Home Left

କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ସମନ ପଠାଇଲେ କୋର୍ଟ

ନୂଆଦିଲ୍ଲୀ,୩।୮: ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଏକ ମାନହାନ ମାମଲାରେ ଅଲିମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ସମନ ଜାରି କରିଛନ୍ତି। କୋର୍ଟ ସେପ୍ଟେମ୍ବର ୬ରେ ହାଜର ହେବା ପାଇଁ ପୁନିଆଙ୍କୁ କହିଛନ୍ତି। କୁସ୍ତି କୋଚ ନରେଶ ଦାହିଆ ବଜରଙ୍ଗ…

ଅଗଷ୍ଟ ୬ ପର୍ଯ୍ୟନ୍ତ ଗୋ ଫାଷ୍ଟର ସମସ୍ତ ଉଡାଣ ରଦ୍ଦ

ନୂଆଦିଲ୍ଲୀ,୩।୮: ପୁଣି ଥରେ ବୃଦ୍ଧି ହୋଇଛି ଗୋ ଫାଷ୍ଟର ଉଡାଣ କ୍ୟାସିଲେସନ। ଗୁରୁବାର କମ୍ପାନୀ ପକ୍ଷରୁ ଟୁଇଟ କରି କୁହାଯାଇଛି କି ଅଗଷ୍ଟ ୬ ପର୍ଯ୍ୟନ୍ତ ଗୋ ଫାଷ୍ଟର ସମସ୍ତ ଉଡାଣକୁ ପୁଣିଥରେ ବାତିଲ କରାଯାଇଛି। ସୂଚନାଯୋଗ୍ୟ, ମେ’ ଆରମ୍ଭରୁ ଏହି…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ

ରାୟପୁର,୩।୮: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ରାଷ୍ଟ୍ରୀୟ ଉପରାଷ୍ଟ୍ରପତି ରମଣ ସିଂ ନିଜ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସେ ଗତ କିଛି ଦିନ ହେବ ଦିଲ୍ଲୀରେ ଅଛନ୍ତି ଏବଂ କିଛି ସ୍ବାସ୍ଥ୍ୟଗତ କାରଣରୁ ତାଙ୍କୁ…

ଘୁଞ୍ଚିଲା ୟୁଜି, ପିଜି ନାମଲେଖା ତାରିଖ

ଭୁବନେଶ୍ୱର,୩।୮(ଅସମାପିକା ସାହୁ): ପାଣିପାଗ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ୟୁଜି ଏବଂ ପିଜି ନାମଲେଖା ତାରିଖରେ ପରିବର୍ତ୍ତନ କରାଯାଇଛି। ୟୁଜି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଏବଂ ପିଜି ପ୍ରଥମ ପର୍ଯ୍ୟାୟ ନାମଲେଖାକୁ ଅଗଷ୍ଟ ୫ ତାରିଖ ଅର୍ଥାତ୍‌ ଶନିବାରକୁ ଘୁଞ୍ଚାଇ ଦିଆଯାଇଛି।…

୨୦୨୩ ବିଶ୍ୱକପ ପୂର୍ବରୁ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୮: ୨୦୨୩ ବିଶ୍ୱକପ ଟୁର୍ନାମେଣ୍ଟ ଚଳିତ ବର୍ଷ ଶେଷରେ ଭାରତୀୟ ମାଟିରେ ଖେଳାଯିବ। ୨୦୨୩ ବିଶ୍ୱକପ ୫ ଅକ୍ଟୋବରରୁ ଆରମ୍ଭ ହେବ ଏବଂ ଫାଇନାଲ ମ୍ୟାଚ ୧୯ ନଭେମ୍ବରରେ ଖେଳାଯିବ। ଚେନ୍ନାଇରେ ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ବିଶ୍ୱକପରେ ଭାରତୀୟ…

ଦିଲ୍ଲୀ ଅଧ୍ୟାଦେଶ ବିଲ୍‌ର ଚର୍ଚ୍ଚା ସମୟରେ ସାୟରି କହିଲେ ରାଘବ

ନୂଆଦିଲ୍ଲୀ,୩।୮: ଦିଲ୍ଲୀ ଅଧିକାରୀଙ୍କ ଟ୍ରାନ୍ସଫର ଓ ପୋଷ୍ଟିଂ ସହ ଜଡିତ ଅଧ୍ୟାଦେଶ ସ୍ଥାନ ନେଉଥିବା ବିଧେୟକ ଉପରେ ଗୁରୁବାର ଲୋକ ସଭାରେ ଚର୍ଚ୍ଚା ହୋଇଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନମୋହନ ରେଡ୍ଡିଙ୍କ ରାଜନୈତିକ ଦଳ ଓ୍ବାଇଏସଆର କଂଗ୍ରେସ…

ଅଜିତ ପାଓ୍ବାର ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଉପରେ ଲାଗିଲା ବିରାମ: ପଡନବିସ କହିଲେ…

ପୁଣେ,୩।୮: ଅଜିତ ପାୱାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ମହାରାଷ୍ଟ୍ରର ରାଜନୈତିକ ଗଳିରେ ଜୋରଦାର ଆଲୋଚନା ହେଉଛି। କିନ୍ତୁ ମୁଖ୍ୟମନ୍ତ୍ରୀ ପଦରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଗୁରୁବାର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ବିଧାନସଭାରେ ସ୍ପଷ୍ଟ କରିଛନ୍ତି।…

ଓଏଏସ୍‌ ଉତ୍ତୀର୍ଣ୍ଣ ସୁରଜଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ବିଧାୟକ

ଗଞ୍ଜାମ,୩।୮(ବିଦ୍ୟାଧର ସାହୁ ): ଗତ ସୋମବାର ପ୍ରକାଶ ପାଇଥିବା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଗଞ୍ଜାମ ବ୍ଲକ ଜେଆର୍‌ଜେପୁର ଗ୍ରାମର ସୁରଜ ନାୟକ ୧୫୨ ର଼୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯାହା ଗଞ୍ଜାମ ବ୍ଲକ ଏବଂ ସ୍ଥାନୀୟ ଅଞ୍ଚଳ ପାଇଁ ଗୌରବ ଆଣିଦେଇଛି।…

ପରିବାରକୁ ବଞ୍ଚାଇବାକୁ ଚାହୁଁଥିଲେ, ସବୁ ଭାରତୀୟ ମୁସଲମାନ ହିନ୍ଦୁ ହୋଇଯାନ୍ତୁ: କମଲ ଖାନ

ପରିବାରକୁ ବଞ୍ଚାଇବାକୁ ଚାହୁଁଥିଲେ, ସବୁ ଭାରତୀୟ ମୁସଲମାନ ହିନ୍ଦୁ ହୋଇଯାନ୍ତୁ: କମଲ ଖାନ୍‌ ବଲିଉଡ ଅଭିନେତା ତଥା ଫିଲ୍ମ ସମୀକ୍ଷକ କମଲ ରସିଦ ଖାନ ନିଜ ମନ୍ତବ୍ୟ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ନିକଟରେ ସେ ଟୁଇଟ୍‌ ମାଧ୍ୟମରେ ମୁସଲମାନମାନଙ୍କୁ ହିନ୍ଦୁ…

ଆଜମ ଖାଁଙ୍କୁ ପୁଣି ଝଟକା

ପ୍ରୟାଗରାଜ,୩।୮: ଆହ୍ଲାବାଦ ହାଇକୋର୍ଟ ହେଟ ସ୍ପିଚ ମାମଲାରେ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାଁଙ୍କୁ ଏମପି-ଏମଏଲଏ କୋର୍ଟ ରାମପୁରଙ୍କ ଦ୍ୱାରା ମୁକ୍ତ କରିବା ନିର୍ଦ୍ଦେଶକୁ ଷ୍ଟେ କରି ଦେଇଛନ୍ତି। ରାଜ୍ୟ ସରକାରଙ୍କ ଆବେଦନକୁ ଗ୍ରହଣ କରି…

ସୁଇସାଇଡ୍‌ ନୋଟ୍‌ ଛାଡିଯାଇଛନ୍ତି ନିତିନ ଦେଶାଇ

ବଲିଉଡର କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ଆତ୍ମହତ୍ୟା ପଛର କାରଣ ଜାଣିବାକୁ ଚାହାଁନ୍ତି। ତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ। ବର୍ତ୍ତମାନ ପୋଲିସ ବିଭିନ୍ନ ଦିଗରୁ ଯାଞ୍ଚ କରୁଛି। ଜୀବନ ନେବା ପୂର୍ବରୁ ନିତିନ ଏକ ରେକର୍ଡ ହୋଇଥିବା ଆତ୍ମହତ୍ୟା ବାର୍ତ୍ତା…

ଶୁଆକୁ ଖୋଜିଆଣିଲେ ମିଳିବ ୧୦ ହଜାର ଟଙ୍କାର ପୁରସ୍କାର

ପଶୁପକ୍ଷୀଙ୍କ ପ୍ରତି ମଣିଷର ଭଲ ପାଇବାର ଅନେକ ଉଦାହରଣ ଆଜିକାଲି ସୋସିଆଲ ମିଡିଆରୁ ଦେଖିବାକୁ ମିଳେ। ନିକଟରେ ମଧ୍ୟପ୍ରଦେଶର ଦାମୋହରେ ଏକ ଶୁଆକୁ ଖୋଜି ଆଣିବା ପାଇଁ ଜଣେ ମାଲିକ ୧୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?