ରିଲିଜ ହେଲା ‘ଆଦିପୁରଷ’ର ନୂଆ ପୋଷ୍ଟର, ଜବରଦସ୍ତ ଅନ୍ଦାଜରେ ନଜର ଆସିଲେ ପ୍ରଭାସ
ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ଓ କ୍ରିତି ସାନନଙ୍କ ଷ୍ଟାରର ମୁଭି ‘ଆଦିପୁରୁଷ’ ୩ଡିରେ ନିର୍ମାଣ କରାଯାଉଛି। ଏହାସହ ଏଥିରେ ଭିଏଫଏକ୍ସ, ସ୍ପେଶାଲ ଇଫେକ୍ସର କାମ ବହୁତ କରାଯାଇଛି। ଏହି ମୁଭିକୁ ପ୍ରଥମେ ଅଗଷ୍ଟ ୨୦୨୨ରେ ରିଲିଜ କରିବାର ଟାର୍ଗେଟ ରଖାଯାଇଥିଲା।…
ଇଦରେ ଯାଦୁ ଦେଖାଇ ପାରିଲାନି ସଲମାନଙ୍କ ମୁଭି
ମୁମ୍ବାଇ: ବଲିଉଡର ମେଗା ସୁପରଷ୍ଟାର ସଲମାନଙ୍କ ଖଁାଙ୍କ ଅଭିନୀତ ଲାଟେଷ୍ଟ ମୁଭି ‘କିସି କା ଭାଇ କିସି କି ଜାନ’ ଶୁକ୍ରବାର ରିଲିଜ ହୋଇଯାଇଛି। ପ୍ରତିଥର ପ୍ରରି ଏଥର ବି ଇଦ ଅବସରରେ ରିଲିଜ ହୋଇଛି ସଲମାନଙ୍କ ଏହି ମୁଭି। ସବୁବେଳେ…
ଟସ୍ ଜିତି ଗୁଜରାଟର ବ୍ୟାଟିଂ ଜାରି
ଲକ୍ଷ୍ନୌ,୨୨।୪: ଭରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଉଥିବା ଆଇପିଏଲ୍ର ୩୦ତମ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଦଳର ଦୁଇ ଓପନର ରିଦ୍ଧିମାନ ସାହା…
ଦଶପଲ୍ଲାରେ ଫୁଟିଲା ବୋମା
ନୟାଗଡ଼ ଅଫିସ,୨୨।୪:ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ସମ୍ମୁଖ ନେତାଜୀ ମଇଦାନ ରାସ୍ତାର ନାରାୟଣଗଞ୍ଜ ହାଟ ରାସ୍ତାରେ ବୋମା ଫୁଟିଛି। ଏଥିରେ ୨ଜଣ ଆହତ ହୋଇଛନ୍ତି। ହାଟ ରାସ୍ତାରେ ଗୋଟିଏ ବୋମା ଫୁଟିଥିବା ବେଳେ ଅନ୍ୟଟିକୁ ଦଶପଲା ପୋଲିସ ଜଗିରହିଛି। ନୟାଗଡ଼ରୁ ବୋମା…
ଏମିତି ଏକ ଭୟଙ୍କର ଦୁର୍ଘଟଣା, ଯାହା ଆଗରୁ କେବେ ଦେଖି ନ ଥିବେ, ଭିଡିଓ ଦେଖିଲେ…
ସଡ଼କ ଦୁର୍ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି। ରାସ୍ତାରେ ଅନେକ ଥର ଦୁର୍ଘଟଣା ଏତେ ଭୟଙ୍କର ଯେ, ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଅନେକ ଥର ଦୁର୍ଘଟଣାର ଶିକାର ହୋଇଥିବା ଗାଡିଗୁଡ଼ିକର ଅବସ୍ଥା ଦେଖି ଲାଗେ ଏମିତି ଦୁର୍ଘଟଣା ହେଲା କେମିତି? ଏବେ ସୋସିଆଲ…
ଅଶାନ୍ତ ବିଜେବି କଲେଜ: ୩ ଛାତ୍ରଙ୍କୁ ଗୋଡ଼ାଇ ହାଣିଲେ ଅଣଛାତ୍ର
ଭୁବନେଶ୍ବର ୨୨।୪(ବ୍ୟୁରେ): ବିଜେବି କଲେଜ ପୁଣି ଅଶାନ୍ତ ହୋଇଛି। କଲେଜ ପରିସରରେ ୩ ଜଣ ଛାତ୍ରଙ୍କୁ ୧୫ ଅଣଛାତ୍ର ଗୋଡ଼ାଇ ଗୋଡ଼ାଇ ହାଣିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ୩ ଛାତ୍ର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନାଯୋଗ୍ୟ, କ୍ରିକେଟ ଖେଳକୁ…
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ
ଭୁବନେଶ୍ୱର,୨୨।୪(ବ୍ୟୁରୋ): ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଭିଜିଲାନ୍ସ ପକ୍ଷରୁ ଚାର୍ଜସିଟ୍ ଦାଖଲ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ୩ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଥିବା ଜଣାପଡ଼ିଛି। ଚାର୍ଜସିଟରେ ୯ କୋଟି ୧୮ ଲକ୍ଷ ଟଙ୍କାର ଆୟ ବର୍ହିଭୂତ…
ଟ୍ରକ୍ ଚକ ତଳେ ଚାଲିଗଲା ବାପା-ଝିଅଙ୍କ ଜୀବନ
ତାଳଚେର, ୨୨ା୪ (ନି.ପ୍ର.): ପବିତ୍ର ରମଜାନ ମାସର ଶେଷ ଦିନ ତଥା ଇଦ୍-ଉଲ୍ ଫିତର ଥିବାରୁ ୩ ବର୍ଷର ପୁଅ ଏମ୍ଡି ସାହିଲ ଓ ଭଣଜା ଏମ୍ଡି ଫିରୋଜ କୁରେସୀଙ୍କୁ ଧରି ମସ୍ଜିଦ୍କୁ ନମାଜ ପାଠ କରିବାକୁ ଆସିଥିଲେ ତାଳଚେର ଗୋଡ଼ିବନ୍ଧ…
ଢ଼େଙ୍କାନାଳରେ ଇଦ ପାଳିତ
ଢେଙ୍କାନାଳ,୨୨।୪: ଢ଼େଙ୍କାନାଳ ସହରରେ ଶନିବାର ଇଦ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ମିନାବଜାର ଠାରେ ଥିବା ମସଜିଦ ଓ କାଞ୍ଚନ ବଜାର ସ୍ଥିତ ମସଜିଦରେ ମୁସଲମାନମାନେ ସମୁହ ନମାଜ ପାଠ କରିଥିଲେ । ପରେ ସେମାନେ…
ସମ୍ବଲପୁରରେ ଇଣ୍ଟରନେଟ ସେବା ଉପରେ କଟକଣା ଅବଧି ବୃଦ୍ଧି
ସମ୍ବଲପୁର ୨୨।୪(ବ୍ୟୁରୋ): ସମ୍ବଲପୁରରେ ଧିରେ ଧିରେ ସ୍ଥିତିରେ ସୁଧାର ଆସୁଛି। ତେବେ ଇଣ୍ଟରନେଟ ସେବା ଉପରେ କଟକଣା ଅବଧିକୁ ପୁଣି ବୃଦ୍ଧି କରାଯାଇଛି । ଇଣ୍ଟରନେଟ ସେବା କଟକଣା ପୁଣି ୮ ଘଣ୍ଟା ବଢଛି । ୨୨ ତାରିଖ ସା ୬ଟା…
ମିଳିତ ଅମଲା ମଞ୍ଚ ପକ୍ଷରୁ ସ୍ମାରକପତ୍ର ପ୍ରଦାନ
ଛତ୍ରପୁର,୨୨।୪: (ଡିଏନଏ ) ଗଞ୍ଜାମ ଜିଲାସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଶ୍ୟେରେ ଏକ ସ୍ମାରକପତ୍ର ଗଞ୍ଜାମ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ପ୍ରାରମ୍ଭରେ ଛତ୍ରପୁରସ୍ଥିତ ସର୍କିଟ ହାଉସ ଫାଟକ ନିକଟରୁ ୧ହଜାର ଅମଲା ଏକ…
ମାଠିଆ ଗଡୁଛି, ପାଣି ନାହିଁ
ଖୋର୍ଦ୍ଧା ଅଫିସ,୨୨।୪: ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି। ରାଜଧାନୀ ଭୁବନେଶ୍ୱର ସମେତ ଦଶରୁ ଊର୍ଦ୍ଧ୍ୱ ସହରର ତାପମାତ୍ରା ବଢି ଚାଲିଛି। ତାପମାତ୍ର ଦୈନିକ ୩୮ରୁ ୪୦ ଡିଗ୍ରୀ ପର୍ଯ୍ୟନ୍ତ ରହୁଛି। ଜିଲାରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ…
Archives


