Home Left

‘ଷ୍ଟୁଡେଣ୍ଟ ଅଫ ଦ ଇୟର ୩’ରେ ଆଉ ଜଣେ ଷ୍ଟାର କିଡଙ୍କୁ ଲଞ୍ଚ କରିବେ କରଣ

ମୁମ୍ବାଇ: ବଲିଉଡର ଜଣାଶୁଣା ଫିଲ୍ମ ମେକର କରଣ ଜୋହର ତାଙ୍କର ହାଇସ୍କୁଲ କମେଡି ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ର ତୃତୀୟ ଭାଗ ଆଣିବାକୁ ଯାଉଛନ୍ତି। ପ୍ରଥମ ଭାଗରେ ସେ ଆଲିଆ ଭଟ୍ଟ, ବରୁଣ ଧଓ୍ବନ ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଫିଲ୍ମ…

ମଣିପୁରରେ ହଜାର ହଜାର ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ

ଇମ୍ଫାଲ,୨୦ା୭: ମଣିପୁରରେ ଦୀର୍ଘ ଅଢ଼େଇମାସ ଧରି ସଂଘର୍ଷ ଲାଗି ରହିଥିବା ବେଳେ ୨ଜଣ ଆଦିବାସୀ ମହିଳାଙ୍କୁ ଉଲଗ୍ନକରି ରାସ୍ତାରେ ବୁଲାଯାଇଥିବା ଭିଡିଓ ଭାଇରାଲ ହୋଇଛି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଶୁକ୍ରବାର ସମ୍ପୃକ୍ତ ଘଟଣାକୁ ନେଇ ମଣିପୁରର…

ଅମରନାଥ ଧାମରେ ପହଞ୍ଚିଲେ ସାରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ଜଣେ ମୁସଲମାନ ହୋଇପାରନ୍ତି, କିନ୍ତୁ ସେ ହିନ୍ଦୁ ଧର୍ମକୁ ମଧ୍ୟ ଗୁରୁତ୍ୱ ଦିଅନ୍ତି। ପ୍ରାୟତଃ ଅଭିନେତ୍ରୀ ଭଗବାନ ଶିବଙ୍କୁ ପୂଜା କରୁଥିବାର ଦେଖାଯାଏ। ଏଥି ସହିତ ନିକଟରେ ସେ ଜମ୍ମୁ-କଶ୍ମୀରର ଅମରନାଥ ଧାମ…

ବ୍ରିଜ୍‌ଭୂଷଣଙ୍କୁ ଆଶ୍ୱସ୍ତି: ମିଳିଲା ଜାମିନ

ନୂଆଦିଲ୍ଲୀ,୨୦।୭: ମହିଳା କୁସ୍ତିଯୋଦ୍ଧାଙ୍କୁ ନିର୍ଯାତନା ମାମଲାରେ ଭାଜପା ଏମ୍‌ପି ବ୍ରିଜଭୂଷଣ ଶରଣ ସିଂଙ୍କୁ ଆଶ୍ୱସ୍ତି ମିଳିଛି। ତାଙ୍କୁ ୨୫,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ମିଳିଛି। ଜାମିନ ପ୍ରଦାନ ବେଳେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ସର୍ତ୍ତ ରଖିଛନ୍ତି ଯେ, ବ୍ରିଜ…

ଏହି ଦିନ ରିଲିଜ ହେବ ‘ଗଦର-୨’ ଟ୍ରେଲର

ମୁମ୍ବାଇ: ଅଭିନେତା ସନ୍ନି ଦେଓଲ ଏବଂ ଅମିଷା ପଟେଲଙ୍କ ଫିଲ୍ମ ‘ଗଦର-୨’ର ରିଲିଜକୁ ନେଇ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ର ୧୧ଅଗଷ୍ଟରେ ରିଲିଜ ହେବାକୁ ଯାଉଛ। ନିକଟରେ ଫିଲ୍ମର ଖରିୟତ୍‌ ଗୀତ ମଧ୍ୟ ରିଲିଜ ହୋଇଥିଲା, ଯାହାକୁ ପ୍ରଶଂସକ ବେଶ୍‌…

ଅଭିନେତା ନାସିରୁଦ୍ଦିନ ଶାହାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ୍‌ ଅଭିନେତା ନାସିରୁଦ୍ଦିନ ଶାହା ଆଜି ୭୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ କେବଳ ଭଲ ଅଭିନୟ ପାଇଁ ନୁହେଁ ବରଂ ତାଙ୍କର ବୋଲ୍ଡ ଏବଂ ଚମତ୍କାର ଶୈଳୀ ପାଇଁ ମଧ୍ୟ ଜଣାଶୁଣା। ସେ ଯେକୌଣସି ପ୍ରସଙ୍ଗ ହେଉ ନାସିର ବିନା…

ଯେବେ ମହିଳାଙ୍କ ଶୋଷଣ ହୁଏ ମାନବ ଜାତିକୁ ଦେବାକୁ ପଡେ ଏହାର ମୂଲ୍ୟ: ଆଶୁତୋଶ ରାଣା

ମୁମ୍ବାଇ: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବଳାତ୍କାର କରିବା ଓ ସେମାନଙ୍କ ଭିଡିଓ ଭାଇରଲ କରିବା ଘଟଣାକୁ ନେଇ ଏବେ ସାରା ଦେଶରେ କ୍ରୋଧର ନିଆଁ ଜଳୁଛି। ଏବେ ଏହି ଘଟଣାକୁ ନେଇ ସାରା ଦେଶରେ ଦାବି ହେଉଛି କି…

ସୋନିଆଙ୍କୁ ଭେଟିଲେ ମୋଦି, ବିମାନର ଜରୁରୀ ଅବତରଣ ବିଷୟରେ ପଚାରି ବୁଝିଲେ

ନୂଆଦିଲ୍ଲୀ,୨୦।୭: ମଣିପୁରର ସ୍ଥିତି ମଧ୍ୟରେ ଦିଲ୍ଲୀରେ ସଂସଦ ଅଧିବେଶନ ଚାଲିଛି। ଏଥି ସହିତ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ଚାମ୍ବରରେ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା କରିଛନ୍ତି।…

ମଣିପୁର ଘଟଣାକୁ ନିନ୍ଦା କଲେ ଜୟା ବଚ୍ଚନ

ମୁମ୍ବାଇ,୨୦।୭: ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରି ବୁଲାଇବାର ଲଜ୍ଜାଜନକ ଘଟଣାର ଭିଡିଓ ଭାଇରାଲ ପରେ ସମଗ୍ର ଦେଶରେ କ୍ରୋଧର ବାତାବରଣ ସୃଷ୍ଟି ହୋଇଛି। ଅଭିନେତା ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ସାମ୍ନାକୁ ଆସିଛି।…

ସନ୍ନି ଲିଓନିଙ୍କ ନାଁକୁ ପସନ୍ଦ କରୁ ନ ଥିଲେ ତାଙ୍କ ମା’, କାରଣ ଜାଣିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନି ଅଧିକାଂଶ ସମୟରେ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଅନେକ କଥା ପ୍ରକାଶ କରୁଥିବା ଜାଣିବାକୁ ମିଳେ। ନିକଟରେ ଏକ ସାକ୍ଷାତକାରରେ ସେ ତାଙ୍କ ଷ୍ଟେଜ୍‌ ନାଁ ବିଷୟରେ ପ୍ରକାଶ କରିଛନ୍ତି। ୨୦୧୧ରେ ସନ୍ନିଙ୍କୁ…

ଭାରତକୁ ଚେତାବନୀ ଦେଲେ ପାକିସ୍ତାନର ପୂର୍ବତନ ଅଧିନାୟକ

ନୂଆଦିଲ୍ଲୀ,୨୦।୭: ଏସିଆ କପ ୨୦୨୩ କାର୍ଯ୍ୟସୂଚୀ ଅଫିସିଆଲ ଘୋଷଣା ହେବା ପରେ ସମସ୍ତ କ୍ରିକେଟ ପ୍ରେମୀ ସେପ୍ଟେମ୍ବର ୨କୁ ଅପେକ୍ଷା କରିଛନ୍ତି। ଏହି ଦିନ ଭାରତ ଏବଂ ପାକିସ୍ତାନର ଦଳ କାଣ୍ଡି ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ। ୨୦୧୯ ଦିନିକିଆ ବିଶ୍ୱକପ ପରେ…

ରାୟଗଡ଼ ଭୂସ୍ଖଳନକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସହ କଥା ହେଲେ ଶାହା, ଏବେ ପର୍ଯ୍ୟନ୍ତ ୧୩ ମୃତ, ଦବି ହୋଇ ରହିଛନ୍ତି ୧୦୦ରୁ ଊର୍ଦ୍ଧ୍ୱ

ମୁମ୍ବାଇ,୨୦।୭: ମହାରାଷ୍ଟ୍ର ରାୟଗଡ଼ ଜିଲାର ଏକ ଗାଁରେ ଭୂସ୍ଖଳନ ଯୋଗୁ ବଡ ଧରଣର ଦୁର୍ଘଟଣା ହୋଇଛି। ଏଥିରେ ଏବେ ପର୍ଯ୍ୟନ୍ତ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ପୋତି ହୋଇ ପଡିଥିବା ଅନୁମାନ କରାଯାଉଛି। ଏବେ ପର୍ଯ୍ୟନ୍ତ ୭୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?