Home Left

ପାଣି ପାଇଁ ୬୦ ପରିବାର ହନ୍ତସନ୍ତ

ରୂପସା, ୧୫।୩: ଗ୍ରୀଷ୍ମ ଋତୁ ଆରମ୍ଭ ନ ହେଉଣୁ ଦେଖାଗଲାଣି ଜଳକଷ୍ଟ। ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ। ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ଅଧିକାଂଶ ନଳକୂପ ଅଚଳ ହୋଇପଡୁଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।…

ବିରୋଧୀ ଦଳ ନେତାଙ୍କୁ ୫-ଟି ଭୂତ ଲାଗିଛି: ବିଜେଡି

ଭୁବନେଶ୍ୱର, ୧୫ା୩(ବ୍ୟୁରୋ): ୫-ଟିକୁ ନେଇ ଭାଜପା ଓ ଶାସକ ଦଳ ମୁହଁ।ମୁହିଁ ହୋଇଛନ୍ତି। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମଙ୍ଗଳବାର ଶୂନ୍ୟକାଳରେ ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ୫-ଟି ପ୍ରସଙ୍ଗକୁ ଯୋଡ଼ି ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ, ରାଜ୍ୟରେ…

ପିଲାକୁ ଧରି ସ୍ତ୍ରୀ ପ୍ରେମିକ ସହ ଫେରାର

ଜଳେଶ୍ୱର, ୧୫ା୩(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ଚିକିତ୍ସା ଲାଗି ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ନିଜ ପିଲାଙ୍କୁ ସାଙ୍ଗରେ ନେଇ ପ୍ରେମିକଙ୍କ ସହ ଫେରାର ହୋଇଯାଇଥିବା ଚର୍ଚ୍ଚାର ବିଷୟ…

ବଦଳିବ ଦଧିବାମନଜୀଉ ମନ୍ଦିର ରୂପରେଖ

ଆନନ୍ଦପୁର,୧୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରର ଆରାଧ୍ୟ ଶ୍ରୀଶ୍ରୀ ଦଧିବାମନଜୀଉ ମନ୍ଦିର ରୂପରେଖ ବଦଳିବ। ମନ୍ଦିର ପରିଚାଳନା ପାଇଁ ରହିଥିବା ଦେବୋତ୍ତର ବିଭାଗ ସମ୍ପତ୍ତିର ପୁନରୁଦ୍ଧାର, ଆୟ ବୃଦ୍ଧି ଦିଗରେ ପଦକ୍ଷେପ, ମନ୍ଦିର ପରିସରରେ ରହିଥିବା ଭଙ୍ଗାତୁଟା ଘରର ପୁନରୁଦ୍ଧାର ଓ ଆନନ୍ଦ…

ଆଜି କୋର୍ଟରେ ହାଜର ହେବେ ଲାଲୁ ଯାଦବ, ରାବ୍ରି ଦେବୀ

ନୂଆଦିଲ୍ଲୀ,୧୫।୩: ଜମି ବଦଳରେ ଚାକିରି ଦେବା ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ସ୍ତ୍ରୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ବୁଧବାର କୋର୍ଟରେ ହାଜର ହେବେ। ନିକଟରେ ସିବିଆଇଉଭୟଙ୍କୁ ପୃଥକ ପୃଥକ ଜେରା କରିଥିଲା।…

ରାହୁଲଙ୍କୁ ସମାଲୋଚନା ପାଇଁ ମିଛକୁ ମନ୍ତ୍ର କରାଯାଇଛି: ସାମ୍‌ ପିଟ୍ରୋଡା

ନୂଆଦିଲ୍ଲୀ, ୧୫ା୩: ଭାରତୀୟ ଗଣତନ୍ତ୍ର ସଙ୍କଟରେ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ରିଟେନରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୈତିକ ଝଡ଼ ଉଠିଥିବାବେଳେ ଦରିଆପାରି କଂଗ୍ରେସ ମୁଖ୍ୟ ସାମ୍‌ ପିଟ୍ରୋଡା ଏହାକୁ ସମାଲୋଚନା କରିଛନ୍ତି। ରାହୁଲ ସହାୟତା ପାଇଁ କୌଣସି ବିଦେଶୀ…

୪ ବର୍ଷର ଝିଅକୁ ଯୌନ ନିର୍ଯାତନା ଦେଲେ ରୁଷୀୟ ସୈନ୍ୟ

କିଭ୍‌, ୧୫ା୩: ୟୁକ୍ରେନ୍‌ରେ ରୁଷୀୟ ସୈନ୍ୟ ମହିଳା ଓ ଶିଶୁଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ରୁଷିଆର ୨ଜଣ ସେନା ଅଧିକାରୀ ୪ ବର୍ଷର ଝିଅକୁ ଯୌନ ନିର୍ଯାତନା ଦେବା ସହ ତାଙ୍କ ମା’ଙ୍କୁ ଗଣବଳାତ୍କାର କରିଥିବା ୟୁକ୍ରେନ୍‌…

୧୬ ରୁ ୧୮ ଝଡ଼ତୋଫାନ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ରାଜ୍ୟକୁ ଆଉଏକ ପଶ୍ଚିମା ଝଡ଼ ଆସୁଥିବାରୁ ୧୬ରୁ ୧୮ ଯାଏ ବିଜୁଳି, ଘଡ଼ଘଡ଼ି ସହ ଝଡ଼ ତୋଫାନ ହେବାର ସମ୍ଭାବନା ରହିଛି। ଘଣ୍ଟାପ୍ରତି ୪୦ରୁ ୫୦ କି.ମି. ବେଗରେ ପବନ ବୋହିବ ବୋଲି ମଙ୍ଗଳବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ଗ୍ରହାଣୁରୁ ଶିଳା ଆଣିବାକୁ ଚାଇନାର ଯୋଜନା

ନୂଆଦିଲ୍ଲୀ, ୧୫ା୩: ଟିଆନ୍‌ଓ୍ବେନ୍‌-୧ ମିଶନର ସଫଳତା ପରେ ଚାଇନା ଏହି ସିରିଜ୍‌ର ଦ୍ୱିତୀୟ ମିଶନ ପାଇଁ ଏବେ ଯୋଜନା ପ୍ରସ୍ତୁତ କରିଛି। ଟିଆନ୍‌ଓ୍ବେନ୍‌-୧ ମଙ୍ଗଳ ଅଭିମୁଖେ ଯାଇଥିବାବେଳେ ଟିଆନ୍‌ଓ୍ବେନ୍‌-୨ ମିଶନ ଗ୍ରହାଣୁ ଓ ଧୂମକେତୁଗୁଡ଼ିକୁ ଟାର୍ଗେଟ କରିବ। ସେଠାରୁ ଶିଳା ଆଣିବା…

ଚାଷ ପାଇଁ ଚାଷୀ ନଡ଼ାରେ ନିଅଁା ଲଗାଇ ଦେଉଛନ୍ତି: ମନ୍ତ୍ରୀ

ଭୁବନେଶ୍ୱର,୧୫ା୩(ବ୍ୟୁରୋ): ସାଟେଲାଇଟ ଚିତ୍ର କହୁଛି, କେବଳ ଜଙ୍ଗଲରେ ନିଆଁ ଲାଗୁନି, ଅନେକ ସ୍ଥାନରେ ଚାଷୀମାନେ ଉନ୍ନତମାନର ଚାଷ କରିବା ପାଇଁ ଧାନ କାଟିବା ପରେ ବିଲରେ ବଳକା ନଡ଼ାରେ ନିଆଁ ଲଗାଇ ଦେଉଛନ୍ତି। ଆଧୁନିକ ଜ୍ଞାନକୌଶଳରେ ନିଆଁକୁ ଆୟତ୍ତ କରାଯାଉଛି। ଜଙ୍ଗଲ…

ଯୁଦ୍ଧ ହାରିଲେ ପଦଚ୍ୟୁତ ହେବେ ପୁଟିନ୍‌

ମସ୍କୋ, ୧୫ା୩: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ରୁଷିଆ ପରାଜିତ ହେଲେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ପଦଚ୍ୟୁତ ହେବାକୁ ପଡ଼ିବ ବୋଲି ପୂର୍ବତନ କୂଟନୀତିଜ୍ଞ ବୋରିସ୍‌ ବୋନ୍ଦାରେଭ ଏକ ସାକ୍ଷାତ୍‌କାରରେ ନିଜ ପ୍ରତିକ୍ରିୟା ରଖିଛନ୍ତିି। ସେ କହିଛନ୍ତି ଯେ, ରୁଷିଆ ପରାଜିତ ହେଲେ ପୁଟିନ୍‌ଙ୍କୁ…

ଖାଲି ପଦବୀ ନେଇ ବର୍ଷିଲେ ବିରୋଧୀ

ଭୁବନେଶ୍ବର, ୧୫ା୩(ବ୍ୟୁରୋ): ସ୍କୁଲ ଓ ଗଣଶିକ୍ଷା ବିଭାଗ ଲାଗି ଚଳିତ ବଜେଟରେ ବ୍ୟୟବରାଦ କରାଯାଇଥିବା ୨୨ ହଜାର ୫୨୮ କୋଟି ଟଙ୍କା ମଙ୍ଗଳବାର ବିଧାନସଭାରେ ଗୃହୀତ ହୋଇଛି। ଏହି ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ଉଭୟ ଶାସକ ଏବଂ ବିରୋଧୀ ଦଳର ଅନେକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri