ମନ୍ତ୍ରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ପରେ ଇସ୍ତଫା ଦାବି କଲା ଭାଜପା
ବେଗୁନିଆପଡ଼ା,୧୫ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୋଲସରା ବିଧାୟକ ତଥା ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣାକୁ ନେଇ ଶନିବାର କୋଦଳା ଭାଜପା ପକ୍ଷରୁ କୋଦଳା ଥାନାରେ ଏତଲା…
୨୦ ଦିନରେ ମୋହରିର ସଂଘର ଧାରଣା
ଆନନ୍ଦପୁର,୧୫ା୪(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡକୁ ସ୍ବତନ୍ତ୍ର ଜିଲା ମାନ୍ୟତା ଦାବିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣା ୨୦ ଦିନରେ ପହଞ୍ଚିଛି। ଆନନ୍ଦପୁର ବିକାଶ ପରିଷଦର ଆହ୍ବାନରେ ମାର୍ଚ୍ଚ ୨୭ରୁ ଜିଲା ଦାବି ପ୍ରସଙ୍ଗକୁ ନେଇ ଧାରଣା ଆରମ୍ଭ ହୋଇଥିଲା। ଏହି ଧାରଣାରେ…
ସମ୍ପୂର୍ଣ୍ଣ ମୋବାଇଲ ଟାଓ୍ବାର ଚୋରି କଲେ ଚୋର…
ପାଟନା,୧୫।୪ : ମୋବାଇଲ ଚୋରି ହେବା କଥା ଶୁଣିବାକୁ ମିଳିଥାଏ। କିନ୍ତୁ ବିହାରର ମୁଜାଫରପୁରରେ ଚୋରମାନଙ୍କର ଏକ ଅଦ୍ଭୁତ କାର୍ଯ୍ୟ ସାମ୍ନାକୁ ଆସିଛି। ଏହା ଯେ କେହି ଶୁଣି ଆଶ୍ଚର୍ଯ୍ୟ ହେବେ । ତେବେ ଚୋରମାନେ ଏହା କରିବା ପ୍ରଥମ ଘଟଣା…
ଚାଇନା ବ୍ୟକ୍ତି ଜିତିଲେ ଭିନ୍ନ ଲକି ଡ୍ର, ମିଳିଲା ୧ ବର୍ଷର ପେଡ ଲିଭ
ବେଜିଂ,୧୫।୪: ଆଜିକାଲି କାମ ବୋଝ ବେଳକୁ ବେଳ ବଢିବାରେ ଲାଗିଛି। ସେଥିପାଇଁ ମାନସିକ ଓ ଶାରୀରିକ ସ୍ତରରେ ଛୁଟି ନେବା ଜରୁରୀ। ନିକଟରେ ଚାଇନାର ଶେନଜେନରେ ଏକ କମ୍ପାନୀ ତା’ର କର୍ମଚାରୀଙ୍କ ପାଇଁ ବିଶେଷ ଧରଣର ଲକି ଡ୍ର ସ୍କିମ ରଖିଥିଲା।…
ଜ୍ୟାକ୍ଲିନ୍ଙ୍କ ଫଟୋ ଦେଖି ଟ୍ରୋଲ କଲେ ୟୁଜର
ମୁମ୍ବାଇ: ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିସ୍ ଇନ୍ଷ୍ଟାଗ୍ରାମରେ ତାଙ୍କର ଏକ ଫଟୋ ଶେୟାର କରିଛନ୍ତି। ସେ ଏକ ଲେଭେଣ୍ଡର ରଙ୍ଗର କ୍ରପ୍ ଟପ୍ ପିନ୍ଧିଥିବା ଏବଂ ହାଇସ୍ଲିଟ ଡ୍ରେସ ପିନ୍ଧିଥିବା ଦେଖିବାକୁ ମିଳିଛି। ସେ ତାଙ୍କ କେଶ ମୁକୁଳା ରଖିଛନ୍ତି। ଏବଂ ସେ…
ବନ୍ଦ ହେବ କପିଲ ଶର୍ମା ଶୋ’!
ମୁମ୍ବାଇ: ନିଜ କମେଡି ଜରିଆରେ ଦର୍ଶକଙ୍କ ଦିଲରେ ରାଜ କରୁଥିବା ‘ଦ କପିଲ ଶର୍ମା’ ଶୋ’ କିଛି ସମୟ ପାଇଁ ଅଫ ହେବାକୁ ଯାଉଛି। କପିଲ ଶର୍ମାଙ୍କ ଶୋ’ ଆରମ୍ଭ ହେବା ଦିନରୁ ଏଥିରେ କିଛି ସମୟର ସିଜନାଲ ବ୍ରେକ ହୋଇଥାଏ।…
ଏପ୍ରିଲ ୧୭ରେ ଦିଲ୍ଲୀ ବିଧାନସଭାର ବିଶେଷ ଅଧିବେଶନ
ନୂଆଦିଲ୍ଲୀ,୧୫।୪: ଦିଲ୍ଲୀ ବିଧାନସଭାରେ ୧୭ ଏପ୍ରିଲ(ସୋମବାର)କୁ ଦିନିକିଆ ବିଶେଷ ଅଧିବେଶନ ଡକାଯାଇଛି। ଏହି ବିଶେଷ ଅଧିବେଶନ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଡକାଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ସିବିଆଇ ପକ୍ଷରୁ ସମନ ମିଳିବା ପରେ ଏହି ବିଶେଷ ଅଧିବେଶନ ଡକାଯାଇଛି। ସୂଚନାଯୋଗ୍ୟ, ଆମ…
ମୋତିହାରୀରେ ବିଷାକ୍ତ ମଦ ପିଇ ୧୭ ମୃତ, ୪ ଡଜନରୁ ଅଧିକ ଗୁରୁତର
ମୋତିହାରୀ,୧୫।୪: ବିହାରର ମୋତିହାରୀରେ ବିଷାକ୍ତ ମଦ ମୃତ୍ୟୁ କମିବାର ନାଁ ନେଉନି। ସନ୍ଦିଗ୍ଧ ପରିସ୍ଥିତିରେ ମୃତକଙ୍କ ସଂଖ୍ୟା ୧୭ରେ ପହଞ୍ଚିଛି। ୪ ଡଜନରୁ ଅଧିକ ଲୋକ ଗୁରୁତର ଅସୁସ୍ଥ ଅଛନ୍ତି। ସମସ୍ତେ ବିଷାକ୍ତ ମଦ ପିଇଥିବା ଅନୁମାନ କରାଯାଉଛି। ଘଟଣାକୁ ଗୁରୁତର…
ଗୋଲାକାର ନୁହେଁ, ବର୍ଗାକାର ଆକାରର ଚକ ଥିବା ସାଇକେଲ ଚଳାଇଲେ ବ୍ୟକ୍ତି, ଭିଡିଓ ଦେଖିଲେ…
ଆଜି ପର୍ଯ୍ୟନ୍ତ ରାସ୍ତାରେ ଯାଉଥିବା ପ୍ରତ୍ୟେକ ଯାନର ଚକ ଗୋଲାକାର ବୋଲି ନିଶ୍ଚୟ ଦେଖିଥିବେ। ଯାହା ରାସ୍ତାରେ ଗଡ଼ିବା ପାଇଁ ଆରାମଦାୟକ ହୋଇଥାଏ। ଏପରିକି ଆକାଶରେ ଉଡ଼ୁଥିବା ବିମାନର ଚକ ମଧ୍ୟ ଗୋଲାକାର। ପିଲାମାନଙ୍କର ଖେଳନାଗୁଡ଼ିକର ଚକଗୁଡ଼ିକ ବି ଗୋଲାକାର ଦେଖିଥିବେ।…
୧୦୦ କୋଟି କ୍ଲବରେ ସାମିଲ ହେଲା ‘ଭୋଲା’
ମୁମ୍ବାଇ: ଅଜୟ ଦେବଗନ ଓ ତବ୍ବୁ ଷ୍ଟାରର ମୁଭି ‘ଭୋଲା’ ଫାଇନାଲି ଗ୍ଲୋବାଲି ବକ୍ସ ଅଫିସରେ ୧୦୦ କୋଟି ବ୍ୟବସାୟ କରିବାର ସଂଖ୍ୟାକୁ ପାର କରିଯାଇଛି। ଏହି ମାଇଲ ଷ୍ଟୋନକୁ ପାର କରିବାକୁ ଫିଲ୍ମକୁ ୧୭ ଦିନ ସମୟ ଲାଗିଛି। ‘ଭୋଲା’…
ଆସନ୍ତା ବର୍ଷ ରିଲିଜ ହେବ ‘ସ୍ତ୍ରୀ ୨’
ମୁମ୍ବାଇ: କମେଡି-ହରର ମୁଭି ‘ସ୍ତ୍ରୀ’କୁ ଦର୍ଶକେ ଖୁବ ପସନ୍ଦ କରିଥିଲେ। ଏଥିରେ ଶ୍ରଦ୍ଧା କପୁର, ରାଜକୁମାର ରାଓ ଓ ପଙ୍କଜ ତ୍ରିପାଠୀଙ୍କ ଜବରଦସ୍ତ ଅଭିନୟ ଦର୍ଶକଙ୍କୁ ବହୁତ ଇମ୍ପ୍ରେସ କରିଥିଲା। ଭୟ ସହ ମୁଭିରେ କମେଡିର ଡୋଜ ବି ଥିଲା। ମୁଭି…
ପ୍ରତିଶ୍ରୁତି ପାଣିର ଗାର, ବେସାହାରା ପରିବାର
ଭବାନୀପାଟଣା,୧୫।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ବଡ଼ପୁଝାରିଗୁଡା ପଞ୍ଚାୟତ ବତାସୀଗୁଡା ଗ୍ରାମର ସ୍ବର୍ଗତ ମଦନ ମାଝିଙ୍କ ପରିବାର ଏବେ ଦୁର୍ବିସହ ଜୀବନଯାପନ କରୁଛନ୍ତି। କେନ୍ଦୁଲିଭରେ କାମ କରି ପରିବାରକୁ ରୋଜଗାର ଯୋଗାଉ ଥିବା ମଦନଙ୍କ ଅକାଳ ବିୟୋଗ ପରେ ପରିବାର ଲୋକେ…
Archives


