ଅଭିନେତ୍ରୀ ଅମୀଷା ପଟେଲଙ୍କ ନାଁରେ ୱାରେଣ୍ଟ ଜାରି
ରାଞ୍ଚି,୭।୪: ଠକେଇ ଓ ଚେକ ବାଉନ୍ସ ମାମଲାରେ ବଲିଉଡ ଅଭିନେତ୍ରୀ ଅମୀଷା ପଟେଲ ଓ ତାଙ୍କ ବିଜନେସ ପାର୍ଟନର କ୍ରୁନାଲଙ୍କ ବିରୋଧରେ ରାଞ୍ଚିର ଏକ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି। ଝାଡଖଣ୍ଡର ଫିଲ୍ମ ପ୍ରଡ୍ୟୁସର ଅଜୟ କୁମାର ସିଂ ଅମୀଷା ପଟେଲ…
ଖାତାରେ ଜମା ନାଁରେ ୧୫ ଲକ୍ଷ ଆତ୍ମସାତ୍
ଭୁବନେଶ୍ୱର,୭।୪ (ବ୍ୟୁରୋ): ଲୋକଙ୍କଠାରୁ ଟଙ୍କା ଆଦାୟ କରି ଜମା ନାଁରେ ୧୫ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଲିଙ୍ଗରାଜ ଥାନା ପୋଲିସ ଜଣେ ମହିଳା ଡାକ ଏଜେଣ୍ଟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଉକ୍ତ…
ସନ୍ଧ୍ୟା ହେଲେ ସହରରେ ଅନ୍ଧାର ଭୟ
ଜଗତ୍ସିଂହପୁର ଅଫିସ,୭ା୪: ସନ୍ଧ୍ୟା ହେଲେ ଜଗତ୍ସିଂହପୁର ସହରରେ ଲୋକଙ୍କୁ ଅନ୍ଧାରୀ ଭୟ ଘାରୁଛି। କାରଣ ସହରର ପାଖାପାଖି ୬୦୦ ଖୁଣ୍ଟରେ ଏଲ୍ଇଡି ଲାଇଟ୍ ଜଳୁନି। ରାତିରେ କୌଣସି ଝିଅ, ବୋହୂ ବାହାରକୁ ବାହାରିବାକୁ ଡରୁଛନ୍ତି। ଯଦି କୌଣସି ଜରୁରୀ କାମରେ ଯିବା…
ବରପୁତ୍ରଙ୍କୁ ଅସମ୍ମାନ କରା ନ ଯାଉ: ଧର୍ମେନ୍ଦ୍ର
ଭୁବନେଶ୍ବର, ୭ା୪(ବ୍ୟୁରୋ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଅନୁଗୋଳର ଗୋପବନ୍ଧୁ ପାର୍କରେ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନା ନେଇ ଉପୁଜିଥିବା ବିବାଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି। ଓଡ଼ିଶା ପ୍ରଶାସନ ପୂର୍ବପୁରୁଷଙ୍କୁ…
ପ୍ରତିଷ୍ଠା ଦିବସ ପାଳିଲା ଭାଜପା
ଭୁବନେଶ୍ବର, ୭ା୪(ବ୍ୟୁରୋ): ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଗୁରୁବାର ଅନୁଷ୍ଠିତ ଦଳର ସ୍ଥାପନା ଦିବସ ପାଳନ ଅବସରରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ କନକ ବର୍ଦ୍ଧନ ସିଂହଦେଓ ଦଳୀୟ ପତାକା ଉତ୍ତୋଳନ କରିଛନ୍ତି। ଏହା ସହିତ ଦଳର ପ୍ରତିଷ୍ଠାତା ସଭାପତି…
ଯୁଗ୍ମ ତଦନ୍ତ କଲେ ଓଆର୍ଏସ୍ଏସି,ମାଇନିଂ ଅଫିସର
ନୟାଗଡ଼ ଅଫିସ,୭।୪: ନୟାଗଡ଼ ଜିଲା ଓଡ଼ଗାଁ ତହସିଲ ଗୋତିସାହି ଆରଆଇ ଅଫିସର ପୁଆଣିଆଁସ୍ଥ ଟାଙ୍ଗିରି ପାହାଡ଼ ପଥର ଖଣିକୁୂ ଓଡିଶା ସ୍ପେଶ ଆପ୍ଲିକେଶନ (ଓଆରଏସଏସି)ର ୫ଜଣିଆ ଟିମ୍ ଓ ମାଇନିଂ ଅଫିସର ତଥା ଓଡ଼ଗାଁ ତହସିଲଦାର ଅନୀଲ କୁମାର ଆଚାର୍ଯ୍ୟ ଗୁରୁବାର…
୧୨ ମିନିଟ୍ରେ ୫୦ ଲକ୍ଷ କୋଟିର ବଜେଟ ଗୃହୀତ କରାଇନେଲେ: ଖାର୍ଗେ
ନୂଆଦିଲ୍ଲୀ, ୭ା୪: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଗଣତାନ୍ତ୍ରିକ ନିୟମାନୁଯାୟୀ ପାର୍ଲାମେଣ୍ଟରେ ଆଲୋଚନା କରିବାକୁ ସୁଯୋଗ ଦେଉ ନ ଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ବିରୋଧୀ ଗୃହକୁ ଅଚଳ କରି ରଖିଥିବା ଭାଜପା ଅଭିଯୋଗ…
ଶାନ୍ତିପୂର୍ଣ୍ଣ ଭାବେ ପାଳନ ହେଲା ହନୁମାନ ଜୟନ୍ତୀ
କୋଲକାତା,୭।୪: ପଶ୍ଚିମବଙ୍ଗରେ ହନୁମାନ ଜୟନ୍ତୀ ଶାନ୍ତିପୂର୍ଣ୍ଣ ଭାବେ ସମ୍ପର୍ଣ୍ଣ ହୋଇଛି। ତେବେ ରାମ ନବମୀ ମହୋତ୍ସବରେ ଦେଖାଯାଇଥିବା ହିଂସାର ପୁନରାବୃତ୍ତି ନହେବା ପାଇଁ ସୁରକ୍ଷା ବାହିନୀ ପୂରା ରାଜ୍ୟରେ ନଜର ରଖିଥିଲେ। କୋଲକାତା ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ପରେ କେନ୍ଦ୍ରୀୟ ସଶସ୍ତ୍ର…
ଇଂଲିଶ୍ ନୁହେଁ, ଓଡ଼ିଆରେ ଆସିବ ବିଦ୍ୟୁତ୍ ବିଲ୍
ନୟାଗଡ଼ ଅଫିସ,୭।୪: ବିଦ୍ୟୁତ୍ ଗ୍ରାହକଙ୍କ ପାଇଁ ଖୁସି ଖବର । ଏଣିକି ବିଦ୍ୟୁତ୍ ବିଲ୍ ଆଉ ଇଂଲିଶରେ ନ ଆସି ଓଡିଆରେ ଗ୍ରାହକଙ୍କ ପାଖକୁ ଆସିବ । ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେବାକୁ ଥିଲେ ଲାଲ ରଙ୍ଗରେ ଲେଖା ଥାଇ ନୋଟିସ୍…
ଅବକ୍ଷୟମୁଖୀ ଚଇତି ଘୋଡ଼ାନାଚ
ଖଣ୍ଡପଡ଼ା,୭ା୪(ସ୍ବ.ପ୍ର.): ବୃତ୍ତି ସହ ପର୍ବର ସମ୍ପର୍କ ଭିତରେ ଉଜ୍ଜୀବିତ ଆମର ପରମ୍ପରା। କୈବର୍ତ୍ତ ସମ୍ପ୍ରଦାୟର ଲୋକଙ୍କ ଆରାଧ୍ୟ ହେଉଛନ୍ତି ମା’ବାସୁଳୀ। ଘୋଡ଼ାନାଚ ବାସୁଳୀ ପୂଜାର ଅଂଶ ବିଶେଷ। ଆମ କଳା ସଂସ୍କୃତିକୁ ପରିପୁଷ୍ଟ କରିବା ଦିଗରେ ଘୋଡ଼ାନାଚର ବହୁ ଅବଦାନ ରହିଛି।…
ଜୁଲମ କରୁଛି ବିଦ୍ୟୁତ୍ ବିଭାଗ, ଉପଭୋକ୍ତା ଅତିଷ୍ଠ
ନୟାଗଡ଼ ଅଫିସ,୬ା୪: ନୟାଗଡ଼ ଜିଲାରେ ବିଦ୍ୟୁତ୍ ବିଭାଗର ମନମାନି ବଢ଼ି ଚାଲିଛି। ଏଥିପାଇଁ ଉପଭୋକ୍ତାମାନେ ଆର୍ଥିକ ଓ ମାନସିକସ୍ତରରେ ନିର୍ଯାତିତ ହେଉଛନ୍ତି। ଅଭିଯୋଗ ସତ୍ତ୍ୱେ ପ୍ରତିକାର ପାଇଁ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଅଧିକାଂଶ ଉପଭୋକ୍ତା ଅଭିଯୋଗ କରି ଥକିପଡ଼ିବା ପରେ ବାଧ୍ୟ…
ହିରୋର ଭିଆର୍ଏସ୍ ଯୋଜନା
ନୂଆଦିଲ୍ଲୀ,୭।୪: ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ପକ୍ଷରୁ ଏକ ଅଭିନବ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି କମ୍ପାନୀର କର୍ମଚାରୀଙ୍କ ଲାଗି ଭଲ୍ୟୁଣ୍ଟାରି ରିଟାୟାରମେଣ୍ଟ ସ୍କିମ୍ (ଭିଆର୍ଏସ୍)ର ଶୁଭାରମ୍ଭ କରାଯାଇଛି। ଏପରିକି କମ୍ପାନୀକୁ ଆଗାମୀ ପିଢ଼ି ପାଇଁ…
Archives


