ଆସନ୍ତା ୨୬ରେ ଓଡ଼ିଶା ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ
ଭୁବନେଶ୍ୱର,୬।୩(ବ୍ୟୁରୋ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ଓଡ଼ିଶା ଆସିବେ। ଏହି ଗସ୍ତ ସମୟରେ ଶାହା ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀରେ ଏକ ସମାବେଶ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ଭାଜପା ରାଜ୍ୟ ସାଧାରଣ ସମ୍ପାଦକ…
ପଶ୍ଚିମା ଝଡ ପ୍ରଭାବରେ ୭ ରୁ ୧୦ ଯାଏ ବର୍ଷା
ଭୁବନେଶ୍ୱର,୬।୩(ବ୍ୟୁରୋ): ହୋଲିରେ ଭିଜିବ ଓଡ଼ିଶା। ଆସନ୍ତା ୭ ଏବଂ ୮ ରେ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲା ଏବଂ ୯ରୁ୧୦ ରେ ଆଭ୍ୟନ୍ତରୀଣ ସହ କିଛି ଉପକୂଳ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏନେଇ…
କୃଷକ କହିଲେ ‘ଆପଣ ସନ୍ନି ଦେଓଲଙ୍କ ଭଳି ଲାଗୁଛନ୍ତି’… କ’ଣ କହିଲେ ପାଜି
ମୁମ୍ବାଇ: ବଲିଉଡ ଅଭିନେତା ସନ୍ନି ଦେଓଲ ଏବେ ତାଙ୍କ ଅଗାମୀ ଫିଲ୍ମ ‘ଗଦ୍ଦର ୨ ‘ ପାଇଁ ଶୁଟିଂରେ ବିଜି ଅଛନ୍ତି । ଫିଲ୍ମର ସମ୍ପୂର୍ଣ୍ଣ ୟୁନିଟ ଏବେ ମହାରାଷ୍ଟ୍ରର ଅହମ୍ମଦନଗରରେ ରହିଛନ୍ତି । ଏବେ ସେଠାରୁ ଏକ ମନ ଛୁଇଁବା…
ଲାଲୁ ଯାଦବଙ୍କୁ ସିବିଆଇର ସମନ
ନୂଆଦିଲ୍ଲୀ,୬।୩: ଜମି ବଦଳରେ ଚାକିରି ଦେବା ମାମଲାରେ ସିବିଆଇ ମଙ୍ଗଳବାର ହାଜର ହେବା ପାଇଁ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ସମନ ପଠାଇଛି। ସୋମବାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ର ଅଧିକାରୀମାନେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲାଲୁ…
ବାର୍କାଉନସିଲ ସଭ୍ୟ ଲାଗି ନାମାଙ୍କନ ଦାଖଲ
ପୁରୁଷୋତ୍ତମପୁର,୬।୩(ଡି.ଏନ୍.ଏ.): ଷ୍ଟେଟ ବାର୍କାଉନସିଲ (ରାଜ୍ୟ ଆଇନଜୀବୀ ପରିଷଦ) ସଭ୍ୟ ଲାଗି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ବରିଷ୍ଠ ଆଇନଜୀବୀ ଅରୁଣ କୁମାର ପଣ୍ଡା ନିଜ ସମର୍ଥକଙ୍କ ସହ ସୋମବାର କଟକ ଷ୍ଟେଟ ବାର୍କାଉନସିଲ ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ…
ଛାତ୍ରୀଛାତ୍ର ତିଆରି କଲେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି, ପ୍ରିୟ ଡାକୋଟା ବିମାନ
ଛତ୍ରପୁର,୬।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ସରକାରୀ ଆଇଟିଆଇର ଛାତ୍ରୀଛାତ୍ରଙ୍କ ଦ୍ୱାରା ଅଦରକାରୀ ପଦାର୍ଥରୁ ତିଆରି ହୋଇଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଏବଂ ପ୍ରିୟ ଡାକୋଟା ବିମାନକୁ ଉଦ୍ଘାଟନ କରିଛନ୍ତି ବ୍ରହ୍ମପୁର ଏମ୍ପି ଚନ୍ଦ୍ରଶେଖର ସାହୁ ଏବଂ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା।…
ଜେଲରେ ପରସ୍ପରକୁ ଭେଟି ପାରିବେନି ସିସୋଡିଆ-ସତ୍ୟେନ୍ଦ୍ର
ନୂଆଦିଲ୍ଲୀ,୬।୩: ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ହୋଇଥିବା ଏଏପି ନେତା ମନୀଷ ସିସୋଡିଆ ଏବଂ ମନି ଲଣ୍ଡରିଂ ମାମଲାରେ ଗିରଫ ଥିବା ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲରେ ଅଲଗା ରଖାଯିବ। ମନୀଷ ସିସୋଡିଆଙ୍କୁ ନ୍ୟାୟିକ ହେପାଜତକୁ ପଠାଇବା ପରେ…
ଜନ୍ମଦିନରେ ଜାହ୍ନବୀ ଶେୟାର କଲେ ଏନଟିଆର ୩୦ର ଫାଷ୍ଟ ଲୁକ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ସୋମବାର ତାଙ୍କ ଜନ୍ମଦିନରେ ତାଙ୍କ ପ୍ରଶଂସକଙ୍କ ପାଇଁ ଆଗାମୀ ମୁଭି ‘ଏନଟିଆର ୩୦’ର ଫାଷ୍ଟ ଲୁକ୍ ଶେୟାର କରିଛନ୍ତି । ଏଥିରେ ଜାହ୍ନବୀ ଶାଢି ପିନ୍ଧି ଏକ ନଦୀ କୂଳରେ ପାହଡ ନିକଟରେ ବସିଥିବା…
ଓସ୍କାର ପାଇଁ ଆମେରିକା ଗଲେ ଜୁନିୟର ଏନ୍ଟିଆର
ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଜୁନିୟର ଏନ୍ଟିଆର ଓସ୍କାର ୨୦୨୩ରେ ସାମିଲ ହେବା ପାଇଁ ଆମେରିକା ଯାଇଛନ୍ତି। ସୋମବାର ସକାଳେ ସେ ବିମାନବନ୍ଦରରେ ନଜର ଆସିଥିଲେ। ରାମ ଚରଣ ପୂର୍ବରୁ ଆମେରିକାରେ ଅଛନ୍ତି। ଶ୍ରେଷ୍ଠ ଗୀତ କାଟାଗୋରୀରେ ଆସିଥିବା ଫିଲ୍ମ ‘ଆର୍ଆର୍ଆର୍’ର ଗୀତ…
ବଡ଼ ଦୁର୍ଘଟଣାରୁ ବଞ୍ଚିଗଲେ ୟେଦୁରପ୍ପା
କଲାବର୍ଗୀ(କର୍ନାଟକ),୬।୩: ଏକ ବଡ଼ଧରଣର ବିମାନ ଦୁର୍ଘଟଣାରୁ ବଞ୍ଚିଗଲେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା। କର୍ନାଟକର କଲାବର୍ଗୀର ଜେବରଗୀକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ହେଲିକପ୍ଟର ଅବତରଣରେ ସମସ୍ୟା ହୋଇ ଦୁର୍ଘଟଣାର ଆଶଙ୍କା ଦେଖାଦେଇଥିଲା। ମଝି ଆକାଶରେ ୟେଦୁରପ୍ପାଙ୍କ ହେଲିକପ୍ଟର…
ଫ୍ୟାକ୍ଟ୍ରି ଷ୍ଟାଫ୍ କ୍ୱାର୍ଟର୍ସ ଭିତରେ ୭ ଘଣ୍ଟା ହେଲା ପଡ଼ିରହିଛି ମୃତଦେହ
କେସିଙ୍ଗା,୬ା୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ମିନି ଷ୍ଟାଡିୟମ ପାଖରେ ଥିବା ଆର୍ଏମ୍ଏନ୍ ଗ୍ରାନାଇଟ୍ ଫ୍ୟାକ୍ଟ୍ରି ଷ୍ଟାଫ୍ କ୍ୱାର୍ଟର୍ସ ଭିତରେ ଫ୍ୟାକ୍ଟ୍ରିର ଟ୍ରେଲର ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କ ସୋମବାର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହରିୟାଣା ରାଜ୍ୟର ଲକ୍ଷ୍ମଣ (୪୫) ବୋଲି…
ଭାଇଚାରାର ଅନନ୍ୟ ଉଦାହରଣ: ହିନ୍ଦୁ ମନ୍ଦିର ଆଗରେ ବିବାହ କଲେ ମୁସଲମାନ ଯୋଡି
ଶିମ୍ଲା,୬।୩: ହିମାଚଳ ପ୍ରଦେଶର ଶିମଲା ଜିଲାର ରାମପୁରରେ ଜଣେ ମୁସଲମାନ ଦମ୍ପତି ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଉଦାହରଣ ସୃଷ୍ଟି କରିଛନ୍ତି। ଏହି ମୁସଲମାନ ଦମ୍ପତି ରାମପୁରର ସତ୍ୟ ନାରାୟଣ ମନ୍ଦିର ପରିସରରେ ବିବାହ କରିଥିଲେ। ବିଶ୍ୱ ହିନ୍ଦୁ ପରିଷଦର ଠାକୁର ସତ୍ୟ ନାରାୟଣ…
Archives


