Home Left

ଦାରିଙ୍ଗବାଡିରେ ଅସହ୍ୟ ତାତି

ଦାରିଙ୍ଗବାଡି,୧୨।୪(ଡି.ଏନ.ଏ.): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ ଦୁଇ ଦିନ ତାପମାତ୍ରା ବୃଦ୍ଧି ପାଇଛି। ମଙ୍ଗଳବାର ସଂଧ୍ୟା ସୁଦ୍ଧା ସର୍ବାଧିକ ୩୪.୫ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ବୁଧବାର ସକାଳ ସୁଦ୍ଧା ସର୍ବନିମ୍ମ ୨୦.୫ ଡିଗ୍ରୀ ରହିଥିବା…

ଏସ୍‌ଆଇ, ଏଏସ୍‌ଆଇ ସ୍ତରରେ ଅଦଳବଦଳ

ଢେଙ୍କାନାଳ ଅଫିସ୍‌, ୧୨।୪: ଢେଙ୍କାନାଳ ଜିଲା ପୋଲିସର ଏସ୍‌ଆଇ ଏବଂ ଏଏସ୍‌ଆଇସ୍ତରରେ ମଙ୍ଗଳବାର ବଡ଼ ଧରଣର ଅଦଳବଦଳ ହୋଇଛି। ମହାବିରୋଡ ଥାନାରେ କାର୍ଯ୍ୟରତ ଏସ୍‌ଆଇ ପ୍ରଦୀପ ରଞ୍ଜନ ପାତ୍ରଙ୍କୁ ତୁମୁସିଙ୍ଗା ଥାନାଧିକାରୀ ଏବଂ ଯୋରନ୍ଦା ଫାଣ୍ଡିର ଏସ୍‌ଆଇ ଅନାଦି ଚରଣ ପଟ୍ଟାୟତଙ୍କୁ…

‘ଆପଣଙ୍କ ଦୁଇ ହାତରେ ଲଡୁ’, ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କୁ ଦେଲେ ବାର୍ତ୍ତା- ଜଣେ ବନ୍ଧୁ ଭାବେ…

ନୂଆଦିଲ୍ଲୀ,୧୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ-ଆଜମେର ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇବା ସମୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ କଥା ଉଠାଇଛନ୍ତି। ସେ ଗେହଲୋଟଙ୍କୁ ତାଙ୍କର ପ୍ରିୟ ମିତ୍ର ବୋଲି କହିବା ସହ କହିଥିଲେ ଆପଣଙ୍କ ଦୁଇ ହାତରେ…

ପରିମଳ ପରିଚାଳନାକୁ ପ୍ରଶଂସା

ଢେଙ୍କାନାଳ ଅଫିସ, ୧୨।୪: ମହାରାଷ୍ଟ୍ରର ପ୍ରଶାସନିକ ଅଧିକାରୀଙ୍କ ଏକ ପ୍ରତିନିଧି ଦଳ ମଙ୍ଗଳବାର ଢେଙ୍କାନାଳ ପରିଦର୍ଶନରେ ଆସି ପରିମଳ ପରିଚାଳନା, ଗଠନମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି। ବର୍ଜ୍ୟବସ୍ତୁ ସଂଗ୍ରହ ପ୍ରକ୍ରିୟା ଏବଂ ଏହାର ପରିଚାଳନାକୁ ସେମାନେ ଉଚ୍ଚ ପ୍ରଶଂସା କରିଛନ୍ତି। ଜିଲା କାର୍ଯ୍ୟାଳୟରେ…

ବିଦ୍ୟାଳୟ ଉଚ୍ଛେଦକୁ ଗ୍ରାମବାସୀଙ୍କ ବିରୋଧ

ବାଲିଗୁଡ଼ା,୧୨।୪(ଡି.ଏନ.ଏ.): ବିଭିନ୍ନ ସମୟରେ ରାଜ୍ୟର ବିଭିନ୍ନ ଜିଲାରେ କମ୍‌ ଉପସ୍ଥାନ ଦର୍ଶାଇ ଶିକ୍ଷା ବିଭାଗ ପକ୍ଷରୁ ଅନେକ ସ୍କୁଲ ଉଚ୍ଛେଦ ହୋଇଛି। ଏହାକୁ ନେଇ ପୂର୍ବରୁ ଅନେକ ବିବାଦ ମଧ୍ୟ ହୋଇଛି। କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତରେ ଦେଖିବାକୁ…

ଭୂମିହୀନଙ୍କୁ ମିଳୁନି ବାସୋପଯୋଗୀ ଜମି

ବାଲେଶ୍ୱର ଅଫିସ, ୧୨।୪: ବାଲେଶ୍ୱର ସହର ତଥା ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଭୂମିହୀନଙ୍କୁ ବାସ ଉପଯୋଗୀ ଜମିର ପଟ୍ଟା ଯୋଗାଇ ଦେବା ପାଇଁ ଜିଲା ପ୍ରଶାସନ ବାରମ୍ବାର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ତାହା ପାଣିର ଗାର ପାଲଟିଛି। ଜିଲାପାଳଙ୍କ ପ୍ର୍ରତିଶ୍ରୁତିକୁ…

ବଢୁଛି ଉତ୍ତାପ: କୂପ, ପୋଖରୀ, ଜଳ ନିମ୍ନଗାମୀ

ମହାକାଳପଡ଼ା,୧୨।୪ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସମୁଦ୍ର ସଂଲଗ୍ନ ନଦୀ ନାଳଗୁଡ଼ିକ ଲୁଣିଆ ପାଣି ହୋଇଥିବାରୁ ସ୍ଥାନୀୟ ଜଳକ୍ଲିଷ୍ଟ ଲୋକମାନେ ପାନୀୟ ଜଳ ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ମୁନ୍ଦେ ଜଳ ପାଇଁ ନଦୀକୂଳିଆ…

ଦଲକାଏ ନିଆଁରେ ଛାରଖାର ହେବ ଧନ, ଜୀବନ

କେନ୍ଦ୍ରାପଡ଼ା ଅଫିସ, ୧୨।୪: ଗ୍ରାମାଞ୍ଚଳରେ ଖରାଦିନ ପାଇଁ ଅଗ୍ନିକାଣ୍ଡ ବଢ଼ୁଛି। ତେବେ ଏହି ବିପଦ ଏବେ କେନ୍ଦ୍ରାପଡ଼ା ଜିଲାର ସହରାଞ୍ଚଳ ପାଇଁ ଏକ ଆଶଙ୍କାରେ ପରିଣତ ହୋଇଛି। ମଲ୍‌ଗୁଡ଼ିକୁ ନୋଟିସ ଦିଆଯାଇଥିଲେ ମଧ୍ୟ ଅଗ୍ନି ନିରାପତ୍ତା ନେଇ କେହି ସତର୍କ ନୁହନ୍ତି।…

ଫର୍ନେସ ଚାର୍ଜିଂ ବେଳେ ନିଆଁ ଲାଗି ୨ ଶ୍ରମିକ ଗୁରୁତର ଘଟଣା: ୧୪୪ ଧାରା ଜାରି

ଭଦ୍ରକ ଅଫିସ, ୧୨।୪: ଭଦ୍ରକ ଜିଲାର ଏକ କମ୍ପାନୀରେ ମଙ୍ଗଳବାର ଫର୍ନେସ ଚାର୍ଜିଂ ବେଳେ ନିଆଁ ଲାଗି ୨ ଶ୍ରମିକ ଗୁରୁତର ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉକ୍ତ କମ୍ପାନୀ ଗେଟ୍‌ର ୨୦୦ ମିଟର ଅଞ୍ଚଳରେ ବୁଧବାର ୧୪୪ ଧାରା ଜାରି…

ପ୍ରତିଶ୍ରୁତି ମିଳୁଛି, ପୋଖରୀରେ ପାଣି ପଶୁନି

ମହାକାଳପଡ଼ା,୧୨।୪(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ପ୍ରସିଦ୍ଧ ଶକ୍ତିପୀଠ ଦରିଆ ପାରି ମା’ ରାମଚଣ୍ଡୀ ବିଜେସ୍ଥଳୀ ଅବ୍ୟବସ୍ଥା ନେଇ ଲଗାତାର ୨ ଦିନ ଧରି ଖବର ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଛି। ଅପରପକ୍ଷରେ ଆଗାମୀ ଝାମୁଯାତ୍ରାରେ ୫୦ ହଜାରରୁ ଅଧିକ…

କର୍ନାଟକ ବିଧାନସଭା ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିବା ପରେ ଭାଜପାକୁ ଦ୍ୱିତୀୟ ଝଟକା, ଦଳ ଛାଡିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧୨।୪: କର୍ନାଟକ ବିଧାନସଭା ନିର୍ବାଚନକୁ ଆଉ ଗୋଟିଏ ମାସରୁ କମ ସମୟ ରହିଛି। କର୍ନାଟକର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାଭଦିଙ୍କୁ ଅଥାନି ନିର୍ବାଚନ ମଣ୍ଡଳୀରୁ ଟିକେଟ ନ ମିଳିବାରୁ ସେ ନାରାଜ ଥିବା ବେଳେ, ଏବେ ସେ ବିଧାନ ପରିଷଦ…

ଉପକୂଳ ମିଳିତ ସମରାଭ୍ୟାସ ସାଗରକବଚ ଆରମ୍ଭ

ପାରାଦୀପ,୧୨।୪(ସ୍ବ.ପ୍ର.): ଓଡ଼ିଶାର ୪୮୨ କିମି ପୂର୍ବ ଉପକୂଳରେ ମଙ୍ଗଳବାରଠାରୁ ଦୁଇଦିନିଆ ମିଳିତ ସମରାଭ୍ୟାସ ସାଗରକବଚ ଆରମ୍ଭ ହୋଇଛି। ଏହା ବୁଧବାର ସା ପର୍ଯ୍ୟନ୍ତ ଚାଲିବ। କୋଷ୍ଟଗାର୍ଡ, ନୌସେନା, ମେରାଇନ ପୋଲିସ, ଓଡିଶା ପୋଲିସ, ସିଆଇଏସ୍‌ଏଫ, କଷ୍ଟମ୍ସ, ମତ୍ସ୍ୟ ବିଭାଗ, ପାରାଦୀପ ବନ୍ଦର,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri