Home Left

ମଣିପୁରରେ ପୁଣି ସଂଘର୍ଷ

ନୂଆଦିଲ୍ଲୀ,୩ା୮: ମଣିପୁରର ବିଷ୍ଣୁପୁରରେ ଗୁରୁବାର ସାନି ସଂଘର୍ଷ ଘଟିଛି। ସୁରକ୍ଷା ବଳ ସହ ମେଇତି ସମ୍ପ୍ରଦାୟର ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ୧୭ଜଣ ଆହତ ହୋଇଥିବା ଜଣାପଡିଛି। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ଯାଇ ଯବାନ ଗୁଳି ଚଳାଇଥିଲେ। ସାନି ହିଂସା ପରେ…

ଅକ୍ଟୋବର ୧ରୁ ବଢିବ ଇଣ୍ଡିଗୋ ବିମାନ କର୍ମଚାରୀଙ୍କ ଦରମା

ନୂଆଦିଲ୍ଲୀ,୩।୮: ଦେଶର ବୃହତ୍ତମ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ଏହାର ପାଇଲଟ ଏବଂ କ୍ୟାବିନ କ୍ରୁଙ୍କ ଦରମା ବୃଦ୍ଧି କରିବାକୁ ଘୋଷଣା କରିଛି। କମ୍ପାନୀ କହିଛି ଯେ, ଦରମା ବୃଦ୍ଧି ନିଷ୍ପତ୍ତି ୨୦୨୩ ଅକ୍ଟୋବର ୧ରୁ ଲାଗୁ ହେବ। ଇଣ୍ଡିଗୋର ଫ୍ଲାଇଟ…

ଦକ୍ଷିଣପୂର୍ବ ରେଳପଥ ଅଣ୍ଡରପାସ୍‌ରେ ୮ଫୁଟ୍‌ ପାଣି

କୁଚିଣ୍ଡା,୩ା୮(ବିରଞ୍ଚତ୍ ଦର୍କା): ଲଗାଣ ବର୍ଷା ଯୋଗୁ ସମ୍ବଲପୁର ଜିଲା ବାମରା ଦକ୍ଷିଣପୂର୍ବ ରେଳପଥ (ନଂ.୪୭୩/୧୧) ଖମ୍ବସ୍ଥିତ ଅଣ୍ଡରପାସ୍‌ରେ ୮ଫୁଟ୍‌ର ପାଣି ଜମିଛି। ଫଳରେ ଉଚ୍ଚକାପାଟ ଓ ବାଉଁଶଲଗା ପଞ୍ଚାୟତର ଲୋକଙ୍କ ଯିବାଆସିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ପଞ୍ଚାୟତରୁ ମିଳୁଥିବା ଭତ୍ତା, ରାଶନ…

ଇମ୍ରାନ୍‌ଙ୍କ ପାଇଁ ବଢିଲା ସମସ୍ୟା, ପିଟିଆଇକୁ ନିର୍ବାଚନ ଚିହ୍ନରୁ ବଞ୍ଚିତ କରିପାରନ୍ତି ଇସିପି

ଇସଲାମାବାଦ,୩।୮: ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) ଇମ୍ରାନ୍‌ ଖାନଙ୍କ ପିଟିଆଇକୁ ଚେତାବନୀ ଦେଇ କହିଛନ୍ତି, ପାର୍ଟୀ ନିର୍ବାଚନ କରିବାରେ ବିଫଳ ହେବା ଉପରେ ଭବିଷ୍ୟତରେ ନିର୍ବାଚନ ଚିହ୍ନ ପାଇଁ ଅଯୋଗ୍ୟ ହୋଇପାରେ। ବୁଧବାର କମିଶନ ପିଟିଆଇ ମୁଖ୍ୟ ଇମ୍ରାନ୍‌ଙ୍କୁ ସମନ ଜାରି…

ଭାରତକୁ ମିଳିଲା ଇସ୍ରାଏଲ ସ୍ପାଇକ ଏନ୍‌ଏଲଓଏସ୍‌ ମିସାଇଲ , ଶୀଘ୍ର ହେବ ପରୀକ୍ଷଣ

ନୂଆଦିଲ୍ଲୀ,୩।୮: ଭାରତୀୟ ବାୟୁସେନା ଶତ୍ରୁଙ୍କୁ ନଷ୍ଟ କରିବାକୁ ନିଜକୁ ଶକ୍ତିଶାଳୀ କରୁଛି। ଏହି କ୍ରମରେ ଏହାର ସାମର୍ଥ୍ୟ ବଢାଇବା ପାଇଁ ଭାରତୀୟ ବାୟୁସେନା(ଆଇଏଏଫ୍‌) ଇସ୍ରାଏଲ ସ୍ପାଇକ ନନ ଲାଇନ ଅଫ ସାଇଟ (ଏନ୍‌ଏଲଓଏସ୍‌) ଆଣ୍ଟି-ଟ୍ୟାଙ୍କ ଗାଇଡେଡ ମିସାଇଲ ପାଇଛି। ଏହା ୩୦…

ଚମକାଇଲେ ସେହ୍ବାଗ: କହିଲେ ‘କୋଚ୍ କଲର୍ ଧରିଥିଲେ, ଧକ୍କା ବି ଦେଇଥିଲେ…

ନୂଆଦିଲ୍ଲୀ, ୩। ୮: କ୍ରିକେଟରେ ଖେଳାଳି ଏବଂ କୋଚ୍ ଙ୍କ ମଧ୍ୟରେ ବିବାଦ ଖୁବ୍ କମ୍ ଦେଖିବାକୁ ମିଳେ। ସେଭଳି ଗୋଟିଏ ଘଟଣା ୨୦୦୦ ମସିହାରେ ଘଟିଥିଲା। ଟିମ୍ ଇଣ୍ଡିଆର କୋଚ୍ ଜନ୍ ରାଇଟ୍ ଏବଂ ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ…

ପ୍ରେମିକଙ୍କ ସହ ନିର୍ବନ୍ଧ କଲେ ଅନୁରାଗ କାଶ୍ୟପଙ୍କ ଝିଅ ଆଲିଆ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ଝିଅ ଆଲିଆ କାଶ୍ୟପ ଆଜି ତାଙ୍କ ପ୍ରେମିକ ସେନ ଗ୍ରେଗୋଇରେଙ୍କ ସହ ନିର୍ବନ୍ଧ କରିଛନ୍ତି। ଆଲିଆ ତାଙ୍କ ଚେହେରା ପାଇଁ ପ୍ରାୟତଃ ଲାଇମଲାଇଟ୍‌ରେ ରୁହନ୍ତି। ତାଙ୍କ ନିର୍ବନ୍ଧର କିଛଇ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ…

ଲୋକ ସଭାର ଅବଶିଷ୍ଟ ଅଧିବେଶନରୁ ନିଲମ୍ବିତ ହେଲେ ସୁଶୀଲ କୁମାର

ନୂଆଦିଲ୍ଲୀ,୩।୮: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସୁଶୀଲ କୁମାର ରିଙ୍କୁଙ୍କୁ ଲୋକ ସଭାର ଅବଶିଷ୍ଟ ଅଧିବେଶନରୁ ନିଲମ୍ବିତ କରାଯାଇଛି। ଗୁରୁବାର ଲୋକ ସଭାର କାର୍ଯ୍ୟବାହୀ ସମୟରେ ଏଏପି ନେତା ଏକ କାଗଜ ଚିରି ଚେୟାର ଆଡକୁ ଫିଙ୍ଗିଥିବା ନେଇ ଅଭିଯୋଗ ରହିଛି।…

ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ଭାରତ ଆସିବ ନେଦରଲାଣ୍ଡ୍ସ

ବେଙ୍ଗାଲୁରୁ,୩ା୮: ଆଇସିସି ବିଶ୍ୱକପ୍‌ ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନେଦରଲାଣ୍ଡ୍ସ ଦଳ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ଭାରତ ଆସିବ ବୋଲି ସୂଚନା ମିଳିଛି। ନେଦରଲାଣ୍ଡ୍ସ ଆଗୁଆ ଆସି କେତୋଟି ଅଭ୍ୟାସ ମ୍ୟାଚ ଖେଳିବ। ହେଲେ ଏପର୍ଯ୍ୟନ୍ତ ଭେନ୍ୟୁ ଓ ତାରିଖ…

‘ଭାଜପା ଦୁର୍ନୀତି କଥା ଉଠାଇଲେ ଲାଗେ ଯେମିତି ଓସାମା ବିନ ଲାଡେନ କହୁଛନ୍ତି ଅହିଂସାର କଥା’: ସଞ୍ଜୟ ସିଂ

ନୂଆଦିଲ୍ଲୀ,୩।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଦିଲ୍ଲୀ ଅଧ୍ୟାଦେଶ ବିଲକୁ ନେଇ ଲୋକ ସଭାରେ ଚର୍ଚ୍ଚା କରିଥିଲେ। ଏହାକୁ ଦିଲ୍ଲୀ ସରକାର ବିରୋଧ କରୁଥିବା ବେଳେ ଶାହା କହିଥିଲେ ଦିଲ୍ଲୀ ସର୍ଭିସେସ ବିଲ ପାସ ହେବା ପରେ ବିରୋଧୀ ମେଣ୍ଟରୁ…

ଅଭିଯୁକ୍ତ କନଷ୍ଟେବଳଙ୍କ ମେଡିକାଲ ବିବୃତିକୁ ପ୍ରତ୍ୟାହାର କଲା ରେଲଓ୍ବେ

ନୂଆଦିଲ୍ଲୀ,୩।୮: ଜୟପୁର-ମୁମ୍ବାଇ ଟ୍ରେନ ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଆରପିଏଫ୍‌ କନଷ୍ଟେବଳଙ୍କ ଶେଷ ପର୍ଯ୍ୟାୟ ମେଡିକାଲ ରିପୋର୍ଟରେ କୌଣସି ମାନସିକ ରୋଗ ଚିହ୍ନଟ ହୋଇ ନ ଥିବା ବୁଧବାର ରେଳ ବିଭାଗ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି। ହେଲେ ଏହାର କିଛି ଘଣ୍ଟା…

ନାଇଜରରୁ ଭାରତୀୟ ନାଗରିକଙ୍କୁ ବିଦା କଲା ଫ୍ରାନ୍ସ, ଦୂତାବାସ ଉପରେ ଆକ୍ରମଣ ପରେ ନିଆଗଲା ନିଷ୍ପତ୍ତି

ପ୍ୟାରିସ,୩।୮: ସାମରିକ ସେନା ଆକ୍ରମଣ ପରେ ନାଇଜର ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ସଙ୍କଟ ମଧ୍ୟରେ ଭାରତ ସମେତ ଅନ୍ୟ ଦେଶର ନାଗରିକମାନେ ନାଇଜରରେ ଫସି ରହିଛନ୍ତି। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫ୍ରାନ୍ସ ସରକାର ଗତ ଦୁଇ ଦିନ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?