Home Left

ଓଏଫ୍‌ସି ମହିଳା ଦଳରେ ଫଷ୍ଟିନା

ଭୁବନେଶ୍ୱର, ୧୧।୪(କ୍ରୀଡ଼ା ପ୍ରତିନିଧି): ଇଣ୍ଡିଆନ ଓମେନ୍ସ ଲିଗ୍‌ର ଆଗାମୀ ସଂସ୍କରଣ ପୂର୍ବରୁ ଘାନାର ପୂର୍ବତନ ୨୦ ବର୍ଷରୁ କମ୍‌ ଅନ୍ତର୍ଜାତୀୟ ଖେଳାଳି ଫଷ୍ଟିନା ଓରୋନ୍ୟୋ ଆକ୍‌ପୋଙ୍କ ସହ ଚୁକ୍ତି କରିଛି ଓଡ଼ିଶା ଏଫ୍‌ସି। ଗତ ସିଜନରେ ଜୋର୍ଡାନ ଓମେନ୍ସ ଲିଗ୍‌ରେ ଅଲ୍‌…

ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କୁ ହତ୍ୟା ଧମକ, ଯୁବକ ଗିରଫ

ମୁମ୍ବାଇ,୧୧।୪: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ହତ୍ୟା ଧମକ ମିଳିଛି। ମହାରାଷ୍ଟ୍ର ପୋଲିସର କଣ୍ଟ୍ରୋଲ ନଂ ୧୧୨କୁ ସୋମବାର ରାତି ପ୍ରାୟ ୧୦ଟା ସମୟରେ କେହି ଜଣେ ଫୋନ କରି ଏକନାଥ ଶିନ୍ଦେଙ୍କୁ ଉଡ଼ାଇ ଦେବାକୁ ଧମକ ଦେଇଥିଲେ। ଏହାପରେ ଫୋନ…

ହକି ଇଣ୍ଡିଆ ଲିଗ୍‌ର ପୁନରୁଦ୍ଧାର ପାଇଁ ଯୋଜନା

ନୂଆଦିଲ୍ଲୀ, ୧୧।୪(ପି.ଟି.): ଆସନ୍ତା ବର୍ଷ ପ୍ରାରମ୍ଭରେ ପୁଣି ଆୟୋଜନ ହୋଇପାରେ ହକି ଇଣ୍ଡିଆ ଲିଗ୍‌(ଏଚ୍‌ଆଇଏଲ୍‌)। ଖେଳର ଜାତୀୟ ମହାସଂଘ ହକି ଇଣ୍ଡିଆ(ଏଚ୍‌ଆଇ) ସୋମବାର ଇଭେଣ୍ଟ ପାଇଁ ଏହାର ପ୍ରମୁଖ କମର୍ସିଆଲ ଓ ମାର୍କେଟିଂ ପାର୍ଟନରର ନାମ ଘୋଷଣା କରିଛି। ଆର୍ଥିକ ପ୍ରସଙ୍ଗକୁ…

୩ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମି ଜବରଦଖଲ

ଡେରାବିଶ,୧୧ା୪ (ସ୍ବ.ପ୍ର.): ଡେରାବିଶ ତହସିଲ ଅଧୀନ ବାରିମୂଳ ପଞ୍ଚାୟତ ରାୟପୁର ଗ୍ରାମରେ ସର୍ବସାଧାରଣଙ୍କ ପାଇଁ ଉଦ୍ଧିଷ୍ଟ ଥିବା ଗୋଚର, ଅନାବାଦୀ, ଜଙ୍ଗଲ କିସମ ଜମିକୁ ଜଣେ ବ୍ୟକ୍ତି ଜବରଦଖଲ କରିବା ପ୍ରତିବାଦରେ ସୋମବାର ଡେରାବିଶ ତହସିଲଦାରଙ୍କ ନିକଟରେ ସମ୍ପୃକ୍ତ ଗ୍ରାମବାସୀ ଅଭିଯୋଗ…

ଡବଲ୍ସ କ୍ୱାର୍ଟରରେ ପ୍ରକାଶ-ଶିବତେଜ

ଭୁବନେଶ୍ୱର, ୧୧।୪(କ୍ରୀଡ଼ା ପ୍ରତିନିଧି): ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଟିଏ), ଓଡ଼ିଶା ଟେନିସ ଆସୋସିଏଶନ (ଓଟିଏ) ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ଆଇଟିଏଫ୍‌ ଏସିଆନ ୧୪ ବର୍ଷରୁ କମ୍‌ ଡେଭ୍‌ଲପ୍‌ମେଣ୍ଟ ଚାମ୍ପିୟନଶିପ୍‌ ଫାଇନାଲ୍ସର ଦ୍ୱିତୀୟ ପର୍ଯ୍ୟାୟ…

ଦୁଲୀପ ଟ୍ରଫିରୁ ଘରୋଇ ସିଜନ ଆରମ୍ଭ

ନୂଆଦିଲ୍ଲୀ, ୧୧।୪(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ୨୦୨୩-୨୪ ଘରୋଇ କ୍ରିକେଟ ସିଜନ ପାଇଁ କାର୍ଯ୍ୟସୂଚୀ ସୋମବାର ଘୋଷିତ ହୋଇଛି। ଏହି ପ୍ରତିଯୋଗିତାରେ ୫ ଜୋନାଲ ଦଳ ଅଂଶଗ୍ରହଣ କରିଥାନ୍ତି। ଜୁନ୍‌ ୨୮ରୁ ଦୁଲୀପ ଟ୍ରଫି ସହ ଘରୋଇ…

୧୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ବିଇଓ

ଢେଙ୍କାନାଳ ଅଫିସ,୧୧।୪: ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ) ଶାନ୍ତନୁ କୁମାର ମଲିକ ମଙ୍ଗଳବାର ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ବିଇଓ ଶାନ୍ତନୁ ବ୍ରହ୍ମପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ…

ନୂତନ ୮୨୦୦ ଇଭିଏମ୍‌ର ଯାଞ୍ଚ ଆରମ୍ଭ

ପୁରୀ ଅଫିସ, ୧୧।୪: ଆଗାମୀ ୨୦୨୪ ମସିହାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ହାଇଦ୍ରାବାଦସ୍ଥିତ ଇସିଆଇଏଲ୍‌ କମ୍ପାନୀରୁ ୮୨୦୦ଟି ନୂତନ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ଗତ ୪ତାରିଖରେ କଡ଼ା ସୁରକ୍ଷା ମଧ୍ୟରେ ଆସି ପୁରୀରେ ପହଞ୍ଚତ୍ଥିଲା। ୪୧୦୦ ବାଲାଟ…

କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଲାଗି ଖାର୍ଗେଙ୍କ ନାଁ ଉଠାଇଲେ ଶିବକୁମାର

ବେଙ୍ଗାଲୁରୁ, ୧୧।୪: କର୍ନାଟକ ବିଧାନସଭା ନିର୍ବାଚନ ଜିତିବା ପାଇଁ କଂଗ୍ରେସ ଜୋର୍‌ଦାର ଉଦ୍ୟମ ଚଳାଇଥିବାବେଳେ କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ଏହାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ରାଜ୍ୟର ସର୍ବୋଚ୍ଚ ପଦବୀ ଲାଗି ବରିଷ୍ଠ ନେତା ସିଦ୍ଦରମୈୟା ଏବଂ ପ୍ରଦେଶ କଂଗ୍ରେସ…

ଭବାନୀ ନିଆଲ ବିଜେଡିରୁ ବହିଷ୍କୃତ

ଭୁବନେଶ୍ୱର(ବ୍ୟୁରୋ)/ ଭବାନୀପାଟଣା, ୧୧।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ପରିଷଦ ସଦସ୍ୟ ଭବାନୀ ଶଙ୍କର ନିଆଲଙ୍କୁ ସୋମବାର ବିଜେଡିରୁ ବହିଷ୍କୃତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ଯୋଗୁ ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସାଧାରଣ ସମ୍ପାଦକ ମାନସ…

ରାମଚଣ୍ଡୀଙ୍କ ଝାମୁ ଯାତ୍ରା ମେଳା ପାଇଁ ପ୍ରସ୍ତୁତି

ମହାକାଳପଡ଼ା,୧୧ା୪(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲାର ପ୍ରମୁଖ ଶକ୍ତି ପୀଠ ଦରିଆ ପାରି ମା’ରାମଚଣ୍ଡୀଙ୍କ ମହାବିଷୁବ ସଂକ୍ରାନ୍ତି ତଥା ଝାମୁ ଯାତ୍ରା ଶୁକ୍ରବାର ଅନୁଷ୍ଠିତ ହେବ। ଏହି ଅବସରରେ ମା’ଙ୍କ ପୀଠରେ ୭ ଦିନ ଧରି ମେଳା ପାଇଁ ପ୍ରସ୍ତୁତି ଚାଲିଛି। ଏହି ମେଳାରେ…

ନମାଜ ପାଠ ବେଳେ ମସ୍‌ଜିଦ୍‌ରେ ଭଙ୍ଗାରୁଜା

ଚଣ୍ଡିଗଡ଼, ୧୧।୪: ହରିୟାଣା ସୋନିପତ୍‌ର ସାନ୍ଦଲ କାଲନ ଗ୍ରାମରେ ଯୁବଗୋଷ୍ଠୀ ଏକ ସମ୍‌ଜିଦ୍‌ରେ ପଶି ଭଙ୍ଗାରୁଜା କରିଛନ୍ତି। ମସ୍‌ଜିଦ୍‌ରେ ନମାଜ ପାଠ ଚାଲିଥିବାବେଳେ ଉପସ୍ଥିତ ଲୋକଙ୍କୁ ଯୁବଗୋଷ୍ଠୀ ମାଡ଼ ମାରିଥିଲେ। ଘଟଣାରେ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି। ଆକ୍ରମଣରେ ୬…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri