ଫିଲ୍ମ ରିଲିଜ ପୂର୍ବରୁ ସଲମାନଙ୍କୁ ପୁଣି ହତ୍ୟା ଧମକ
ମୁମ୍ବାଇ,୨୦।୪: ବଲିଉଡ ଅଭିନେତା ସଲମାନ ଖାନ ବର୍ତ୍ତମାନ ତାଙ୍କର ଅପକମିଙ୍ଗ୍ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ରେ ବହୁତ ବ୍ୟସ୍ତ ଅଛନ୍ତି। ଏହି ସମୟରେ ଏକ ଖବର ସାମ୍ନାକୁ ଆସିଛି ଯେ, ଫିଲ୍ମ ରିଲିଜ ହେବା ପୂର୍ବରୁ…
ରାସ୍ତାକୁ ଓହ୍ଲାଇଲେ ଆଳତୁମାବାସୀ
କାମାକ୍ଷାନଗର, ୨୦।୪(ଡି.ଏନ୍.ଏ.) ଅନୁଗୋଳରୁ ଯାଜପୁରକୁ ସଂଯୋଗ କରୁଥିବା ୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଧୀମେଇଛି। ଉକ୍ତ ବ୍ୟସ୍ତବହୁଳ ସଡ଼କ ମରଣଯନ୍ତା ପାଲଟିଥିବାବେଳେ ଏହାକୁ ନେଇ ପୁଞ୍ଜୀଭୂତ ଅସନ୍ତୋଷ ଉଗ୍ରରୂପ ନେଲାଣି। ଏହାର ପ୍ରତିବାଦରେ ବୁଧବାର ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ…
ପଟାସ ଜଙ୍ଗଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
ପାଟଣା,୨୦/୪(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକବୁଢୀ କାପୁଡି ପଞ୍ଚାୟତ ପାଣପଶି ପଟାସ ଜଙ୍ଗଲରୁ ଗୁରୁବାର ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ମୃତଦେହ ନିକଟରେ କୀଟନାଶକ ସହ ସାଇକେଲ ପଡିରହିଥିବା ଦେଖିବାକୁ…
ଅତିଷ୍ଠ କରୁଛି ବିଦ୍ୟୁତ୍ ବିଭ୍ରାଟ
ବଅଁରପାଳ, ୨୦।୪ (ଡି.ଏନ.ଏ.) ଅନୁଗୋଳ ଜିଲାରେ ପ୍ରବଳ ଗ୍ରୀଷ୍ମ ପ୍ରକୋପ ଜାରି ରହିଛି। ତାପମାତ୍ରା ରେକର୍ଡ ପରେ ରେକର୍ଡ କରୁଥିବା ବେଳେ ବଅଁରପାଳ ବ୍ଲକ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ଲୋକଙ୍କୁ ଅତିଷ୍ଠ କରିଦେଉଛି। ଦିନରେ ତାତି ଓ ରାତିରେ…
ଓଭରବ୍ରିଜ ତଳକୁ ଖସିପଡିଲା ବାଇକ୍, ଇଂଞ୍ଜିନିୟର ମୃତ
କେନ୍ଦୁଝର,୨୦।୪(ସ୍ବ.ପ୍ର.): ଟାଉନ ଥାନା ଅନ୍ତର୍ଗତ ଧୃପଦା ଓଭର ବ୍ରିଜ ଉପରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇ ବ୍ରିଜ ତଳକୁ ଖସି ପଡିଛି। ଫଳରେ ଜଣେ ଇଂଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଜଗସିଂହପୁର ଜିଲା କାକଟପୁର ଥାନା ଅଞ୍ଚଳର ଅରୁଣ କୁମାର ମିଶ୍ରଙ୍କ…
ପାଞ୍ଚୋଟି ଚେକ୍ ଡ୍ୟାମ୍ର ପୁନରୁଦ୍ଧାର ଦାବି
ପୋଲସରା, ୨୦।୪: ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ କାଶୀନାଥପୁର ଡାବୁରିଆ ନାଳରେ ନିର୍ମିତ ପାଞ୍ଚୋଟି ଚ୍ୟାକ୍ ଡ୍ୟାମ୍ର ମାଟି ବ୍ୟାଙ୍କ, ଗାର୍ଡ ୱାଲ, ପଥର ପ୍ୟାକିଙ୍କି, ଆବଶ୍ୟକ କଂକ୍ରିଟ କେନାଲ ନିର୍ମାଣ କରିବା, କାଶୀନାଥପୁର ଚ୍ୟାକ୍ ଡ୍ୟାମ୍ ଅର୍ଥାତ ପ୍ରାୟ ୧…
ଦଳରୁ ନିଲମ୍ବିତ ହେଲେ କଂଗ୍ରେସ ନେତା, ଅତିକ୍ଙ୍କୁ ନେଇ ଦେଇଥିଲେ ବିବାଦୀୟ ମନ୍ତବ୍ୟ
ଲକ୍ଷ୍ନୌ,୨୦।୪: ପ୍ରୟାଗରାଜରେ ଅତିକ୍ ଅହମ୍ମଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତାଙ୍କୁ ସିଟି କଂଗ୍ରେସ କମିଟି ୬ ବର୍ଷ ପାଇଁ ଦଳରୁ ନିଲମ୍ବନ କରିଛି। ସୂଚନାଯୋଗ୍ୟ, କଂଗ୍ରେସ ନେତା ତଥା କାଉନସିଲର ପ୍ରାର୍ଥୀ ରାଜକୁମାର ଅତିକ୍ଙ୍କ କବର ଉପରେ ତ୍ରିରଙ୍ଗା…
୨୧ ବର୍ଷ ହେଲା ନାହାନ୍ତି ସ୍ଥାୟୀ ପ୍ରଧାନ ଶିକ୍ଷକ
ଗଞ୍ଜାମ, ୨୦।୪(ଡି.ଏନ.ଏ.) ଗଞ୍ଜାମ ସହର ବଡ଼ବଜାରଠାରେ ବହୁ ପୁରାତନ ଭାରତୀ ବିଦ୍ୟାପୀଠ ହାଇସ୍କୁଲ ଅବସ୍ଥିତ। ଏଠାରେ ସ୍କୁଲ ନିର୍ମାଣ ପାଇଁ ଗଞ୍ଜାମ ତଥା ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ମା’ ସ୍ବର୍ଗତ ଯଶୋଦା ପଣ୍ଡା ଜମି ପ୍ରଦାନ କରିଥିଲେ।…
ପାଣି ପାଇଁ ଡହଳବିକଳ ଲଣ୍ଡାଗାଁ ପଞ୍ଚାୟତବାସୀ
ବାଲିଗୁଡା, ୨୦।୪(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ କିଛିଦିନ ହେଲା ପ୍ରବଳ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ପ୍ରତିଦିନର ତାପମାତ୍ରା ୪୦ ରୁ ୪୧ଡିଗ୍ରୀ ରହୁଛି। ତାପମାତ୍ରା ବୃଦ୍ଧି କାରଣରୁ ନଦୀ ନାଳ…
ଓଡ଼ିଶା ପାଣି ଲୁଟିବାକୁ ଆଉ ପାଦେ ଆଗେଇଲା ଆନ୍ଧ୍ର
ପାରଳାଖେମୁଣ୍ଡି, ୨୦।୪ (ଡି.ଏନ୍.ଏ): ଗଜପତି ଜିଲାର ଦୁଇ ନଦୀ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ରହିଛି । ମହେନ୍ଦ୍ରତନୟା ଓ ବଂଶଧାରା ନଦୀ ଉପରେ ଆନ୍ଧ୍ର ପ୍ରକଳ୍ପ ନିର୍ମାଣ କରି ବିବାଦକୁ ଆସିବା ପରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଉଭୟ ରାଜ୍ୟ।…
‘ମୋଦି’ ସରନେମ ମାମଲାରେ ରାହୁଲଙ୍କୁ ମିଳିପାରେ ଆଶ୍ୱସ୍ତି, ଆଜି ସୁରଟ କୋର୍ଟରେ ଶୁଣାଣି
ନୂଆଦିଲ୍ଲୀ,୨୦।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ମୋଦି’ ସରନେମକୁ ଦେଇଥିବା ବିବାଦୀୟ ମନ୍ତବ୍ୟ ଉପରେ ଗୁରୁବାର ସୁରଟର ଏକ କୋର୍ଟ ରାୟ ଶୁଣାଇବେ। ସୂଚନାନୁସାରେ,କଂଗ୍ରେସ କର୍ମୀମାନେ ଆଶାବାଦୀ ଅଛନ୍ତି, ଆଜିର ନିଷ୍ପତ୍ତିରେ ରାହୁଲଙ୍କୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ପ୍ରକାଶ ପାଇଛି। ଗତ…
ପାରା ବ୍ୟାଡମିଣ୍ଟନ: ବିଶ୍ୱର ପ୍ରଥମ ସ୍ଥାନରେ ପ୍ରମୋଦ-ସୁକାନ୍ତ
ଭୁବନେଶ୍ବର,୨୦।୪: ପାରା ବ୍ୟାଡମିଣ୍ଟନ ଖେଳାଳୀ ପ୍ରମୋଦ ଭଗତ ଏବଂ ସୁକାନ୍ତ କଦମ ଏବେ ଆଉ ଏକ ମାନ୍ୟତା ହାସଲ କରିଛନ୍ତି। ନିକଟରେ ବ୍ରାଜିଲ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଥିବା ବେଳେ ଏହି ଭାରତୀୟ ଯୋଡି ବୁଧବାର ଘୋଷିତ ମାନ୍ୟତାର ଶୀର୍ଷ…
Archives


