ଗ୍ରାହକ ସନ୍ତୁଷ୍ଟିକୁ ଅଗ୍ରାଧିକାର
ପାରିବାରିକ ବ୍ୟବସାୟ ଓ ବାଣିଜ୍ୟ ବିଭାଗର ଛାତ୍ର ହୋଇଥିବାରୁ ବ୍ୟବସାୟ ପ୍ରତି ଅହେତୁକ ଆଗ୍ରହ ରହିଥିଲା। ପରବର୍ତ୍ତୀ ସମୟରେ ଉଚ୍ଚଶିକ୍ଷା ଶେଷକରି ବାପାଙ୍କ ସହ ବ୍ୟବସାୟରେ ସମ୍ପୂର୍ଣ୍ଣ ଭାବେ ଜଡ଼ିତ ହୋଇଥିଲି। ସମୟକ୍ରମେ ନୂତନ ବ୍ୟବସାୟର ଅୟମାରମ୍ଭ ସହ ବ୍ୟବସାୟରେ ଅଭିବୃଦ୍ଧି…
ବୋର୍ଓ୍ବେଲରେ ଫସିଛି ୭ ବର୍ଷର ବାଳକ
ଭୋପାଳ, ୧୫ା୩: ମଧ୍ୟପ୍ରଦେଶ ବିଦିଶା ଜିଲା ଖେରଖେଦି ଗ୍ରାମରେ ମଙ୍ଗଳବାର ୭ ବର୍ଷର ବାଳକ ଏକ ବୋର୍ଓ୍ବେଲ୍ରେ ଖସିପଡ଼ିଛି। ଲୋକେଶ ଏହରିଓ୍ବାର ଖେଳୁଥିବା ସମୟରେ ବୋର୍ଓ୍ବେଲ୍ରେ ଖସିପଡ଼ିଥିବା ଜଣାପଡ଼ିଛି। ଗ୍ରାମବାସୀଙ୍କଠାରୁ ଏହାର ସଚନା ପାଇ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ…
ଶିଶୁକୁ ଝୁଣି ମାରିଲା କୁକୁର
ହାଇଦ୍ରାବାଦ୍, ୧୫ା୩: ତେଲଙ୍ଗାନା ଖାମ୍ମାନ ଜିଲା ପୁଟାନି ଥାଣ୍ଡାରେ କୁକୁର କାମୁଡ଼ାରେ ୫ ବର୍ଷର ବାଳକ ବନୋଥ ଭାରଥର ମୃତ୍ୟୁ ଘଟିଛି। ବନୋଥ ଘର ବାହାରେ ଖେଳୁଥିବା ସମୟରେ ଗୋଟିଏ ବୁଲା କୁକୁର ତାକୁ ଝୁଣି କାମୁଡ଼ି ଦେଇଥିଲା। ଘରଲୋକେ ଆହତ…
ପାଠ ପଢ଼ାଇବାବେଳେ ଶିଶୁପୁତ୍ରକୁ ସିଗାରେଟ୍ ଚେଙ୍କ
ଚଣ୍ଡିଖୋଲ/ଛତିଆ,୧୫ା୩(ଡି.ଏନ୍.ଏ.): ଯାଜପୁର ଜିଲା ଛତିଆ ନିକଟସ୍ଥ ଗୋପପୁର ଛକରେ ଘରଭଡ଼ା ନେଇ ରହୁଥିବା ବଡ଼ଚଣା ବ୍ଲକ ଅନ୍ତର୍ଗତ କାଇମାଟିଆ ଗ୍ରାମର ରଶ୍ମି ମହାପାତ୍ର ପାଠ ନ ପଢ଼ିବାରୁ ତାଙ୍କ ୪ ବର୍ଷର ଶିଶୁପୁତ୍ରକୁ ସିଗାରେଟ୍ ଚେଙ୍କ ଦେଇଛନ୍ତି। ଏଭଳି ଅମାନୁଷିକ କାର୍ଯ୍ୟରେ…
ମୋର କିଛି ହେଲେ କେନ୍ଦ୍ର ଦାୟୀ: ସତ୍ୟପାଲ
ନୂଆଦିଲ୍ଲୀ,୧୫ା୩: ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଜେଡ୍-ପ୍ଲସ୍ ସୁରକ୍ଷା ପ୍ରତ୍ୟାହାର ହୋଇଯିବା ପରେ ସେ କେନ୍ଦ୍ରକୁ କଡ଼ା ସମାଲୋଚନା କରିଛନ୍ତି। ଯଦି ତାଙ୍କ ଉପରେ ଆକ୍ରମଣ ହୁଏ, ତେବେ କେନ୍ଦ୍ର ସରକାର ଏଥିପାଇଁ ଦାୟୀ ରହିବେ ବୋଲି ସତ୍ୟପାଲ କହିଛନ୍ତି।…
ଆଉଏକ ସେଲ୍ କମ୍ପାନୀର ନିର୍ଦ୍ଦେଶକ ଗିରଫ
ଭୁବନେଶ୍ୱର,୧୫।୩(ବ୍ୟୁରୋ): ଫୁଟବଲ୍ ବେଟିଂ/ଗେମିଙ୍ଗ୍ ଆପ୍ (18football.com)ରେ ଦେଶବ୍ୟାପୀ ହୋଇଥିବା ୧ହଜାର କୋଟିରୁ ଊର୍ଦ୍ଧ୍ୱ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଆଉଜଣେ ଅଭିଯୁକ୍ତଙ୍କୁ ରାଜସ୍ଥାନରୁ ଗିରଫ କରିଛି। ଅଭିଯୁକ୍ତ ହେଲେ ରାଜସ୍ଥାନ ଉଦୟପୁର ଅଞ୍ଚଳର ନବୀନ ପୋରିୱାର। ଅଭିଯୁକ୍ତ…
ସମଲିଙ୍ଗୀ ବିବାହକୁ ଆର୍ଏସ୍ଏସ୍ର ବିରୋଧ
ନୂଆଦିଲ୍ଲୀ,୧୫ା୩: ସମଲିଙ୍ଗୀ ବିବାହ ମାମଲାରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ସମର୍ଥନ ଜଣାଇଛି। ଦୁଇ ବିପରୀତଲିଙ୍ଗୀ ବ୍ୟକ୍ତିଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଥାଏ। ହିନ୍ଦୁ ସଂସ୍କୃତି ଓ ବିଚାରଧାରାରେ ବିବାହ ଅର୍ଥ କେବଳ ଉପଭୋଗ କରିବା ନୁହେଁ…
ପାଇପ୍ ଧରି ଗାଧୋଉଛି ହାତୀ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ହାତୀକୁ…
ପାଇକାରୀ ମୁଦ୍ରାସ୍ଫୀତି ୩.୮୫%କୁ ହ୍ରାସ
ନୂଆଦିଲ୍ଲୀ, ୧୫ା୩ : ପାଇକାରୀ ମୂଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ) ମୁଦ୍ରାସ୍ଫୀତି ଫେବୃୟାରୀରେ ୩.୮୫ ପ୍ରତିଶତକୁ ହ୍ରାସ ପାଇଛି। ଜାନୁୟାରୀରେ ଏହା ୪.୭୩ ପ୍ରତିଶତ ଥିଲା। ଗତବର୍ଷ ଫେବୃୟାରୀରେ ଡବ୍ଲ୍ୟୁପିଆଇ ମୁଦ୍ରାସ୍ଫୀତି ୧୩.୪୩ ପ୍ରତିଶତ ରହିଥିବାବେଳେ ବର୍ଷକ ମଧ୍ୟରେ ଏହା ପାଖାପାଖି ୧୦…
ଡ୍ରୋନ୍ ଘଟଣା ପରେ ରୁଷିଆକୁ ଚେତାବନୀ ଦେଲା ଆମେରିକା
ଓ୍ବାଶିଂଟନ,୧୫।୩: ରୁଷିଆ ଏବଂ ଆମେରିକା ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର କୃଷ୍ଣ ସାଗରରେ ରୁଷିଆର ଏସ୍ୟୁ-୨୭ ଯୁଦ୍ଧ ବିମାନ ଏବଂ ଆମେରିକାର ଏମ୍କ୍ୟୁ-୯ ରେପର୍ ଡ୍ରୋନ୍ ଦୁର୍ଘଟଣାକୁ ନେଇ ଆମେରିକା ରୁଷିଆକୁ ଖୋଲାଖୋଲି ଚେତାବନୀ ଦେଇଛି।…
ତୃତୀୟ ଭାଷାରେ ୧୭,୪୦୦ ଅନୁପସ୍ଥିତ
କଟକ ଅଫିସ, ୧୫ା୩: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷାର ମଙ୍ଗଳବାର ତୃତୀୟ ଦିନରେ ତୃତୀୟ ଭାଷା ବିଷୟରେ ଛାତ୍ରୀଛାତ୍ରମାନେ ପରୀକ୍ଷା ଦେଇଛନ୍ତି। ତେବେ ତୃତୀୟ ଭାଷା ବିଷୟରେ ରାଜ୍ୟରେ ମୋଟ ୫…
୧୦ ବର୍ଷରେ ୭୮୪ ହାତୀ ମୃତ
ଭୁବନେଶ୍ୱର,୧୫ା୩(ବ୍ୟୁରୋ): ହାତୀବଂଶ ଧୀରେ ଧୀରେ ଲୋପ ହୋଇଯିବ। ଖାଦ୍ୟ, ପାନୀୟ ଓ ବାସସ୍ଥଳୀ ଅଭାବରୁ ଏହି ବିଶାଳକାୟ ଜୀବ ଜନବସତିମୁହାଁ ହେଉଛନ୍ତି। ଫଳରେ ହାତୀ ଓ ମଣିଷ ମଧ୍ୟରେ ସଂଘର୍ଷ କାରଣରୁ ହାତୀ ମୃତ୍ୟୁମୁଖରେ ପଡୁଛନ୍ତି। କେବଳ ହାତୀ ନୁହେଁ ଏହି…
Archives


