ଖୋଲିବ ଏନ୍ସିସି ଟ୍ରେନିଂ କମ୍ପ୍ଲେକ୍ସ, ୨ ବାଟାଲିୟନ
ଛତ୍ରପୁର,୭।୪(ଡି.ଏନ୍.ଏ):: ଗଞ୍ଜାମ ଜିଲା ବ୍ରହ୍ମପୁରରେ ଏନ୍ସିସି ଟ୍ରେନିଂ କମ୍ପ୍ଲେକ୍ସ, ଗ୍ରୁପ ହେଡକ୍ୱାର୍ଟର ଏବଂ ୨ ବାଟାଲିୟନ ପାଇଁ ଜମି ଚିହ୍ନଟ ବିଳମ୍ବ ହେଉଛି। ଏନେଇ ପୁଣି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କୁ ଚିଠି ଆସିଛି। ଏନ୍ସିସି ଟ୍ରେନିଂ…
ଦେଶର ପ୍ରଗତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶିକ୍ଷିତ ହେବା ଆବଶ୍ୟକ: ଜେଲରେ ଥାଇ ଚିଠି ଲେଖିଲେ ସିସୋଡିଆ
ନୂଆଦିଲ୍ଲୀ,୭।୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଠପଢା ଡିଗ୍ରୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତିହାର ଜେଲରେ ଥାଇ ସିସୋଡିଆ ଦେଶ ପାଇଁ ଏକ ଚିଠି…
ପରୀକ୍ଷାଫଳକୁ ନେଇ ଦ୍ବନ୍ଦ୍ୱରେ ଛାତ୍ରୀଛାତ୍ର
ବାରିପଦା ଅଫିସ,୭ା୪: ବାରିପଦା ତକତପୁରସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମ୍ମିଳିତ ବି.ଇଡି. ଏମ.ଇଡି. ଛାତ୍ରୀଛାତ୍ରମାନଙ୍କ ପରୀକ୍ଷାଫଳକୁ ନେଇ ଲାଗିଥିବା ଦ୍ୱନ୍ଦ୍ୱର ସମାଧାନ ପାଇଁ ଦାବି କରିଛନ୍ତି। ବିଭାଗର ଶେଷ ବର୍ଷ ଛାତ୍ର ତଥା ମୟୂରଭଞ୍ଜ ଜିଲା ବିଜୁ ଛାତ୍ର…
ଅପହଞ୍ଚ ଗାଁର ଆଲୋକବର୍ତ୍ତିକା ‘ଅନନ୍ୟା’
ଢେଙ୍କାନାଳ ଅଫିସ,୭।୪: ‘ମାନବ ସେବା ହିଁ ମାଧବ ସେବା’। ଏହି ଉକ୍ତିକୁ ଯଥାର୍ଥରେ ପ୍ରତିପାଦନ କରିଛନ୍ତି ଢେଙ୍କାନାଳର ଯୁବ ସାମାଜିକ କର୍ମୀ ତଥା ସାମାଜିକ ସାଂସ୍କୃତିକ ବିକାଶ ସଂଘର ସମ୍ପାଦିକା ଅନନ୍ୟା ଦାସ। ନିରାଶ୍ରୟଙ୍କୁ ସହାୟତା ଯୋଗାଇ ଦେବା, ବିପଦରେ ପଡ଼ିଥିବା…
୩ କୋଟିର ରାସ୍ତା ୬ ମାସରେ ଖଣ୍ଡ ଖଣ୍ଡ
ପାଟଣା,୭ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ରାଜନଗର ପଞ୍ଚାୟତ ରାଜନଗର ମଝିସାହିରେ ୬ ମାସ ପୂର୍ବେ ନିର୍ମିତ କଂକ୍ରିଟ୍ ରାସ୍ତା ଭାଙ୍ଗି ଗରଗର ହୋଇଯାଇଛି। ନିମ୍ନମାନର କାର୍ଯ୍ୟ ଯୋଗୁ ଏଭଳି ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ପରେ ରାସ୍ତା ମରାମତି କରାଯାଇଥିବା…
କମୁନି ଦୁର୍ଦ୍ଦଶା,ସରୁନି ଦୁଃଖ
କେନ୍ଦୁଝର,୭ା୪: ସ୍ବାମୀଙ୍କ ଶୁଦ୍ଧିକ୍ରିୟା ପାଇଁ ୫ ହଜାର ଟଙ୍କା ଧାର ଆଣି ଶୁଝି ନ ପାରିବା ଯୋଗୁ ୨ପୁଅଙ୍କୁ ବନ୍ଧକ ରଖି ୭ବର୍ଷ ତଳେ ଚର୍ଚ୍ଚାକୁ ଆସିଥିବା କେନ୍ଦୁଝର ଜିଲା ଚମ୍ପୁଆ ପୌରପାଳିକା ଅଧୀନ ୧ ନଂ. ଓ୍ବାର୍ଡ ଗୋଧୂଳି ଗ୍ରାମର…
ଗାଁମୁହାଁ ବନ୍ୟପ୍ରାଣୀ, ବଢୁଛି ଭୟ
ଯୋଡ଼ା/ କେନ୍ଦୁଝର,୭ା୪(ଡି.ଏନ୍.ଏ/ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ-ମଣିଷ ଲଢ଼େଇ ପରେ ଏବେ ବାର୍ହା-ମଣିଷ ଲଢ଼େଇ ବନ ବିଭାଗ ପାଇଁ ଚିନ୍ତାର ବିଷୟ ହୋଇଛି। ଖାଦ୍ୟ ଅଭାବ ଓ ଜଙ୍ଗଲ ନିଆଁ କାରଣରୁ ବନ୍ୟପ୍ରାଣୀ ଗାଁମୁହାଁ ହେଉଥିବା ବେଳେ ବନ ବିଭାଗ ସେମାନଙ୍କୁ ସୁରକ୍ଷା…
କେକେଆର୍ର ବିଜୟ ପରେ ବିରାଟ କୋହଲିଙ୍କୁ ଧରି ନାଚିଲେ କିଙ୍ଗ୍ ଖାନ
କୋଲକାତା,୭।୪: କୋଲକାତାର ଇଡେନ ଗାର୍ଡେନ୍ସରେ ଗୁରୁବାର କୋଲକାତା ନାଇଟ ରାଇଡର୍ସ(କେକେଆର୍) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିିବି) ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ ଦେଖିବା ପାଇଁ ବଲିଉଡର କିଙ୍ଗ୍ ଖାନ ତଥା କେକେଆର୍ର ମାଲିକ ମଧ୍ୟ ପହଞ୍ଚିଥିଲେ। ତେବେ ମ୍ୟାଚ୍ରେ କେକେଆର୍ ଆରସିବିକୁ…
ଘରୋଇ ବିଦ୍ୟାଳୟ ଆରଟିଇ ନିୟମ ମାନୁନାହାନ୍ତି
ରାଜନଗର,୭ା୪(ଡି.ଏନ.ଏ.): ଶିକ୍ଷା ଅଧିକାର ଆଇନ (ଆରଟିଇ)କୁ ଶିକ୍ଷାକୁ ବ୍ୟବସାୟରେ ପରିଣତ କରିଥିବା କେତେଗୋଟି ଘରୋଇ ବିଦ୍ୟାଳୟ ମାନୁନାହଁାନ୍ତି। ଘରୋଇ ବିଦ୍ୟାଳୟଗୁଡିକରେ ଆର୍ଥତ୍କ ଅନଗ୍ରସର ପିଲାଙ୍କୁ ମାଗଣାରେ ପାଠ ପଢ଼ାଇବାର ନିୟମ ଥିବାବେଳେ ରାଜନଗରର କୌଣସି ଘରୋଇ ବିଦ୍ୟାଳୟ ୧୦ବର୍ଷ ଭିତରେ ଏହାକୁ…
ଆଜି ଉତ୍ତରପ୍ରଦେଶ ଗସ୍ତରେ ଯିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା
ନୂଆଦିଲ୍ଲୀ,୭।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଉତ୍ତରପ୍ରଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଅମିତ ଶାହା କୌଶମ୍ବି ଉତ୍ସବ-୨୦୨୩ର ଉଦ୍ଘାଟନ କରିବେ ଏବଂ ଆଜମଗଡ଼ରେ ୪,୫୬୭ କୋଟି ଟଙ୍କା ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ…
ଅବ୍ୟବସ୍ଥା ଘେରରେ ମା’ ରାମଚଣ୍ଡୀ ପୀଠ
ମହାକାଳପଡ଼ା,୭ା୪(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲାର ପ୍ରମୁଖ ଶକ୍ତିପୀଠ ଦରିଆପାରି ମା’ ରାମଚଣ୍ଡୀଙ୍କ ବିଜେସ୍ଥଳୀ ମହାକାଳପଡ଼ା ବ୍ଲକ ରାମନଗରଠାରେ ଆସନ୍ତା ମହାବିଷୁବ ସଂକ୍ରାନ୍ତିରେ ଝାମୁଯାତ୍ରା ଅନୁଷ୍ଠିତ ହେବ। ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହେବ। ଦୂରଦୂରାନ୍ତରୁ ଆସୁଥିବା ବ୍ୟବସାୟୀଙ୍କ ଘରକରଣା…
ବିଜୁବାବୁ, ନେହେରୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଦେଲେ
ପାରାଦୀପ,୭।୪(ସ୍ବ.ପ୍ର.): ପାରାଦୀପର ଅଠରବାଙ୍କି ବାଲିପ୍ଲଟ ମାଛ ଗଦିରେ ଥିବା କଳିଙ୍ଗ କର୍ଣ୍ଣଧାର ମତ୍ସ୍ୟଜୀବୀ ସମବାୟ ସମିତି ଘର ଉପରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ଜବହାରଲାଲ ନେହେରୁଙ୍କ ପ୍ରତିମୂର୍ତ୍ତିକୁ ଗୁରୁବାର ସନ୍ଧ୍ୟାରେ ଭଙ୍ଗା ଯାଇଥିବା ଅଭିଯୋଗ ହୋଇଛି। ପାଖରେ…
Archives


