାଟିନେଲେ

ରସୁଲପୁର,୭ା୪(ଡି.ଏନ.ଏ.): ରସୁଲପୁର ତହସିଲ ଅନ୍ତର୍ଗତ ପ୍ରଥମାଖଣ୍ଡି ପଞ୍ଚାୟତ ସଡ଼ମ୍ବା ଗ୍ରାମ ଦେଇ ଯାଇଥିବା ପୁରୁଣା ଜାତୀୟ ରାଜପଥ ପାର୍ଶ୍ୱରୁ ଗ୍ରାମର ୨ ବ୍ୟକ୍ତି ରାତି ଅଧିଆ ମୂଲ୍ୟବାନ ଜଙ୍ଗଲି ଗଛଗୁଡ଼ିକୁ କାଟି ନେଇଛନ୍ତି। ଏନେଇ ଗ୍ରାମର ବୀରବର ପଲେଇ ଚଣ୍ଡିଖୋଲ ଜଙ୍ଗଲ…

ଅନ୍‌ଲାଇନ ଗେମିଂ ପାଇଁ ନୂଆ ନିୟମ

ନୂଆଦିଲ୍ଲୀ, ୭ା୪: କେନ୍ଦ୍ର ସରକାର ଅନ୍‌ଲାଇନ ଗେମିଂ ପାଇଁ ଗୁରୁବାର ନୂଆ ନିୟମାବଳୀ ଜାରି କରିଛନ୍ତି। କୌଣସି ଗେମ୍‌ରେ ବେଟିଂ ଏବଂ ଜୁଆ ସମ୍ପୃକ୍ତ ଥିଲେ ତାହାକୁ ନିଷେଧ କରାଯିବ। ଏଥିପାଇଁ ଏକାଧିକ ଏସ୍‌ଆର୍‌ଓ (ସେଲ୍ଫ ରେଗୁଲେଟୋରି ଅର୍ଗାନାଇଜେଶନ) ରହିବ। ଏସ୍‌ଆର୍‌ଓରେ…

୨୦୦ ବିଲିୟନ ଡଲାର ସମ୍ପତ୍ତିର ଅଧିକାରୀ ବର୍ନାର୍ଡ

ଓ୍ବାଶିଂଟନ୍‌, ୬।୪: ଲୁଇସ୍‌ ଭିଟୋନ (ଏଲ୍‌ଭିଏମ୍‌ଏଚ୍‌) ଅଧ୍ୟକ୍ଷ ତଥା ସିଇଓ ବର୍ନାର୍ଡ ଅର୍ନଲ୍ଟ ଏବେ ୨୦୦ ବିଲିୟନ୍‌ ଡଲାର ସମ୍ପତ୍ତିର ମାଲିକ। ନିକଟରେ ଫୋର୍ବସ୍‌ ପକ୍ଷରୁ ପ୍ରକାଶ ପାଇଥିବା ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକାର ଶୀର୍ଷରେ ଥିବା ବର୍ନାର୍ଡଙ୍କ ସମ୍ପତ୍ତିରେ…

ସିଏନ୍‌ଜି, ପିଏନ୍‌ଜି ଶସ୍ତା ହେବ

ନୂଆଦିଲ୍ଲୀ, ୭ା୪: ପ୍ରାକୃତିକ ବାଷ୍ପ ଦାମ୍‌ ନିର୍ଦ୍ଧାରଣ ଲାଗି ସରକାର ଏକ ନୂଆ ପଦ୍ଧତିକୁ ଅନୁମୋଦନ କରିଛନ୍ତି। ଉକ୍ତ ପଦ୍ଧତି ଅନୁଯାୟୀ ପୁରୁଣା ଗ୍ୟାସ୍‌ ଫିଲ୍ଡରୁ ଉତ୍ତୋଳନ ହେଉଥିବା ଏପିଏମ୍‌ ଗ୍ୟାସ୍‌ ଦର ଆମେରିକା, କାନାଡ଼ା, ରୁଷିଆ ଭଳି ବଳକା ରାଷ୍ଟ୍ରର…

ତରଭୁଜ କିଆରିରେ ଟ୍ରାକ୍ଟର ମଡ଼ାଇଲେ

ବରଗଡ଼ ଅଫିସ୍‌/ପଦ୍ମପୁର, ୭।୪(ଡି.ଏନ.ଏ.): ଅଦିନିଆ ବର୍ଷା ପରେ ଗୁଳୁଗୁଳି ଯୋଗୁ ବରଗଡ଼ ଜିଲାର ତରଭୁଜ ଫସଲ ପ୍ରଭାବିତ ହୋଇଛି। ଫସଲ ନଷ୍ଟ ହେବାରୁ ଜିଲାର ପଦ୍ମପୁର ଉପଖଣ୍ଡ ଜମଲା ପଞ୍ଚାୟତ ଅନ୍ତର୍ଗତ କୁଦୋପାଲି ଗ୍ରାମର ଚାଷୀ କ୍ଷୀରୋଦ୍ର ମୁନା ତାଙ୍କ ତରଭୁଜ…

ଯୌନ ସଂଭୋଗ ଏକ ସୁନ୍ଦର ଅନୁଭବ: ପୋପ୍‌

ରୋମ୍‌, ୭।୪: ଈଶ୍ୱରପ୍ରଦତ୍ତ ଜିନିଷଗୁଡ଼ିକ ମଧ୍ୟରୁ ଯୌନ ସଂଭୋଗ ସବୁଠାରୁ ସୁନ୍ଦର ଅନୁଭବ ବୋଲି ବୁଧବାର ପ୍ରକାଶିତ ଡକ୍ୟୁମେଣ୍ଟାରିରେ ପୋପ୍‌ ଫ୍ରାନ୍ସିସ୍‌ ଉଲ୍ଲେଖ କରିଛନ୍ତି। ଗତବର୍ଷ ଡିଜ୍‌ନୀ ପ୍ଲସ୍‌ ପ୍ରଡକ୍ସନ୍‌ ପକ୍ଷରୁ ‘ଦ ପୋପ୍‌ ଆନ୍‌ସରର୍ସ’ ଡକ୍ୟୁମେଣ୍ଟାରି ପ୍ରସ୍ତୁତ କରାଯାଇଥିଲା। ଯେଉଁଥିରେ…

୪୫ ୱାର୍ଡସଭ୍ୟ ପଦ ପାଇଁ ୭୫ ପ୍ରାର୍ଥତ୍ପତ୍ର ଦାଖଲ

ଧର୍ମଶାଳା,୭ା୪(ଡି.ଏନ.ଏ.): ଧର୍ମଶାଳା ବ୍ଲକ ଅଞ୍ଚଳରେ ଖାଲିପଡ଼ିଥିବା ୨୯ ପଞ୍ଚାୟତର ୪୫ ୱାର୍ଡ ସଭ୍ୟ ଆସନ ପାଇଁ ମେ’ ୨ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଗୁରୁବାର ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ସୁଦ୍ଧା ୪୫ ୱାର୍ଡ ପଇଁ ୭୫ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥତ୍ପତ୍ର…

୨ ଭାରତୀୟ ଖବରଦାତାଙ୍କ ଭିଜା ସିଜ୍‌ କଲା ଚାଇନା

ନୂଆଦିଲ୍ଲୀ,୭ା୪: ଭାରତର ୨ ଜଣ ଖବରଦାତାଙ୍କ ଭିଜାକୁ ଚାଇନା ବାଜ୍ୟାପ୍ତ କରିଛି। ସେମାନେ ହେଲେ ‘ଦି ହିନ୍ଦୁ’ର ଅନନ୍ତ କ୍ରିଷ୍ଣନ୍‌ ଓ ପ୍ରସାର ଭାରତୀ ସାମ୍ବାଦିକ ଅଂଶୁମାନ ମିଶ୍ର। ଉଭୟେ ବର୍ତ୍ତମାନ ଭାରତରେ ଥିବାବେଳେ ଚାଇନାକୁ ଯିବା ପାଇଁ ଅନୁମତି ପାଇବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri