Home Left

ଗେହଲଟଙ୍କ ବିରୋଧରେ ଦାୟର ହୋଇଥିବା ମାନହାନି ମାମଲାର ତଦନ୍ତ ପାଇଁ ଏକ ମାସ ସମୟ ଦେଲେ କୋର୍ଟ

ନୂଆଦିଲ୍ଲୀ,୨୫।୪: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ଦାଖଲ ହୋଇଥିବା ମାନହାନି ମାମଲାରେ ଦିଲ୍ଲୀ ପୋଲିସକୁ ତଦନ୍ତ ପାଇଁ ରୌଜ ଏଭେନ୍ୟୁ କୋର୍ଟ ଏକ ମାସ ସମୟ ଦେଇଛନ୍ତି। ଏହି ମାମଲାରେ ତଦନ୍ତ ଚାଲିଛି ବୋଲି ଦିଲ୍ଲୀ ପୋଲିସ କୋର୍ଟରେ କହିଛି। କେତେକ…

ଏହି ସବୁ ବଡ ଫିଲ୍ମକୁ ସଲମାନ କରିଥିଲେ ରିଜେକ୍ଟ କିନ୍ତୁ ଶାହରୁଖ ଏଥିରେ ଅଭିନୟ କରି ହୋଇଥିଲେ ସୁପରଷ୍ଟାର

ମୁମ୍ବାଇ,୨୫।୪: ସଲମାନ ଖାନ୍‌ ତାଙ୍କ ଫିଲ୍ମ କିସି କା ଭାଇ କିସି କି ଜାନ ଯୋଗୁ ଲଗାତାର ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ବକ୍ସ ଅଫିସରେ ଏହା ସେତେଟା ହିଟ୍‌ ହୋଇପାରି ନାହିଁ। ରିଲିଜ୍‌ ହେବାର ପ୍ରଥମ ସପ୍ତାହରେ ଫିଲ୍ମ ୬୫କୋଟିର ବ୍ୟବସାୟ…

ସୁଦାନରେ ଫସିଥିବା ଶ୍ରୀଲଙ୍କା ନାଗରିକଙ୍କୁ ଉଦ୍ଧାର କରିବାକୁ ପ୍ରସ୍ତାବ ଦେଲା ଭାରତ, ବୈଦେଶିକ ମନ୍ତ୍ରୀ କଲେ ପ୍ରଶଂସା

ନୂଆଦିଲ୍ଲୀ/କଲମ୍ବୋ,୨୫।୪: ସୁଦାନରେ ଚାଲିଥିବା ଗୃହ ଯୁଦ୍ଧ ମଧ୍ୟରେ ବିଭିନ୍ନ ଦେଶର ନାଗରିକ ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ସବୁ ଦେଶ ଚେଷ୍ଟା ଜାରି ରଖିଛନ୍ତି। ଏହି ଗୃହ ଯୁଦ୍ଧ ମଧ୍ୟରେ ଭାରତ ଦ୍ୱାରା ଶ୍ରୀଲଙ୍କା ନାଗରିକଙ୍କୁ ଉଦ୍ଧାର କରିବାକୁ…

ଦେଶର ପ୍ରଥମ ଓ୍ବାଟର ମେଟ୍ରୋର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଥିରୁଭାନନ୍ତପୁରମ୍‌,୨୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥିରୁଭାନନ୍ତପୁରମ୍‌ରେ ଡିଜିଟାଲ ସାଇନ୍ସ ପାର୍କର ମୂଳଦୁଆ ପକାଇବା ସହ କୋଚିରେ ୱାଟର ମେଟ୍ରୋ ତଥା ବିଭିନ୍ନ ପ୍ରକଳ୍ପର ଉ୍‌ଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ କହିଛନ୍ତି, କେରଳ ଏକ ସଚେତନ, ବୁଦ୍ଧିମାନ ଏବଂ ଶିକ୍ଷିତ…

ବିଜେବି କଲେଜ ଗଣ୍ଡୋଗୋଳ ଘଟଣା: ପୁଣି ୪ ଅଣଛାତ୍ରଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ବର,୨୫।୪(ବ୍ୟୁରୋ): ବିଜେବି କଲେଜରେ କ୍ରିକେଟ୍‌ ଖେଳକୁ ନେଇ ହୋଇଥିବା ଗଣ୍ଡଗୋଳ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମଙ୍ଗଳବାର ୪ ଜଣ ଅଣଛାତ୍ରଙ୍କୁ ପୋଲିସ ଗିରଫ କରିଛି। ପୂର୍ବରୁ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ସୂଚନାଯୋଗ୍ୟ,…

ବିଗିଡିଲା ମନୀଷ ସିସୋଡିଆଙ୍କ ସ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସ୍ତ୍ରୀ ସୀମା ସିସୋଡିଆଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ତାଙ୍କୁ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ତାଙ୍କ ଅବସ୍ଥା…

ଏପରି ଏକ ସହର ଯେଉଁଠି ସେଲଫି ନେଲେ ଦେବାକୁ ପଡିବ ୨୫ ହଜାର ଜରିମାନା

ମଣିଷ ପ୍ରତ୍ୟେକ ମୁହୂର୍ତ୍ତକୁ କ୍ୟାମେରାରେ କ୍ୟାପଚର କରିବାକୁ ଭଲ ପାଏ। କିନ୍ତୁ ଆଜି ଆମେ ଦୁନିଆର ସେହି ସୁନ୍ଦର ସ୍ଥାନ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ସେଲଫି ନେବା ପାଇଁ ଆପଣଙ୍କୁ ଭାରି ଜରିମାନା ଦେବାକୁ ପଡିବ। ବାସ୍ତବରେ ଇଟାଲୀର ପୋର୍ଟୋଫିନୋ…

ସବୁଠୁ ଖୁସି ରାଜ୍ୟ ‘ମିଜୋରାମ’

ଆଇଜଲ୍‌: ମିଜୋରାମ ହେଉଛି ଭାରତର ସବୁଠୁ ଖୁସି ରାଜ୍ୟ। ଗୁରୁଗ୍ରାମସ୍ଥିତ ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ ଏକ ରିପୋର୍ଟ ଜାରି କରିଛି। ଯେଉଁଥିରେ କି ଇନ୍‌ଷ୍ଟିଚ୍ୟୁଟ୍‌ର ଷ୍ଟ୍ରାଟେଜି ପ୍ରଫେସର ରାକେଶ କେ ପିଲ୍ଲାନିଆ ତାଙ୍କର ଏହି ଅନୁଧ୍ୟାନରୁ ଜଣାଇଛନ୍ତି। ଏଥିସହ ମିଜୋରାମ ମଧ୍ୟ…

‘ଜଓ୍ବାନ’ ପରେ ଫିଲ୍ମ ‘ଡଙ୍କି’ର ଶୁଟିଂ ଚଳାଇଛନ୍ତି ଶାହାରୁଖ: କଶ୍ମୀରରେ ଆସିଲେ ନଜର

  ମୁମ୍ବାଇ: ସୁପରଷ୍ଟାର ଅଭିନେତା ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ୍‌’ ବକ୍ସ ଅଫିସରେ ହଜାର କୋଟିରୁ ଅଧିକ ଟଙ୍କା ରୋଜଗାର କରି ରେକର୍ଡ ସୃଷ୍ଟି କରିଛି। ଆଜିକାଲି କିଙ୍ଗ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ରଗୁଡ଼ିକରେ କଠିନ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି।…

କେକ୍‌ରେ ‘ଗୁଡ୍‌ବାଏ ଫରଏଭର’ ମେସେଜ

ନୂଆଦିଲ୍ଲୀ: ସାଧାରଣତଃ ଆମେ କେକ୍‌ ମାଧ୍ୟମରେ ଜନ୍ମଦିନ, ବିବାହ ବାର୍ଷିକୀ ଏବଂ ଅନେକ ଶୁଭେଚ୍ଛା ବାର୍ତ୍ତା ଦେଇଥାଉ। ହେଲେ ଏଠାରେ ଏକ କେକ୍‌ର ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କି ଶୁଭେଚ୍ଛା ବାର୍ତ୍ତା ବଦଳରେ ଲେଖାହୋଇଛି, ‘ୟୁ ଆର୍‌ ଡେଡ୍‌…

ଗଛ ପଡ଼ି କାର ଭାଙ୍ଗିଲା

ଜୟପୁର,୨୫ା୪(ନି.ପ୍ର.): କାଳ ବୈଶାଖୀର ଭୟଙ୍କର ରୂପ ଜୟପୁର ହାଟପଦାଠାରେ ଦେଖିବାକୁ ମିଳିଛି । ପ୍ରବଳ ପବନ ଓ ବର୍ଷାରେ ଏକ ବିରାଟ ଗଛ ଉପୁଡି ଯାଇଥିଲା  । ଗଛଟି ନିକଟରେ ଥିବା ଏକ କାର ଉପରେ ପଡିବାରୁ ତାହା ସମ୍ପୂର୍ଣ୍ଣ ନଷ୍ଟ…

ତାମିଲନାଡ଼ୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ନନ୍ଦପୁର,୨୫ା୪(ଡି.ଏନ୍‌.ଏ.): ତାମିଲନାଡ଼ୁରେ ଏକ ପଥର ଖାଦାନରେ କାର୍ଯ୍ୟ କରୁଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କୋରାପୁଟ ଜିଲା ନନ୍ଦପୁର ବ୍ଲକ ହିକିମପୁଟ ପଞ୍ଚାୟତ ମାରଡ଼ା ଗ୍ରାମର ନରସିଂହ କଅଁର(୨୮)। ରବିବାର ଅପରାହ୍ନରେ ନରସିଂହ ପଥର ଖାଦାନରେ କାମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri